Drugs Mafia - The Sakala

ରାଜଧାନୀରେ କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନକାଉଣ୍ଟର, କଟକ ଏସସିବି ସ୍ଥାନାନ୍ତର
ଭୁବନେଶ୍ୱର: ରାଜଧାନୀରେ ଏନକାଉଣ୍ଟର । କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନକାଉଣ୍ଟର । ଗଞ୍ଜାମ ଜଗନ୍ନାଥ ପ୍ରସାଦର ପପୁନ ମାଝୀକୁ ଏନକାଉଣ୍ଟର। ହାର୍ଡକୋର ନିଶା ମାଫିଆଙ୍କୁ ଏନକାଉଣ୍ଟର କରି ଘାଇଲା କଲା ସ୍ପେଶାଲ କ୍ରାଇମ ୟୁନିