AamAadmiParty - The Sakala

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ବନ୍ତ ମାନ୍‌
ଚଣ୍ଡିଗଡ଼: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ବନ୍ତ ମାନ୍‌। ଏହି ଭବ୍ୟ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ସାମିଲ ହେବେ । ଭଗଓ୍ୱନ୍ତ ମାନଙ୍କ ବ୍ୟତୀତ ଅନ୍ୟ ୧୭ ବିଧାୟକ ମନ୍ତ୍ରୀ ପଦର ଶପଥ ନେବାର ଥିଲା । କିନ୍ତୁ ଆଜି କେବଳ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ହିଁ ଶପଥ ନେବେ । ଅନ୍ୟ ମନ୍ତ୍ରୀମାନେ ପରେ ଶପଥ ଗ୍ରହଣ କରିବେ । ପଞ୍ଜାବରେ ଆମ୍‌ ଆଦମୀ ପାର୍ଟିର ବିପୁଳ ବିଜୟ ପରେ ଏବେ ସରକାର ଗଠନ ପ୍ରକ୍ରିୟା ଜୋରସୋରରେ ଚାଲିଛି । ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସହ ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଜାରି ରହିଛି ।

ଗତ ଶନିବାର, ଭଗଓ୍ୱନ୍ତ ମାନ୍‌ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ । ଆଜି ମଧ୍ୟାହ୍ନ ୧୨ ଟା ୩୦ରେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପୈତୃକ ଗାଁ’ରେ ଶପଥ ନେବେ ଭଗଓ୍ବନ୍ତ ମାନ୍ । ପଞ୍ଜାବର ମୋଟ ୧୧୭ ସିଟରୁ ୯୨ଟି ସିଟ୍‌ ହାତେଇ ସରକାର ଗଢିବାକୁ ଯାଉଛି ଆମ ଆଦମୀ ପାର୍ଟି ।

ପଞ୍ଜାବରେ ଆମ ଆଦମି ପାର୍ଟିର ରେକର୍ଡ: ପୁଅର ବିଜୟରେ ଆତ୍ମହରା ହେଲେ ଭଗୱନ୍ତଙ୍କ ମା’
ପଞ୍ଜାବ: ପଞ୍ଜାବରେ ରେକର୍ଡ କରିଛି ଆମ ଆଦମି ପାର୍ଟି । ପୂର୍ବର ରାଜନେତାଙ୍କୁ ବହୁ ପଛରେ ପକାଇ ବିଜୟ ଧ୍ୱଜା ଉଡାଇଛନ୍ତି ଆପ୍ ପ୍ରାର୍ଥୀ ଭଗୱନ୍ତ ମାନ୍। ପଞ୍ଜାବ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନ୍ ବିଜୟୀ ହୋଇଛନ୍ତି। ଧୁରି ଆସନରୁ ଭଗଓ୍ୱନ୍ତ ମାନ୍ ଜିତିଛନ୍ତି। ବିପୁଳ ମାତ୍ରାରେ ବିଜୟ ହାସଲ କରିବା ପରେ ଏକ ଜନସଭାରେ ଯୋଗ ଦେଇଥିଲେ ଭଗୱନ୍ତ । ତାଙ୍କ ସହ ଯୋଗ ଦେଇଛନ୍ତି ତାଙ୍କ ମା’।

#WATCH | AAP CM candidate Bhagwant Mann greets party workers and supporters at his residence in Sangrur as the party sweeps #PunjabElections2022. Mann is leading from Dhuri by over 55,000 votes as per official EC trends. pic.twitter.com/UMsbUgoyiH

— ANI (@ANI) March 10, 2022

ପୁଅର ବିଜୟରେ ଆତ୍ମହରା ହୋଇଯାଇଥିଲେ ଭଗୱନ୍ତଙ୍କ ମା’  ଜନସଭାର ମଞ୍ଚ ଉପରେ ମା’ ପୁଅଙ୍କ ଖୁସିର ମୁହୂର୍ତ୍ତକୁ ସେୟାର କରିଛନ୍ତି । ପୁଅ ପ୍ରକୃତରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ତାଙ୍କ ପାଇଁ କିନ୍ତୁ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି ବୋଲି ଭାବବିହ୍ୱଳିତ ହୋଇ କହିଛନ୍ତି ଭଗୱନଙ୍କ ମା’ । ଏହାସହ ତାଙ୍କର ଏପରି ବିଜୟ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଭଗୱନ ଓ ତାଙ୍କ ପରିବାର।

