MBBS Admission - The Sakala

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଏମ୍‍ବିବିଏସ୍‍ ଓ ବିଡିଏସ୍‍ ନାମଲେଖା
ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ମେଡିକାଲ୍‍ କଲେଜରେ ଆଜିଠୁ ନାମଲେଖା ହେବ। ମେଧାତାଲିକାରେ ଥିବା ଛାତ୍ରଛାତ୍ରୀ ଗଣ୍ଡମୁଣ୍ଡା ସ୍ଥିତ ଓଜେଇଇ ମୁଖ୍ୟାଳୟରେ ରିପୋର୍ଟିଂ କରିବେ। ଏମବିବିଏସ ପାଇଁ ଏସସିବିରେ ନାମଲେଖାଇବାକୁ ଥିବା ଛାତ୍ରଛାତ୍ରୀ ଆଜି ଦିନ ୧୦ଟାରୁ ୧୧ଟା ମଧ୍ୟରେ ରିପୋର୍ଟିଂ କରିବାକୁ ଥିବାବେଳେ ଏମକେସିଜି ପାଇଁ ୧୧ରୁ ୧୨ ଭିମସାର୍‍ ପାଇଁ ୧୨ରୁ ୧ଟା ବଲାଙ୍ଗିର ପାଇଁ ୨ରୁ ୩ଟା ଏବଂ କୋରାପୁଟ ମେଡିକାଲ୍‍ କଲେଜରେ ନାମଲେଖା ଲାଗି ଛାତ୍ରଛାତ୍ରୀ ଅପରାହ୍ଣ ୩ରୁ ୪ଟା ମଧ୍ୟରେ ରିପୋର୍ଟିଂ କରିବେ।

ସେହିପରି ୨୩ ତାରିଖ ଦିନ ବାରିପଦା, କେନ୍ଦୁଝର, ବାଲେଶ୍ୱର, ପୁରୀ ଓ ସୁନ୍ଦରଗଡ଼ ମେଡିକାଲ୍‍ କଲେଜରେ ନାମଲେଖାଇବାକୁ ଥିବା ଛାତ୍ରଛାତ୍ରୀ ରିପୋର୍ଟିଂ କରିବେ। ୨୪ରେ ଏସସିବି ଡେଣ୍ଟାଲ ଓ ହାଇଟେକ୍‍ ମେଡିକାଲ୍‍ କଲେଜରେ ନାମଲେଖାଇବାକୁ ଥୁିବା ଛାତ୍ରଛାତ୍ରୀ ରିପୋର୍ଟିଂ କରିବେ। ଦ୍ୱିତୀୟ ପର୍ଯାୟ ନାମଲେଖା ୨୪ ତାରିଖ ମଧ୍ୟରେ ଶେଷ ହେବ।

ବଦଳିଲା ଏମ୍‍ବିବିଏସ୍‍,ବିଡିଏସ୍‍ ନାମଲେଖା କାର୍ଯ୍ୟସୂଚୀ, ୫ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା
ଭୁବନେଶ୍ୱର: ଏମବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ନାମଲେଖା ସମ୍ପର୍କିତ ସବିଶେଷ କାର୍ଯ୍ୟସୂଚୀ ଶୁକ୍ରବାର ପ୍ରକାଶ ପାଇଥିବାବେଳେ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏନେଇ ଓଜେଇଇ ଶନିବାର ପୁନଶ୍ଚ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ କରିଛି। ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁଯାୟୀ ଛାତ୍ରଛାତ୍ରୀ ନାମଲେଖା ପାଇଁ ଫେବୃଆରୀ ୨ ତାରିଖ ସକାଳ ୧୦ଟାରୁ ୩ ତାରିଖ ରାତି ୧୧.୫୯ ମିନିଟ ପର୍ଯ୍ୟନ୍ତ ଚଏସ ଫିଲିଂ ଓ ଲକିଂ କରିପାରିବେ। ସେହିପରି ଫେବୃଆରୀ ୩ ତାରିଖ ବଦଳରେ ୫ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ। ଏହା ସହିତ ଫେବୃଆରୀ ୭ ତାରିଖ ପୂର୍ବାହ୍ନ ୧୦ରୁ ୧୨ ତାରିଖ ଅପରାହ୍ଣ ୫ଟା ଯାଏଁ ଛାତ୍ରଛାତ୍ରୀ ପ୍ରୋଭିଜନାଲ ନାମଲେଖା ଲାଗି ଓଜେଇଇ ମୁଖ୍ୟାଳୟରେ ରିପୋର୍ଟିଂ କରିବାକୁ ଥିବାବେଳେ ୭ ତାରିଖ ସକାଳ ୧୦ଟାରୁ ୧୨ ତାରିଖ ରାତି ୮ଟା ଯାଏଁ ପଞ୍ଜୀକରଣ ପ୍ରତ୍ୟାହାର କରି ପାରିବେ। ପ୍ରଥମ ପର୍ଯ୍ୟ।ୟ କାଉନସେଲିଂ ପରେ ଫେବୃଆରୀ ୧୪ରେ ଖାଲିଥିବା ସିଟ୍‍ ତାଲିକା ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟ।ୟ ନାମଲେଖା ଲାଗି ଲାଗି ୧୫ ତାରିଖ ରୁ ୧୬ ତାରିଖ ମଧ୍ୟରେ ପଞ୍ଜୀକରଣ, ଅନଲାଇନ ଆବେଦନ, ଅନଲାଇନ ଯାଞ୍ଚ ଲାଗି ଡକ୍ୟୁମେଣ୍ଟ ଅପଲୋଡ୍‍ କରାଯିବ ବୋଲି ଓଜେଇଇ ପକ୍ଷରୁ ପରିବର୍ତ୍ତିତ ବିଜ୍ଞପ୍ତିରେ ଦର୍ଶାଯାଇଛି।