omisure kit - The Sakala
ଓମିକ୍ରନ ଚିହ୍ନଟ ପାଇଁ ଓଡ଼ିଶାରେ ପହଞ୍ଚିଛି ଓମିସ୍ୟୁର କିଟ, ଚାଲିଛି ଡ୍ରାଏ ରନ- ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: ଓମିକ୍ରନ ଚିହ୍ନଟ ପାଇଁ ରାଜ୍ୟରେ ପହଞ୍ଚିଛି ଓମିସ୍ୟୁର କିଟ। କିଟ ଆସିବା ପରେ ଏହାର ଡ୍ରାଏ ରନ ଚାଲିଛି। କିଟ ଠିକ ଅଛି କି ନା ନାହିଁ ଟେଷ୍ଟ କରାଯାଉଛି। ଇଣ୍ଟରନାଲ ଷ୍ଟଡ଼ି ପାଇଁ ବ୍ୟବହାର କରାଯିବ। ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ଜିଲ୍ଲାକୁ ଏହି କିଟ ପଠାଯିବ। ସହଜରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ କରିବାରେ ଏହା ସହାୟକ ହେବ। ବର୍ତ୍ତମାନ ୩୦ ହଜାର ଓମିସ୍ୟୁର କିଟ ପହଞ୍ଚିଛି। ଏହାକୁ ପ୍ରଥମ ପର୍ଯ୍ଯାୟରେ ବ୍ରହ୍ମପୁର, କଟକ, ରାଉରକେଲା ଓ ଭୁବନେଶ୍ୱରରେ ବ୍ୟବହାର କରାଯିବ। ଏ ନେଇ ରାଜ୍ଯ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।
କରୋନା ଆକ୍ରାନ୍ତଙ୍କ ଜିନମ ସିକ୍ୱେନ୍ସିଂ ପରେ ସେମାନେ ଓମିକ୍ରନ ଆକ୍ରାନ୍ତ କି ନୁହେଁ ତାହା ଜଣାପଡୁଥିଲା। କିନ୍ତୁ ଓମିକ୍ରନ ଟେଷ୍ଟିଂ କିଟ୍ ଓମିସ୍ୟୁର ଆସିଗଲେ ଆଉ ଜିନମ ସିକ୍ୱେନ୍ସିଂ ଆବଶ୍ୟକ ପଡିବ ନାହିଁ।  ଜିନମ ସିକ୍ୱେନ୍ସିଂ ପାଇଁ ଓମିକ୍ରନ ଆକ୍ରାନ୍ତଙ୍କ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି । ଯାହା ଫଳରେ ଓମିକ୍ରନ ତାର କାୟା ବଢାଇଚାଲିଛି। ଯଦି କରୋନା ଆକ୍ରାନ୍ତ ଓମିକ୍ରନ ସଂକ୍ରମିତ ଶୀଘ୍ର ଜଣାପଡିଯିବ ତେବେ ତାଙ୍କୁ ଆଇସୋଲେଟ କରାଯିବ। ଯାହା ଫଳରେ ଓମିକ୍ରନ ତାର କାୟା ବିସ୍ତାର କରିପାରିବନି। ଯାହାକୁ ନଜରରେ ରଖି  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓମିକ୍ରନ ଟେଷ୍ଟିଂ କିଟ୍ ଓମିସ୍ୟୁର ଅର୍ଡର କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ ଲକ୍ଷ ଓମିସ୍ୟୁର କିଟ୍ ଆଣିବା ପାଇଁ ଅର୍ଡର କରାଯାଇଥିବା ବେଳେ ଟାଟା ଏମଡି ଏହି ଅର୍ଡର ରିସିଭ କରିଛି। ଓମିସ୍ୟୁର କିଟ୍ ଆସିବା ଦ୍ୱାରା ଜିନମ୍ ସିକ୍ୱେନ୍ସିଂର ଆଉ ଆବଶ୍ୟକତା ପଡିବନି ଏବଂ ବେଶ ସହଜରେ ଓମିକ୍ରନ ଭୂତାଣୁ ଚିହ୍ନଟ କରାଯାଇପାରିବ ।
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥି ସହିତ ରାଜ୍ୟରେ ମଧ୍ୟ ଓମିକ୍ରନ ମାମଲା ବଢୁଛି। ରାଜ୍ୟରେ ବଢୁଥିବା ମାମଲାକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟାଟା ପ୍ରସ୍ତୁତ କରିଥିବା ଓମିକ୍ରନ ଟେଷ୍ଟିଂ କିଟ୍ ଓମିସିୟର କିଣିବାକୁ ଅର୍ଡର ଦେଇଛି। ଆଜି ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଓମିସିଓର କିଟ କିଣିବା ପାଇଁ ଅର୍ଡର ଦେଇଥିବା ଜଣାପଡ଼ିଛି। ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନ ଲିମିଟେଡ (ଓଏସଏମସିଏଲ) ୫ଲକ୍ଷ ପରୀକ୍ଷା କିଟ୍ ପାଇଁ ପାଇଁ ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ ଲିମିଟେଡ (ଟାଟା ଏମଡି) କୁ ଅର୍ଡର ଦେଇଥିବା ଜଣାପଡ଼ିଛି।
କରୋନା ଆକ୍ରାନ୍ତଙ୍କ ଜିନମ ସିକ୍ୱେନ୍ସିଂ ପରେ ସେମାନେ ଓମିକ୍ରନ ଆକ୍ରାନ୍ତ କି ନୁହେଁ ତାହା ଜଣାପଡୁଥିଲା। କିନ୍ତୁ ଓମିକ୍ରନ ଟେଷ୍ଟିଂ କିଟ୍ ଓମିସିୟର ଆସିଗଲେ ଆଉ ଜିନମ ସିକ୍ୱେନ୍ସିଂ ଆବଶ୍ୟକ ପଡିବ ନାହିଁ।  ଜିନମ ସିକ୍ୱେନ୍ସିଂ ପାଇଁ ଓମିକ୍ରନ ଆକ୍ରାନ୍ତଙ୍କ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି । ଯାହା ଫଳରେ ଓମିକ୍ରନ ତାର କାୟା ବଢାଇଚାଲିଛି। ଯଦି କରୋନା ଆକ୍ରାନ୍ତ ଓମିକ୍ରନ ସଂକ୍ରମିତ ଶିଘ୍ର ଜଣାପଡିଯିବ ତେବେ ତାଙ୍କୁ ଆଇସୋଲେଟ କରାଯିବ। ଯାହା ଫଳରେ ଓମିକ୍ରନ ତାର କାୟା ବିସ୍ତାର କରିପାରିବନି। ଯାହାକୁ ନଜରରେ ରଖି  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓମିକ୍ରନ ଟେଷ୍ଟିଂ କିଟ୍ ଓମିସିୟର ଅର୍ଡର କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ ଲକ୍ଷ ଓମିସିୟର କିଟ୍ ଆଣିବା ପାଇଁ ଅର୍ଡର କରାଯାଇଥିବା ବେଳେ ଟାଟା ଏମଡି ଏହି ଅର୍ଡର ରିସିଭ କରିଛି। ଓମିସିୟର କିଟ୍ ଆସିବା ଦ୍ୱାରା ଜିନମ୍ ସିକ୍ୱେନ୍ସିଂର ଆଉ ଆବଶ୍ୟକତା ପଡିବନି ଏବଂ ବେଶ ସହଜରେ ଓମିକ୍ରନ ଭୂତାଣୁ ଚିହ୍ନଟ କରାଯାଇପାରିବ ।
କିଛି ଦିନ ତଳେ ଓମିକ୍ରନ ସହ ଲଢ଼ିବା ପାଇଁ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ମଞ୍ଜୁରୀ ପ୍ରଦାନ କରିଥିଲା ଆଇସିଏମଆର। ଏହି କିଟ ଆସିବା ଦ୍ବାରା ରାଜ୍ୟକୁ ଲୋକଙ୍କ ନମୁନା ଜିନୋମ ସିକ୍ୟୁଏନ୍ସିଂ ପାଇଁ ପଠାଇବାକୁ ପଡ଼ିବ ନାହିଁ। ଏହି କିଟ୍ ଦ୍ବାରା ଲୋକେ ଓମିକ୍ରନ ଆକ୍ରାନ୍ତ କି ନାହିଁ ଜଣାପଡ଼ିଯିବ। ଓଡ଼ିଶାର ପାଞ୍ଚ ଲକ୍ଷ ଓମିସିୟର କିଟ୍‌ ଅର୍ଡର ପରେ ଟାଟା ଏମଡିର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଗିରିଶ କ୍ରିଷ୍ଣମୂର୍ତ୍ତି କହିଛନ୍ତି, “ଓମିସିଓର ହେଉଛି ଏକମାତ୍ର ଟେଷ୍ଟ୍ କିଟ୍ ଯାହା  ଓମିକ୍ରନ୍ ଭାରିଆଣ୍ଟକୁ ଚିହ୍ନଟ କରିପାରିବ। ଏହା ଉପରେ ଭରସା କରି ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହାକୁ ଅର୍ଡର କରିଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ।