mahandi - The Sakala

ଛତିଶଗଡ଼ର ଆଉ ଏକ ଭୟଙ୍କର ଷଡ଼ଯନ୍ତ୍ର: ବିପଦରେ ହୀରାକୁଦ, ଛତିଶଗଡ଼ର ଦାଦାଗିରିକୁ ବୁଦ୍ଧିଜୀବୀଙ୍କ ନାପସନ୍ଦ
ଭୁବନେଶ୍ବର: ମହାନଦୀକୁ ନେଇ ଛତିଶଗଡ଼ର ଆଉ ଏକ ଭୟଙ୍କର ଖେଳ। ଉପରମୁଣ୍ଡରେ କଲମା ବ୍ୟାରେଜକୁ ଲାଗି ଆରମ୍ଭ କରିଛି ୨୦ରୁ ଅଧିକ ଜଳ ଯୋଗାଣ ପ୍ରକଳ୍ପ । ଯାହା ଓଡିଶାର ଜନ ଜୀବନ ମହାନଦୀ ଉପରେ ସୃଷ୍ଟଇ କରିବାକୁ ଯାଉଛି ଘୋର ବିପଦ । ମହାନଦୀ ଉପରେ ଓଡ଼ିଶାର ବି ଅଧିକାର ରହିଛି । ମହାନଦୀ ମାମଲା ଟ୍ରିବୁନାଲରେ ଚାଲିଛି । ହେଲେ ଏଥିପ୍ରତି ଛତିଶଗଡ଼ର ନାହିଁ ଖାତିର । ଉପରମୁଣ୍ଡରେ ଛତିଶଗଡ଼ର ଏପରି ଦାଦାଗିରିକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।

ସାମ୍ନାକୁ ଆସିଲା ଛତିଶଗଡ଼ର ଆଉ ଏକ ଭୟଙ୍କର ଖେଳ । ଉପର ମୁଣ୍ଡରେ ୭୦୦ କୋଟି ଟଙ୍କାରେ ନିର୍ମାଣ ଚାଲିଛି ୨୦ରୁ ଅଧିକ ମେଗା ଜଳ ପ୍ରକଳ୍ପ । ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଘନେଇ ଆସିବ ହୀରାକୁଦ ପ୍ରତି ବିପଦ । ଅଣମୌସୁମୀ ସମୟରେ ଶୁଖିଯିବ ହୀରାକୁଦ । ପ୍ରଭାବିତ ହେବ ଜଳସେଚନ, ପାନୀୟ ଜଳ ପ୍ରକଳ୍ପ ଓ ଚାଷ । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବା ବେଳେ ଛତିଶଗଡ଼ର ମନମୁଖି କାର୍ଯ୍ୟଧାରାକୁ ନେଇ ସବୁଠି ଅସନ୍ତୋଷ । ଝାରୁସୁଗୁଡ଼ାରେ ଓଡ଼ିଶାକୁ ଲାଗି ମହାନଦୀର ଉପରେ ଥିବା କଲମା ବ୍ୟାରେଜ ପାଖରେ ଜଳ ଜୀବନ ମିଶନ ଅଧୀନରେ ୨୦ରୁ ଅଧିକ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଚାଲିଛି । ପଡ଼ୋଶୀ ଛତିଶଗଡ଼ର ଏପରି ଦାଦାଗିରିକୁ ସ୍ଥାନୀୟ ବାସିନ୍ଦା ନିନ୍ଦା କରିଥିବା ବେଳେ ଆପୋସ ସମାଧାନ ପାଇଁ ଉଭୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

୨୦୧୬ ପରେ ମହାନଦୀ ଉପରେ ଛତିଶଗଡ଼ ୧୨ରୁ ଅଧିକ ବ୍ୟାରେଜ କରିବା ବିଷୟ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଥିଲା ବିବାଦ । ଆପୋସ ବୁଝାମଣା ନହେବାରୁ ମାମଲା ଯାଇଥିଲା କୋର୍ଟକୁ । ୨୦୧୮ରୁ ଟ୍ରିବ୍ୟୁନାଲରେ ମାମଲାର ବିଚାର ଚାଲିଥିଲେ ମଧ୍ୟ ଏଯାଏଁ କିଛି ବାଟ ବାହାରିନାହିଁ । ଏଭଳି ସ୍ଥିତିରେ ଛତିଶଗଡ଼ର ଏକପାଖିଆ ନିଷ୍ପତ୍ତିକୁ ବୁଦ୍ଧିଜୀବୀ ଓ ବିଶେଷଜ୍ଞ ସହଜରେ ଗ୍ରହଣ କରିପାରୁନାହାନ୍ତି । ପାନୀୟ ଜଳ ପ୍ରକଳ୍ପ ବାହାନାରେ ମହାନଦୀ ପାଣିକୁ ନିଜ କବଜାରେ ଛତିଶଗଡ଼ ରଖିବାକୁ ଚାହୁଁଥିବାରୁ ସମସ୍ୟା ବଢି ଚାଲିଛି । ଝାରସୁଗୁଡ଼ାରୁ ଜଗତସିଂହପୁର ଯାଏଁ ମହାନଦୀ କୂଳରେ ଥିବା ପ୍ରାୟ ୧୬ଟି ଜିଲ୍ଲାର ଲୋକେ ଭୀଷଣ ପ୍ରଭାବିତ ହେବେ । କେନ୍ଦ୍ର-ଛତିଶଗଡ଼-ଓଡ଼ିଶାରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ସମସ୍ତେ ମିଳିମିଶି ମହାନଦୀ ବିବାଦର ସମାଧାନ ପାଇଁ ବାଟ ବାହାର କରିବାକୁ ବିଶେଷଜ୍ଞ ମତ ରଖିଛନ୍ତି ।

୨୦୧୮ରୁ ଆନ୍ତଃରାଜ୍ୟ ନଦୀ ବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ କାମ କରୁଥିଲେ ମଧ୍ୟ କେହି ଏଥିରେ ଅଧ୍ୟକ୍ଷ ନଥିବାରୁ ଏହା ସ୍ଥାଣୁ ହୋଇଛି । କୋର୍ଟଙ୍କ ଅନୁମତି ନେଇ କେନ୍ଦ୍ର ସରକାରଙ୍କ ନେତୃତ୍ବରେ ଉଭୟ ରାଜ୍ୟ ମହାନଦୀ ଜଳ ବଣ୍ଟନକୁ ନେଇ ପୁଣି ଥରେ ଆଲୋଚନା କରିବାର ସମୟ ଆସିଛି ।

ମହାନଦୀକୁ ଡେଇଁ ପଡିଲେ ଜଣେ ବ୍ୟକ୍ତି, ବ୍ରିଜ ଉପରେ ରହିଛି ଚପଲ ଓ ସ୍କୁଟି
ସମ୍ବଲପୁର: ସମ୍ବଲପୁରର ଚାଉଁରପୁର ବ୍ରିଜ ଉପରୁ ଜଣେ ବ୍ୟକ୍ତି ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ଆଜି ସକାଳେ ମଧ୍ୟବୟସ୍କ ବ୍ୟକ୍ତିଜଣକ ଏକ ସ୍କୁଟି ଧରି ବ୍ରିଜ ଉପରକୁ ଯାଇଥିଲେ। ସେଠାରେ ସେ କାହା ସହ ଫୋନରେ କଥା ହୋଇଥିଲେ। ଏହାପରେ ଚପଲ ଓ ସ୍କୁଟି ରଖି ହଠାତ୍‌ ବ୍ରିଜ ଉପରୁ ଡେଇଁ ପଡ଼ିଥିଲେ। ଘଟଣା ସମୟରେ ବହୁ ଲୋକ ମର୍ଣ୍ଣିଂ ୱାକ କରୁଥିଲେ। ସେମାନେ ଏହାଦେଖି ଉକ୍ତ ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ତେବେ କେଉଁ କାରଣରୁ ଯୁବକ ଜଣକ ନଦୀକୁ ଡେଇଁଛନ୍ତି ତାହା ଜଣାପଡ଼ିନାହିଁ । ଖବର ପାଇ ବ୍ରିଜ୍ ଅଗ୍ନିଶମବାହିନୀର ଟିମ୍ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଖୋଜାଖୋଜି ଆରମ୍ଭ କରିଛି।

ମହାନଦୀରେ ସ୍ୱଳ୍ପ ଧରଣର ବନ୍ୟା ଆଶଙ୍କା
ଭୁବନେଶ୍ୱର: ମହାନଦୀରେ ସ୍ୱଳ୍ପ ଧରଣର ବନ୍ୟା ଆଶଙ୍କା । ଯଦି ଉପର ମୁଣ୍ଡରେ ଅର୍ଥାତ ଛତିଶଗଡ଼ରେ ବର୍ଷା ଲାଗି ରହେ ଏବଂ ଓଡ଼ିଶାରେ ବି ଏହି ଭଳି ବର୍ଷା ଜାରି ରୁହେ । ତେବେ ମହାନଦୀରେ ସ୍ୱଳ୍ପ ଧରଣର ବନ୍ୟା ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି । ଆସନ୍ତା କାଲି ସକାଳ ୮ଟା ବେଳେ ମୁଣ୍ଡଳୀ ଦେଇ ୬ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ ।

ସେପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଥିବାରୁ ସେଠାକାର ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ହୀରାକୁଦର ଅଧିକ ଗେଟ ଖୋଲିବା ନେଇ ଚାପ ପକାଉଛନ୍ତି । ମାତ୍ର ଆମେ ତାଙ୍କୁ ଜବାବରେ ଜଣାଇଛୁ କି ସ୍ଥିତି ଦେଖି ଆମେ ହୀରାକୁଦ ଗେଟ ଖୋଲିବ । ବର୍ତ୍ତମାନ ସୁଦ୍ଧା ହୀରାକୁଦରେ ୨୪ ଟି ଗେଟ ଖୋଲାଯାଇଥିବାବେଳେ ଆଗକୁ ଏହା ବଢ଼ିପାରେ । ସେହିପରି ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ସ୍ଥିତି ଉପରେ ତିକ୍ଷଣ ନଜର ରଖାଯାଇଛି । ସରକାରଙ୍କ ପକ୍ଷରୁ ସମସ୍ତଙ୍କ ଛୁଟି ବାତିଲ କରାଯାଇ ଆଲର୍ଟ ମୋଡ଼ରେ ରଖାଯାଇଛି। ଦୁର୍ବଳ ନଦୀ ବନ୍ଧ ଉପରେ କଡାକଡି ଭାବେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମହାନଦୀରେ ଚାଲିଛି କୁମ୍ଭୀର ରେସ୍କ୍ୟୁ ଅଭିଯାନ, ସାମିଲ ଅଛନ୍ତି ୩୦ରୁ ଉର୍ଦ୍ଧ୍ବ ବନ କର୍ମଚାରୀ
କଟକ: ମହାନଦୀରେ ଚାଲିଛି କୁମ୍ଭୀର ରେସ୍କ୍ୟୁ ଅଭିଯାନ । ଗତ ୨୮ତାରିଖରେ କୁମ୍ଭୀରଟିକୁ ମହାନଦୀରେ ଦେଖି ଲୋକ ଆତଙ୍କିତ ହୋଇଥିଲେ । ଏବେ ତାହାକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଛି ରେସ୍କୁ ଅଭିଯାନ । ନନ୍ଦନକାନନ ଓ ଆଠଗଡ ବନବିଭାଗର ୩୦ରୁ ଅଧିକ କର୍ମଚାରୀ ମିଳିତ ଭାବରେ ଅଭିଯାନରେ ସାମିଲ ଅଛନ୍ତି । ସ୍ଥାନୀୟ ମତ୍ସ୍ୟଜୀବୀମାନେ ମଧ୍ୟ ଟିମକୁ ସହାୟତା କରୁଛନ୍ତି । ଘଡ଼ିଆଳ କୁମ୍ଭୀରଟିକୁ ସାତକୋଶିଆ ଗଣ୍ଡରେ ବଂଶବୃଦ୍ଧି ଉଦ୍ଦେଶ୍ୟରେ ଛଡାଯାଇଥିଲା । ହେଲେ ସେଠାରୁ ଚାଲିଆସି ପ୍ରଥମେ ମୁଣ୍ଡଳୀ ଓ ପରେ ଧବଳେଶ୍ବର ନିକଟରେ କୁମ୍ଭୀର ଦେଖିବାକୁ ମିଳିଥିଲା । କମ୍ଭୀରକୁ ଦେଖି ଲୋକ ଆତଙ୍କିତ ଅବସ୍ଥାରେ ଥିବାରୁ ଏହାକୁ ଉଦ୍ଧାର କରାଯାଉଛି ।