Bhubaneswar Airport - The Sakala

ଅନଲାଇନ୍ କ୍ୟାବ୍ ଡ୍ରାଇଭରଙ୍କ ଧର୍ମଘଟ: ବିମାନବନ୍ଦର ଯାତ୍ରୀଙ୍କ ସହାୟତା ପାଇଁ ପିସିଆର ଗାଡ଼ି ମୁତୟନ କଲା କମିଶନରେଟ ପୋଲିସ
ଭୁବନେଶ୍ୱର: ରାଜଧାନୀରେ ଚାଲିଥିବା ଅନଲାଇନ୍ କ୍ୟାବ୍ ଡ୍ରାଇଭରଙ୍କୁ ଧର୍ମଘଟ ମଧ୍ୟରେ ଯାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏକ ବଡ଼ ପଦକ୍ଷେପ ନେଇଛି ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ। ବିମାନବନ୍ଦରରେ ଓହ୍ଲାଉଥିବା ଯାତ୍ରୀମାନଙ୍କୁ ବିଶେଷ କରି ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପିସିଆର (PCR) ଭ୍ୟାନ୍ ମୁତୟନ କରାଯାଇଛି।

ଆପ୍-ଭିତ୍ତିକ କ୍ୟାବ୍ ସେବା ବ୍ୟାହତ ହୋଇଥିବାରୁ ଅନେକ ଯାତ୍ରୀ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ କୌଣସି ବି ଯାତ୍ରୀ ଯେପରି ଜରୁରୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ପୋଲିସ ପକ୍ଷରୁ ଏହି ବିଶେଷ ବ୍ୟବସ୍ଥା କରାଯାଇଛି। ଯଦି କୌଣସି ଯାତ୍ରୀଙ୍କର ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ ହୁଏ, ତେବେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବାର ଦାୟିତ୍ୱ ନେବେ ବିମାନବନ୍ଦରରେ ମୁତୟନ ଥିବା ପିସିଆର ଗାଡ଼ି।

ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କମିଶନରେଟ୍ ପୋଲିସ ତାର ଅଫିସିଆଲ୍ ଏକ୍ସ (X) ଆକାଉଣ୍ଟରେ ଉଲ୍ଲେଖ କରିଛି ଯେ, ସାଧାରଣ ଜନତାଙ୍କ ସେବା ପାଇଁ ପୋଲିସ ସର୍ବଦା ପ୍ରତିବଦ୍ଧ। ପୋଲିସ ନିଜର ବାର୍ତ୍ତା ଦେଇ କହିଛି: "ଆମେ ଆପଣଙ୍କ ସହିତ ଅଛୁ। ସବୁବେଳେ, ପ୍ରତିଟି ସମୟରେ, ସବୁଠାରେ"। ଏହି ବ୍ୟବସ୍ଥା ଦ୍ୱାରା, ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଥିବା କୌଣସି ଯାତ୍ରୀ ବିମାନବନ୍ଦରରେ ଅଟକି ନରହି ଠିକ୍ ସମୟରେ ଚିକିତ୍ସା ସୁବିଧା ପାଇପାରିବେ। ଆବଶ୍ୟକ ଥିବା ଯାତ୍ରୀମାନେ ସିଧାସଳଖ ପିସିଆର ଗାଡ଼ି ନିକଟକୁ ଯାଇ ସାହାଯ୍ୟ ମାଗିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଫ୍ଲାଇଟ୍ ବାତିଲକୁ ନେଇ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ହଙ୍ଗାମା, ଭାଙ୍ଗିଦେଲେ କମ୍ପ୍ୟୁଟର ଓ ସ୍କାନର
ଭୁବନେଶ୍ୱର: ବିମାନ ବାତିଲ ପରେ ବିମାନବନ୍ଦରରେ ମହିଳା ଯାତ୍ରୀଙ୍କ ହଙ୍ଗାମା । ଏୟାରପୋର୍ଟରେ କଲେ ଭଙ୍ଗାରୁଜା । ଭୁବନେଶ୍ୱର ବିମାନବନ୍ଦରଠାରେଏକ ଇଣ୍ଡିଗୋ ବିମାନ ବାତିଲ ହେବା ପରେ ଜଣେ ମହିଳା ଯାତ୍ରୀଙ୍କ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି। ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି ବିଳମ୍ବ ହେବା ସହ ପରେ ବାତିଲ ହୋଇଥିଲା, ଯାହା ଫଳରେ ଅନେକ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣକ ନିଜ ପୁଅର ଚିକିତ୍ସା ପାଇଁ କୋଲକାତା ଯିବାର ଥିଲା । ତେବେ ବିମାନ ବାତିଲ ହେବା ଖବର ଶୁଣି ସେ ଉତ୍ତ୍ୟକ୍ତ ହୋଇପଡିଥିଲେ। କ୍ରୋଧାନ୍ୱିତ ହୋଇ ସେ ବିମାନବନ୍ଦର ପରିସରରେ ପ୍ରବଳ ହଙ୍ଗାମା କରିବା ସହ ଏକ କମ୍ପ୍ୟୁଟର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଏହି ଉତ୍ତ୍ୟକ୍ତ ଆଚରଣର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣା ଏବଂ ବିମାନ ବାତିଲ ପରେ ମହିଳା ଜଣକ ଶେଷରେ ଅନ୍ୟ ଏକ କନେକ୍ଟିଂ ଫ୍ଲାଇଟ୍ (ସଂଯୋଗକାରୀ ବିମାନ) ଯୋଗେ କୋଲକାତା ଯିବାରେ ସଫଳ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ବିମାନବନ୍ଦରରେ କମ୍ପ୍ୟୁଟର ଭଙ୍ଗାରୁଜା ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏୟାରପୋର୍ଟ ଥାନାରେ ଏକ ଲିଖିତ ଅଭିଯୋଗ ଦାଏର କରାଯାଇଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଭୁବନେଶ୍ୱର ଏୟାରପୋର୍ଟରୁ ୫ କୋଟିର ମାରିଜୁଆନା ଜବତ, ଜଣେ ଅଟକ
ଭୁବନେଶ୍ୱର: ପୁଣି ଏୟାରପୋର୍ଟରୁ ଜବତ ହେଲା ମାରିଜୁଆନା । ବିପୁଳ ପରିମାଣର ମାରିଜୁଆନା ଜବତ କଲା DRI ଓ କଷ୍ଟମ ବିଭାଗ। ବ୍ୟାଙ୍କକ୍ ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧ କେଜି ମାରିଜୁଆନା ଜବତ । ଜବତ ନିଶାଦ୍ରବ୍ୟର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ସୂଚନା। ସନ୍ଦେହ ହେବାରୁ ବ୍ୟାଗ୍ ଚେକିଂ ବେଳେ ଜଣେ ଅଭିଯୁକ୍ତ ଧରାପଡ଼ିଛନ୍ତି। ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ ବିଭାଗ। ତେବେ ଏତେ ପରିମାଣର ମାରିଜୁଆନା କିଏ ଅର୍ଡର କରିଥିଲେ ଏବଂ କେଉଁଠିକୁ ଯାଉଥିଲା। ବ୍ୟାଙ୍କକ୍‌ରୁ ଆଣୁଥିବା ଯାତ୍ରୀ ଜଣକ ଏକାଥିଲେ ନା ଆଉ କିଏ ସାଙ୍ଗରେ ଥିଲେ। ଏହି ସବୁ ଦିଗକୁ ନେଇ ଯାତ୍ରୀକୁ ପଚରାପଚରା କରାଯାଉଛି।

ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ମାରିଜୁଆନା ଜବତ
ଭୁବନେଶ୍ୱର: ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ଦାମୀ ନିଶା । ୧୧ କେଜି ମାରିଜୁଆନା ଜବତ କଲା DRI ଓ କଷ୍ଟମ ବିଭାଗ । ଜବତ ମାରିଜୁଆନାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କାହେବ ବୋଲି ଅନୁମାନ କରାଯାଉଛି ।  ତାମିଲନାଡ଼ୁର ଦୁଇ ଯାତ୍ରୀ ବ୍ୟାଙ୍କକରୁ ଭୁବନେଶ୍ବର ଆଣିଥିବା ସୂଚନା । ଦୁଇଜଣ ଯାତ୍ରୀ ଅଟକଙ୍କୁ ଅଟକ ରଖି ପଚରାଉଚରା। ଲଗେଜରେ ପ୍ୟାକେଟ କରି ଆଣୁଥିବା ବେଳେ ସ୍କ୍ୱାନିଂ ବେଳେ ଧରାପଡିଛି ଏହି ବିଦେଶୀ ନିଶା।

ଭୁବନେଶ୍ୱର ବିମାନବନ୍ଦରରୁ ୬ କୋଟି ଟଙ୍କାର ମାରିଜୁଆନା ଜବତ, ଦୁଇ ଅଟକ
ଭୁବନେଶ୍ୱର: ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଠାବ ହେଲା ଦାମୀ ଗଞ୍ଜେଇ । ବ୍ୟାଙ୍କକ୍ ରୁ ଭୁବନେଶ୍ୱର ଆସୁଥିବା ବେଳେ ଠାବ ହେଲା ଦାମୀ ନିଶା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ଗଞ୍ଜେଇ ଆଣି ଆସୁଥିବା ୨ ଜଣଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ । ଡିଆରଆଇ କାବୁ କରିବା ପରେ କଷ୍ଟମ ବିଭାଗକୁ ହସ୍ତାନ୍ତର କରିଛି । ୨ ଅଟକ ଯୁବକଙ୍କ ଘର ତାମିଲନାଡୁ ବୋଲି ଜଣାପଡିଛି । ତେବେ ଭୁବନେଶ୍ୱରର କାହା ପାଖକୁ ଏହି ନିଶାଦ୍ରବ୍ୟ ଆସୁଥିଲା ତାକୁ ନେଇ ଖୋଳତାଡ଼ ଚାଲିଛି । ଜବତ ହାଇଡ୍ରଫୋନିକ ଗଞ୍ଜେଇର ଓଜନ ପ୍ରାୟ ୬ କେଜି ବୋଲି ସ୍ପଷ୍ଟ କରାଯାଇଛି ।

ଭୁବନେଶ୍ୱର ବିମାନବନ୍ଦରରୁ ୧୦ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ୍ ଜବତ, ୮ ଅଟକ
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ବେଆଇନ ବିଦେଶୀ ସିଗାର ଓ ସିଗାରେଟ୍‌ ଜବତ । ପୁଳା ପୁଳା ବିଦେଶୀ ସିଗାରେଟ୍ ଜବତ କଲା DRI ଓ କଷ୍ଟମ ବିଭାଗ । ଗତକାଲି ଦୁବାଇରୁ ଭୁବନେଶ୍ବର ଆସିଥିବା ବିମାନର ୮ଜଣ ଯାତ୍ରୀଙ୍କ ଠାରୁ ଏହି ସିଗାରେଟ୍ ଜବତ ହୋଇଛି । ଅଭିଯୁକ୍ତମାନେ ଉତ୍ତରପ୍ରଦେଶ ଓ ରାମପୁରର ଅଞ୍ଚଳର। ସେମାନଙ୍କ ବ୍ୟାଗରୁ ୨୫ଟି ସିଗାରେଟ ପ୍ୟାକେଟ୍‌ ଓ ୪୦୦୦ ପିସ୍‌ ସିଗାର ଜବତ ହୋଇଛି । ଜବତ ସିଗାର ଓ ସିଗାରେଟ୍‌ର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ବ୍ଲାକ ମାର୍କେଟିଙ୍ଗ ପାଇଁ, ଦୁବାଇରୁ ଭୁବନେଶ୍ୱର ଏମାନେ କ୍ରମାଗତ ଆସୁଥିବା ତଦନ୍ତ ବେଳେ ଜଣା ପଡିଛି । ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମସ୍ ବିଭାଗ ।

ଭୁବନେଶ୍ୱର ବିମାନବନ୍ଦରରୁ ୮ କୋଟି ଟଙ୍କାର ମାରିଜୁଆନା ଜବତ
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ୮କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି । ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସୁଥିବା ବେଳେ ଧରିଲା DRI । ବିମାନଯାତ୍ରୀ ଜରିଆରେ ଚାଲାଣ ବେଳେ ଧରାପଡ଼ିଲା ମାରିଜୁଆନା । ଲଗେଜ୍‌ରେ ୮ କେଜିର ମାରିଜୁଆନା ଧରି ଆସୁଥିଲେ ଯାତ୍ରୀ । ଷ୍ଟ୍ରଲି ବ୍ୟାଗରେ ସିକ୍ରଟ ଚାମ୍ବର କରି ଚାଲାଣ ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ଧରାପଡିଲେ ଯାତ୍ରୀ ।  ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ଡିଆରଆଇ । ଗତ ମଙ୍ଗଳବାର ମଧ୍ୟ ୩ କୋଟି ୯୨ଲକ୍ଷ ଟଙ୍କାର ମାରିଜୁଆନା ଜବତ ହୋଇଥିଲା ।

ଭୁବନେଶ୍ୱରରେ ଘନ କୁହୁଡ଼ିର ରାଜ୍; ବିମାନ ଚଳାଚଳ ପ୍ରଭାବିତ, ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର: ଘନକୁହୁଡ଼ି ବଳୟରେ ରାଜଧାନୀ ଭୁବନେଶ୍ୱର । କୁହୁଡ଼ିର ଧଳା ଚାଦରରେ ଢାଙ୍କି ହୋଇଛି ରାଜଧାନୀ । ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ଦୂରତା ହ୍ରାସ । ଘନ କୁହୁଡି ଯୋଗୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଏପରିକି କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ହୋଇଛି । ଦିନ ୧୦ଟା ଯାଏ ବି ରାଜଧାନୀରୁ ହଟିନି ଘନକୁହୁଡ଼ି । ଘନ କୁହୁଡି ଯୋଗୁଁ ବିଜୁ ପଟ୍ଟନାୟକ ଏୟାର୍‌ପୋର୍ଟରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ୫ଟି ବିମାନର ଗତିପଥ ପରିବର୍ତ୍ତନ ହୋଇଛି । ୩ଟି ରାୟପୁରକୁ ଏବଂ ୨ଟି କଲିକତାକୁ ପରିବର୍ତ୍ତନ କରାଯାଇଛି । ସେଥିମଧ୍ୟରୁ ୩ଟି ବିମାନ ଦିଲ୍ଲୀରୁ ଆସୁଥିବା ବେଳେ ଗୋଟିଏ ଚେନ୍ନାଇ ଏବଂ ଗୋଟିଏ ବେଙ୍ଗାଲୁରୁରୁ ଆସୁଥିଲା । ସକାଳ ସାଢ଼େ ୬ଟା ବେଳେ ରନ୍ଓ୍ବେରେ ଦୃଶ୍ୟମାନ ୫୦ମିଟର ଥିଲା ସେଥିପାଇଁ ବିମାନ ଉଡିପାରିନଥିଲା । ବିମାନବନ୍ଦରରେ ଯାତ୍ରୀ ହନ୍ତସନ୍ତ ହୋଇଥିବା ଜଣାପଡିଛି ।

ଭୁବନେଶ୍ୱର ଏୟାରପୋର୍ଟରୁ ପ୍ରାୟ ୪ କୋଟି ଟଙ୍କାର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ
ଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟରୁ ୩.୯୩ କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ।  ଜବତ ହାଇଡ୍ରୋପୋନିକ୍‌ର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ସ୍ବତନ୍ତ୍ର ଗୁଇନ୍ଦା ବିଶେଷ ସୂଚନା ଆଧାରରେ ଚଢ଼ାଉ କରି ଯାତ୍ରୀଙ୍କ ନିକଟରୁ ଗଂଜେଇ ଜବତ କରାଯାଇଥିଲା । ଯାଂଚ ବେଳେ ୪ ପ୍ୟାକେଟ ଗଂଜେଇ ମିଳିଥିଲା । ଯାତ୍ରୀଙ୍କ ବ୍ୟାଗ୍‌ର ଚକୋଲେଟ୍ ପ୍ୟାକେଟ୍ କାର୍ଡବୋର୍ଡରେ ଏହି ଗଞ୍ଜେଇ ରହିଥିଲା ।

ତେବେ ଗତ ମଙ୍ଗଳବାର ଦିନ ମଧ୍ୟ ଭୁବନେଶ୍ବର ବିମାନବନ୍ଦରରୁ ପ୍ରାୟ ୪ କେଜିର ମାରିଜୁଆନା ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଥିଲା । ଜଣେ ବ୍ୟକ୍ତି ନିଜ ଆଟାଚ ଓ ଟ୍ରଫି ପ୍ୟାକେଟ୍‌ରେ ଏହି ମାରିଜୁଆନାକୁ ଆଣିଥିବା କଷ୍ଟମ ବିଭାଗ ପକ୍ଷରୁ ସୂଚନା ମିଳିଥିଲା ।

