Pongal - The Sakala

ଚର୍ଚ୍ଚାରେ ଜ୍ବାଇଁ ଭୋଜନ: ଭାବୀ ଜ୍ବାଇଁଙ୍କ ଚର୍ଚ୍ଚା ପାଇଁ ଶଶୁରଘର ଲୋକେ ପ୍ରସ୍ତୁତ କଲେ ୩୬୫ ପ୍ରକାର ବ୍ୟଞ୍ଜନ
ଶଶୁର ଘରେ ଜୋଇଁମାନଙ୍କ ଚର୍ଚ୍ଚାରେ କୌଣସି କ୍ଷୁଣ ନ ରହିଯାଉ, ଏହାକୁ ଧ୍ୟାନରେ ରଖି କନ୍ୟା ପକ୍ଷର ଲୋକେ ତତ୍ପର ଥାଆନ୍ତି। । ଏହି ପରିପ୍ରେକ୍ଷୀରେ ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ନରସାପୁରମ୍ ଅଞ୍ଚଳର ଏକ ପରିବାର ପୋଙ୍ଗଲ୍ ଅବସରରେ ସେମାନଙ୍କର ଭାବୀ ଜୋଇଁଙ୍କ ଚର୍ଚ୍ଚାରେ ଉଦାହରଣ ସୃଷ୍ଟି କରିଛନ୍ତି | କଥାଟି ହେଲା ଏହି ଭାଗ୍ୟବାନ ଜ୍ୱାଇଁଙ୍କୁ ସ୍ବାଗତ କରିବା ପାଇଁ ଶଶୁରଘର ପକ୍ଷରୁ ୩୬୫ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ବର୍ଷର ୩୬୫ ଦିନକୁ ଆଖି ଆଗରେ ରଖି ଏହି ପରିବାର ସମାନ ସଂଖ୍ୟାରେ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ | ତୁମଲ୍ଲପଲ୍ଲୀ ସୁବ୍ରମଣ୍ୟମ୍ ଓ ଅନ୍ନପୂର୍ଣ୍ଣା ସେମାନଙ୍କ ପୁଅ ସାଇକୃଷ୍ଣର ବିବାହ ସୁନା ବ୍ୟବସାୟୀ ଅତ୍ୟମ ଭେଙ୍କଟେଶ୍ଵର ରାଓ ଓ ମାଧବୀଙ୍କ ଝିଅ କୁନ୍ଦବୀ ସହିତ ସ୍ଥିର କରିଛନ୍ତି । ବିବାହ ପୂର୍ବରୁ ପୋଙ୍ଗଲ ପର୍ବ ପଡ଼ିବାରୁ କୁନ୍ଦବୀଙ୍କ ଜେଜେ ବାପା ଅଚ୍ୟନ୍ତା ଗୋବିନ୍ଦ ଓ ଜେଜେମା ନାଗମଣି ସେମାନଙ୍କ ଭାବୀ ନାତୁଣୀ ଜ୍ବାଇଁ ପାଇଁ ଏକ ଦାୱତର ବ୍ୟବସ୍ଥା କରିଥିଲେ। ଏହି ପ୍ରି ୱେଡିଂ ରିସେପସନ୍‌ରେ ବର ଓ କନ୍ୟାପକ୍ଷର ପରିବାର ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ଏହି ଭବ୍ୟ ସମାରୋହରେ ୩୦ ପ୍ରକାରର ତରକାରି, ବିରିୟାନି, ବିଭିନ୍ନ ପ୍ରକାରର ଭାତ, ପାରମ୍ପରିକ ଗୋଦାବରୀ ଅଞ୍ଚଳର ମିଷ୍ଟାନ୍ନ, ଗରମ ଓ ଥଣ୍ଡା ପାନୀୟ, ବିସ୍କୁଟ, ଫଳ ଏବଂ କେକ୍ ଜ୍ବାଇଁଙ୍କୁ ପରଷା ଯାଇଥିଲା।