Municipality Election - The Sakala

ପୌର ନିର୍ବାଚନ: ଆଜି ସରିବ ପ୍ରଚାର, ଗୁରୁବାର ଭୋଟ୍
ଭୁବନେଶ୍ବର: ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରାଜ୍ୟର ୧୦୯ଟି ପୌରାଞ୍ଚଳରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଏହାର ୨ ଦିନ ପରେ ଅର୍ଥାତ ୨୬ ତାରିଖରେ ଭୋଟଗଣତି ହେବ। ମତଦାନ ପୂର୍ବରୁ ଅର୍ଥାତ ମଙ୍ଗଳବାର ଅପରାହ୍ନ ୫ଟାରେ ପ୍ରଚାର ସରିବ। ଏହି ପରିପ୍ରେକ୍ଷୀରେ ମତଦାନକୁ ଦୃଷ୍ଟିରେ ରଖ୍ ସାରା ରାଜ୍ୟର ପୌରାଞ୍ଚଳ ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ରାଜ୍ୟର ୩ଟି ମହାନଗର ନିଗମ, ୪୭ ପୌରସଂସ୍ଥା ଏବଂ ୫୯ଟି ବିଜ୍ଞପିତ ପରିଷଦ ଅଞ୍ଚଳରେ ସ୍ବାୟତ୍ତ ଶାସନ ପ୍ରତିନିଧ୍ ଚୟନ ନେଇ ଭୋଟ ଗ୍ରହଣ ଅନୁଷ୍ଠିତ ହେବ | ଚଳିତ ଥର ମେୟର/ ପୌରାଧ୍ୟକ୍ଷ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ନିର୍ବାଚନରେ ମେୟର/ ପୌରାଧ୍ୟକ୍ଷ ପାଇଁ ୫୬୯ , କର୍ପୋରେଟର ଓ କାଉନସିଲର ପାଇଁ ସାରା ରାଜ୍ୟରେ ୫,୮୪୨ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି ପୌରସଂସ୍ଥା ଓ ବିଜ୍ଞପିତ ଅଞ୍ଚଳ ଗୁଡ଼ିକରେ ୧୬୭୨ ୱାର୍ଡ ଓ ୩ଟି ମହାନଗର ନିଗମରେ ୧୬୫ ୱାର୍ଡରେ ନିର୍ବାଚନ ହେବାକୁ ଯାଉଛି। ପୌରପାଳିକା ଓ ବିଜ୍ଞପିତ ପରିଷଦ ଅଞ୍ଚଳରେ ୨,୯୮୯ ବୁଥ୍ ଓ ୩ଟି ମହାନଗର ନିଗମରେ ୧୩୮୪ ବୁଥ୍ ରହିଛି। ଏଥରେ ୪୦ ଲକ୍ଷ ୫୫ ହଜାର ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ସାମଗ୍ରିକ ଭାବେ ଭୋଟ ଦିନ ନିର୍ବାଚନ ପରିଚାଳନା କରିବା ପାଇଁ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ରାଜ୍ୟର ମୋଟ ୩ଟି ମହାନଗର ନିଗମ, ୪୭ ମ୍ୟୁନିସିପାଲିଟି, ୫୯ଟି ଏନଏସିର ନିର୍ବାଚନ ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ସରିଛି। ଭୋଟ ଗ୍ରହଣ ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ରହିବେ । ୨୨ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ପ୍ରକାର ପ୍ରଚାର କାର୍ଯ୍ୟ ଶେଷ ହେବ ଓ ୨୩ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ନିଜ ବୁଥରେ ପହଞ୍ଚି ଯିବେ। ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।

୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣତି ଚାଲିବ। ନିର୍ବାଚନ ଶୃଙ୍ଖଳାର ସହ ପରିଚାଳନା ପାଇଁ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ରାଜଧାନୀ ଭୁବନେଶ୍ଵର ପାଇଁ ୩୦ ପ୍ଲାଟୁନ ଫୋର୍ସ, ସିଏମ୍‌ସି ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏହା ବ୍ୟତୀତ ୩୦୦ ଭ୍ରାମ୍ୟମାଣ ପାଟ୍ରୋଲିଂ ଦଳଙ୍କୁ ମଧ୍ୟ ମୁତୟନ କରାଯିବ। ତନ୍ମଧ୍ୟରୁ ୧୦୯ ମୋବାଇଲ ପାର୍ଟି ଏହି ୩ଟି କର୍ପୋରେସନ ପାଇଁ ନିୟୋଜିତ ହେବେ। ପ୍ରତି ବୁଥରେ ଜଣେ ଲେଖାଏଁ ହାବିଲଦାର କିମ୍ବା ସଶସ୍ତ୍ର ପୁଲିସ୍ ମୁତୟନ ରହିବେ ବୋଲି କମିସନ ସୂଚନା ଦେଇଛନ୍ତି। ଅତି ସମ୍ବେଦନଶୀଳ ବୁଥରେ ଜଣେ ହାବିଲଦାର/ କନେଷ୍ଟବଲଙ୍କ ସହ ଜଣେ ସଶସ୍ତ୍ର ପୁଲିସ୍ ରହିବେ। ପୌରାଞ୍ଚଳର ପୁଲିସ୍ ଷ୍ଟେସନ ଗୁଡ଼ିକରେ ଗୋଟିଏ କିମ୍ବା ୨ଟି ଷ୍ଟ୍ରାଇକିଂ ଫୋର୍ସ ରହିବେ। ସଦର ମହକୁମାରେ ଗୋଟିଏ କିମ୍ବା ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ରହିବେ । ଏହା ବ୍ୟତୀତ ୫ଟି ସ୍ଥାନରେ ବର୍ଡର ସେଲିଂ ପଏଣ୍ଟ ରହିବ । ଯାହା ଦାୟିତ୍ୱରେ ଜଣେ ଇନସପେକ୍ଟର ଏବଂ ୩ ଜଣ ଅଫିସର ଡ୍ୟୁଟି କରିବେ । ଏହି ଅଧିକାରୀମାନଙ୍କ ସହ ଏକ ଚତୁର୍ଥାଂଶ ଫୋର୍ସ ମଧ୍ୟ ଦାୟିତ୍ବରେ ରହିବେ ।

ତେବେ ବ୍ରହ୍ମପୁର ମହାନଗର ନିଗମରେ ୩ଟି ୱାର୍ଡ ସମେତ ଅନ୍ୟ ମ୍ୟୁନିସିପାଲ ଓ କର୍ପୋରେସନର ୫୮ଟି ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ । ଏହି ସବୁ ଆସନରେ ଏକମାତ୍ର ପ୍ରାର୍ଥୀମାନଙ୍କଙ୍କ ନାମାଙ୍କନ କାଏମ ରହିବା ସହ ସମସ୍ତେ ନିହର୍ଷରେ ନିର୍ବାଚିତ ହୋଇଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ପୌରପାଳିକା, କାମାକ୍ଷାନଗର ବିଜ୍ଞାପିତ ପରିଷଦ ଓ ପୁରୁଷୋତ୍ତମ ଏନ ଏସିର ଗୋଟିଏ ଲେଖାଏଁ ୱାର୍ଡରେ କେହି ପ୍ରାର୍ଥୀପତ୍ର ଦାଖଲ କରି ନାହାନ୍ତି। ଏହା ସଂରକ୍ଷିତ ଥିବାରୁ ରାଜ୍ୟ ସରକାର ଉପଯୁକ୍ତ ବ୍ୟକ୍ତିଙ୍କୁ ମନୋନୟନ କରିବେ । କଟକ ମେୟର ଏବଂ ବାରିପଦା ପୌରପାଳିକାର ଅଧ୍ୟକ୍ଷ ପାଇଁ ୧୬ ଜଣ ଲେଖାଏଁ ପ୍ରାର୍ଥୀ ମଇଦାନରେ ଅଛନ୍ତି । ସେହିପରି ଜୟପୁର ପୌରପାଳିକା ଅଧ୍ୟକ୍ଷ ପାଇଁ ୧୮ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି | ତେଣୁ ମେୟର ପଦ ଲାଗି ଏହି ସବୁ ସ୍ଥାନରେ ୨ଟି ଲେଖାଏଁ ଇଭିଏମ୍ ବ୍ୟବସ୍ଥା | କରାଯିବ ବୋଲି ଜଣାପଡ଼ିଛି।

ପୌର ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ମୁତୟନ ହେବେ ୧୯୫ ପ୍ଲାଟୁନ ପୁଲିସ ଫୋର୍ସ
ଭୁବନେଶ୍ବର: ପୌର ନିର୍ବାଚନ ପକ୍ରିୟାକୁ ନେଇ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।  ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୧୯୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ବିଏମିସି ପାଇଁ ୩୦, ସିଏମସି ପାଇଁ ୨୦ ଓ ବ୍ରହ୍ମପୁର ମୁନିସପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ପୋଲସି ଫୋର୍ସ ମୁତୟନ କରାଯିବ । ଏହାସହ ୩୦୦ ମୋବାଇଲ ପାର୍ଟି ରହିବେ । ସେଥି ମଧ୍ୟରୁ ୩ ମହାନଗର ନିଗମରେ ୧୦୯ଟି ରହିବେ । ପ୍ରତି ବୁଥରେ ଜଣେ ଲେଖାଏଁ କନେଷ୍ଟବଳ କିମ୍ବା ହାବିଲଦାର କିମ୍ବା ଆର୍ମ ଫୋର୍ସ ରହିବେ । କ୍ଲଷ୍ଟର ବୁଥରେ ଜଣେ ପୋଲିସ ଅଫିସର ସହ ୱାନ ଫୋରଥ ଫୋର୍ସ ରହିବେ । ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌର ପରିଷଦର ପୋଲିସ ଷ୍ଟେସନରେ ଗୋଟିଏ ଲେଖାଏଁ ଷ୍ଟ୍ରାଇକିଂ ଫୋର୍ସ ରହିବେ । ଜିଲ୍ଲାରେ ଜରୁରୀ ପରିସ୍ଥିତି ପାଇଁ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ ଫୋର୍ସ ରହିବେ । ୫ଟି ସ୍ଥାନରେ ବଡ଼ର ସିଲି ପଏଣ୍ଟ ରହିବ ।

୨୪ ମାର୍ଚ୍ଚ ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ଯନ୍ତ ଭୋଟ ଗ୍ରହଣ କରାଯିବ । ଏଥିରେ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ । ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଙ୍ଗ ଅଫିସର ଏବଂ ୪ ଜଣ ପୋଲିଂ ଅଫିସର ରହିବେ ।

ରାଜ୍ୟରେ ସମୁଦାୟ ୧୭୩୭ ୱାର୍ଡରେ ହେବ ପୌର ପରିଷଦ ନିର୍ବାଚନ। ୪୩୭୩ ବୁଥରେ ୪୦ ଲକ୍ଷ ୫୫ ହଜାର ୫୩ ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ । ୫୮ଟି ୱାର୍ଡରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଆସନ୍ତା କାଲି ୫ଟା ସୁଦ୍ଧା ପ୍ରଚାର ବନ୍ଦ ହେବ । ୨୬ ତାରିଖରେ କଡା ସୁରକ୍ଷା ବଳୟ ଭିତରେ ଭୋଟ ଗଣତି ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

ତିନି ଦିନ ପରେ ପୌର ପରୀକ୍ଷା; କାଲି ସରିବ ପ୍ରଚାର
ଭୁବନେଶ୍ୱର: ରାଜ୍ୟର ୧୦୬ଟି ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ଏବଂ ୩ ମହାନଗର ନିଗମରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଦିନକ ପରେ ପ୍ରଚାର ଶେଷ ହେବ। ଚଳିତ ମାସ ୨୪ ତାରିଖରେ ଭୋଟ ଗ୍ରହଣ ଓ ୨୬ ତାରିଖରେ ଭୋଟ ଗଣତି ହେବ। ପ୍ରବଳ ଗ୍ରୀଷ୍ମ ପ୍ରବାହ, ଦୋଳ ପୂର୍ଣ୍ଣିମା ଓ ହୋଲି ସହରାଞ୍ଚଳ ରାଜନୀତିକୁ ଆହୁରି ଗରମ କରିଛି। ବିଜେଡି ପଞ୍ଚାୟତ ସଫଳତା ପରେ ପୌରାଞ୍ଚଳ ଭୋଟରେ ଶତ ପ୍ରତିଶତ ସଫଳତା ପାଇବାକୁ ଲକ୍ଷ୍ୟ ରଖିଛି। ସେହିପରି କଂଗ୍ରେସ ଦଳୀୟ ଅନ୍ତଃକନ୍ଦଳ ଏବଂ ଆର୍ଥÒକ ଅଭାବ ସତ୍ତ୍ବେ ଦ୍ୱିତୀୟ ସ୍ଥାନରେ ରହିବ ବୋଲି ଆଶା କରୁଛି। ଦଳ ଅନ୍ୟୂନ ୧୭ଟି ପୌର ପରିଷଦ ଦଖଲ କରିବ ବୋଲି ଦାବି କରିଛି। ଅନୁରୂପ ଭାବରେ ବିଜେପି ଶାସକ ଦଳ ବିଜେଡିକୁ ପ୍ରାୟ ୮୦ ପ୍ରତିଶତ ଆସନରେ ସିଧାସଳଖ ଟକ୍କର ଦେଉଥିବା ଦାବି କରୁଛି। ଏହି ପରିପ୍ରେକ୍ଷୀରେ କେଉଁ ଦଳ କି ପ୍ରଦର୍ଶନ କରିବ ତାହା ୨୬ ତାରିଖ ଫଳାଫଳ ପ୍ରକାଶ ପରେ ଜଣାପଡ଼ିବ।

ଚଳିତ ଥର ମେୟର ଓ ପୌରାଧ୍ୟକ୍ଷ ପ୍ରତ୍ୟକ୍ଷ ନିର୍ବାଚନରେ ମାଧ୍ୟମରେ ଚୟନ କରାଯାଉଛି। ପୂର୍ବଥର ଭଳି କାଉନସିଲର/କର୍ପୋରେଟର ପାଇଁ ସିଧାସଳଖ ନିର୍ବାଚନ ହେବ। ତେଣୁ ସବୁ ଦଳ ପ୍ରଚାରଶୈଳୀରେ ପରିବର୍ତ୍ତନ ଆଣିଛନ୍ତି। ମେୟର ଓ ପୌରାଧ୍ୟକ୍ଷ ପାଇଁ ସ୍ୱତନ୍ତ୍ର ଭାବେ ପ୍ରଚାର ରଣନୀତି ଆପାଣାଯାଉଛି। ପୌରାଞ୍ଚଳ ଆସୁଥିବା ବିଧାନସଭା କ୍ଷେତ୍ରର ବିଧାୟକମାନେ ପ୍ରଚାର ରଣନୀତି ପ୍ରସ୍ତୁତ କରୁଛନ୍ତି। ଯେଉଁଠି ଦଳର ନିର୍ବାଚନ ପ୍ରତିନିଧି ନାହାନ୍ତି, ସେଠାରେ ସ୍ଥାନୀୟ ଜିଲ୍ଲା ସଭାପତି ଏବଂ ସାଙ୍ଗଠନିକ ଦକ୍ଷ ଥିବା ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ବିରୋଧୀ ବିଜେପି ଏବଂ କଂଗ୍ରେସ ଅପେକ୍ଷା ବିଜେଡିର ପ୍ରଚାର ଶୈଳୀ ଅଲଗା ରହିଛି। ଦଳର ଶୀର୍ଷ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଯାଏଁ ପ୍ରଚାର ମଇଦାନକୁ ଓହ୍ଲାଇ ନାହାନ୍ତି। ମାତ୍ର ଦଳୀୟ କର୍ମୀଙ୍କ ଉତ୍ସାହ ପଞ୍ଚାୟତ ଫଳ ଠାରୁ ବହୁ ଊର୍ଦ୍ଧ୍ବରେ ରହିଛି। ପଞ୍ଚାୟତରେ ବିପୁଳ ପରାଜୟ ଦେଖିଥିବା ବିଜେପି ଓ କଂଗ୍ରେସ ପ୍ରଚାର ଏତେଟା ପ୍ରଭାବୀ ହୋଇପାରୁନାହିଁ। ଉଭୟ ଦଳର କୌଣସି ଜାତୀୟ ସ୍ତରୀୟ ଶୀର୍ଷ ନେତା ଏଯାଏଁ ମଇଦାନକୁ ଓହ୍ଲାଇ ନାହାନ୍ତି। ପଞ୍ଚାୟତ ପରେ ପୌର ନିର୍ବାଚନରେ ପ୍ରଚଣ୍ଡ ପରାଜୟ ଆଶଙ୍କା କରି ଶୀର୍ଷ ନେତା ନିଜକୁ ପ୍ରଚାରରୁ ଦୂରେଇ ରଖୁଥିବା ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ରାଜଧାନୀ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମର ଫଳାଫଳ ବହୁଳ ଭାବେ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବ। ଯଦି ବିଜେଡି ପଞ୍ଚାୟତ ସଫଳତା ବଜାୟ ରଖିବାରେ ସମର୍ଥ ହେଉଛି, ତେବେ ପରବର୍ତ୍ତୀ ସାଧାରଣ ନିର୍ବାଚନ ଯାଏଁ ଏହା ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବ। ଜାଗା ମିଶନ, ଆମ ସହର ଆମ ଉନ୍ନତି, ମିଶନ୍‍ ଶକ୍ତି, ଆହାର, ଡ୍ରିଙ୍କ୍‍ ଫ୍ରମ ଟ୍ୟାପ୍‍, ସ୍ମାର୍ଟ କିଓସ୍କ, ବହୁମୁଖୀ ପରିମଳ ବ୍ୟବସ୍ଥା ଆଦିକୁ ନେଇ ବିଜେଡି ପ୍ରଚାର ମଇଦାନକୁ ଓହ୍ଲାଇଛି। ଏହା ବ୍ୟତୀତ ସହରାଞ୍ଚଳ ବିକାଶ ପାଇଁ କେନ୍ଦ୍ର ଅବହେଳା କିପରି ବାଧକ ହେଉଛି, ତାହା ମଧ୍ୟ ବିଜେଡି କର୍ମୀମାନେ ସହରାଞ୍ଚଳ ଭୋଟରମାନଙ୍କୁ ବୁଝାଉଛନ୍ତି। ଅପରପକ୍ଷରେ ବିରୋଧୀ ଯଦି ପୌରରେ ପରାଜୟର ଧାରାରେ ଅଙ୍କୁଶ ଲଗାଇବାରେ ବ୍ୟର୍ଥ ହେବେ ତାହା କେବଳ ଦଳୀୟ କର୍ମୀଙ୍କୁ ନିରୁତ୍ସାହିତ କରିବ ନାହିଁ, ରାଜ୍ୟ ଓ ଜାତୀୟ ନେତାଙ୍କ ପାଇଁ ଚିନ୍ତାର କାରଣ ହେବ। ସେଥିପାଇଁ ବିଜେପି ନେତାଏ କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ପଞ୍ଚାୟତ ପରି ଫଳ ହେବ ନାହିଁ ବୋଲି ଘୋଷି ହେଉଛନ୍ତି।

ପୌର ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସର ସ୍ଥିତି ପଞ୍ଚାୟତ ନିର୍ବାଚନ ପରି ହେବ ବୋଲି ଅନେକ ଆକଳନ କରୁଛନ୍ତି। ଦଳୀୟ ନେତୃତ୍ୱ ପୌର ନିର୍ବାଚନକୁ ଆଦୌ ଗୁରୁତ୍ୱ ଦେଉ ନ ଥିବା ଅନେକ ନେତା ଅଭିଯୋଗ କରିଛନ୍ତି। ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ ପୌର ନିର୍ବାଚନ ପାଇଁ ପିସିସି କିମ୍ବା ଏଆଇସିସି ପକ୍ଷରୁ କୌଣସି ସ୍ୱତନ୍ତ୍ର ଆର୍ଥିକ ସହାୟତା ଦିଆଯାଇନାହିଁ। ବହୁ ପୌରାଞ୍ଚଳ ଓ ୩ ମହାନଗର ନିଗମରେ ବିଜେଡି ସହ କଂଗ୍ରେସ ଲଢ଼େଇ ହେବ। ରାଜ୍ୟରେ ବିଜେପିର ଅବସ୍ଥା ଭଲ ନାହିଁ। ତାଙ୍କ ଅବସ୍ଥା ବି କଂଗ୍ରେସ ପରି। ଆମେ ଦ୍ୱିତୀୟ ସ୍ଥାନରେ ରହିଲେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ରାଉତରାୟ କହିଛନ୍ତି। ଅପରପକ୍ଷରେ ବିଜେଡି ନେତା ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି କହିଛନ୍ତି ଯେ, ବିଜେଡି ବହୁତ ଭଲ ଫଳାଫଳ କରିବ, ଏଥିରେ କୌଣସି ସନ୍ଦେହ କରିବାର ନାହିଁ। ପଞ୍ଚାୟତ ନିର୍ବାଚନ ଅପେକ୍ଷା ଆହୁରି ଭଲ ଫଳାଫଳ ହେବ। ଶତ ପ୍ରତିଶତ ପୌରପାଳିକାରେ ହାତେଇବା ଅସମ୍ଭବ ନୁହେଁ। କାଁ ଭାଁ କୌଣସି ସ୍ଥାନରେ ଟିକିଏ ପ୍ରତିଯୋଗିତା ଦେଖିବାକୁ ମିଳିବ ବୋଲି ଶ୍ରୀ ଶତପଥି କହିଛନ୍ତି। ଅନ୍ୟପକ୍ଷରେ ବିଜେପି ନେତା ବାବୁ ସିଂହ ମହାନଗର ଓ ପୌରାଞ୍ଚଳରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି। ସେ କହିଛନ୍ତି ଯେ ସହରାଞ୍ଚଳରେ ବିଜେପି ଭଲ ପ୍ରଦର୍ଶନ କରିବ। ଫଳ ପ୍ରକାଶ ପରେ ତାହା ସ୍ପଷ୍ଟ ହୋଇଯିବ।

ପୌର ନିର୍ବାଚନ: ମଦ ବିକ୍ରି ଉପରେ ଲାଗିଲା କଟକଣା
ଭୁବନେଶ୍ବର: ପୌର ନିର୍ବାଚନ ବେଳେ ସହରାଞ୍ଚଳରେ ମଦ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ୫ ଦିନ ପର୍ଯ୍ଯନ୍ତ ମଦ ଦୋକାନଗୁଡ଼ିକ ବନ୍ଦ ରଖାଯିବ। ମାର୍ଚ୍ଚ ୨୨ ତାରିଖ ସନ୍ଧ୍ୟା ୫ଟା ଠାରୁ ୨୬ ପର୍ଯ୍ଯନ୍ତ ପୌରାଞ୍ଚଳଗୁଡ଼ିକରେ ମଦ ଦୋକାନଗୁଡ଼ିକ ବନ୍ଦ ରହିବ। ମଦ‌ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଆଦି ସ୍ଥାନରେ ମଦ ପିଇବା ଉ‌ପରେ କଟକଣା ଲାଗୁ କରାଯିବ ବୋଲି ରାଜ୍ୟ ଅବକାରୀ ଆୟୁକ୍ତ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଏହି ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବ ଏବଂ ମଦ ଗଚ୍ଛିତ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ ଅବକାରୀ ବିଭାଗ ପକ୍ଷରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମଦ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବାରୁ ଏହି ଦିନଗୁଡ଼ିକୁ ‘ଡ୍ରାଇ ଡେ’ ଭାବରେ ବିବେଚନା କରାଯିବ। ଆଜି ଏ ସଂକ୍ରାନ୍ତରେ ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହ ରାଜ୍ୟର ସବୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।

ରାଜ୍ୟରେ ମୋଟ ୧୦୬ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସହିତ ୩ଟି ମହାନଗର ନିଗମରେ ମାର୍ଚ୍ଚ ୨୪ରେ ନିର୍ବାଚନ ଅନୁଷ୍ଠିତ ହେବ। ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ମତଦାତା ଭୋଟ ଦେବେ। ୨୬ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ପୌର ନିର୍ବାଚନରୁ ହଟିଲା କୋଭିଡ କଟକଣା, ଏଣିକି ଜମିବ ପ୍ରଚାର
ଭୁବନେଶ୍ବର: ଏଣିକି ଜମିବ ପୌର ନିର୍ବାଚନ ପ୍ରଚାର। ବିନା କୋଭିଡ କଟକଣାରେ ପୌର ନିର୍ବାଚନ ପ୍ରଚାର ହୋଇପାରିବ। ଏନେଇ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

ସେ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ରାଜ୍ୟରେ କୋଭିଡ ପଜିଟିଭିଟି ହାର ହ୍ରାସ ପାଇଥିବାରୁ ପୌର ନିର୍ବାଚନ ପ୍ରଚାରରେ କୌଣସ କରୋନା କଟକଣା ନାହିଁ। ସାଧାରଣ ଭାବେ ଯେମିତି ପ୍ରଚାର କରାଯାଏ, ସେମିତି ପ୍ରଚାର କରାଯାଇପାରିବ। ତେବେ ଯଦି ଆଗକୁ ରାଜ୍ୟରେ କରୋନା ସଂକ୍ରମଣ ବଢ଼େ, ତେବେ ପୁଣି କଟକଣା ଲାଗୁ କରାଯିବ। ପ୍ରତି ପୋଲିଂ ଟିମରେ ଜଣେ ପ୍ରିଜାଇଡିଂ ଅଫିସର ଓ ୪ ପୋଲିଂ ଅଫିସର ରହିବେ। ପୋଲିଂ କର୍ମଚାରୀ ଚାହିଁଲେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରି ପାରିବେ।

ଶେଷ ଦିନରେ ନାମାଙ୍କନ ଭରିଲେ ବିଜେଡିର ୩ ମେୟର ପ୍ରାର୍ଥୀ
ଭୁବନେଶ୍ବର: ପୌର ଏବଂ ମହାନଗର ନିଗମ ନିର୍ବାଚନ ଲାଗି ଆଜି ନାମାଙ୍କନ ଦାଖଲର ଶେଷ ଦିନ।  ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ପାଇଁ ବିଜେଡି ମେୟର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଭୁବନେଶ୍ବରରେ ସୁଲୋଚନା ଦାସ, କଟକରେ ସୁବାସ ସିଂ ଏବଂ ବ୍ରହ୍ମପୁରରେ ସଙ୍ଘମିତ୍ରା ଦଳାଇ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଅନ୍ୟପଟେ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଞ୍ଜୁ ରଥଙ୍କୁ ମେୟର ଟିକେଟ ଦେଇଛି କଂଗ୍ରେସ । ଆଜି ସେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ନାମାଙ୍କନ ଭରିବେ ।

ସେପଟେ ବିଜେପିର ପ୍ରାର୍ଥୀମାନେ ମଧ୍ୟ ନାମାଙ୍କନ ଭରିବେ । କଂଗ୍ରେସର କଟକ ଓ ଭୁବନେଶ୍ବର ମେୟର ପ୍ରାର୍ଥୀ ପୂର୍ବରୁ ନାମାଙ୍କନ ଦାଖଲ କରିସାରିଛନ୍ତି।

ପୌର ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ ଦାଖଲ
ଭୁବନେଶ୍ୱର: ପୌର ଏବଂ ମହାନଗର ନିଗମ ନିର୍ବାଚନ ଲାଗି ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଅନେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନଥିବାରୁ ଆଜି ଭିଡ଼ ଜମିପାରେ । ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମେୟର ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଛି । ହେଲେ କଂଗ୍ରେସ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ଆଜି ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିନ ହୋଇଥିବାରୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ।

ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆସନ୍ତା ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଆସନ୍ତା ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିହେବ । ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ହେବ ଭୋଟ୍ ନିଆଯିବ । ୨୬ ତାରିଖରେ ଭୋଟ ଗଣତି ହେବ ।

ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ୭ ହୋଇଥିଲେ ବି ପ୍ରାର୍ଥୀମାନେ ୯ ତାରିଖ ସୁଦ୍ଧା ଦଳୀୟ ଟିକେଟ୍ ଦାଖଲ କରିପାରିବେ । ଟିକେଟ୍ ଦାଖଲ ନ କଲେ ସେମାନଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ବିବେଚନା କରାଯିବ । ତେବେ ପ୍ରାର୍ଥିପତ୍ର ଦାଖଲ କରୁଥିବା ପ୍ରାର୍ଥୀମାନେ ନିଜ ନିଜ ବିଧାୟକଙ୍କ ଠାରୁ ଟିକେଟ୍ ପାଇବା ନେଇ ନିର୍ଭର ପ୍ରତିଶ୍ରୁତି ପାଇଥିବା କହିଛନ୍ତି ।

ପଞ୍ଚମ ଦିନ ନାମାଙ୍କନରେ ୯ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ
କେନ୍ଦ୍ରାପଡ଼ା : ପୌରପାଳିକା ନିର୍ବାଚନ ପାଇଁ ଆଜି ନାମାଙ୍କନର ପଞ୍ଚମ ଦିନ ରହିଥିଲା । ଚତୁର୍ଥ ଦିନ ପର୍ଯ୍ୟନ୍ତ ମାତ୍ର ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ଏହି ପଞ୍ଚମ ଦିବସରେ ୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମୁଦାୟ ଆଜି ପର୍ଯ୍ୟନ୍ତ ୯ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ପୈାରାଞ୍ଚଳର ୧ନମ୍ବର ୱାର୍ଡରୁ କଂଗ୍ରେସର ପଦ୍ମିନୀ ବେହେରା, ୩ନମ୍ବର ୱାର୍ଡରୁ ତୁଳସୀ ହେମ୍ବ୍ରମ, ୪ନମ୍ବର ୱାର୍ଡରୁ ସଶ୍ମିତା ପଣ୍ଡା, ୫ନମ୍ବର ୱାର୍ଡରୁ ବୈଷ୍ଣବ ପଣ୍ଡା, ୭ନମ୍ବର ୱାର୍ଡରୁ ଜୟନ୍ତୀ ପାଣି ଓ ୧୬ନମ୍ବର ୱାର୍ଡରୁ ଫର୍ଜାନା ଖାତୁନ ପ୍ରମୁଖ ୬ଜଣ କାଉନସିଲର ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ସେହିଭଳି ୨୦ନମ୍ବର ୱାର୍ଡରୁ ବିଜେଡିର ଶରତ ଚନ୍ଦ୍ର ବେହୁରା, ୧୩ନମ୍ବର ୱାର୍ଡରୁ ବିଏସପିର ଅପୂର୍ବରଞ୍ଜନ ସେଠୀ, ୭ନମ୍ବର ୱାର୍ଡରୁ ବିଜେପିର ସୁଚିସ୍ମିତା ବସନ୍ତିଆ ଓ ୧୩ନମ୍ବର ୱାର୍ଡରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମୀର ଅବଦୁଲ ସଲିମ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।  ଶ୍ରୀମତୀ ପାଣି ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କାଉନସିଲର ସୌମେନ୍ଦ୍ର ପୃଷ୍ଟିଙ୍କ ଧର୍ମପତ୍ନୀ । ସେହିଭଳି ବୈଷ୍ଣବଙ୍କ ପତ୍ନୀ ଜଣେ ପୂର୍ବତନ କାଉନସିଲର ଥିଲେ । ଫର୍ଜାନାଙ୍କ ସ୍ୱାମୀ ହିବଜୁର ରହେମାନ ଜଣେ ପୂର୍ବତନ କାଉନସିଲର । ଶରତ ଜଣେ ପୂର୍ବତନ କାନସିଲର ହୋଇଥିବା ବେଳେ ଅପୂର୍ବ ପେଷାରେ ଜଣେ ଆଇନଜୀବୀ ଅଟନ୍ତି ।

ପୌର ନିର୍ବାଚନ: ଖଟି ମୁକ୍ତ ପାଇଁ କମିଶନରେଟ ପୁଲିସର ସ୍ପେସାଲ ଡ୍ରାଇଭ ଆରମ୍ଭ
ଭୁବନେଶ୍ବର: ରାତି ସମୟରେ ଛକ ମାନଙ୍କରେ ଖଟି କରୁଥିବା ଯୁବକଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭୁବନେଶ୍ୱରକୁ ଖଟି ମୁକ୍ତ କରିବା ପାଇ ସ୍ପେସାଲ ଡ୍ରାଇଭ ଆରମ୍ଭ କରିଛି କମିଶନରେଟ ପୁଲିସ। ଗଳି କନ୍ଦିରେ ପାଟ୍ରୋଲିଂକୁ ଜୋରଦାର କରିବା ସହ ଦାଗି ଅପରାଧୀଙ୍କୁ ଧରିବା ପାଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ଅପରାଧରେ ଜଡିତ ଥିବା ଅପରାଧୀଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରୱାନା ଜାରି କରିବା ସହ ସାମାନଙ୍କୁ ଧର ପଗଡ ଆରମ୍ଭ ହୋଇଛି ।

ଯଦି କୌଣସି ଅପରାଧୀମାନେ ନିର୍ବାଚନରେ ନିଜକୁ ଲିପ୍ତ ରଖି ଅସାମାଜିକ କାର୍ଯ୍ଯକଳାପ ନେଇ କୌଣସି ଅଭିଯୋଗ ସମାନକୁ ଆସେ ,ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହିତ ଜାମିନରେ ଥିବା ଅଭିଯୁକ୍ତମାନେ କୋର୍ଟ ନିୟମକୁ ଉଲ୍ଲଙ୍ଘନ କରୁଥାନ୍ତି ସେମାନଙ୍କୁ ମଧ୍ୟ ଗିରଫ କରାଯିବ। ଏନେଇ ଭୁବନେଶ୍ୱରର ପିଓପିଡି ଟିମ ସହ ଆଲୋଚନା କରିଛନ୍ତି ଆଡିସନାଲ ଡିସିପି।

ଶ୍ରୀତମ ଦାସ ବିଜେପି ପକ୍ଷରୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ
କଟକ: କଟକ ମହାନଗର ନିଗମ ପାଇଁ ବିଜେପି ଆଜି ତା’ର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଅଭିନେତା ଶ୍ରୀତମ ଦାସଙ୍କୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସିଏମ୍‌ସି ନିର୍ବାଚନ ମଇଦାନକୁ ଓହ୍ଲାଇବେ ଶ୍ରୀତମ ଦାସ । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଏନେଇ ସୂଚନା ଦେଇଛନ୍ତି। ଗତକାଲି ବିଜେଡି କଟକରେ ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଆଜି ଅଭିନେତା ଶ୍ରୀତମ ଦାସଙ୍କ ନାଁରେ ମୋହର ମାରିଛି ବିଜେପି ।

ଓଲିଉଡ ଅଭିନେତା ଶ୍ରୀତମ ଦାସ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ଦଳରେ ଯୋଗଦେଇଥିଲେ । ଆଉ ଏବେ ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରିଛି ବିଜେପି । ଦଳ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା କଟକ ମହାନଗର ନିଗମ ପାଇଁ ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଯାଇଛି । ବିଜେପି ଟିକେଟରୁ ଏବେ ଶ୍ରୀତମ ସିଏମ୍‌ସି ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ବିଜେଡି ପକ୍ଷରୁ ସୁବାସ ସିଂଙ୍କୁ ମଇଦାନଙ୍କୁ ଓହ୍ଲାଯାଇଥିବା ବେଳେ ବିଜେପିରୁ ଓଡିଆ ଅଭିନେତା ଶ୍ରୀତମ ଦାସ ମଇଦାନକୁ ଓହ୍ଲାଇଛନ୍ତି । ସୁବାସ ସିଂ ବିଜେଡିର ଜଣେ ଟାଣୁଆ ନେତା । ସେ ରାଜ୍ୟସଭା ସାଂସଦ ଭାବେ କ୍ଷମତା ତୁଲାଉଛନ୍ତି ।

ସୁନୀତି ମୁଣ୍ଡ୍ ହେଲେ ବିଜେପିର ଭୁବନେଶ୍ବର ମେୟର ପ୍ରାର୍ଥୀ
ଭୁବନେଶ୍ୱର: ଭୁବନେଶ୍ୱର ମେୟର ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପୂର୍ବରୁ କଂଗ୍ରେସ ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ ଭାରତୀୟ ଜନତା ପାର୍ଟି ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି । ଲେଖିକା ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ କରିଛି ବିଜେପି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମେୟର ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେଡି ଭୁବନେଶ୍ୱର ମେୟର ପାଇଁ ସୁଲୋଚନା ଦାସଙ୍କୁ ପ୍ରାର୍ଥୀ ଘୋଷମା କରିଥିବାବେଳେ ବିଜେପି ଲେଖିକା ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଏହାସହିତ ୩ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛନ୍ତି । ବିଜେଡି ସୁଲୋଚନା ଦାସଙ୍କୁ ପ୍ରାର୍ଥୀ ଭାବେ ଛିଡା କରିଥିବା ବେଳେ କଂଗ୍ରେସ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି । ଏବେ ବିଜେପି ନିଜ ପ୍ରାର୍ଥୀ ଘୋଷଣା କରି ପୌର ରାଜନୀତିକୁ ଆହୁରି ଉଷ୍ମ କରି ଦେଇଛି ।

ପ୍ରଥମ ଥର ପାଇଁ ରାଜ୍ୟରେ ମେୟର ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି । ଭୁବନେଶ୍ୱର-କଟକ-ବ୍ରହ୍ମପୁର ମହାନଗର ନିଗମ ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ନିର୍ବାଚନ । କଂଗ୍ରେସ ମଧ୍ୟ ଭୁବନେଶ୍ୱର ମହାଗନର ନିଗମ ପାଇଁ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ଆଗକୁ ହେବାକୁ ଯାଉଥିବା ନିର୍ବାଚନରେ କେଉଁ ପ୍ରାର୍ଥୀ ଲୋକଙ୍କ ପାଖରେ ପହଁଚି ପାରୁଛନ୍ତି । କିଏ ଭୋଟରଙ୍କ ଲୋକାଦୃତ ହୋଇପାରୁଛନ୍ତି ତାହା ଉପରେ ନଜର ରହିଛି ।

ସେପଟେ କଟକ ଏବଂ ବ୍ରହ୍ମପୁର ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଘୋଷଣା କରିନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି ଭୁବନେଶ୍ୱର ପାଇଁ ବିଜେପି ଓ ବିଜେଡି ଉଭୟେ ଜଣେ ସାମ୍ବାଦିକଙ୍କୁ ପ୍ରାର୍ଥୀ କରିଛନ୍ତି । ପୂର୍ବରୁ ପ୍ରତ୍ୟକ୍ଷ ସାମ୍ବାଦିକତା କରୁଥିବା ସୁଲୋଚନା ଦାସ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ସେହିପରି ଡକ୍ତର ସୁନୀତି ମୁଣ୍ଡ୍ ମଧ୍ୟ ସାମ୍ବାଦିକ ଏବଂ ଲେଖକ ଭାବେ କର୍ତ୍ତବ୍ୟ ନିର୍ବାଙ କରୁଥିଲେ ।

ବିରମିତ୍ରପୁର ମ୍ଯୁନିସିପାଲଟି: ୧୧ ୱାର୍ଡ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି
ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ମ୍ଯୁନିସିପାଲଟି ପାଇଁ  ବିଜେଡି ପ୍ରର୍ଥୀ ତାଲିକା ଘୋଷଣା କରିଛି। ଅଧ୍ଯକ୍ଷ ପଦ ପାଇଁ ସନ୍ଦୀପ ମିଶ୍ରଙ୍କୁ ଦଳ ଟିକେଟ ଦେଇଛି। ଏଥିସହ ୧୧ ୱାର୍ଡ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି। ବିଜେଡି ସଭାପତିଙ୍କ ଅନୁମୋଦନ କ୍ରମେ ଏହି ତାଲିକା ପ୍ରକାଶ ପାଇଛି।

୧ନଂ ୱାର୍ଡ- ନବେଦିତା ବାଗେ

୨ନଂ ୱାର୍ଡ-ଉଷା ଜୟପୁରିଆ

୩ନଂ ୱାର୍ଡ – କମେଳଶ ସିଂ

୪ନଂ ୱାର୍ଡ- ମାଧୁରୀ ନାଗ

୫ନଂ ୱାର୍ଡ- ରୋଶନ ଦୀପ

୬ନଂ ୱାର୍ଡ- ଅନୀଲ ବେହେରା

୭ନଂ ୱାର୍ଡ- ମୋନା କେଶରୀ ଭେଙ୍ଗରା

୮ନଂ ୱାର୍ଡ- ବିନକୋ କାଚୁଆ

୯ନଂ ୱାର୍ଡ- ନିର୍ମଳ କୁଜୁର

୧୦ନଂ ୱାର୍ଡ- ରୀତା ବଡାଇକ

୧୧ନଂ ୱାର୍ଡ- ଜ୍ଞାନି ଚନ୍ଦ୍ର ବାଗ