budget session - The Sakala
ରାଜ୍ୟ ବଜେଟ୍‌ ୨୦୨୬-୨୭: କେଉଁ ବିଭାଗ ପାଇଁ କେତେ ଟଙ୍କାର ବ୍ୟୟବରାଦ ହେଲା, ଜାଣନ୍ତୁ…
ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୬-୨୭ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଚଳିତ ବଜେଟ୍‌ରେ କେଉଁ ବିଭାଗକୁ ମିଳିଲା କେତେ କୋଟି ଟଙ୍କା:
ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ବ୍ୟୟବରାଦ
ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାର ଶୁଭାରମ୍ଭ
ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ଯୋଜନାକୁ ୭୩୨ କୋଟି
ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନକୁ ୫ ହଜାର ୮ କୋଟି
ରାଜ୍ୟରେ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନାକୁ ୬୩୫ କୋଟି
ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୮୮ କୋଟି
ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାକୁ ୬୩୦୯ କୋଟି
ଶ୍ରୀଅନ୍ନ ଯୋଜନା ପାଇଁ ୪୦୦ କୋଟି ଟଙ୍କା
ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନାକୁ ୧୦୦ କୋଟି
ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ୫୦୦ କୋଟି
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୧୦୧୦ କୋଟି
ଅମୃତ ପ୍ରକଳ୍ପ ଯୋଜନାକୁ ୯୧୬ କୋଟି
ଫିଟ୍ ଓଡ଼ିଶା ମିଶନକୁ ୧୦ କୋଟି ଟଙ୍କା
ପଶ୍ଚିମ ଓଡ଼ିଶା ଡାଲଖାଇ ଯୋଜନା ପାଇଁ ୨୨୦ କୋଟି ଟଙ୍କା
ବାରିପଦାରେ ଛଉ ଏକାଡେମୀ ପ୍ରତିଷ୍ଠାକୁ ଗୁରୁତ୍ବ
ସୁଜଳା ଯୋଜନାକୁ ୮୨୦ କୋଟି ଟଙ୍କା
ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ଯୋଜନାକୁ ୭୩୨ କୋଟି
ବଜେଟରେ ସରକାରଙ୍କ ୧୬ଟି ନୂଆ ଯୋଜନା
1. ଭିବି ଜି ରାମ ଜି – ୫୫୭୫ କୋଟି
2. ସମୃଦ୍ଧ ଅଙ୍ଗନବାଡି ଯୋଜନା - ୬୩୫ କୋଟି
3. ମଡେଲ ମଣ୍ଡି – ୧୦୦ କୋଟି
4. ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା
5. ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ – ୧୦୦ କୋଟି
6. ୱାର୍ଲଡ ଗ୍ରେନ ଷ୍ଟୋରେଜ ପ୍ଲାନ – ୨୪୦ କୋଟି
7. ରେଆର ଆର୍ଥ କରିଡ଼ର - ୧୦ କୋଟି
8. ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାନ୍ସଫରମେଟିଭ ଇନିସି୍ଏଟିଭ
9. ବିଛିନ୍ନ ଅଂଚଳକୁ ଯୋଗାଯୋଗ – ୧୦୦୦ କୋଟି
10. ଜଗନ୍ନାଥ ଇଣ୍ଟରପ୍ରିଟେସନ ସେଣ୍ଟର
11. ୱାର୍ଲଡ ଟୁରିଜିମ ସେଣ୍ଟର (ପୁରୀ)
12. ଷ୍ଟେଟ ଏଆଇ ମିଶନ - ୨୩ କୋଟି
13. ଟୁରିଜିମ ଲାଣ୍ଡ ବ୍ୟାଙ୍କ ସ୍କିମ - ୧୫୦ କୋଟି
14. ଡାଲଖାଇ – ୨୨୦ କୋଟି
15. ମୁଖ୍ୟମନ୍ତ୍ରୀ ଅର୍ଥ ପରାମର୍ଶଦାତା ପରିଷଦ
16. ଫିଟ୍ ଓଡ଼ିଶା ମିଶନ - ୧୦ କୋଟି
ମଣ୍ଡି ତାତିରେ କମ୍ପିଲା ବିଧାନସଭା: ଚାଷୀ ପ୍ରସଙ୍ଗ ନେଇ ଗୃହରେ ତୁମୁଳ କାଣ୍ଡ, ୧୧ଟା ୩୦ ଯାଏଁ ମୁଲତବୀ
ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ଧାନ ମଣ୍ଡି ଅବ୍ୟବସ୍ଥା ଏବଂ ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ଯାଏଁ ମୁଲତବୀ ଘୋଷଣା କରିଛନ୍ତି।
ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ଧାନ ମଣ୍ଡିରେ ଅବ୍ୟବସ୍ଥା ଏବଂ ଚାଷୀମାନଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଘେରିଥିଲେ। ବିରୋଧୀ ସଦସ୍ୟମାନେ ନିଜ ନିଜ ଆସନରୁ ଉଠି ଗୃହର ମଧ୍ୟଭାଗ (Well) କୁ ଚାଲିଆସିଥିଲେ ଏବଂ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ଏହି ହଟ୍ଟଗୋଳ କାରଣରୁ ପ୍ରଶ୍ନକାଳ ସୁରୁଖୁରୁରେ ଚାଲିପାରି ନଥିଲା।
ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ କମିଲାନି ତାତି
ବାଚସ୍ପତି ସୁରମା ପାଢ଼ୀ ବିରୋଧୀ ସଦସ୍ୟମାନଙ୍କୁ ଶାନ୍ତ ରହିବାକୁ ଏବଂ ନିଜ ଆସନକୁ ଫେରିଯିବାକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେମାନେ ଏହା ଶୁଣି ନଥିଲେ। ଗୃହରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ରଖିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ବିରୋଧୀମାନେ ଅଭିନବ ଉପାୟରେ ଧାନ ବିଡ଼ା ଧରି ଗୃହରେ ପ୍ରତିବାଦ କରିଥିଲେ।