ଲଭ୍‌-ସେକ୍ସ ଧୋକ୍କା ଅଭିଯୋଗରେ ଭୁବନେଶ୍ୱର ଏୟାରପୋର୍ଟ ଡିଜିଏମ୍ ଗିରଫ
ଭୁବନେଶ୍ୱର: ଏୟାର ହଷ୍ଟେସଙ୍କୁ ଧୋକା ଦେଇ ବନ୍ଧାହେଲେ ଭୁବନେଶ୍ବର ଏୟାରପୋର୍ଟ ଡିଜିଏମ । ଭୁବନେଶ୍ବର ବିମାନବନ୍ଦର ଡିଜିଏମ ଉମାକାନ୍ତ ପଟେଲକୁ ଗିରଫ କଲା ଏୟାରପୋର୍ଟ ଥାନା ପୋଲିସ । ଘରୋଇ ଏୟାରଲାଇନ୍ସରେ କାର୍ଯ୍ୟରତ ଯୁବତୀଙ୍କୁ ମିଛ କଥା କହି ଅବୈଧ ସମ୍ପର୍କ ରଖିବା ପରେ ବେଆଇନ୍ ଗର୍ଭପାତ କରିବା ଅଭିଯୋଗରେ ଉମାକାନ୍ତଙ୍କୁ ବାନ୍ଧିଲା ପୋଲିସ । ଉମାକାନ୍ତ ବିବାହିତ ହୋଇ ମଧ୍ୟ ଏ କଥା ଲୁଚାଇ ରଖିବା ସହ ଏୟାରଲାଇନ୍ସରେ କାମ କରୁଥିବା ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ  । ବିବାହର ପ୍ରଲୋଭନ ଦେଖାଇଥିଲେ । ବାରମ୍ବାର ଶାରୀରିକ ସମ୍ପର୍କ ରଖି ମଧ୍ୟ ବିବାହ ନକରିବାରୁ ବାଧ୍ୟ ହୋଇ ଆଇନର ଆଶ୍ରୟ ନେଇଥିଲେ ଏୟାର ହଷ୍ଟେସ ଜଣକ । ଅଭିଯୁକ୍ତ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ପୋଲିସ ।

ଭୁବନେଶ୍ୱର ବିମାନବନ୍ଦରରୁ ୧୦ କୋଟିର ମାରିଜୁଆନା ଜବତ, ଦୁଇ ମହିଳା ଗିରଫ
ଭୁବନେଶ୍ୱର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆଜି ସୀମା ଶୁଳ୍କ (କଷ୍ଟମ) ବିଭାଗ ପାଖାପାଖି ୧୦ କୋଟି ଟଙ୍କାର ମାରିଜୁଆନା ଜବତ କରିବା ସହ ଦୁଇ ମହିଳାଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୯.୫୨୪ କେଜି ମାରିଜୁଆନା (ଗଞ୍ଜେଇ ଜାତୀୟ) ଜବତ ହୋଇଛି। ଗତ ୪ ତାରିଖରେ ୨ଜଣ ଭାରତୀୟ ଯାତ୍ରୀ କ୍ୱାଲାଲମ୍ପୁରରୁ ବିମାନରେ ଆସି ଭୁବନେଶ୍ୱରରେ ଓହ୍ଲାଇଥିଲେ। ସେମାନଙ୍କ ହାବଭାବ ଉପରେ ସନ୍ଦେହ ହେବାରୁ ବ୍ୟାଗ୍‌‌କୁ ବିମାନବନ୍ଦରରେ ଯାଞ୍ଚ କରାଯାଇଥିଲା। ଉକ୍ତ ବ୍ୟାଗ୍‌‌ରୁ ୧୯ଟି ପ୍ୟାକେଟ୍‌‌ରେ ଥିବା ସବୁଜ ରଙ୍ଗର ପଦାର୍ଥ ଠାବ କରାଯାଇଥିଲା। ଯାଞ୍ଚ କରିବାରୁ ତାହା ମାରିଜୁନା ବୋଲି ଜଣାପଡ଼ିଥିଲା। ପରେ କଷ୍ଟମ୍‌ ବିଭାଗ ସଂପୃକ୍ତ ଦୁଇ ମହିଳାଯାତ୍ରୀଙ୍କୁ ହେପାଜତକୁ ନେଇଥିଲା। ଏନ୍‌‌ଡିପିଏସ୍‌‌ ଆଇନ-୧୯୮୫ ଆଧାରରେ ସେମାନଙ୍କୁ ଗିରଫ କରାଯାଇଛି। ତେବେ ଏହି ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ କଷ୍ଟମ୍‌ ବିଭାଗ ତନାଘନା ଚଳାଇଛି। ସୂଚନାଯୋଗ୍ୟ, ଓଡ଼ିଶା ଏବଂ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମାରିଜୁଆନା ଜବତ ହେବାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

ବିମାନବନ୍ଦର ନିକଟରେ କଲରାପତରିଆ ବାଘ ଦେଖାଯିବା ଘଟଣା; ବାଘ ନୁହେଁ, ଏହା ବଣଭୂଆ ବୋଲି କହିଲା ବନ ବିଭାଗ
ଭୁବନେଶ୍ୱର: ବାଘ ନୁହେଁ, ଏହା ବଣଭୂଆ । ଭୁବନେଶ୍ୱର ବିମାନବନ୍ଦର ପରିସରରେ କଲରାପତରିଆ ବାଘ ଦେଖାଯିବା ଘଟଣାର ପର୍ଦ୍ଦାଫାଶ କଲା ବନ ବିଭାଗ । ବନ ବିଭାଗର ଛାନଭିନ୍ ପରେ ଜଣାପଡିଲା, ଏହା ବାଘ ନୁହେଁ ବରଂ ବଣଭୂଆ । ବିଳମ୍ବିତ ରାତି ୨ଟା ବେଳେକୁ ଏହା ଏକ ବଣଭୂଆ ବୋଲି ସ୍ପଷ୍ଟ ହୋଇଛି । ଏହାର ଉଚ୍ଚତା ଦେଢ ଫୁଟ ଓ ତିନି ଫୁଟ ଲମ୍ବା ବୋଲି ଅନୁମାନ କରାଯାଉଛି । ଏନେଇ ସ୍ପଷ୍ଟିକରଣ ଦେଇଛନ୍ତି ବନ ବିଭାଗର ଅଧିକାରୀ ଆଲୋକ କୁମାର ପରିଡ଼ା ଏବଂ ତାଙ୍କ ସହଯୋଗୀ ।

ସୂଚନା ଅନୁସାରେ ଗତକାଲି ବିମାନବନ୍ଦର ପରିସର ଡମ୍ପିଂୟାର୍ଡରେ ବାଘ ବୁଲୁଥିବା ନେଇ ମ୍ପିଂୟାର୍ଡରେ କିଛି କର୍ମଚାରୀ ଅଭିଯୋଗ କରିଥିଲେ । ଡମ୍ପିଂୟାର୍ଡର କର୍ମଚାରୀ ଏହାକୁ ଏକ କଲରାପତରିଆ ବାଘ ବୋଲି ଭାବି ସେମାନେ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବନ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦିନସାରା ଖୋଜାଖୋଜି ଆରମ୍ଭ କରିଥିଲେ । ଜନ୍ତାରେ କୁକୁଡ଼ା ବାନ୍ଧି ବାଘକୁ ଧରିବାକୁ ଉଦ୍ୟମ କରିଥିଲା ବନ ବିଭାଗ । ଜାଲ ବସାଇ ଗଛ ଉପରେ ମଧ୍ୟ ଲୋକ ବସି ରହିଥିଲେ । ଜନ୍ତା ପାଖରେ ନନ୍ଦନକାନନରୁ ଅଣାଯାଇଥିବା ୪ଟି କ୍ୟାମେରା ମଧ୍ୟ ଖଞ୍ଜା ଯାଇଥିଲା । ସନ୍ଧ୍ୟାରେ ଜନ୍ତା ପାଖରେ ପକାଯାଇଥିବା ମାଂସଖଣ୍ଡ ଗୁଡ଼ିକୁ କୌଣସି ଜନ୍ତୁ ଖାଇନଥିଲେ । ହେଲେ ରାତି ୨ଟା ବେଳେ ଗୋଟିଏ ବଣଭୂଆ ଧାଇଁ ପଳାଇଥିଲା । ପାରିପାର୍ଶିକ ସ୍ଥିତି ଆଉ ଜନ୍ତୁର ପାଦ ଚିହ୍ନ ଦେଖି ଏହା ବାଘ ନୁହେଁ ବରଂ ବଣଭୂଆ ବୋଲି ସ୍ପଷ୍ଟ ହୋଇ ଯାଇଥିଲା।