RRBGroupD - The Sakala

ପ୍ରକାଶ ପାଇଲା ରେଲୱେର ଗ୍ରୁପ- ଡି ରେଜଲ୍ଟ
ନୂଆଦିଲ୍ଲୀ: ରେଲୱେରେ ଗ୍ରୁପ ଡି ପଦରେ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷା ରେଜଲ୍ଟ ଆରଆରବି ଘୋଷଣା କରିଛି । ପ୍ରକାଶଯୋଗ୍ୟ, ରେଲୱେ ଗ୍ରୁପ ଡି ର ୧ ଲକ୍ଷରୁ ଅଧିକ ପଦରେ ଭର୍ତ୍ତି ପାଇଁ ୧୭ ଅଗଷ୍ଟରୁ ୧୧ ଅକ୍ଟୋବର ପର୍ଯ୍ଯନ୍ତ ପରୀକ୍ଷାର ଆୟୋଜନ କରାଯାଇଥିଲା ।  ଆଜି ୨୨ ଡିସେମ୍ବରରେ ଆରଆରବି ରେଜଲ୍ଟ ଘୋଷଣା କରିଛି ।

ଆରଆରବି ଭୋପାଳ କ୍ଷେତ୍ରର ୱେବସାଇଟରେ ଗ୍ରୁପ- ଡି ର ରେଜଲ୍ଟ ଉପଲବ୍ଧ କରାଯାଇଛି । କ୍ରମଶଃ ଅନ୍ୟ ସବୁ କ୍ଷେତ୍ରର ଫଳ ମଧ୍ୟ ଜାରି କରାଯିବ । ଯେଉଁଥିରେ ଆଶାୟୀଙ୍କ ରୋଲ ନମ୍ବରର ସୂଚୀ ଦିଆଯାଇଛି । ରେଜଲ୍ଟ ପାଇଁ ଜାରି କରାଯାଇଥିବା ପିଡିଏଫରେ ଯେଉଁ ପ୍ରାର୍ଥୀଙ୍କ ରୋଲ ନମ୍ବର ଥିବ ସେମାନଙ୍କୁ ଏବେ ଫିଜିକାଲ ଟେଷ୍ଟ ପାଇଁ ଡକାଯିବ ।

ଜାରି ପିଡିଏଫରେ କୁହାଯାଇଛି ଯେ ମୋଟ ଖାଲି ପଦର ତିନି ଗୁଣା ଆଶାୟୀଙ୍କୁ ପିଇଟି ଟେଷ୍ଟ ପାଇଁ ସର୍ଟଲିଷ୍ଟ କରାଯାଇଛି । ଏହା ବ୍ୟତୀତ ପରୀକ୍ଷାର୍ଥୀଙ୍କ ପର୍ସେଣ୍ଟାଇଲ ସ୍କୋର, ନର୍ମାଲାଇଜଡ ଅଙ୍କ ଏବଂ ପିଇଟିର ଷ୍ଟାଟସ ଚେକ୍ କରିବାର ଲିଙ୍କ ୨୭ ଡିସେମ୍ବର ବା ଏହା ପୂର୍ବରୁ ଆରଆରବିର ଅଫିସିଆଲ ୱେବସାଇଟରେ ଉପଲବ୍ଧ କରାଯିବ । ଆଶାୟୀ ପଞ୍ଜିକୃତ ନମ୍ବର ଏବଂ ଜନ୍ମତିଥି ମାଧ୍ୟମରେ ଏହାକୁ ଚେକ୍ କରିପାରିବେ ।

ରେଲୱେର ଏନଟିପିସି ଫଳାଫଳକୁ ନେଇ ବିରୋଧ, ପାଟନାରେ ହୋଇଥିବା ବିକ୍ଷୋଭରେ ଫସିଲେ ଖାନ ସାର୍
ପାଟନା: ରେଲୱେ ଗ୍ରୁପ୍ – ଡି ପରୀକ୍ଷା ଏବଂ ଏନଟିପିସି ଫଳାଫଳକୁ ନେଇ ବିହାରରେ ଛାତ୍ରାଛାତ୍ରୀଙ୍କ ଦ୍ବାରା ବିକ୍ଷୋଭ ଜାରି ରହିଛି। ପାଟଣାର ପତ୍ରକାର ନଗର ପୁଲିସ୍ ଷ୍ଟେସନ ଅନ୍ତର୍ଗତ ପ୍ରସିଦ୍ଧ କୋଚିଂ ଅପରେଟର ତଥା ୟୁଟ୍ୟୁବର୍ ଖାନ୍ ସାରଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପାଟଣାର ରାଜେନ୍ଦ୍ର ନାଗର ଟର୍ମିନାଲରେ ଏବଂ ଏହାର ସମ୍ମୁଖରେ ରାସ୍ତାରେ ଦଙ୍ଗାପରେ କିଛି ଛାତ୍ରଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଇଥିଲା । ଏହି ପଚାରା ଉଚରା ସମୟରେ ଅନେକ ତଥ୍ୟ  ପୁଲିସକୁ ମିଳିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କିଶାନ କୁମାର ( ୨୧ ), ରୋହିତ କୁମାର( ୨୩ ),  ରାଜେନ୍ଦ୍ର କୁମାର ଓ ବିକ୍ରମ କୁମାରଙ୍କୁ ପଚରାଉଚରା ସମୟରେ କହିଛନ୍ତି ଯେ;  ଖାନ ସାର୍, ଏସ.କେ ଝା ସାର୍, ନବୀନ ସାର୍, ଅମରନାଥ ସାର୍, ଗଗନ ପ୍ରତାପ ସାର୍, ଗୋପାଳ ବର୍ମା ସାର୍ ଏବଂ ବଜାର କମିଟିର ବିଭିନ୍ନ କୋଚିଂ ପ୍ରତିଷ୍ଠାନର ସଞ୍ଚାଳକ ଆମକୁ ଏଠକୁ ଆସିବାକୁ କହିଥିଲେ। ଯଦି ପୁଲିସ ନଆସନ୍ତି, ତା’ହେଲେ ଆମେ ଏଠାରେ ବିଶୃଙ୍ଖଳା ଓ ଦଙ୍ଗା କରିଥାନ୍ତୁ।

ଖାନ ସାରଙ୍କ ଏକ ଭିଡିଓରେ ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଖାନ ସାର୍ କହିଛନ୍ତି ଯେ, ଯଦି ଏନଟିପିସି ପରୀକ୍ଷା ବାତିଲ ନ ହୁଏ ତେବେ ଛାତ୍ରମାନେ ଚାରିଆଡେ ଆନ୍ଦୋଳନ କରିବେ। ପଚରାଉଚରା ସମୟରେ ଧରାପଡିଥିବା ଛାତ୍ରମାନେ କହିଥିଲେ ଯେ; ଆମ ବ୍ୟତୀତ ଶିବ ଶକ୍ତି ନଗର ବାହାଦୂରପୁରର ନରେଶ, ନାଗେଶ, ବିକାଶ, ଖେସରୀ, ମିତ୍ରୁଞ୍ଜୟ, ବାଲେଶ୍ୱର, ବିଶାଲ, ପଙ୍କଜ, ସୁରଜ ବିକାଶ, ଛୋଟୁ, ମୁକେଶ ଏବଂ  ପଟେଲ ହଷ୍ଟେଲରୁ ଅନ୍ୟ ସାଙ୍ଗସାଥି ପ୍ରାୟ ୩ ରୁ ୪ ଶହ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ।

ଥାନେଦାରଙ୍କ କହିବା ଅନୁଯାୟୀ, ଛାତ୍ରମାନଙ୍କ ବୟାନ ଓ  ଖାନ ସାରଙ୍କ ଭାଇରାଲ ହେଉଥିବା ଏକ ଭିଡିଓରୁ ମନେ ହେଉଛି ସମ୍ପୃକ୍ତ ବ୍ଯକ୍ତି ଓ କୋଚିଂ ପ୍ରତିଷ୍ଠାନର ସଞ୍ଚାଳକଙ୍କ ଦ୍ବାରା ଏହି ଘଟଣାକୁ ଅଧିକ ଉତ୍ତେଜିତ କରାଯାଇଛି। ଅନେକ ଥର ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରିବାକୁ ପୁଲିସ ସେମାନଙ୍କୁ ଅନୁରୋଧ କରିଥିଲା ​​ଏବଂ ସେମାନଙ୍କୁ ବୁଝାଇଥିଲା । କିନ୍ତୁ ସେମାନେ ମଧ୍ୟ ପୁଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ।

ପାଟଣାର ଖାନ ସାର୍, ବିଭିନ୍ନ କୋଚିଂ ଅପରେଟର ଏବଂ ଗିରଫ ହୋଇଥିବା ଚାରିଜଣଙ୍କ ସମେତ ତିନିରୁ ଚାରି ଶହ ଲୋକଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରିଛି। ରାସ୍ତାରେ ବାଧା ସୃଷ୍ଟି କରିବା, ଅଧିକାରୀ ଏବଂ ପୁଲିସ କର୍ମଚାରୀଙ୍କୁ ଅପମାନିତ କରିବା ଏବଂ ଟ୍ରାଫିକ ତଥା ଜନସାଧାରଣଙ୍କ ପଥରେ ବାଧା ଦେବା ପାଇଁ ଆଇପିସିର ଧାରା ୧୪୭,୧୪୮, ୧୪୯, ୧୫୧, ୧୫୨, ୧୮୬, ୧୮୭, ୧୮୮, ୩୩୦, ୩୩୨ , ୩୫୩, ୫୦୪, ୫୦୬, ୧୨୦ବି  ଅଧୀନରେ ମାମଲା ରୁଜୁ ହୋଇଛି।

ଖାନସାରଙ୍କ ସାରଙ୍କ ବିରୁଧରେ ମାମଲା ରୁଜୁପରେ ଅନେକ ଛାତ୍ରଛାତ୍ରୀମାନେ ଖାନ ସାରଙ୍କୁ ସପୋର୍ଟ କରୁଥିବାର ଦେଖିବାକୁ ମିଳିଛି। ସେମାନେ ତାଙ୍କ ସହ ଅଛନ୍ତି ବୋଲି ଟ୍ବିଟରେ ଲେଖିଛନ୍ତି। ବର୍ତ୍ତମାନ ସମୟରେ ଟ୍ବିଟରେ ଖାନସାର ଟ୍ରେଣ୍ଡ କରୁଥିବାର ଦେଖିବାକୁ ମିଳିଛି।

We stand with #Khansir

We stand with Teachers

We stand with students#RRBNTPC #RRBGroupD pic.twitter.com/4UbjpsR5Vf

— Indian Student And Youth (@ISAY_0RG) January 27, 2022