ପଞ୍ଜାବ ପାଇଁ ଆପର ୧୦ ସୁତ୍ରୀ ମଡେଲ: ମିଳିବ ରୋଜଗାର, ମାଗଣା ଚିକିତ୍ସା ଓ ବିଦ୍ଯୁତ ସେବା; ୧୮ ବର୍ଷରୁ ଉର୍ଦ୍ଧ୍ବ ପ୍ରତ୍ୟେକ ମହିଳାଙ୍କୁ ଦିଆଯିବି ୧୦୦୦ ଟଙ୍କା
ପଞ୍ଜାବ: ମଙ୍ଗଳବାର ପଞ୍ଜାବର ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁ ପଞ୍ଜାବର ମଡେଲ ଉପସ୍ଥାପନ କରିଛନ୍ତି। ସିଦ୍ଧୁଙ୍କ ପ୍ରତିକ୍ରିୟାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମୋହାଲିରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ପଞ୍ଜାବ ମଡେଲକୁ ଉପସ୍ଥାପନ କରିଛନ୍ତି। କେଜ୍ରିୱାଲ ପଞ୍ଜବ ପାଇଁ ୧୦ ସୁତ୍ରୀ ମଡେଲ ଉପସ୍ଥାପନ କରିଛନ୍ତି ।

୧- ପଞ୍ଜାବରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ରୋଜଗାର ପାଇଁ ବିଦେଶ ଯାଉଥିବା ରାଜ୍ୟର ଯୁବକମାନଙ୍କୁ ପଞ୍ଜାବକୁ ଫେରାଇ ଅଣାଯିବ।

୨-  ପଞ୍ଜାବରେ ମଦ୍ୟପାନ ନିସେଦ୍ଧ କରାଯିବ । ଡ୍ରଗ୍ ମାଫିଆଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ଯନୁଷ୍ଠାନ ଗ୍ରହଣ କରାଯିବ ।

୩- ପଞ୍ଜାବରେ ଆଇନ ଶୃଙ୍ଖଳା ବଜାୟ ରଖିବା ।

୪- ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବ ।

୫- ଦୁର୍ନୀତି ମୁକ୍ତ ହେବ ପଞ୍ଜାବ ।

୬- ଶିକ୍ଷାରେ ଉନ୍ନତି ଆଣାଯିବ ।

୭- ଦିଲ୍ଲୀ ଭଳି ପଞ୍ଜାବରେ ଡାକ୍ତରଖାନା ଏବଂ ମୋହଲା କ୍ଲିନିକ୍ ନିର୍ମାଣ ହେବ। ପ୍ରତ୍ୟେକ ପଞ୍ଜାବୀଙ୍କୁ ମାଗଣାରେ ଚିକିତ୍ସା ମିଳିବ ।

୮- ପଞ୍ଜାବରେ ବିଦ୍ୟୁତ୍ ସେବା ମାଗଣା ଯୋଗାଇ ଦିଆଯିବ ।

୯-  ୧୮ ବର୍ଷରୁ ଅଧିକ ପ୍ରତ୍ୟେକ ମହିଳାଙ୍କୁ ଏକ ହଜାର ଟଙ୍କା ଦିଆଯିବ।

୧୦- ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହିତ କରାଯିବ।

ଯଦି ଆପ କ୍ଷମତାକୁ ଆସେ, ଆମେ ପଞ୍ଜାବର ବିକାଶ ଏବଂ ସମୃଦ୍ଧ କରିବା ପାଇଁ ଏହି ୧୦-ପଏଣ୍ଟ୍ ‘ପଞ୍ଜାବ ମଡେଲ୍’ ପ୍ରସ୍ତୁତ କରିଛୁ । ଆମେ ଏପରି ଏକ ସମୃଦ୍ଧ ପଞ୍ଜାବ ସୃଷ୍ଟି କରିବୁ ଯେ ଚାକିରି ପାଇଁ କାନାଡା ଯାଇଥିବା ଯୁବକମାନେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପଞ୍ଜାବ ଫେରିବେ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।