କାଲିଠୁ ବିଧାନସଭାର ବଜେଟ ଅଧିବେଶନ: ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ମାଳମାଳ ପ୍ରସଙ୍ଗ
ଭୁବନେଶ୍ୱର: କାଲିଠୁ ଅର୍ଥାତ ମଙ୍ଗଳବାରଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ। ଲମ୍ବା ଅବଧିର କାର୍ଯ୍ୟ ଦିବସକୁ ନେଇ ଆରମ୍ଭ ହେବାକୁ ଥିବା ଏଥର ଅଧିବେଶନ ବେଶ୍‌ ରୋଚକ ହୋଇପାରେ। କାରଣ, ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ ସହ ଏହି ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆସିବାର ସମ୍ଭାବନା ରହିଛି। ୧୭ ତାରିଖରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଗୃହକୁ ସମ୍ବୋଧନ କରିବେ। ଏହାପରେ ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ ଉପସ୍ଥାପନ କରିବେ। ବଜେଟ ଅଧିବେଶନ ୨ଟି ପର୍ଯ୍ୟାୟରେ ପ୍ରାୟ ଦେଢ଼ ମାସ ଧରି ଚାଲିବ।
ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବା ନେଇ ସ୍ଥିର ହୋଇଛି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସରକାରୀ ଦଳ ମୁଖ୍ୟସଚେତକ ସରୋଜ କୁମାର ପ୍ରଧାନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏବଂ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହିବେ।
ଅନ୍ୟପଟେ ବିଧାନସଭାରେ ଏଥର ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ମାଳମାଳ ପ୍ରସଙ୍ଗ ସହ ପ୍ରସ୍ତୁତ ହେଉଛନ୍ତି। ଆଜି ସନ୍ଧ୍ୟାରେ ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିବା ନେଇ ମଧ୍ୟ ସ୍ଥିର ହୋଇଛି। ବୈଠକରେ କେଉଁ ପ୍ରସଙ୍ଗରେ ସରକାରଙ୍କୁ ଦଳ ଘେରିବ, ସେନେଇ ରଣନୀତି ପ୍ରସ୍ତୁତ ହେବ। ଏଥର ମୁଖ୍ୟତଃ ଧାନ କିଣା ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ବିଜେଡି ଅଡ଼ୁଆରେ ପକାଇପାରେ।
ସମାନ ଭାବେ କଂଗ୍ରେସ ଦଳ ମଧ୍ୟ ସନ୍ଧ୍ୟା ୫ ଟାରେ ବିଧାୟକ ଦଳ ବୈଠକ ଆୟୋଜନ କରିଛି। ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସ ଉପସ୍ଥିତ ରହିବା ସହ ଦଳର ଅନ୍ୟ ସମସ୍ତ ବିଧାୟକମାନେ ଉପସ୍ଥିତ ରହି ନିଜ ଦଳର ରଣନୀତି ପ୍ରସ୍ତୁତ କରିବା ନେଇ ଯୋଜନା ହୋଇଛି। ମଣ୍ଡି ଅବ୍ୟବସ୍ଥା, ମହିଳା ହିଂସା, ଆଇନଶୃଙ୍ଖଳା, ପୋଲାଭରମ୍‌, ମହାନଦୀ, ପିୟୁସିସି, ସଂରକ୍ଷଣ ପ୍ରସଙ୍ଗରେ ଗୃହରେ ହଲ୍ଲାବୋଲ ହେବା ନେଇ ପୂର୍ବରୁ ଆଭାସ ମିଳି ସାରିଛି। ଏହାସହିତ ଆନ୍ତଃରାଜ୍ୟ ବିବାଦ, ନାରୀ ନିର୍ଯାତନା, ଧାନ କିଣା ଅବ୍ୟବସ୍ଥା, ବେକାରି, ୟୁଜିସି ନୂଆ ନିୟମ, ମିଲର୍ସ-ସରକାର ସଂପର୍କ ଓ ଅଙ୍ଗନବାଡି଼ରେ ଜାତିପ୍ରଥା ପ୍ରସଙ୍ଗରେ ସରକାରଙ୍କ ବିରୋଧରେ କଂଗ୍ରେସ ଯୁଦ୍ଧ ଦେହିଂ ଡାକରା ଦେବ ବୋଲି ସୂଚନା ମିଳିଛି। ଅନ୍ୟପଟେ ବିରୋଧୀଙ୍କୁ ଠିକଣା ଜବାବ ଦେବାକୁ ସରକାରୀ ଦଳ ମଧ୍ୟ ରଣନୀତି ପ୍ରସ୍ତୁତ କରିଛି।
ଲୋକସଭାରୁ ୮ ବିରୋଧୀ ସାଂସଦ ନିଲମ୍ବିତ: ଚୀନ୍ ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା
ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭାରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଗୃହର କାର୍ଯ୍ୟଧାରାରେ ବାଧା ସୃଷ୍ଟି କରିବା ଏବଂ ନିୟମ ଉଲ୍ଲଂଘନ ଅଭିଯୋଗରେ ୮ ଜଣ ବିରୋଧୀ ସାଂସଦଙ୍କୁ ଅଧିବେଶନର ବାକି ସମୟ ପାଇଁ ନିଲମ୍ବିତ କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବ ଲଦାଖରେ ୨୦୨୦ ଚୀନ୍ ବିବାଦ ପ୍ରସଙ୍ଗ ଉଠାଇବାକୁ ଜିଦ୍ ଧରିବା ପରେ ଗୃହରେ ଅଶାନ୍ତି ଦେଖାଦେଇଥିଲା, ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କୈଳାଶ ରେଞ୍ଜ ବିବାଦ ଏବଂ ଚୀନ୍ ସେନାର କାର୍ଯ୍ୟକଳାପ ବିଷୟରେ କହିବାକୁ ଚାହିଁଥିଲେ। ତେବେ ସରକାରୀ ପକ୍ଷ ଏହାକୁ ବିରୋଧ କରି କହିଥିଲେ ଯେ କୌଣସି ଅପ୍ରକାଶିତ ରିପୋର୍ଟ କିମ୍ବା ପୁସ୍ତକ ଉପରେ ଆଧାରିତ ତଥ୍ୟ ଗୃହରେ ରଖାଯାଇପାରିବ ନାହିଁ। ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ହଟ୍ଟଗୋଳ ଜାରି ରହିଥିଲା। ସ୍ଥିତି ଏତେ ଜଟିଳ ହୋଇଯାଇଥିଲା ଯେ କିଛି ସାଂସଦ ବାଚସ୍ପତିଙ୍କ ଆସନ ଆଡକୁ କାଗଜପତ୍ର ଫିଙ୍ଗିଥିଲେ, ଫଳରେ ଗୃହକୁ ମୁଲତବୀ ରଖିବାକୁ ପଡିଥିଲା।
ଗୃହ ପୁନର୍ବାର ଆରମ୍ଭ ହେବା ପରେ ଅଧ୍ୟକ୍ଷତା କରୁଥିବା ବିଜେପି ସାଂସଦ ଦିଲୀପ ସାଇକିଆ ବିଶୃଙ୍ଖଳିତ ଆଚରଣ ପାଇଁ ୮ ଜଣ ସାଂସଦଙ୍କ ନାମ ଘୋଷଣା କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସେମାନଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଗତ କରିଥିଲେ, ଯାହା ଗୃହୀତ ହୋଇଥିଲା। ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ କଂଗ୍ରେସର ହିବି ଇଡେନ୍, ଅମରିନ୍ଦର ସିଂ ରାଜା ୱାରିଂ, ମାଣିକମ୍ ଟାଗୋର, ଗୁରଜିତ୍ ସିଂ ଔଜଲା, ପ୍ରଶାନ୍ତ ଯାଦବରାଓ ପଡୋଲେ, ଚାମଲା କିରଣ କୁମାର ରେଡ୍ଡୀ, ଡିନ୍ କୁରିଆକୋସ୍ ଏବଂ ସିପିଆଇ(ଏମ୍) ସାଂସଦ ଏସ୍. ଭେଙ୍କଟେଶନ୍ ସାମିଲ ଅଛନ୍ତି।
ଫେବୃଆରୀ ୧୭ରୁ ବିଧାନସଭା ଅଧିବେଶନ, ୨୦ରେ ହେବ ବଜେଟ ଉପସ୍ଥାପନ
ଭୁବନେଶ୍ୱର: ଫେବୃଆରୀ ୧୭ରେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ। ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ୍‌ ଆଗତ କରିବେ। ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ ଓ ଏଥିରେ ମୋଟ ୨୮ଟି କାର୍ଯ୍ୟଦିବସ ରହିବ ବୋଲି ଶୁକ୍ରବାର ବିଧାନସଭା ସଚିବାଳୟ ପ୍ରକାଶ କରିଛି ବିଧିବଦ୍ଧ ବିଜ୍ଞପ୍ତି।
ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃୟାରୀ ୧୭ ତାରିଖରୁ ୨୪ ତାରିଖ ଯାଏଁ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ ତାରିଖରୁ ଏପ୍ରିଲ ୮ ତାରିଖ ଯାଏ ଅନୁଷ୍ଠିତ ହେବ। ଫେବ୍ରୁଆରୀ ୧୮ ଓ ୧୯ ରେ ରାଜ୍ୟପାଳଙ୍କ ପ୍ରସ୍ତାବ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇ ଆଲୋଚନା ହେବ। ଫେବୃଆରୀ ୨୦ ତାରିଖରେ ବଜେଟ ଆଗତ ହେବ ଏବଂ ଏହା ଉପରେ ୨୩ ଓ ୨୪ ତାରିଖ ଦୁଇ ଦିନ ସାଧାରଣ ଆଲୋଚନା ହେବ। ମାର୍ଚ୍ଚ ୧୦ରୁ ୩୦ ତାରିଖ ଯାଏଁ ବିଭିନ୍ନ ବିଭାଗର ଅନୁଦାନ ଉପରେ ଖର୍ଚ୍ଚ ଦାବି ଆଲୋଚନା ହେବ ବୋଲି ସ୍ଥିର ହୋଇଛି। ସେହିପରି ମାର୍ଚ୍ଚ ୩୧ ତାରିଖରେ ଗୃହରେ ବ୍ୟୟମଞ୍ଜୁରି ବିଧେୟକ ଆଗତ ହେବ ବୋଲି ଜଣା ପଡ଼ିଛି।
ଫେବୃଆରୀ ୨୫ରୁ ଓ ୨୮ ଏବଂ ମାର୍ଚ୍ଚ ୧ରୁ ୮ ତାରିଖ ଯାଏଁ ବିଧାନସଭା ଛୁଟି ରହିବ। ମାର୍ଚ୍ଚ ୯ରୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ। ସେହିଦିନ ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ରିପୋର୍ଟ ଉପସ୍ଥାପନ ହେବ। ମାର୍ଚ୍ଚ ୧୦ରୁ ବିଭାଗୀୟ ବଜେଟ ଅନୁଦାନ ଉପରେ ଆଲୋଚନା ହୋଇ ପାରିତ ହେବ।
ଏହି ପ୍ରକ୍ରିୟା ମାର୍ଚ୍ଚ ୩୦ ଯାଏଁ ଚାଲିବ। ମାର୍ଚ୍ଚ ୧୪ ଓ ୧୫ ଯଥାକ୍ରମେ ଶନିବାର ଓ ରବିବାର, ମାର୍ଚ୍ଚ ୨୧ ଇଦୁଲ ଫିତର, ମାର୍ଚ୍ଚ ୨୨ ରବିବାର, ମାର୍ଚ୍ଚ ୨୭ ରାମନବମୀ, ମାର୍ଚ୍ଚ ୨୮ ଓ ୨୯ ଯଥାକ୍ରମେ ଶନିବାର ଓ ରବିବାର ପାଇଁ ବିଧାନସଭା ବନ୍ଦ ରହିବ। ମାର୍ଚ୍ଚ ୩୧ରେ ଚଳିତ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ ଉପସ୍ଥାପିତ ହେବ। ଉକ୍ରଳ ଦିବସ ପାଇଁ ଏପ୍ରିଲ ୧, ଗୁଡ୍‌ ଫ୍ରାଇଡେ ପାଇଁ ଏପ୍ରିଲ ୩, ଏପ୍ରିଲ ୫ ବିଧାନସଭା ବନ୍ଦ ରହିବ। ଏପ୍ରିଲ ୪ ସରକାରୀ କାର୍ଯ୍ୟ ଦିବସ ଥିବାବେଳେ ଏପ୍ରିଲ ୨, ୬ ଓ ୮ରେ ପ୍ରାଇଭେଟ ମେମ୍ୱର୍ସ ବିଲ ପାଇଁ ଉଦ୍ଦିଷ୍ଟ ରହିଛି।
ଆଜିଠାରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ମାଳମାଳ ପ୍ରସଙ୍ଗ, ଶାଣିତ ହେବ ବିରୋଧୀଙ୍କ ସ୍ବର
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଉଷ୍ଣ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ତାତି ଅଧÒକ ରହିବା ନେଇ ସଙ୍କେତ ମିଳିଛି। ରାଜ୍ୟସ୍ୱାର୍ଥ ସମ୍ବଳିତ ପୁଳାପୁଳା ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରସ୍ତୁତ ହୋଇ ରହିଛନ୍ତି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେପିର ରାଜନୀତି, ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ, ମାର୍ଚ୍ଚ ୫ ତାରିଖ ଛୁଟି ବାତିଲ, ପୋଲାଭରମ୍‌ ପ୍ରସଙ୍ଗ, ସ୍କୁଲରେ ନାବାଳିକାଙ୍କ ପ୍ରସବ, ଧାନକିଣାରେ ଅବ୍ୟବସ୍ଥା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ସରକାରଙ୍କ ରଙ୍ଗ ବଦଳା ରାଜନୀତିକୁ ନେଇ ଗୃହ ହୁଲସ୍ତୁଲ ହେବା ସୁରାକ ମିଳିଛି। ବିଶେଷକରି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡ କାଢ଼ି ନେବା ଘଟଣାକୁ ନେଇ ଗୃହରେ ମୁଖ୍ୟ ବିରୋଧୀ ଦଳ ବିଜେଡି ଦୃଢ଼ତାର ସହ ସ୍ୱର ଉତ୍ତୋଳନ କରିବ ବୋଲି ଜଣାପଡ଼ିଛି।
ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ୨୮ ଦିନିଆ ଅଧିବେଶନରେ ପ୍ରଥମ ପର୍ଯାୟରେ ମୋଟ ୮ଟି କାର୍ଯ୍ୟଦିବସ ହୋଇଥିଲା। ପ୍ରଥମ ପର୍ଯାୟରେ ଆଇନଶୃଙ୍ଖଳା, ଦରଦାମ ବୃଦ୍ଧି, କଟ୍‌ନୀଛଟ୍‌ନୀ, ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ପ୍ରବଳ ଘେରିଥିଲେ। ଅନୁରୂପ ଭାବରେ ଦ୍ୱିତୀୟ ପର୍ଯ୍ୟାୟରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ପୋଲାଭରମ୍‌, ଆଇନ ଶୃଙ୍ଖଳା ଏବଂ ନାରୀ ନିର୍ଯାତନା ବୃଦ୍ଧିକୁ ନେଇ ସରକାର ଅଡ଼ୁଆରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ଚଳିତ ମାସ ଶେଷରେ ଖରିଫ୍‌ ଧାନ କିଣା ପ୍ରକ୍ରିୟା ଶେଷ ହେବ। ମାତ୍ର ରାଜ୍ୟବ୍ୟାପୀ ଏହାକୁ ନେଇ ସୃଷ୍ଟି ହୋଇଥିବା ବିଭ୍ରାଟ ଶୀର୍ଷ ଛୁଇଁଛି। ନିକଟରେ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଚାଷୀ ନେତାମାନେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପ୍ରସଂଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଗୃହରେ ଉପରୋକ୍ତ ପ୍ରସଙ୍ଗକୁ ବିଜେଡି ଦୃଢ଼ ଭାବେ ଉପସ୍ଥାପନ କରିବ ବୋଲି ନିଜେ ନବୀନ ଅକ୍ଷୟଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ସମାନ ଭାବେ ପୋଲାଭରମ୍‌ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିରବତା ଏବଂ କେନ୍ଦ୍ର ସରକାରଙ୍କ ଆନ୍ଧ୍ର ପ୍ରୀତି ନେଇ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଗୃହରେ ଗର୍ଜିେବ। ଅନୁରୂପ ଭାବରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ପରି ସ୍ପର୍ଶକାତର ଘଟଣା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ସ୍କୁଲ ଘର ରଙ୍ଗ ବଦଳ ନିଷ୍ପତ୍ତିକୁ ନେଇ ଉଭୟ ବିରୋଧୀ ସରକାରଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିବାକୁ ଯାଉଛନ୍ତି।
ବିଜେଡିର ବରିଷ୍ଠ ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ ରାଜ୍ୟସ୍ୱାର୍ଥ ସମ୍ଭଳିତ ସମସ୍ତ ପ୍ରସଙ୍ଗ ବିଜେଡି ଗୃହରେ ଉତ୍ଥାପନ କରିବ। ସରକାରଙ୍କଠାରୁ କୈଫିୟତ ତଲବ କରିବ। ସରକାର ଯଦି ସନ୍ତୋଷ ଜନକ ଉତ୍ତର ନଦିଅନ୍ତି, ବିଜେଡି ଗଣତାନ୍ତ୍ରିକ ଉପାୟରେ ଏହାର ଦୃଢ଼ ବିରୋଧ କରିବ ବୋଲି ସେ କହିଛନ୍ତି। ଅପରପକ୍ଷେ ବିରୋଧୀଙ୍କ ସମସ୍ତ ଆଲୋଚନାର ଉତ୍ତର ଦେବାକୁ ଆମେ ପ୍ରସ୍ତୁତ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆସନ୍ତାକାଲି ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଗୃହରେ ଉପସ୍ଥାପିତ କରାଯିବ। ସେହିପରି ଆସନ୍ତା ୧୦ ତାରିଖରୁ ବଜେଟରେ ବିଭିନ୍ନ ବିଭାଗ ପାଇଁ ଧାର୍ଯ୍ୟ ଅନୁଦାନ ଉପରେ ଆଲୋଚନା ଆରମ୍ଭ ହୋଇ ୨୮ ପର୍ଯ୍ୟନ୍ତ ଜାରି ରହିବ। ୨୯ ତାରିଖରେ ଗୃହରେ ବ୍ୟୟମଞ୍ଜୁରୀ ବିଲ ଆଗତ ହେବ। ଆସନ୍ତା ଏପ୍ରିଲ ୫ ତାରିଖରେ ବଜେଟ ଅଧିବେଶନ ସରିବାକୁ ଯାଉଛି।
ନୂଆଦିଲ୍ଲୀ: ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ। ବଜେଟ୍ ଅଧିବେଶନ ଅବସରରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ବଜେଟ୍ ଅଧିବେଶନ ଅବସରରେ ଅଭିଭାଷଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ଆଗକୁ ବଢୁଛି। ଭାରତର ଏହି ବିକାଶ ଯାତ୍ରାରେ ମୋ ସରକାର ଅଦ୍ଭୂତପୂର୍ବ ଉପଲବ୍ଧି ଜରିଆରେ ନୂଆ ଉର୍ଜା ଦେଇଛି। ତୃତୀୟ କାର୍ଯ୍ୟକାଳରେ ୩ ଗୁଣା ଦ୍ରୁତ ଗତିରେ କାମ ହେଉଛି। ମହିଳାଙ୍କୁ ସଶକ୍ତ କରିବା ଆମ ସରକାରଙ୍କ ଲକ୍ଷ୍ୟ। ଗରିବଙ୍କ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ଦୃଢତାର ସହ ନିଷ୍ପତ୍ତି ନେଉଛି। ବଡ ନିର୍ଣ୍ଣୟ ଓ ନୀତି ଲାଗୁ ହେଉଛି।
ସେହିପରି ଅଭିଭାଷଣରେ ମହାକୁମ୍ଭ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ନାରୀ ଶକ୍ତି କଥା ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ, ଦେଶର ନାରୀ ଶକ୍ତିକୁ ମଜବୁତ କରିବା ପାଇଁ ସରକାର କାମ କରୁଛନ୍ତି। ସରକାରୀ ଯୋଜନାରୁ ଗରିବଙ୍କୁ ସମ୍ମାନ ମିଳୁଛି। ସବକା ସାଥ, ସବକା ବିକାଶ ମନ୍ତ୍ରରେ ସରକାର କାମ କରୁଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷ ଏବଂ ତାଠୁ ଉର୍ଦ୍ଧ୍ଵ ବୟସ୍କ ୬ କୋଟି ଲୋକଙ୍କୁ ସ୍ଵାସ୍ଥ୍ୟବୀମା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆମ ଝିଅମାନେ ଅଲମ୍ପିକରେ ଦେଶର ନାମ ରଖୁଛନ୍ତି।ଦେଶର ଯୁବକ ସବୁ କ୍ଷେତ୍ରରେ ଆଗକୁ ବଢୁଛନ୍ତି। ଏକ ଦଶକ ମଧ୍ୟରେ ଯୁବଶକ୍ତିଙ୍କୁ ବହୁ ରୋଜଗାର ମିଳିଛି। ତିନି କୋଟି ଲକ୍ଷପତି ଦିଦି ତିଆରି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ନିଷ୍ପତ୍ତି ନେଉଛି। ୨ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ସ୍ବାମୀତ୍ବ କାର୍ଡରେ ସାମିଲ କରାଯାଇଛି। ପ୍ରକାଶ ଥାଉ କି, ଆର୍ଥିକ ବର୍ଷ ୨୦୨୫-୨୬ର ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି।
ନର୍ଥଇଷ୍ଟରେ ଶାନ୍ତି ସ୍ଥାପନ ପାଇଁ ସରକାର କାମ କରୁଛନ୍ତି। ନର୍ଥଇଷ୍ଟର ବିକାଶକୁ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ବିକାଶର ବାତାବରଣ ଦେଖାଦେଇଛି। ଲୋକସଭା ଓ ବିଧାନସଭା ନିର୍ବାଚନ ସେଠାରେ ଶାନ୍ତିରେ ସରିଛି। ଆଜି ବିଶ୍ବ ଭାରତର ଯୋଗ ପରମ୍ପରାକୁ ମାନିଛି।୧୫୦୦ରୁ ଅଧିକ ଆଇନ ଉଚ୍ଛେଦ କରାଯାଇଛି।ଦଣ୍ଡ ନୁହେଁ, ନ୍ୟାୟ ସଂହିତା ଉପରେ ଗୁରୁତ୍ବ ଦିଆଯାଇଛି।ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ପଦକ୍ଷେପ ଉତ୍ସାହଜନକ ରହିଛି। ନକ୍ସଲଙ୍କ ବିରୋଧରେ ଲଢ଼େଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ନକ୍ସଲ ପ୍ରଭାବିତ ଅଞ୍ଚଳ ୧୨୬ରୁ ହ୍ରାସ ହୋଇ ୩୮ରେ ପହଞ୍ଚିଛି।ବିଶ୍ବବନ୍ଧୁର ଛବି ମଜବୁତ ହୋଇଛି ବୋଲି ରାଷ୍ଟ୍ରପତି ନିଜ ଅଭିଭାଷରେ କହିଥିଲେ।
ରୋଚକ ହେବ ବଜେଟ ଅଧିବେଶନ: ବିଜେପିର ପ୍ରଥମ ସରକାର, ବିରୋଧୀ ଆସନରେ ପ୍ରଥମଥର ବିଜେଡି
ଭୁବନେଶ୍ୱର: ବିଭିନ୍ନ ଦୃଷ୍ଟିକୋଣରୁ ଆଗାମୀ ବିଧାନସଭା ଅଧିବେଶନ ରୋଚକ ହେବାକୁ ଯାଉଛି। କେବଳ ରୋଚକ ନୁହେଁ; ସବୁ ଦଳ ପାଇଁ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ମଧ୍ୟ ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରୁଛନ୍ତି। ରାଜ୍ୟରେ ପ୍ରଥମଥର ବିଜେପି ଏକାକୀ ସରକାର ଗଠନ କରିଥିବା ବେଳେ ବିଜେଡି ପ୍ରଥମଥର ପାଇଁ ରାଜ୍ୟରେ ବିରୋଧୀ ଆସନରେ ବସିବାକୁ ଯାଉଛି। ଉଭୟ ବିଜେପି ଓ ବିଜେଡି ନୂଆ ଭୂମିକାରେ ଅବତୀର୍ଣ୍ଣ ହୋଇଥିବାବେଳେ ଉଭୟ ଦଳର ପ୍ରଦର୍ଶନ ରାଜ୍ୟ ରାଜନୀତିକୁ ନୂଆ ମୋଡ଼ ଦେବ ବୋଲି ମଧ୍ୟ ଆଲୋଚନା ହେଉଛି। ତେବେ ବିଜେପିର ବିଧାୟକଙ୍କ ତୁଳନାରେ ବିଜେଡିର ବିଧାୟକମାନେ ସଂସଦୀୟ ରାଜନୀତି କ୍ଷେତ୍ରରେ ବେଶ୍‌‌ ଅଭିଜ୍ଞ। ଏସବୁକୁ ବିଚାରକୁ ନେଲେ ଆଗାମୀ ବିଧାନସଭା ବେଶ୍‌‌ ରୋଚକ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ପୂର୍ବରୁ ୨୦୦୦ରୁ ୨୦୦୯ ମସିହା ମଧ୍ୟରେ ମେଣ୍ଟ ବେଳେ ୯ ବର୍ଷ ପାଇଁ ଉଭୟ ଭାଗୁଆଳି ଥିଲେ ହେଁ ରାଜ୍ୟରେ ବିଜେପି ପ୍ରଥମଥର ଏକାକୀ ସରକାର ଗଠନ କରିଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ରବି ନାରାୟଣ ନାଏକଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଛନ୍ତି। ତେଣୁ ସରକାର ଚଳାଇବାରେ ବିଜେପି ପାଖରେ ଆଦୌ ଅଭିଜ୍ଞତା ନାହିଁ। ଏପରିକି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ କେବେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିନାହାନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ୧୪ ମନ୍ତ୍ରୀ ପ୍ରଥମଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ତେଣୁ ଗୃହରେ ସରକାରୀ ଦଳ ଭାବେ ପ୍ରଭାବୀ ପ୍ରଦର୍ଶନ କରିବା ଏବଂ ବିରୋଧୀଙ୍କୁ ସାମ୍ନା କରିବା କ୍ଷେତ୍ରରେ ବିଜେପିକୁ କଠୋର ପରିଶ୍ରମ କରିବାକୁ ପଡ଼ିବ। ଅପରପକ୍ଷେ ୨୪ ବର୍ଷ କ୍ଷମତାରେ ରହିଥିବା ବିଜେଡି ପ୍ରଥମଥର ପାଇଁ ବିଧାନସଭାରେ ମୁଖ୍ୟ ବିରୋଧୀ ଆସନରେ ବସିବାକୁ ଯାଉଛି। ବିରୋଧୀ ଆସନ ବିଜେଡି ପାଇଁ ନୂଆ ହୋଇଥିଲେ ହେଁ, ଦଳର ନେତା କିନ୍ତୁ ବେଶ୍‌‌ ଅଭିଜ୍ଞ। ନବୀନଙ୍କୁ ସହଯୋଗ କରିବାକୁ ଦଳ ଉପନେତା ଭାବେ ବରିଷ୍ଠ ରାଜନେତା ପ୍ରସନ୍ନ ଆଚାର୍ଯ୍ୟ, ଦୀର୍ଘବର୍ଷ ମନ୍ତ୍ରୀ ତଥା ବାଚସ୍ପତି ଦାୟିତ୍ୱ ତୁଲାଇଥିବା ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରତାପ ଦେବ ରହିଛନ୍ତି। ଦଳର ଅଧିକାଂଶ ବିଧାୟକ ଏକାଧିକବାର ବିଧାନସଭାକୁ ନିର୍ବାଚନ ଜିତି ଆସିଛନ୍ତି। ଏସବୁକୁ ବିଚାରକୁ ନେଲେ ସଂସଦୀୟ ଅଭିଜ୍ଞତା କ୍ଷେତ୍ରରେ ବିଜେଡି ବିଜେପିଠାରୁ ବହୁ ଆଗରେ। ଏହି କ୍ରମରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଦଳର ବିଧାୟକଙ୍କୁ ନେଇ ଛାୟା କ୍ୟାବିନେଟ ଗଠନ କରିଛନ୍ତି। ସରକାରଙ୍କ ୧୭ ମନ୍ତ୍ରୀଙ୍କ ଯୋଜନା, କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକଳାପକୁ ଦଳର ୫୦ ବିଧାୟକ ଜଗିବାକୁ ନବୀନ ଏହି ଛାୟା କ୍ୟାବିନେଟ ଗଠନ କରିଛନ୍ତି। ଏହାହିଁ ନବୀନଙ୍କ ପରିପକ୍ୱତା ଏବଂ ଦୀର୍ଘବର୍ଷର ଅଭିଜ୍ଞତାକୁ ପ୍ରମାଣିତ କରୁଛି ବୋଲି ମତପ୍ରକାଶ ପାଇଛି। ସେହିପରି ଗତଥର ଅପେକ୍ଷା ୫ଟି ଅଧିକ ଆସନ ପାଇଥିବା କଂଗ୍ରେସ ଆସନ୍ତା ଅଧିବେଶନରେ ବିଜେପିକୁ ଅଡ଼ୁଆରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଆଗାମୀ ବିଧାନସଭାର ୨୭ ଦିନିଆ ଅଧିବେଶନ ବେଶ୍‌‌ ରୋଚକ ହେବ ଏହା ଆଗାମୀ ଦିନରେ ରାଜ୍ୟ ରାଜନୀତିକୁ ନୂଆ ଦିଶା ପ୍ରଦାନ କରିବାର ଯଥେଷ୍ଟ ସମ୍ଭାବନା ରଖୁଥିବା ବିଶେଷଜ୍ଞ ମହଲ ମତପ୍ରକାଶ କରିଛନ୍ତି।
ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ: ୧୩ରୁ ୨୯ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଆଲୋଚନା, ୩୧ରେ ବ୍ୟୟମଞ୍ଜୁରୀ
ଭୁବନେଶ୍ୱର: ଶୁକ୍ରବାରଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତାୟ ପର୍ଯ୍ୟାୟ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଆଲୋଚନା ସହ ବ୍ୟୟମଞ୍ଜୁରୀ ବିଧେୟକ ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଦିବସ ରହିଛି। କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ୧୩ ତାରିଖରୁ ୨୯ ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଗୃହରେ ଉପସ୍ଥାପିତ ହେବ। ଏହାପରେ ମାର୍ଚ୍ଚ ମାସ ୩୧ ତାରିଖରେ ଗୃହରେ ବ୍ୟୟମଞ୍ଜୁରୀ ବିଧେୟକ ଉପସ୍ଥାପିତ ହେବ। ତେବେ ପ୍ରଥମ ପର୍ଯ୍ୟାୟ ପରି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଗୃହକୁ ସରଗରମ୍‌‌ କରିବା ନେଇ ଆଶା କରାଯାଉଥିବା ବେଳେ ଶାସକ ଦଳ ମଧ୍ୟ କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିପାରେ। ତେବେ ସବୁ ପ୍ରକାରର ଗଠନମୂଳକ ଆଲୋଚନା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି।
ବିରୋଧୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ଚାଷ ଓ ଚାଷୀ ସମସ୍ୟା, ବିଭିନ୍ନ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା ସାଙ୍ଗକୁ ପୁରୀରେ ହୋଇଥିବା ଅଗ୍ନିକାଣ୍ଡ ସମ୍ପର୍କରେ ଗୃହରେ ଆଲୋଚନା ହେବ। ଅନ୍ୟପକ୍ଷରେ ଶାସକ ଦଳ ମଧ୍ୟ ରେଳବାଇ, ଟେଲିକମ୍‌‌ କ୍ଷେତ୍ରରେ ଓଡ଼ିଶା ପ୍ରତି ଅବହେଳା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କେନ୍ଦ୍ର ସରକାରଙ୍କ କୃଷକମାରଣ ନୀତି, ବାରମ୍ବାର ଦାବି ସତ୍ତ୍ବେ ଧାନର ଏମଏସପି ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ନିରବତାକୁ ଗୃହରେ ଉଠାଇପାରେ। ସେହିପରି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନକୁ କେନ୍ଦ୍ରର ନା, ବକେୟା ସବ୍‌‌ସିଡି ପ୍ରଦାନରେ ବିଳମ୍ବ ଏବଂ ଏଲ୍‌‌ପିଜି ଏବଂ ଅନ୍ୟ ନିତ୍ୟ ବ୍ୟବହାର ସାମଗ୍ରୀର ଦରଦାମ ବୃଦ୍ଧି ପ୍ରସଙ୍ଗକୁ ମଧ୍ୟ ବିଜେଡି ଗୃହରେ ପ୍ରାଧାନ୍ୟ ଦେବ। ରାଜ୍ୟସ୍ୱାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗ ରହିଥିବା ବେଳେ ଆମେ ଏହାକୁ ଗୃହରେ ଉତ୍ଥାପନ କରିବୁ ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଚଳିତ ବଜେଟ ଅଧିବେଶନ ଗତ ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଏପ୍ରିଲ ୬ ତାରିଖ ଯାଏଁ ଚାଲିବାକୁ ସ୍ଥିର ହୋଇଛି। ଚଳିତ ଅଧିବେଶନର ପ୍ରଥମ ପର୍ଯ୍ୟାୟ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ, ଚାଷୀ ଆତ୍ମହତ୍ୟା, ଆବାସ ଯୋଜନାରେ ଦୁର୍ନୀତି ଆଦି ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିଲା। ଏହି ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଗୃହରେ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌‌ ମଧ୍ୟ ଉପସ୍ଥାପିତ ହୋଇଛି।
ଆଜିଠୁ ବିଧାନସଭାର ବଜେଟ ଅଧିବେଶନ; ଆଇନଶୃଙ୍ଖଳାକୁ ନେଇ ମୁହାଁମୁହିଁ ହୋଇପାରନ୍ତି ଶାସକ-ବିରୋଧୀ
ଭୁବନେଶ୍ୱର: ଆଜିଠାରୁ ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଫେବୃଆରୀ ୨୧ରୁ ଏପ୍ରିଲ ୬ ତାରିଖ ମଧ୍ୟରେ ମୋଟ ୨ଟି ପର୍ଯ୍ୟୟରେ ଏହି ଅଧିବେଶନ ଚାଲିବ। ଏହି ଅଧିବେଶନ କାଳରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆସନ୍ତା ୨୪ ତାରିଖରେ ବଜେଟ ଉପସ୍ଥାପନ କରିବେ। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌‌ଙ୍କ ଅଭିଭାଷଣ ପରେ ଗୃହର ଅଧିବେଶନ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ରାଜ୍ୟ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାବେଳେ ଏଥିରେ ଅନେକଗୁଡ଼ିଏ ନୂଆ ଘୋଷଣା ହୋଇପାରେ ବୋଲି ଆଲୋଚନା ହେଉଛି।
ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଦୃଷ୍ଟିରୁ ଚଳିତ ଅଧିବେଶନରେ ଗୃହ ସରଗରମ୍‌‌ ରହିବ ବୋଲି ତଥ୍ୟାଭିଜ୍ଞ ମହଲ ଆକଳନ କରୁଛନ୍ତି। ବିଶେଷକରି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆଚରଣ ଏବଂ ଉଚ୍ଚାରଣକୁ ନେଇ ବେଶ୍‌‌ କିଛିଦିନ ହେବ ରାଜ୍ୟ ରାଜନୀତି ଉଷ୍ମ ରହିଛି। ୫ କେଜି ଚାଉଳ କାଟ୍‌‌ ସହ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ନିକଟରେ ବିଜେଡି ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛି। ବିଭିନ୍ନ କେନ୍ଦ୍ରୀୟ ଅବହେଳାକୁ ନେଇ ଏଥର ଶାସକଦଳ ସଭ୍ୟମାନେ ଗୃହରେ ପ୍ରଭାବୀ ସ୍ୱର ଉଠାଇବାକୁ ଥିବାବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତାକୁ ମଧ୍ୟ ସମାନ ଭାବେ ଗୃହରେ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଏବଂ ଏହାର ପରବର୍ତ୍ତୀ ତଦନ୍ତ, ଧାନକିଣା, ବେକାରୀ ପରି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି।
ଆଜି ସକାଳ ୧୦ଟା ୩୦ ମିନିଟରେ ବିଜେଡି ବିଧାୟକ ଦଳ ବୈଠକ ବସିବାକୁ ଯାଉଛି। ବୈଠକରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୃହରେ ଦଳର ଆଭିମୁଖ୍ୟ କିପରି ରହିବ ସେନେଇ ଦଳୀୟ ବିଧାୟକଙ୍କୁ ପରାମର୍ଶ ଦେବେ। ତେବେ ଶାସକ ଦଳ ସମସ୍ତ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଏବଂ ବିରୋଧୀଙ୍କ ପ୍ରତିଟି ପ୍ରଶ୍ନର ସମୁଚିତ ଜବାବ୍‌‌ ଦିଆଯିବ ବୋଲି ଦଳୀୟ ନେତା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଦଳ ପକ୍ଷରୁ ବିଭିନ୍ନ କେନ୍ଦ୍ରୀୟ ଅବହେଳା ସହ ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଶାସକ ଦଳର ସଭ୍ୟମାନେ ଦୃଢ଼ ସ୍ୱର ଉତ୍ଥାପନ କରିପାରନ୍ତି। ବିଶେଷକରି ଗରିବଙ୍କ ୫ କେଜି ଚାଉଳ କାଟ୍‌‌, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିକୁ ଉପେକ୍ଷା, ଉଷୁନା ଚାଉଳ ନ ଉଠାଇ ଓଡ଼ିଶାର ଚାଷୀଙ୍କ ପ୍ରତି ଅବିଚାର, କେନ୍ଦ୍ରୀୟ ଯୋଜନାରେ ଅନୁଦାନ ହ୍ରାସ ଏବଂ ସର୍ବୋପରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟାକୁ କେନ୍ଦ୍ର ରୋକ୍‌‌ଠୋକ୍‌‌ ଭାବେ ମନା କରିଦେବା ଆଦି ପ୍ରସଙ୍ଗକୁ ମଧ୍ୟ ବିଜେଡି ଗୃହରେ ଉଠାଇପାରେ। ଏସବୁ ଦୃଷ୍ଟିରୁ ଉଭୟ ଶାସକ-ବିରୋଧୀ ଗୃହରେ ମୁହାଁମୁହିଁ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।
ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ; ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ଫେବୃଆରୀ ପହିଲାରେ ସଂସଦରେ ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ଆଜି ଉପସ୍ଥାପିତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩ । ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିବେ। ସର୍ଭେ ରିପୋର୍ଟରେ ବିଗତ ବର୍ଷର ହିସାବ ଏବଂ ଆଗାମୀ ବର୍ଷ ପାଇଁ ପରାମର୍ଶ, ଆହ୍ୱାନ ଏବଂ ସମାଧାନ ସମ୍ପର୍କରେ ତଥ୍ୟ ରହିଛି। କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନଙ୍କ ତତ୍ତ୍ୱାବଧାନରେ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଅର୍ଥମନ୍ତ୍ରୀ ସଂସଦରେ ଏହାକୁ ଉପସ୍ଥାପନ କରିବା ପରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ସବୁ ରଖିବେ ।
ସର୍ଭେ ରିପୋର୍ଟରେ ସରକାରଙ୍କ ଆର୍ଥିକ ବିକାଶ ସହିତ ମୁଦ୍ରା ପରିଚାଳନା ଏବଂ ବାହ୍ୟ କ୍ଷେତ୍ର ବିଷୟରେ ତଥ୍ୟ ଉପଲବ୍ଧ। ଏଥିରେ ଆହୁରି ମଧ୍ୟ ସୂଚନା ରହିଛି ଯେ ସରକାରଙ୍କ ନୀତି ଏବଂ କାର୍ଯ୍ୟକ୍ରମର ଫଳାଫଳ କ’ଣ ହୋଇଛି ଏବଂ ସେଗୁଡିକ ଅର୍ଥନୀତି ଉପରେ କେତେ ପ୍ରଭାବ ପକାଇଛି। ୧୯୫୦-୫୧ ମସିହାରେ ଦେଶର ପ୍ରଥମ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଥିଲା। ୧୯୬୪ ପର୍ଯ୍ୟନ୍ତ ଦେଶର ସାଧାରଣ ବଜେଟ୍ ସହିତ ଅର୍ଥନୈତିକ ସର୍ଭେ ଉପସ୍ଥାପିତ ହୋଇଥିଲା, କିନ୍ତୁ ପରେ ଏହାକୁ ବଜେଟର ଗୋଟିଏ ଦିନ ପୂର୍ବରୁ ଉପସ୍ଥାପନ କରାଯାଇଆସୁଛି। ଅର୍ଥନୈତିକ ସର୍ଭେ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଅର୍ଥନୈତିକ ବ୍ୟାପାର ବିଭାଗର ଅର୍ଥନୈତିକ ବିଭାଗ ପ୍ରସ୍ତୁତ କରିଥାଏ। ଆଜି ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩ ଉପସ୍ଥାପନ କରିବେ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ସେଥିପାଇଁ ସରକାର କିଛି ଜନପ୍ରିୟ ସ୍କିମ ଘୋଷଣା କରିପାରନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଛନ୍ତି । ନୂଆ ସଂସଦ ଭବନରେ ବଜେଟ ଅଧିବେଶନ ଓ ୨୦୨୩-୨୪ ବଜେଟ ଉପସ୍ଥାପନ ପାଇଁ ଯୋଜନା କରାଯାଇଥିଲେ ବି ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ପୁରୁଣା ସଂସଦ ଭବନରେ ଉପସ୍ଥାପନ କରାଯିବ ।
ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୩ ଯାଏ ଚାଲିବ । ଦ୍ବିତୀୟ ଅଧିବେଶନ ମାର୍ଚ୍ଚ ୧୩ରୁ ଆରମ୍ଭ ହୋଇ ଏପ୍ରିଲ ୬ ଯାଏ ଚାଲିବ । ଅଧିବେଶନର ପ୍ରଥମ ଦୁଇଦିନରେ ରହିବନି ଶୂନ୍ୟକାଳ ଓ ପ୍ରଶ୍ନକାଳ । କୌଣସି ପ୍ରକାର ଜରୁରୀ ସାଧାରଣ ପ୍ରସଙ୍ଗ ଫେବ୍ରୁଆରୀ ୨ରୁ ପ୍ରଶ୍ନକାଳ ମଧ୍ୟରେ ଉତଥାପନ କରାଯାଇପାରିବ ।
ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୬ ଯାଏ ଚାଲିବ ଅଧିବେଶନ
ନୂଆଦିଲ୍ଲୀ: ଜାନୁଆରି ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ଏହା ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୬ ଯାଏ ଚାଲିବ। ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ । ବଜେଟ ଅଧିବେଶର ଦ୍ୱିତୀୟ ଦିନ ଅର୍ଥାତ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏ ନେଇ ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ସାଧାରଣ ବିରତି ଦିନଗୁଡ଼ିକୁ ଛାଡ଼ି ୬୬ ଦିନର ସମୟ ଅବଧିରେ ସମୁଦାୟ ୨୭ଟି ଅଧିବେଶନ ବସିବ ବୋଲି ମଧ୍ୟ ସେ କହିଛନ୍ତି।
ବଜେଟ ଅଧିବେଶନର ପ୍ରଥମ ଦିନରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଣ୍ଟ୍ରାଲ ହଲରେ ସମ୍ବୋଧନ କରିବେ। ଅଗଷ୍ଟ ମାସରେ ଦେଶର ସର୍ବୋଚ୍ଚ ପଦରେ ବସିବା ପରେ ରାଷ୍ଟ୍ରପତି ପ୍ରଥମଥର ମିଳିତ ସଦନକୁ ସମ୍ବୋଧନ କରିବେ।
ପୂର୍ବବର୍ଷ ଭଳି ଚଳିତ ବର୍ଷ ବଜେଟରେ ରାଜକୋଷ କ୍ଷତିକୁ ନିୟନ୍ତ୍ରିତ କରିବା ଓ ବିକାଶ ଉପରେ ଜୋରଦେବା ଲାଗି ପ୍ରୟାସ କରାଯାଉଥିବା କଥା କୁହାଯାଇଛି । କରୋନା ମହାମାରୀ, ଦରବୃଦ୍ଧି ଓ ସୀମା ସଂକଟକୁ ନେଇ ଚଳିତ ବଜେଟରୁ ସାଧାରଣ ଲୋକମାନେ ବହୁତ କିଛି ଆଶା ରଖିଛନ୍ତି । ଏହାସହ ଚାକିରୀଆମାନେ ଆୟକର ଉପରେ ଛାଡ ସୀମା ବୃଦ୍ଧି କରାଯିବା ନେଇ ଆଶା କରିଛନ୍ତି ।
ଜାନୁଆରୀ ୧ରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ ଅଧିବେଶ ପ୍ରଥମେ ୧୩ ଫେବୃଆରୀ ଯାଏ ଚାଲିବ। ଏହାପରେ ଫେବୃଆରୀ ୧୪ରୁ ମାର୍ଚ୍ଚ ୧୨ ଯାଏ ବିଭାଗ ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ବିଭିନ୍ନ କାମ ପାଇଁ ନିୟମିତ ବ୍ରେକ ରହିବ। ଏହାପରେ ମାର୍ଚ୍ଚ ୧୩ରୁ ଏପ୍ରିଲ ୬ ଯାଏ ବଜେଟ ଅଧିବେଶର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ।