odiaews - The Sakala

ଭଦ୍ରକ ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ, ଜଗନ୍ନାଥ ସ୍ୱାଇଁଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ
ଭୁବନେଶ୍ବର: ଆଜି ଭଦ୍ରକ ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ ହୋଇଛି। ଜଗନ୍ନାଥ ସ୍ୱାଇଁଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଇଛି। ୧୩ ଜଣଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଛି। ସେହିପରି ୨୮ ଜଣଙ୍କୁ ସାଧାରଣ ସମ୍ପାଦକ, ୨୪ ଜଣଙ୍କୁ ସମ୍ପାଦକ ଦାୟିତ୍ବ ଦିଆଯାଇଛି। ଅନ୍ୟପକ୍ଷରେ ୭ ବ୍ଲକର ୭ ଜଣ ସଭାପତିଙ୍କୁ ନିଯୁକ୍ତ କରାଯାଇଛି।  ୪ ପୌରପରିଷଦରେ ୪ ଜଣଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ଜିଲ୍ଲା କୋଷାଧ୍ୟକ୍ଷ ଦାୟିତ୍ୱ ପ୍ରଦୀପ ପଣ୍ଡାଙ୍କୁ ଦିଆଯାଇଛି। ଏ ନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ସୂଚନା ଦେଇଛନ୍ତି।

[wp-embedder-pack width=”100%” height=”400px” download=”all” download-text=”” attachment_id=”90733″ /]

ପଦ୍ମପୁର ଉପନିର୍ବାଚନ: ୪ଟା ପରେ ବୁଥ ଭିତରେ ଥିବା ମତଦାତା ଦେଉଛନ୍ତି ଭୋଟ, ବିଭିନ୍ନ ବୁଥରେ ଏବେ ବି ଅଛନ୍ତି ୧୨ ହଜାର ଭୋଟର
ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ଲାଗି ସରିଲା ମତଦାନ ପ୍ରକ୍ରିୟା । ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି। ୩୧୯ ବୁଥରେ ଭୋଟ ଦେଇଛନ୍ତି ମତଦାତା । ଅପରାହ୍ନ ୪ଟା ପର୍ଯ୍ଯନ୍ତ ମତଦାନ ହୋଇଥିଲା। ଯେଉଁମାନେ ୪ଟା ପୂର୍ବରୁ ବୁଥରେ ପହଞ୍ଚିଛନ୍ତି ସେମାନେ ଲାଇନରେ ରହି ମତଦାନ କରୁଛନ୍ତି। ସମ୍ପୂର୍ଣ୍ଣ ଭୋଟ ପ୍ରକ୍ରିୟା ସରିବାକୁ ୬ଟାରୁ ୬ଟା ୩୦ ସମୟ ଲାଗିପାରେ । ୮୯ ବୁଥରେ ଏବେବି ୧୨ ହଜାର ଭୋଟ ରହିଛନ୍ତି।  ଶାନ୍ତି ଶୃଙ୍ଖଳାର ସହ ମତଦାନ କରୁଛନ୍ତି। ଖବର ଅନୁଯାୟୀ, ଦିନ ୩ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ ହୋଇଥିଲା।

ସମ୍ପୂର୍ଣ୍ଣ ମତଦାନ ପ୍ରକ୍ରିୟା ସରିବା ପରେ କଡା ସୁରକ୍ଷା ମଧ୍ୟରେ ଇଭିଏମ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିବ । ପଦ୍ମପୁର ଆରଏମସି ରେ ଇଭିଏମ ରଖିବା ର ବ୍ୟବସ୍ଥା ହୋଇଛି । ଦ୍ଵି ସ୍ତରୀୟ ବ୍ୟବସ୍ଥା ଭିତରେ ଇଭିଏମ ରଖାଯିବ। ବର୍ତ୍ତମାନସୁଦ୍ଧା କୌଣସି ବିଶୃଙ୍ଖଳାର ସୂଚନା ନାହିଁ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସୂଚନା ଅନୁଯାୟୀ, ମୋଟ୍‌ ୩୧୯ଟି ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି ୨ ଲକ୍ଷରୁ ଅଧିକ ଭୋଟର । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା କରାଯାଇଥିଲା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଥିଲା।  ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଥିଲେ । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଥିଲେ । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହେଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେହିପରି ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଥିଲା।

୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ଥିଲେ । ବରଗଡ଼ ଜିଲ୍ଲା ମାଓପ୍ରବଣ ହୋଇଥିବାରୁ ୧୪୧୩ ପୁଲିସ ଅଧିକାରୀଙ୍କ ସମେତ ୯ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ପୁଲିସ ବାହିନୀ ମୁତୟନ କରାଯାଇଥିଲା । ୭୪ଟି ନକ୍ସଲପ୍ରବଣ ବୁଥରେ ୧୫ଟି ଆଣ୍ଟି ନକ୍ସଲ ସ୍କ୍ବାଡ ରହିଛନ୍ତି । ୧୧୨ଟି ବୁଥରେ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ ଅଛନ୍ତି । ଏହାସହିତ ୪୫ଟି ମୋବାଇଲ୍ ଟିମ୍ ମୁତୟନ କରାଯାଇଥିଲା ।

କୋଭିଡରେ ମୃତ୍ୟୁ ହେଲେ ସରକାର ଦେଉଛନ୍ତି ୫୦ହଜାର ଟଙ୍କା ସହାୟତା, ସଠିକ୍ ଉପାୟରେ ଆବେଦନ କରିବାକୁ ପରାମର୍ଶ
ବ୍ରହ୍ମପୁର: କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କଲେ ମୃତକଙ୍କ ପରିବାର ବର୍ଗଙ୍କୁ ସକରାରଙ୍କ ପକ୍ଷରୁ ୫୦ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉଛି। ଏଥିପାଇଁ ସଠିକ୍ ଉପାୟରେ ଆବେଦନ ଓ ଜିଲ୍ଲା ପ୍ରଶାସନର ସହାୟତା ନେବା ଜରୁରୀ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ୍ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୃତକଙ୍କ ପରିବାରବର୍ଗ ସମସ୍ତ ଦସ୍ତବିଜ୍ ସହ ନିକଟସ୍ଥ ରାଜସ୍ୱ ନୀରିକ୍ଷକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ତହସିଲ୍ କାର୍ଯ୍ୟାଳୟ ଅଥବା ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ ସହ ଯୋଗଯୋଗ କରିପାରିବେ ବୋଲି ଏଠାରେ କୁହାଯାଇଛି। ଏହି ସମ୍ପର୍କିତ ସୂଚନା ନିମନ୍ତେ ୯୮୬୧୩୮୬୫୭୯ ନମ୍ବରରେ ଯୋଗାଯୋଗ ମଧ୍ୟ କରିପାରିବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଜିଲ୍ଲାରେ କୋଭିଡ଼୍ରେ ୪୮୧ଜଣ ମୃତ୍ୟୁବରଣ କରିଥିବା ବେଳେ ଏଥିରୁ ୨୮୬ଜଣ ଆବେଦନକାରୀଙ୍କୁ ସହାୟତା ରାଶି ଯୋଗାଇ ଦିଆଯାଇଥିବା ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।