Vastu Tips for Wardrobe - The Sakala
ବାସ୍ତୁଶାସ୍ତ୍ରରେ ନକାରାତ୍ମକ ଶକ୍ତି ଦୂର କରି ସକାରାତ୍ମକ ଶକ୍ତି ବୃଦ୍ଧି କରିବା ପାଇଁ ଗୁରୁତ୍ବ ଦିଆଯାଇଥାଏ। ଘରର ନିର୍ମାଣ ଶୈଳୀ ଓ ଆସବାବପତ୍ର କେଉଁ ଦିଗରେ ରହିଲେ, କିଭଳି ଭାବେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବ, ସେସବୁ ପାଇଁ ଅନେକ ବାସ୍ତୁ ନିୟମ ରହିଛି। ଏହି ଧାରାରେ ଆଲମାରୀ ସମ୍ପର୍କିତ କିଛି ବାସ୍ତୁ ନିୟମ ହେଉଛି…
ବାସ୍ତୁଶାସ୍ତ୍ର ଅନୁସାରେ, ଉତ୍ତର ଦିଗକୁ କୁବେରଙ୍କ ଦିଗ କୁହାଯାଏ। ତେଣୁ ଆଲମାରୀକୁ ଦକ୍ଷିଣ ଦିଗ କାନ୍ଥରେ ଲଗାଇ ରଖନ୍ତୁ, ଯେପରିକି ଆଲମାରୀର କବାଟ ଉତ୍ତର ଦିଗକୁ ଖୋଲୁଥିବ। ଏଭଳି କରିବା ଦ୍ବାରା କେବେ ମଧ୍ୟ ଆର୍ଥିକ ସଙ୍କଟ ଦେଖାଯାଏ ନାହିଁ।
ଟଙ୍କା ରଖାଯାଉଥିବା ଆଲମାରୀ, ବାକ୍ସ, ପର୍ସ କିମ୍ବା ଡବାକୁ କେବେ ମଧ୍ୟ ସମ୍ପୂର୍ଣ୍ଣ ଖାଲି କରିବା ଉଚିତ ନୁହେଁ।
ଉପରୋକ୍ତ ପ୍ରତ୍ୟେକ ସ୍ଥାନକୁ ସଫାସୁତୁରା ରଖିବା ଆବଶ୍ୟକ।
ଅସନା ହାତରେ ପର୍ସ କିମ୍ବା ଆଲମାରୀରୁ ଟଙ୍କା ବାହାର କରନ୍ତୁ ନାହିଁ।
ବାଥ୍‌ରୁମ୍ କିମ୍ବା ଟଏଲେଟ୍‌ର କବାଟ ଖୋଲୁଥିବା ସ୍ଥାନର ସମ୍ମୁଖରେ ଆଲମାରୀ ରଖନ୍ତୁ ନାହିଁ। ଏଭଳି କରିବା ଦ୍ବାରା ଟଙ୍କା ଅଧିକ ଖର୍ଚ୍ଚ ହୋଇଥାଏ।
ଆଲମାରୀରେ ମା’ ଲକ୍ଷ୍ମୀ ଓ କୁବେର ବାସ କରିଥାନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ଆଲମାରୀ ଭିତରେ ଲାଲ୍‌ କପଡ଼ା ରଖି, ତା’ ଉପରେ ଟଙ୍କା ଓ ଗହଣା ଆଦି ରଖନ୍ତୁ।
ଆଲମାରୀ ଖୋଲିବା ପୂର୍ବରୁ ଜୋତା ବା ଚପଲ ବାହାର କରିଦିଅନ୍ତୁ।
ଆଲମାରୀ ପାଖରେ ବୁଢିଆଣୀ ଜାଲି ନ ଲାଗିବା ଓ ଅସନା ନ ହେବା ପ୍ରତି ଧ୍ୟାନ ଦେବା ଉଚିତ। ଆଲମାରୀ ପାଖରେ ଝାଡ଼ୁ ରଖନ୍ତୁ ନାହିଁ।
କୋର୍ଟ କଚେରୀ ସମ୍ପର୍କିତ ବିବାଦୀୟ କାଗଜପତ୍ର କିମ୍ବା ଅଫିସ୍‌ ଫାଇଲ୍‌କୁ ଆଲମାରୀ ଭିତରେ ରଖନ୍ତୁ ନାହିଁ। ଏଥିଯୋଗୁ ମଧ୍ୟ ଆର୍ଥିକ ସମସ୍ୟା ବୃଦ୍ଧି ପାଇଥାଏ।