Dhanush - The Sakala

ଅଡୁଆରେ ଧନୁଷ: ସୁଟିଂ ବିଳମ୍ବ କରିବାରୁ ପାଇଲେ ଲିଗାଲ ନୋଟିସ, ୨୦ କୋଟି କ୍ଷତିପୂରଣ ଦାବି କଲେ ପ୍ରଯୋଜକ
ଦକ୍ଷିଣ ଭାରତୀୟ ସୁପରଷ୍ଟାର ଧନୁଷ ବର୍ତ୍ତମାନ ଆଇନଗତ ଅଡୁଆରେ ଫସିଥିବା ଜଣାପଡ଼ିଛି। ଏକ ପୁରୁଣା ଚଳଚ୍ଚିତ୍ରର ସୁଟିଂରେ ବିଳମ୍ବ କରିବା କାରଣରୁ ଏକ ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା ତାଙ୍କୁ ଆଇନଗତ ନୋଟିସ ପଠାଇଛି। କେବଳ ସେତିକି ନୁହେଁ, କ୍ଷତିପୂରଣ ବାବଦରେ ପ୍ରଯୋଜନା ସଂସ୍ଥା ଧନୁଷଙ୍କ ଠାରୁ ୨୦ କୋଟି ଟଙ୍କା ଦାବି କରିଛି।

କାହିଁକି ମିଳିଲା ନୋଟିସ?

ମିଳିଥିବା ସୂଚନା ଅନୁଯାୟୀ, ୨୦୧୬ ମସିହାରେ ଧନୁଷ 'ଶ୍ରୀ ଥେନାନ୍ଦଲ ଫିଲ୍ମସ୍' (Sri Thenandal Films) ସହ ଏକ ଚଳଚ୍ଚିତ୍ର ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ଏହି ଚଳଚ୍ଚିତ୍ରର ନାମ ଥିଲା 'ନାନ ରୁଦ୍ରନ' (Naan Rudran)। ଏହି ପ୍ରୋଜେକ୍ଟ ପାଇଁ ଧନୁଷ ଅଗ୍ରୀମ ଟଙ୍କା ମଧ୍ୟ ନେଇଥିଲେ। କିନ୍ତୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ସେ ଏହି ଚଳଚ୍ଚିତ୍ରର କାମ ଆରମ୍ଭ କରିନଥିଲେ। ବରଂ ସେ ଅନ୍ୟ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଏବଂ ଅଭିନୟରେ ବ୍ୟସ୍ତ ରହିଥିଲେ, ଯାହା ପ୍ରଯୋଜନା ସଂସ୍ଥାକୁ କ୍ଷତିରେ ପକାଇଥିଲା।

୨୦ କୋଟି ଟଙ୍କାର ଦାବି

ପ୍ରଯୋଜନା ସଂସ୍ଥା ଅଭିଯୋଗ କରିଛି ଯେ, ଏହି ଚଳଚ୍ଚିତ୍ରର ପ୍ରି-ପ୍ରଡକ୍ସନ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସେମାନେ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ଏଥିରେ ନାଗାର୍ଜୁନ ଆକିନେନି ଏବଂ ଏସ.ଜେ ସୂର୍ଯ୍ୟାଙ୍କ ଭଳି କଳାକାରଙ୍କୁ ଦିଆଯାଇଥିବା ଅଗ୍ରୀମ ଅର୍ଥ ମଧ୍ୟ ଅନ୍ତର୍ଭୁକ୍ତ। ନୋଟିସରେ ଉଲ୍ଲେଖ କରାଯାଇଛି ଯେ, ଯଦି ଧନୁଷ ଏହି ପ୍ରୋଜେକ୍ଟ ପାଇଁ ତୁରନ୍ତ ତାରିଖ (Dates) ନ ଦିଅନ୍ତି, ତେବେ ତାଙ୍କୁ ଖର୍ଚ୍ଚ ହୋଇଥିବା ୨୦ କୋଟି ଟଙ୍କା ସହ ଅତିରିକ୍ତ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ।

୭ ଦିନର ମହଲତ

ଆଇନଜୀବୀଙ୍କ ଜରିଆରେ ପଠାଯାଇଥିବା ଏହି ନୋଟିସରେ ଧନୁଷଙ୍କୁ ନିଜର ପକ୍ଷ ରଖିବା ପାଇଁ ୭ ଦିନ ସମୟ ଦିଆଯାଇଛି। ଯଦି ଏହି ସମୟ ମଧ୍ୟରେ କୌଣସି ସମାଧାନ ନହୁଏ କିମ୍ବା ଧନୁଷ ସୁଟିଂ ପାଇଁ ରାଜି ନହୁଅନ୍ତି, ତେବେ ପ୍ରଯୋଜନା ସଂସ୍ଥା ଅଦାଲତର ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଦେଇଛି।

TERE ISHK MEIN TEASER (Hindi) | Dhanush, Kriti Sanon | A. R. Rahman | Aanand L Rai | Bhushan Kumar

ଧନୁଷ୍‌ଙ୍କ ‘କୁବେର’ ଫିଲ୍ମର ଲୁକ୍‌ ସେୟାର୍‌ କଲେ ରଶ୍ମିକା
ସାଉଥ୍‌ର ଲୋକପ୍ରିୟ ଅଭିନେତା ଧନୁଷ୍‌ ବଲିଉଡ୍‌ରେ ମଧ୍ୟ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ତାଙ୍କ ଫିଲ୍ମ ‘ରାୟନ୍’ ବେଶ୍ ଭଲ ପ୍ରଦର୍ଶନ କରିଛି। ଇତିମଧ୍ୟରେ ଧନୁଷ୍‌ଙ୍କ ୪୧ତମ ଜନ୍ମଦିବସ ଅବସରରେ ତାଙ୍କର ‘କୁବେର’ ଫିଲ୍ମର ଲୁକ୍‌କୁ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରାଯାଇଥିଲା। ‘କୁବେର’ରେ ନାୟିକା ଭାବେ ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଦେଖାଯିବେ। ନିଜେ ରଶ୍ମିକା, ଧନୁଷ୍‌ଙ୍କର ଫଟୋ ସେୟାର୍‌ କରି ଲେଖିଛନ୍ତି, ‘ଧନୁଷ୍‌ ସାର୍‌ ! ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭକାମନା। ଆମ ଦୁଇଜଣଙ୍କର ଏକାଠି କୌଣସି ଫଟୋ ନାହିଁ। ଆମର ଫିଲ୍ମ ବି ଏପରି ସ୍ଥାନରେ ସବୁ ସୁଟ୍‌ ହୋଇଛି, ତାହା ଫଟୋଜେନିକ୍‌ ନୁହେଁ। ତେଣୁ ଏହି ଫଟୋ ଜରିଆରେ ମୁଁ ଆପଣଙ୍କୁ ଶୁଭକାମନା ଜଣାଉଛି।’ ଶେଖର କମୁଲା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଗତ ମାର୍ଚ୍ଚ ୮ ତାରିଖରେ ଏହି ଫିଲ୍ମ ବିଷୟରେ ଘୋଷଣା କରାଯାଇଥିଲା। ଚଳିତ ମାସ ଆରମ୍ଭରେ ଫିଲ୍ମରେ ରଶ୍ମିକାଙ୍କ ଲୁକ୍‌ ସେୟାର୍‌ କରାଯାଇଥିଲା। ‘କୁବେର’ ତାମିଲ୍‌, ତେଲୁଗୁ, ହିନ୍ଦୀ, ମଲାୟାଲମ୍‌ ଏବଂ କନ୍ନଡ଼ ଭାଷାରେ ରିଲିଜ୍ ହେବ। ଧନୁଷ୍‌ ଏଥିରେ ଡବଲ ରୋଲରେ ଦେଖାଯିବେ। ଗୋଟିଏ ଭୂମିକାରେ ସେ କରୋଡ଼ପତି ଓ ଅନ୍ୟ ଭୂମିକାରେ ସେ ଭିକାରି ଭୂମିକାରେ ଦେଖାଯିବେ।

Happiest birthday to you @dhanushkraja sir! 🔥😁#Kubera
I love this poster ! 💃🏻 pic.twitter.com/yHKMhpcQiX

— Rashmika Mandanna (@iamRashmika) July 28, 2024

୧୮ ବର୍ଷର ବୈବାହିକ ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଛେଦ; ଅଲଗା ହେଲେ ସୁପରଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ
ନୂଆଦିଲ୍ଲୀ: ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଧନୁଷ ଓ ପତ୍ନୀ ଐଶ୍ୱର୍ଯ୍ୟା ଉଭୟ ପରସ୍ପରଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟଙ୍କ ମଧ୍ୟରେ ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଉଭୟଙ୍କ ମଧ୍ୟରେ ଛାଡପତ୍ର ହେବା ନେଇ ଧନୁଷ ଟ୍ୱିଟ କରି ସୂଚନା ଦେଇଛନ୍ତି । ଧନୁଷ-ଐଶ୍ବର୍ଯ୍ୟାଙ୍କର ଯାତ୍ରା ଏବଂ ଲିଙ୍ଗା ନାମରେ ଦୁଇ ପୁଅ ଅଛନ୍ତି । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ସାଉଥ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ସୃଷ୍ଟି ହୋଇଛି । ପୂର୍ବରୁ ଅନେକ ଥର ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଖବର ଶୁଣିବାକୁ ମିଳିଥିଲା, କିନ୍ତୁ ଏହି ଦମ୍ପତି ପ୍ରତ୍ୟେକ ଥର ଏଭଳି ଗୁଜବକୁ ଖଣ୍ଡନ କରିଥିଲେ | ତେବେ ଏଥର ସେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କଠାରୁ ଅଲଗା ହେଉଥିବା କଥା ଧନୂଷ ନିଜେ ସ୍ପଷ୍ଟ କରିଛନ୍ତି ।

ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଧନୁଷ ଲେଖିଛନ୍ତି, ୧୮ ବର୍ଷ ଧରି ପରସ୍ପର ପରସ୍ପରର ବନ୍ଧୁ, ଦମ୍ପତି ଏବଂ ଶୁଭେଚ୍ଛୁ ଭାବେ ରହିଥିଲୁ । ଜୀବନ ଯାତ୍ରାରେ ବୁଝାମଣା ରଖିବା ସହିତ ପରସ୍ପର ସହ ଖାପ ଖୁଆଇ ଚଳିଥିଲୁ ଏବଂ ଆଗକୁ ବଢ଼ିଥିଲୁ। କିନ୍ତୁ ଆମେ ଏବେ ଏଭଳି ଏକ ସ୍ଥାନରେ ଛିଡ଼ା ହୋଇଛୁ ଯେଉଁଠି ଆମର ରାସ୍ତା ଏବେ ଭିନ୍ନ । ଐଶ୍ବର୍ଯ୍ୟା ଏବଂ ମୁଁ ଦମ୍ପତି ଭାବେ ଅଲଗା ରହିବାକୁ ନିଷ୍ପତ୍ତି ନେଇଛୁ । ‌ଏହା ସହ ଐଶ୍ଵର୍ଯ୍ୟାଙ୍କ ଭଲ ଭବିଷ୍ୟତ ପାଇଁ ମଧ୍ୟ ଶୁଭ କାମନା କରୁଛି । ସେ ଭଲରେ ରୁହନ୍ତୁ ଏବଂ ଆଗକୁ ବଢନ୍ତୁ । ମୁଁ ଆଶା କରୁଛି ପ୍ରଶଂସକମାନେ ତାଙ୍କ ନିଷ୍ପତ୍ତି ଏବଂ ଗୋପନୀୟତାକୁ ସମ୍ମାନ କରିବେ ବୋଲି କହିଛନ୍ତି ଧନୁଷ ।

ସେହିଭଳି ଐଶ୍ୱର୍ଯ୍ୟା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି କି କୌଣସି କ୍ୟାପସନର ଆବଶ୍ୟକତା ନାହିଁ । କେବଳ ଆପଣଙ୍କ ଭଲପାଇବା ଏବଂ ବୁଝିପାରିବା ଆବଶ୍ୟକ । ଧନୁଷ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦ ଖବର ଶୁଣିବା ପରେ ପ୍ରଶଂସକମାନେ ମଧ୍ୟ ଚକିତ ହୋଇଯାଇଛନ୍ତି । ଧନୁଷଙ୍କ ପୂର୍ବରୁ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଓ ସମନ୍ଥା ଉଭୟ ମଧ୍ୟ ପରସ୍ପରଠାରୁ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ ।