Vastu Tips For Education - The Sakala
ବର୍ତ୍ତମାନ ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ପ୍ରତିଯୋଗିତା ବଢିଯାଇଛି। ତେଣୁ ସମସ୍ତେ ଚାହୁଁଛନ୍ତି, ସେମାନଙ୍କ ସନ୍ତାନମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇ ଭଲ କ୍ୟାରିୟର୍ କରନ୍ତୁ । କିନ୍ତୁ ଅନେକ ସମୟରେ ପିଲାମାନେ କଠିନ ପରିଶ୍ରମ କରିବା ସତ୍ତ୍ବେ କ୍ୟାରିୟରରେ ସେମାନଙ୍କୁ ସଫଳତା ମିଳୁନଥିବାର ଦେଖାଯାଏ । ଏଭଳି ପରିସ୍ଥିତି ବାସ୍ତୁଦୋଷ ପାଇଁ ମଧ୍ୟ ସୃଷ୍ଟି ହୋଇଥାଏ । ତେଣୁ କିଛି ବାସ୍ତୁ ନିୟମକୁ ମାନିବା ଦ୍ବାରା ଶିକ୍ଷା କ୍ଷେତ୍ରରେ ସଫଳତା ମିଳିଥାଏ। ସେସବୁ ନିୟମ ହେଉଛି…
♦ ଘରର ବିମ୍ ତଳେ ବସି ପଢ଼ିବା ଉଚିତ ନୁହେଁ । ଏଭଳି କରିବା ଦ୍ବାରା ମନରେ ଏକାଗ୍ରତା ଆସି ନଥାଏ | ଯଦି ପଢ଼ାଘରେ ବିମ୍ ଅଛି, ତେବେ ଏହା ତଳେ ଗୋଟିଏ ବଇଁଶୀ ଲଗାଇ ଦିଅନ୍ତୁ ।
♦ ପଢ଼ାଘର ଘରର ଉତ୍ତର ଦିଗ, ପୂର୍ବ ଦିଗ ବା ଉତ୍ତର-ପୂର୍ବ ଦିଗରେ ହେବା ଆବଶ୍ୟକ । ବହିଗୁଡ଼ିକୁ ସବୁବେଳେ ପୂର୍ବ ବା ଉତ୍ତର ଦିଗରେ ରଖନ୍ତୁ ।
♦ ପଢ଼ା ଟେବୁଲ୍ ଉପରେ ଗ୍ଲୋବ ବା ତମ୍ବାନିର୍ମିତ ପିରାମିଡ୍ ରଖନ୍ତୁ ।
♦ ପଢ଼ାଘରେ ଶ୍ରୀଗଣେଶ କିମ୍ବା ମା’ ସରସ୍ବତୀଙ୍କ ଫଟୋ ଲଗାନ୍ତୁ ।
♦ ଶୟନ କକ୍ଷରେ ପାଠ ପଢୁଥିଲେ, ପିଲାଙ୍କ ମୁହଁ ସବୁବେଳେ ଉତ୍ତର ଦିଗକୁ ହେବା ଉଚିତ ।
♦ ଦକ୍ଷିଣ ଦିଗକୁ ମୁହଁ କରି ପଢ଼ିବା ଦ୍ବାରା ପିଲାଙ୍କ ମଧ୍ୟରେ ଅନୁଶାସନହୀନତା ଦେଖାଯାଏ।
♦ ପଢ଼ିବା ସ୍ଥାନରେ ପିଇବା ପାଣି ଓ ଘଡ଼ିର ବ୍ୟବସ୍ଥା ପୂର୍ବ କିମ୍ବା ଉତ୍ତର ଦିଗରେ ରଖିବା ଉଚିତ ।
♦ ପାଠପଢ଼ାରେ ମନ ଲାଗୁନଥିଲେ ଘରେ ମୟୂର ପର ଲଗାନ୍ତୁ ।