Mahendra Singh Dhoni - The Sakala
ନୂଆଦିଲ୍ଲୀ: ନୂଆ ରୋଲରେ ନଜର ଆସିବେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ନୂଆ ସିଜିନ୍ ସହିତ ନୂଆ ରୋଲରେ ଧୋନୀଙ୍କୁ ଦେଖିବାକୁ ମିଳିବ ବୋଲି ଧୋନୀ ନିଜର ଫେସବୁକ୍ ପୋଷ୍ଟରେ  ସୂଚନା ଦେଇଛନ୍ତି । ତେବେ ସେ କେଉଁ ନୂଆ ରୋଲରେ ନଜର ଆସିବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି । ଯାହାକି ତାଙ୍କ ଫ୍ୟାନ୍ସଙ୍କ ଭିତରେ ଚର୍ଚ୍ଚା ସୃଷ୍ଟି କରିଛି । ସେହି ପୋଷ୍ଟରେ ଫ୍ୟାନ୍ସ ମାନଙ୍କ ଭିନ୍ନଭିନ୍ନ ମତାମତ ମଧ୍ୟ ଦେଖିବାକୁ ମିଳିଛି।
ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ । ସମ୍ଭବତଃ ଧୋନୀ ନିଜର ଫେସବୁକ୍ ପୋଷ୍ଟରେ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସ୍ ତାଙ୍କୁ ଅଧିନାୟକ ଦାୟିତ୍ୱ ସହିତ ଅନ୍ୟ କୌଣସି ନୂଆ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଥିବାବେଳେ ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗସର ମେଣ୍ଟର ନିଯୁକ୍ତ କରିପାରେ ଟିମ୍ ମ୍ୟାନେଜମେଣ୍ଟ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ନଚେତ୍ ଧୋନୀଙ୍କୁ ଅନ୍ୟ କୌଣସି ବଡ ଦାୟିତ୍ୱ ଦେଇପାରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି । ଆଗକୁ ଟି-୨୦ ବିଶ୍ୱକପ୍ । ତେଣୁ ଏହା ପୂର୍ବରୁ ଧୋନୀଙ୍କୁ ବଡ ଦାୟିତ୍ୱ ଦେଇପାରେ ବିସିସିଆଇ।  ଧୋନୀ ହେଉଛନ୍ତି ଏକମାତ୍ର ଅଧିନାୟକ ଯିଏକି ଭାରତକୁ ଟି-୨୦ ବିଶ୍ୱକପରେ ଚାମ୍ପିୟନ୍ କରିପାରିଥିଲେ । ୨୦୦୭ ମସିହାରେ ପାକିସ୍ତାନକୁ ହରେଇ ପ୍ରଥମ ଥର ଟି-୨୦ ବିଶ୍ୱକପ୍ ଚାମ୍ପିୟନ୍ ହେଇଥିଲା ଟିମ୍ ଇଣ୍ଡିଆ । ଆଉ ଏହି ଚାମ୍ପିୟନ୍ ଟିମର କ୍ୟାପଟେନ୍ ଥିଲେ ମହେନ୍ଦ୍ର ସିଂହ ଧୋନୀ । ତେଣୁ ଆଗକୁ ଟି-୨୦ ବିଶ୍ୱକପରେ ନୂଆ ରୋଲରେ ମଧ୍ୟ ନଜର ଆସିପାରନ୍ତି ଧୋନୀ ।
ଭାରତକୁ ସବୁ ଫର୍ମାଟରେ ଟ୍ରଫି ଦେଇଥିବା ଏକମାତ୍ର ଅଧିନାୟକ ହେଉଛନ୍ତି ମାହି । ଆଇପିଏଲ୍‌କୁ ଛାଡ଼ି ଅନ୍ୟ ସବୁ କ୍ରିକେଟ୍‌ ଫର୍ମାଟ୍‌ରୁ ଅବସର ନେଇ ସାରିଛନ୍ତି ଏହି କିମ୍ବଦନ୍ତୀ ଖେଳାଳି । ଧୋନୀ ତାଙ୍କ କ୍ୟାରିୟରରେ ୯୦ଟି ଟେଷ୍ଟ, ୩୫୦ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍‌ ଏବଂ ୯୮ଟି ଟି–୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।
୪୨ ବର୍ଷରେ ପାଦ ଥାପିଲେ କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂହ ଧୋନୀ
ମୁମ୍ୱାଇ: ଭାରତୀୟ କ୍ରିକେଟ ଟିମ୍‌ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଆଜି ହେଉଛି ତାଙ୍କ ୪୨ତମ ଜନ୍ମଦିନ । ଜନ୍ମଦିନ ଅବସରରେ ମାହିଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଅନେକ ପୂର୍ବତନ ଖେଳାଳି ଓ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ।
ଭାରତକୁ ସବୁ ଫର୍ମାଟରେ ଟ୍ରଫି ଦେଇଥିବା ଏକମାତ୍ର ଅଧିନାୟକ ହେଉଛନ୍ତି ମାହି । ଆଇପିଏଲ୍‌କୁ ଛାଡ଼ି ଅନ୍ୟ ସବୁ କ୍ରିକେଟ୍‌ ଫର୍ମାଟ୍‌ରୁ ଅବସର ନେଇ ସାରିଛନ୍ତି ଏହି କିମ୍ବଦନ୍ତୀ ଖେଳାଳି । ଧୋନୀ ତାଙ୍କ କ୍ୟାରିୟରରେ ୯୦ଟି ଟେଷ୍ଟ, ୩୫୦ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍‌ ଏବଂ ୯୮ଟି ଟି–୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।
ଉତ୍ତରାଖଣ୍ଡ ଲାୱଲିରେ ଜନ୍ମ । ଧୋନୀଙ୍କ ମା’ ଦେବକୀ ଦେବୀ ଓ ପିତା ପାନ ସିଂହ। ଛୋଟବେଳୁ ଫୁଟବଲ୍ରେ ରୁଚି ରଖୁଥିବା ଧୋନୀ ବିଶ୍ଵ କ୍ରିକେଟର ଜଣେ ପରିଚିତ ନାଁ। ଉତ୍ତରାଖଣ୍ଡରେ ଜନ୍ମ ସତ କିନ୍ତୁ ବାପାଙ୍କ ଚାକିରf ପାଇଁ ସେ ରହୁଥିଲେ ରାଞ୍ଚିରେ । ଧୋନୀଙ୍କର ଗୋଟିଏ ଭାଇ ନରେନ୍ଦ୍ର ଓ ଗୋଟିଏ ଭଉଣୀ ଜୟନ୍ତି ଅଛନ୍ତି । ଡିଏଭି ଜବାହର ବିଦ୍ୟା ମନ୍ଦିରରେ ଧୋନୀ ଛୋଟବେଳେ ପଢୁଥିଲେ ପାଠ । ପିଲାଟିବେଳୁ ବ୍ୟାଡମିଣ୍ଟନ ଓ ଫୁଟବଲରେ ଅଧିକ ରୁଚି ଥିଲା ମାହୀଙ୍କର । ମାହି ଥିଲେ ଫୁଟବଲ ଟିମର ଗୋଲକିପର । ଗୋଲକିପିଂରେ ପ୍ରଭାବିତ ହେଇଥିଲେ ସ୍କୁଲ୍ କୋଚ୍ । ପରାମର୍ଶ ଦେଇଥିଲେ କ୍ରିକେଟ୍ ଖେଳିବାକୁ । ଧୋନୀଙ୍କ ବି କ୍ରିକେଟ ଖେଳିବା ସହ ଆରମ୍ଭ କରିଥିଲେ ୱିକେଟ କିପିଙ୍ଗ । ଯାହାକି ସମସ୍ତଙ୍କୁ କରିଥିଲା ପ୍ରଭାବିତ ।
ନୂଆଦିଲ୍ଲୀ : ଆଇପିଏଲରୁ ଶେଷ ହୋଇଯିବ ଧୋନୀ ଯୁଗ। ଆଇପିଏଲର ୨୦୨୨ ସଂସ୍କରଣ ପୂର୍ବରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ପଦ ଛାଡିଥିବା ଧୋନୀ ପୁରା ଆଇପିଏଲରୁ ସନ୍ୟାସ ନେଇପାରନ୍ତି। ଏନେଇ କାଲି ସେ ବଡ଼ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି। ସମଗ୍ର ବିଶ୍ବରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନରେ ଏହି ଖବର ଏକ ସସ୍‌ପେନ୍ସ ସୃଷ୍ଟି କରିଛି। କାରଣ କାଲି ଫେସ୍‌ବୁକ୍‌ ଲାଇଭ କରି ଧୋନୀ କିଛି ବଡ଼ ଘୋଷଣା କରିବେ ବୋଲି ନିଜେ ଘୋଷଣା କରିଛନ୍ତି।
ଶନିବାର ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଫେସବୁକରେ ଏକ ଫଟୋ ସେୟାର କରିଥିଲେ । ଆଉ ରବିବାର ଦିନ ୨ଟା ସମୟରେ ସେ ଫେସବୁକ ଲାଇଭରେ ଆସି କିଛି ବଡ ଘୋଷଣା କରିବେ ବୋଲି ସୂଚନା ଦେଇଥିଲେ । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଚର୍ଚ୍ଚାର ଖୋରାକ୍ ଯୋଗେଇଥିବାବେଳେ, କ୍ରିକେଟ୍ ପଣ୍ଡିତମାନେ ଏହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ କରିଦେଇଛନ୍ତି। କେତେକଙ୍କ ମତରେ ଧୋନୀ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ବେଳେ କାଲି ଆଇପିଏଲ ଛାଡିବା ନେଇ ବଡ଼ ଘୋଷଣା କରିପାରନ୍ତି।
୨୦୦୮ରୁ ଅର୍ଥାତ ୧୨ ବର୍ଷ ହେଲା ସେ ଚେନ୍ନାଇର ଅଧିନାୟକ ପଦ ସମ୍ଭାଳୁଥିଲେ ଧୋନୀ। ତାଙ୍କ ଅଧିନାୟକତ୍ବରେ ଚେନ୍ନାଇ ୪ ଥର ଚାମ୍ପିୟନ ହୋଇଛି। କେବଳ ୨୦୧୬ ଓ ୨୦୧୭ରେ ଚେନ୍ନାଇ ଆଇପିଏଲରେ ବ୍ୟାନ୍‌ ହୋଇଥିଲା। ବାକି ସବୁ ସଂସ୍କରଣରେ ଧୋନୀ ହିଁ ଦଳର ନେତୃତ୍ୱ ନେଇଥିଲେ।ଚେନ୍ନାଇ ୪ଥର ଆଇପିଏଲ ଟ୍ରଫି ଜିତିଥିବା ବେଳେ ୯ଥର ଫାଇନାଲ ଖେଳିବାକୁ ସକ୍ଷମ ହୋଇଛି। ଏପରି ସଫଳତା ଆଉ କୌଣସି ଅଧିନାୟକ ଏଯାଏ ଆଇପିଏଲରେ ପାଇନାହାନ୍ତି। ମୁମ୍ବାଇ ଅବଶ୍ୟ ୫ଥର ଚାମ୍ପିୟନ ହୋଇଛି। ହେଲେ ଧୋନିଙ୍କ ଚେନ୍ନାଇ ସର୍ବାଧିକଥର ଫାଇନାଲ ଖେଳିଛି। ଆଇପିଏଲ ୨୦୦୮ରୁ ଆରମ୍ଭ ହୋଇଥିଲା। ପ୍ରଥମ ସଂସ୍କରଣ ଠାରୁ ଧୋନି ଚେନ୍ନାଇର କମାଣ ସମ୍ଭାଳି ଆସୁଥିଲେ। ୨୦୦୮ ସଂସ୍କରଣରେ ଚେନ୍ନାଇ ଫାଇନାଲ ଯାଇଥିଲା। ୨୦୨୧ ସଂସ୍କରଣରେ ଚେନ୍ନେଇ ଶେଷଥର ପାଇଁ ଧୋନିଙ୍କ ନେତୃତ୍ୱରେ ଆଇପିଏଲ ଖେଳିଥିଲା। ଏଥିରେ ଦଳ ଚାମ୍ପିୟନ ମଧ୍ୟ ହୋଇଥିଲା। ଏହାପରେ ୨୦୨୨ରେ ଧୋନୀ ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ପଦ ଛାଡି କେବଳ ଜଣେ ଖେଳାଳି ଭାବେ ଖେଳୁଥିଲେ।
ଧୋନୀ ମୋଟ ୨୦୪ଟି ଆଇପିଏଲ ମ୍ୟାଚ୍‌ରେ ଅଧିନାୟକତ୍ବ କରିଛନ୍ତି । ସେଥିମଧ୍ୟରୁ ୧୨୧ଟିରେ ବିଜୟୀ ହୋଇଛନ୍ତି ଓ ୮୨ଟିରେ ପରାସ୍ତ ହୋଇଛନ୍ତି । ଗୋଟିଏ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି । ଫଳରେ ଆଇପିଏଲ ଅଧିନାୟକ ଭାବେ ଧୋନୀଙ୍କ ମ୍ୟାଚ୍‌ ବିଜୟ ପ୍ରତିଶତ ୫୯.୬୦ ରହିଛି । ଧୋନୀଙ୍କ ସଫଳ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗ୍ସ ୪ଟି ଆଇପିଏଲ ଟ୍ରଫି ଜିତିପାରିଛି । ବର୍ଷ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଚାମ୍ପିୟନ ହୋଇଛି ଚେନ୍ନାଇ । ଏଥିସହିତ ୨୦୧୦ ଓ ୨୦୧୪ରେ ଚାମ୍ପିୟନ୍ସ ଲିଗ ଟି-୨୦ ଟାଇଟଲ ମଧ୍ୟ ଧୋନୀଙ୍କ ନେତୃତ୍ବରେ ସିଏସକେ ନାମରେ ରହିଛି । ସବୁଠୁ ମଜାଦାର କଥା ହେଉଛି, ଧୋନୀଙ୍କ ଚମତ୍କାର ନେତୃତ୍ବରେ ଚେନ୍ନାଇ ୫ଥର ୨୦୦୮, ୨୦୧୨, ୨୦୧୩, ୨୦୧୫ ଓ ୨୦୧୯ରେ ରନର୍ସଅପ ହୋଇଛି ।
ଧୋନୀ ଚେନ୍ନାଇ ଅଧିନାୟକ ପଦ ଛାଡିବା ପରେ ଭାବୁକ ହେଲେ ପ୍ରଶଂସକ, ବାହୁବଳୀ ସହ ତୁଳନା କରି ଭିଡିଓ ସେୟାର କଲେ ପୂର୍ବତନ ଖେଳାଳି
ମୁମ୍ବଇ : ଆଇପିଏଲର ୨୦୨୨ ସଂସ୍କରଣ ପୂର୍ବରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି ମହେନ୍ଦ୍ର ସିଂହ ଧୋନୀ। ଆଜି ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ମହେନ୍ଦ୍ର ସିଂ ଧୋନୀ । ଏଥିସହିତ ନେତୃତ୍ବ ଭାର ଟିମର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଛନ୍ତି । ଫଳରେ ଶନିବାର ଠାରୁ ଆରମ୍ଭ ହେବାକୁ ଯଉଥିବା ଆଇପିଏଲର ଆଗାମୀ ସଂସ୍କରଣ ଅର୍ଥାତ ଆଇପିଏଲ ୨୦୨୨ରେ ରବିନ୍ଦ୍ର ଜାଡେଜା ଟୁର୍ଣ୍ଣାମେଣ୍ଟର ଅନ୍ୟତମ ସଫଳ ଟିମ ଚେନ୍ନାଇର ଅଧିନାୟକ ଭାର ତୁଲାଇବେ । ବର୍ଷ ୨୦୧୨ ଠାରୁ ଜାଡେଜା ଚେନ୍ନାଇ ସୁପର କିଙ୍ଗ୍ସର ପ୍ରମୁଖ ସଦସ୍ୟ ରହିଛନ୍ତି । ତୃତୀୟ ଖେଳାଳି ଭାବେ ଜାଜେଡା ଚେନ୍ନାଇର ଅଧିନାୟକ ହେବେ ।
MS Dhoni leaving CSK captaincy and continuing as a player: #IPL2022 pic.twitter.com/auPPAtvxM3
— Wasim Jaffer (@WasimJaffer14) March 24, 2022
୨୦୦୮ରୁ ଅର୍ଥାତ ୧୨ ବର୍ଷ ହେଲା ସେ ଚେନ୍ନାଇର ଅଧିନାୟକ ପଦ ସମ୍ଭାଳୁଥିଲେ ଧୋନୀ। ତାଙ୍କ ଅଧିନାୟକତ୍ବରେ ଚେନ୍ନାଇ ୪ ଥର ଚାମ୍ପିୟନ ହୋଇଛି। କେବଳ ୨୦୧୬ ଓ ୨୦୧୭ରେ ଚେନ୍ନାଇ ଆଇପିଏଲରେ ବ୍ୟାନ୍‌ ହୋଇଥିଲା। ବାକି ସବୁ ସଂସ୍କରଣରେ ଧୋନୀ ହିଁ ଦଳର ନେତୃତ୍ୱ ନେଇଥିଲେ।ଚେନ୍ନାଇ ୪ଥର ଆଇପିଏଲ ଟ୍ରଫି ଜିତିଥିବା ବେଳେ ୯ଥର ଫାଇନାଲ ଖେଳିବାକୁ ସକ୍ଷମ ହୋଇଛି। ଏପରି ସଫଳତା ଆଉ କୌଣସି ଅଧିନାୟକ ଏଯାଏ ଆଇପିଏଲରେ ପାଇନାହାନ୍ତି। ମୁମ୍ବାଇ ଅବଶ୍ୟ ୫ଥର ଚାମ୍ପିୟନ ହୋଇଛି। ହେଲେ ଧୋନିଙ୍କ ଚେନ୍ନାଇ ସର୍ବାଧିକଥର ଫାଇନାଲ ଖେଳିଛି। ଆଇପିଏଲ ୨୦୦୮ରୁ ଆରମ୍ଭ ହୋଇଥିଲା। ପ୍ରଥମ ସଂସ୍କରଣ ଠାରୁ ଧୋନି ଚେନ୍ନାଇର କମାଣ ସମ୍ଭାଳି ଆସୁଥିଲେ। ୨୦୦୮ ସଂସ୍କରଣରେ ଚେନ୍ନାଇ ଫାଇନାଲ ଯାଇଥିଲା। ୨୦୨୧ ସଂସ୍କରଣରେ ଚେନ୍ନେଇ ଶେଷଥର ପାଇଁ ଧୋନିଙ୍କ ନେତୃତ୍ୱରେ ଆଇପିଏଲ ଖେଳିଥିଲା। ଏଥିରେ ଦଳ ଚାମ୍ପିୟନ ମଧ୍ୟ ହୋଇଥିଲା।
End of an Era as a captain 🥺🙏🙏
Thank you #MSDhoni for your services as a skipper.@msdhoni #CSK𓃬 pic.twitter.com/DPeK87LcIJ
— MSDhoni fans DEN🦁 19:29 (@MSDhonifans_den) March 24, 2022
ଦୀର୍ଘ ୧୨ ବର୍ଷର ବ୍ୟବଧାନ ପରେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱ ଛାଡିଛନ୍ତି। ଧୋନୀ ୪୦ ବର୍ଷ ବୟସରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ରବିନ୍ଦ୍ର ଜାଡେଜାଙ୍କୁ ତାଙ୍କର ନୂତନ ଉତ୍ତରାଧିକାରୀ ଭାବରେ ଚୟନ କରିଛନ୍ତି।ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ଦୁଇ ଦିନ ପରେ ମାର୍ଚ୍ଚ ୨୬ ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବ କିନ୍ତୁ ଏହା ପୂର୍ବରୁ ଧୋନୀଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି |। ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇକୁ ଚାରିଥର ଟାଇଟଲ୍ ଜିତାଇଥିବା ଧୋନୀ ବର୍ତ୍ତମାନ କେବଳ ଜଣେ ଖେଳାଳି ଭାବରେ ଖେଳିବେ । ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସକମାନେ ମଧ୍ୟ ମାହିଙ୍କ ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ବହୁତ ଭାବପ୍ରବଣ ହେଉଛନ୍ତି । ଧୋନୀ ଅଧିନାୟକ ପଦ ଛାଡ଼ିବାରୁ ଗୋଟିଏ ଯୁଗର ଅବସାନ ଘଟିଥିବା କ୍ରିକେଟ ଫ୍ୟାନ ମାନେ କହିବା ସହ ସୋସିଆଲ ମିଡିଆରେ ‘End of an Era as a captain’ ଟ୍ରେଣ୍ଡିଂ କରୁଛି।
Congratulations on a legendary tenure as captain of CSK, @msdhoni! 🙌🏻
Can’t wait to see this bromance on the field soon. 🤜🏻🤛🏻#PlayBold #RCB #WeAreChallengers #IPL2022 #MSDhoni pic.twitter.com/XbH6ir91C8
— Royal Challengers Bangalore (@RCBTweets) March 24, 2022
ଧୋନୀ ମୋଟ ୨୦୪ଟି ଆଇପିଏଲ ମ୍ୟାଚ୍‌ରେ ଅଧିନାୟକତ୍ବ କରିଛନ୍ତି । ସେଥିମଧ୍ୟରୁ ୧୨୧ଟିରେ ବିଜୟୀ ହୋଇଛନ୍ତି ଓ ୮୨ଟିରେ ପରାସ୍ତ ହୋଇଛନ୍ତି । ଗୋଟିଏ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି । ଫଳରେ ଆଇପିଏଲ ଅଧିନାୟକ ଭାବେ ଧୋନୀଙ୍କ ମ୍ୟାଚ୍‌ ବିଜୟ ପ୍ରତିଶତ ୫୯.୬୦ ରହିଛି । ଧୋନୀଙ୍କ ସଫଳ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗ୍ସ ୪ଟି ଆଇପିଏଲ ଟ୍ରଫି ଜିତିପାରିଛି । ବର୍ଷ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଚାମ୍ପିୟନ ହୋଇଛି ଚେନ୍ନାଇ । ଏଥିସହିତ ୨୦୧୦ ଓ ୨୦୧୪ରେ ଚାମ୍ପିୟନ୍ସ ଲିଗ ଟି-୨୦ ଟାଇଟଲ ମଧ୍ୟ ଧୋନୀଙ୍କ ନେତୃତ୍ବରେ ସିଏସକେ ନାମରେ ରହିଛି । ସବୁଠୁ ମଜାଦାର କଥା ହେଉଛି, ଧୋନୀଙ୍କ ଚମତ୍କାର ନେତୃତ୍ବରେ ଚେନ୍ନାଇ ୫ଥର ୨୦୦୮, ୨୦୧୨, ୨୦୧୩, ୨୦୧୫ ଓ ୨୦୧୯ରେ ରନର୍ସଅପ ହୋଇଛି ।
End of an Era, Will miss you skip #MSDhoni. pic.twitter.com/0f4I0fTwRn
— D (@82__mohali) March 24, 2022
ସୂଚନାଯୋଗ୍ୟ  ଅକ୍ସନରେ ଚେନ୍ନାଇ ଟିମ୍ ଧୋନୀ ଓ ଜଡେଜାଙ୍କ ସମେତ ୪ ଖେଳାଳିଙ୍କୁ ରିଟେନ୍ କରିଥିଲା । ଜଡେଜାଙ୍କୁ ଫ୍ରାନଚାଇଜ୍ ୧୬ କୋଟି ଟଙ୍କାରେ ରିଟେନ୍ କରିଥିବାବେଳେ ଧୋନୀଙ୍କୁ ୧୨ କୋଟିରେ ରିଟେନ୍ କରିଥିଲା ଚେନ୍ନାଇ ଟିମ୍ । ତେଣୁ ଆରମ୍ଭ ରୁ ହିଁ ସୁରାକ ମିଳିଯାଇଥିଲା ଯେ, ଧୋନୀ ନୁହଁନ୍ତି ବରଂ ଜଡେଜା ହୋଇପାରନ୍ତି ଦଳର କ୍ୟାପ୍ଟେନ୍ । ଏମାନଙ୍କ ବ୍ୟତୀତ ମୋଇନ ଅଲିଙ୍କୁ ୮ କୋଟି ଓ ଋତୁରାଜଙ୍କୁ ୬ କୋଟିରେ କିଣିଥିଲା ଦଳ ।