Pakistani Soldiers Killed - The Sakala

ବଲୁଚି ବିଦ୍ରୋହୀ-ପାକିସ୍ତାନ ସେନା ମଧ୍ୟରେ ୩ ଦିନ ହେଲା ଚାଲିଛି ଯୁଦ୍ଧ
କରାଚି : ପାକିସ୍ତାନ ବଲୁଚିସ୍ତାନ ପ୍ରଦେଶର ପଞ୍ଜଗୁର ସହରରେ ଗତ ୩ ଦିନ (୬୦ ଘଣ୍ଟାରୁ ଊର୍ଦ୍ଧ୍ବ) ହେଲା  ପାକିସ୍ତାନ ସେନା ଏବଂ ବଲୁଚି ବିଦ୍ରୋହୀଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି। ପାକିସ୍ତାନ ସେନାର ଫ୍ରଣ୍ଟିୟର କ୍ରପ୍ସ (ଏଫସି) ମୁଖ୍ୟାଳୟ ବଲୁଚି ବିଦ୍ରୋହୀଙ୍କ କବ୍‌ଜାରେ ରହିଛି। ପାକିସ୍ତାନ ଏହି ଅଞ୍ଚଳରେ କର୍ଫ୍ୟୁ ଲଗାଇ ଦେଇଛି। ଗତ ତିନି ଦିନ ହେଲା ଏହି ଯୁଦ୍ଧ ଜାରି ରହିଛି। ଏଥିଯୋଗୁଁ ଲୋକଙ୍କ ଘରେ ରାସନ ଅଭାବ ଦେଖାଦେଇଛି। ଏହା ମଧ୍ୟରେ ୧୭୦ ପାକିସ୍ତାନୀ ଯବାନଙ୍କୁ ନିପାତ କରାଗଲାଣି ବୋଲି ବଲୋଚି ବିଦ୍ରୋହୀମାନେ ଦାବି କରିଛନ୍ତି। ବଲୁଚି ଲିବରେସନ ଆର୍ମୀ (ବିଏଲଏ) ଏହି ଆକ୍ରମଣର ନେତୃତ୍ବ ନେଉଛି। ବୁଧବାର ରାତିରେ ଏଫସିର ନୋସକି ଏବଂ ପଞ୍ଜଗୁର ଶିବିରରେ ଆକ୍ରମଣ କରାଯାଇଥିଲା। ଏହା ଶନିବାର ପର୍ଯ୍ୟନ୍ତ ଜାରି ରହିଛି। ପଞ୍ଜଗୁର ଶିବିର ଏବେ ବି ବିଏଲଏ କବ୍‌ଜାରେ ରହିଛି। ଏହି ଯୁଦ୍ଧରେ ବିଏଲଏର ୩ ସଦସ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ଶହେରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି।