Vastu - The Sakala
ବାସ୍ତୁ ଅନୁସାରେ କେଉଁ ରଙ୍ଗ ର ଜୋତା-ଚପଲ ଶୁଭ
ଅଧିକାଂଶ ଲୋକ ବାସ୍ତୁ ବିଜ୍ଞାନକୁ ବିଶେଷ ମହତ୍ତ୍ବ ଦେଇଥାନ୍ତି। ବାସ୍ତୁ ଅନୁସାରେ, ଜୋତା-ଚପଲର ରଙ୍ଗ ମଧ୍ୟ ଭାଗ୍ୟ ଉଦୟରେ ସାହାଯ୍ୟ କରିଥାଏ। ବେଳେ ବେଳେ କିଛି ଜୋତା ଚପଲ ଏମିତି ପିନ୍ଧାଯାଏ, ଯାହା ଫେଶନ ଦୃଷ୍ଟିକୋଣରୁ ଉପଯୁକ୍ତ ହୋଇଥିବା ବେଳେ ବାସ୍ତୁ ଅନୁସାରେ ଅଶୁଭ ହୋଇଥାଏ।
-ବାସ୍ତୁ ଅନୁସାରେ ହଳଦିଆ ରଙ୍ଗ ର ଜୋତା-ଚପଲ ଆଦୌ ପିନ୍ଧିବା ଉଚିତ ନୁହେଁ।
-ହଳଦିଆ ରଙ୍ଗ ଦେବଗୁରୁ ବୃହସ୍ପତିଙ୍କ ସହ ଜଡ଼ିତ। ଏହି ରଙ୍ଗର ଜୋତା ଚପଲ ପିନ୍ଧିବା ଦ୍ବାରା ବୃହସ୍ପତିଙ୍କ ପ୍ରତି ଅସମ୍ମାନ ହୋଇଥାଏ। ଏହା ସହ ଜାତକରେ ବୃହସ୍ପତି ଦୁର୍ବଳ ହୋଇଥାନ୍ତି। ଫଳରେ ପରିବାରରେ ଆର୍ଥିକ ସମସ୍ୟା ଦେଖା ଦେବା ସହ ଶାରୀରିକ ଓ ମାନସିକ ସମସ୍ୟାକୁ ବି ସାମ୍ନା କରିବାକୁ ପଡ଼ିଥାଏ।
-ତେବେ ବାସ୍ତୁ ଅନୁସାରେ, ହଳଦିଆ ରଙ୍ଗ ବ୍ୟତୀତ କଳା, ନୀଳ, ଧଳା, ଧୂସର, ସବୁଜ, ନାଲି ରଙ୍ଗର ଜୋତା-ଚପଲ ପିନ୍ଧିପାରିବେ। ଏହି ରଙ୍ଗର ଜୋତା-ଚପଲ ବାସ୍ତୁ ଅନୁକୂଳ। ଏହାସହ ଜୀବନରେ କୌଣସି ସମସ୍ୟା ସାମ୍ନା କରିବାକୁ ପଡ଼ି ନ ଥାଏ।
– ଅଫିସ୍‌ରେ ଧୂସର ରଙ୍ଗ ଜୋତା ପିନ୍ଧିବା ଭଲ ନୁହେଁ। ଏଭଳି ରଙ୍ଗ ଜୋତା କାର୍ଯ୍ୟସ୍ଥଳ ପାଇଁ ଶୁଭ ହୋଇ ନ ଥାଏ। ବାସ୍ତୁ ଅନୁସାରେ ଅଫିସ୍‌ ପାଇଁ କଫି ରଙ୍ଗ ଶୁଭ।
ପଢ଼ାଘର ପାଇଁ ବାସ୍ତୁ ଟିପ୍ସ
ବର୍ତ୍ତମାନ ଶିକ୍ଷା ଓ କ୍ୟାରିୟର୍‌ କ୍ଷେତ୍ରରେ ଦୃଢ଼ ପ୍ରତିଯୋଗିତା ହେଉଛି। ତେଣୁ ସମସ୍ତେ ଚାହୁଁଛନ୍ତି, ସେମାନଙ୍କର ସନ୍ତାନମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇ ଭଲ କ୍ୟାରିୟର୍‌ ଗଢ଼ନ୍ତୁ। କିନ୍ତୁ ଅନେକ ସମୟରେ ଶିକ୍ଷା କ୍ଷେତ୍ରରେ ପିଲାମାନେ ଏକାଗ୍ର ହୋଇପାରନ୍ତି ନାହିଁ। ପରିଶ୍ରମ ସତ୍ତ୍ବେ ସେମାନେ କ୍ୟାରିୟରରେ ଏତେଟା ଭଲ ପ୍ରଦର୍ଶନ କରିପାରି ନଥାନ୍ତି।   ଏଭଳି ପରିସ୍ଥିତି ବାସ୍ତୁଦୋଷ ପାଇଁ ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ କିଛି ବାସ୍ତୁ ନିୟମକୁ ମାନିବା ଦ୍ବାରା ଶିକ୍ଷା କ୍ଷେତ୍ରରେ ସଫଳତା ମିଳିଥାଏ।
ଘରର ବିମ୍ ତଳେ ବସି ପଢ଼ିବା ଦ୍ବାରା ମନ ଏକାଗ୍ର ହୋଇପାରେ ନାହିଁ। ଯଦି ପଢ଼ାଘରେ ବିମ୍‌ ଅଛି, ତେବେ ଏହା ତଳେ ଗୋଟିଏ ବଇଁଶୀ ଲଗାଇଦିଅନ୍ତୁ।
ପଢ଼ାଘର ଉତ୍ତର ଦିଗ, ପୂର୍ବ ଦିଗ ବା ଉତ୍ତର-ପୂର୍ବ ଦିଗରେ ହେବା ଆବଶ୍ୟକ। ବହିଗୁଡ଼ିକୁ ସବୁବେଳେ ପୂର୍ବ ବା ଉତ୍ତର ଦିଗରେ ରଖନ୍ତୁ।
ପଢ଼ା ଟେବୁଲ୍‌ ଉପରେ ଗ୍ଲୋବ୍‌ ବା ତମ୍ବାନିର୍ମିତ ପିରାମିଡ୍‌ ରଖନ୍ତୁ।
ପଢ଼ାଘରେ ଶ୍ରୀଗଣେଶ କିମ୍ବା ମା’ ସରସ୍ବତୀଙ୍କ ଫଟୋ ଲଗାନ୍ତୁ।
ଶୟନ କକ୍ଷରେ ପାଠ ପଢ଼ୁଥଲେ , ପିଲାଙ୍କ ମୁହଁ ସବୁେବଳେ ଉତ୍ତର ଦିଗକୁ ହେବା ଉଚିତ।
ଦକ୍ଷିଣ ଦିଗକୁ ମୁହଁକରି ପଢ଼ିବା ଦ୍ବାରା ପିଲାଙ୍କ ମଧ୍ୟରେ ଅନୁଶାସନହୀନତା ଦେଖାଯାଏ।
ପଢ଼ିବା ସ୍ଥାନରେ ପିଇବା ପାଣି ଓ ଘଡ଼ିର ବ୍ୟବସ୍ଥା ପୂର୍ବ କିମ୍ବା ଉତ୍ତର ଦିଗରେ ରଖିବା ଉଚିତ।
ପାଠପଢ଼ାରେ  ମନ ଲାଗୁ ନ ଥିଲେ ଘରେ ମୟୂର ପର ରଖନ୍ତୁ।
ମା’ ଲକ୍ଷ୍ମୀଙ୍କ କୃପାପ୍ରାପ୍ତି ପାଇଁ ଶୋଇବା ପୂର୍ବରୁ କିଛି ଛୋଟ ଛୋଟ କାମ କରିବା ଆବଶ୍ୟକ। ଏସବୁ କାମ ଦ୍ବାରା ଘରର ବାସ୍ତୁଦୋଷ ଦୂର ହେବା ସହିତ ଘରେ ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ସକାରାତ୍ମକ ଶକ୍ତି ବୃଦ୍ଧି ହେବା ଦ୍ବାରା ଘରେ ଧନ ଓ ସୁଖଶାନ୍ତି ବୃଦ୍ଧି ହୁଏ।
ଶୋଇବା ପୂର୍ବରୁ ରୋଷେଇ ଘରକୁ ସଫାସୁତରା ରଖିବା ଉଚିତ।
ରୋଷେଇ ଘରେ ଗୋଟିଏ ବାଲ୍‌ଟିରେ ପାଣି ଭର୍ତ୍ତି କରି ରଖନ୍ତୁ। ଏହାଦ୍ବାରା କରଜ ଓ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଥାଏ।
ପ୍ରତିଦିନ ସନ୍ଧ୍ୟାରେ ଘରର ମୁଖ୍ୟଦ୍ବାର ପାଖରେ ଦୀପ ରଖିବା ସହିତ ଲାଇଟ୍‌ ମଧ୍ୟ ଜଳାଇ ଦିଅନ୍ତୁ।
ରାତି ଶୋଇବା ପୂର୍ବରୁ ଘରର ପୂଜାସ୍ଥଳରେ ପରଦା ଢାଙ୍କି ଦିଅନ୍ତୁ।
ଶୟନ କକ୍ଷରେ ଧୂପ ଦିଅନ୍ତୁ। ଏହାଦ୍ବାରା ନକାରାତ୍ମକ ଶକ୍ତି ଦୂର ହୁଏ।
ଶୋଇବାକୁ ଯିବା ପୂର୍ବରୁ ଘରର ଦକ୍ଷିଣ ଓ ପଶ୍ଚିମ ଦିଗରେ ଦୀପ କିମ୍ବା କୌଣସି କମ୍‌ ଆଲୋକଯୁକ୍ତ ବଲ୍‌ବ ଜାଳନ୍ତୁ। ଏହାଦ୍ବାରା ପିତୃପୁରୁଷମାନଙ୍କର ମାର୍ଗ ପ୍ରଶସ୍ତ ହେବା ସହିତ ସୁଖ,ସମୃଦ୍ଧି ଓ ସମ୍ପନ୍ନତା ବୃଦ୍ଧି ହୋଇଥାଏ।
ବାସ୍ତୁଶାସ୍ତ୍ରରେ ପ୍ରତ୍ୟେକ ବସ୍ତୁ ପାଇଁ ବିଶେଷ ଦିଗ ନିର୍ଦ୍ଧାରିତ କରାଯାଇଛି। ଏହି ଧାରାରେ ଫଟୋଫ୍ରେମ୍‌ ଲଗାଇବା ପାଇଁ ମଧ୍ୟ ବାସ୍ତୁ ନିୟମ ଅଛି। ଫଟୋ ଫ୍ରେମ୍‌ ଘରର ଶୋଭା ବୃଦ୍ଧି କରିଥାଏ। ତେବେ କେଉଁ କାନ୍ଥରେ କାହାର ଫଟୋ ଫ୍ରେମ୍‌ ଲଗାଇବେ, ସେ ସମ୍ପର୍କିତ କିଛି ନିୟମ ହେଉଛି …
ପରିବାର ସଦସ୍ୟଙ୍କ ଫଟୋ ଲଗାଇବା ପାଇଁ ଘରର ଉତ୍ତର, ପୂର୍ବ ଓ ଉତ୍ତର-ପୂର୍ବ ଦିଗ ସବୁଠାରୁ ଉତ୍କୃଷ୍ଟ। ଏଭଳି କରିବା ଦ୍ବାରା ସଦସ୍ୟଙ୍କ ଭିତରେ ସ୍ନେହଶ୍ରଦ୍ଧା ବୃଦ୍ଧି ପାଇଥାଏ।
ଉତ୍ତର, ପୂର୍ବ ଓ ଉତ୍ତର ପୂର୍ବ ଦିଗରେ ବନ୍ଧୁବାନ୍ଧବଙ୍କ ଫଟୋ ମଧ୍ୟ ରଖିପାରିବେ।
ଯଦି ପରିବାର ମଧ୍ୟରେ ସବୁବେଳେ କଳହ କିମ୍ବା ଅଶାନ୍ତି ଲାଗି ରହୁଛି, ତେବେ ପ୍ରତ୍ୟେକ ସଦସ୍ୟଙ୍କର ଏକ ଫ୍ୟାମିଲି ଫଟୋ ପୂର୍ବ ଦିଗ କାନ୍ଥରେ ଲଗାନ୍ତୁ।
ଦମ୍ପତି ନିଜର ଫଟୋକୁ ଗୋଟିଏ ଫ୍ରେମ୍‌ରେ ଲଗାନ୍ତୁ। ଭିନ୍ନ ଭିନ୍ନ ଫ୍ରେମ୍‌ରେ ଲଗାଇବା ଅଶୁଭ ହୋଇଥାଏ।
ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ଘରେ ରାଧାକୃଷ୍ଣଙ୍କ ଫଟୋ ଲଗାନ୍ତୁ।
ଘରର ଦକ୍ଷିଣ, ପଶ୍ଚିମ, ଓ ଦକ୍ଷିଣ-ପଶ୍ଚିମ ଦିଗରେ ମୃତ ପରିଜନଙ୍କ ଫଟୋ ଲଗାନ୍ତୁ।
ରୋଷେଇ ଘରେ ମା’ ଅନ୍ନପୂର୍ଣ୍ଣାଙ୍କ ଫଟୋ ରଖିବା ଉଚିତ। କିନ୍ତୁ ଯଦି ରୋଷେଇ ଘର ଆଗ୍ନେୟ କୋଣରେ ନାହିଁ, ତେବେ ଋଷିମୁନିଙ୍କ କୌଣସି ଫଟୋ ଲଗାନ୍ତୁ।
ଘରର ଯେ କୌଣସି କୋଠରି ହେଉନା କାହିଁକି, ସେଠାରେ ଯୁଦ୍ଧ ପ୍ରସଙ୍ଗ, ମହାଭାରତ, ରାମାୟଣ, କ୍ରୋଧ, ବୈରାଗ୍ୟ, ଭୟାନକ, ବୀଭତ୍ସ, ଅକାଳ, ଶୁଖି ଯାଇଥିବା ଗଛ ଓ କାନ୍ଦୁଥିବା ଶିଶୁର ଫଟୋ ଲଗାନ୍ତୁ ନାହିଁ।
ଧନଲାଭ ପାଇଁ ଉତ୍ତର ଦିଗରେ ମା’ ଲକ୍ଷ୍ମୀ ଓ କୁବେରଙ୍କ ଫଟୋ ଲଗାନ୍ତୁ।