Bhishma Ashtami 2022 - The Sakala

ଭୀଷ୍ମାଷ୍ଟମୀର ମହତ୍ତ୍ବ
ମାଘ ମାସ ଶୁକ୍ଳପକ୍ଷ ଅଷ୍ଟମୀକୁ ଭୀଷ୍ମାଷ୍ଟମୀ କୁହାଯାଏ। ଶାସ୍ତ୍ର ଅନୁସାରେ, ଏହି ଦିନ ପିତାମହ ଭୀଷ୍ମ ନିଜ ଇଚ୍ଛା ଅନୁସାର ଶରୀର ତ୍ୟାଗ କରିଥିଲେ। ମାନ୍ୟତା ରହିଛି ଯେ, ଗଙ୍ଗା-ପୁତ୍ର ଭୀଷ୍ମଙ୍କ ପାଇଁ ଯିଏ ବ୍ରତ , ପୂଜା ଏବଂ ତର୍ପଣ କରିଥାନ୍ତି ତାଙ୍କୁ ବୀର ଏବଂ ସତ୍ୟବାଦୀ ପୁତ୍ର ପ୍ରାପ୍ତି ହୋଇଥାଏ।  ପିତାମହ ଭୀଷ୍ମଙ୍କୁ ଇଚ୍ଛାମୃତ୍ୟୁର ବରଦାନ ମିଳିଥÒଲା। ତେବେ ମହାଭାରତ ଯୁଦ୍ଧରେ ଶିଖଣ୍ଡୀଙ୍କୁ ସମ୍ମୁଖରେ ରଖି ପାଣ୍ଡବମାନେ ଯୁଦ୍ଧ କରିଥିଲେ। ତେଣୁ ପିତାମହ ଭୀଷ୍ମ ଯୁଦ୍ଧ ନ କରି ଅସ୍ତ୍ରତ୍ୟାଗ କରିଥିଲେ ।

ଯୁଦ୍ଧର ଘନଘଟାରେ ଲହୁଲୁହାଣ ହୋଇ ଭୀଷ୍ମ ଯେତେବେଳେ ଶରଶଯ୍ୟାରେ ଶୋଇଥିଲେ ସେହିସମୟରେ ସୂର୍ଯ୍ୟ ଦେବତା ଦକ୍ଷିଣାୟନ ଗତି କରୁଥିଲେ। ତେଣୁ ପିତାମହ ଭୀଷ୍ମ ତାଙ୍କ ମୃତ୍ୟୁ ପାଇଁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ତେବେ କୌଣସି ଶୁଭ କାର୍ଯ୍ୟକଳାପ ପାଇଁ ଭୀଷ୍ମ ଅଷ୍ଟମୀ ଉତ୍ତମ ଦିନ ବୋଲି ବିବେଚନା କରାଯାଏ। ଯେଉଁମାନେ ପିତୃଦୋଷରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ଦିନଟି  ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।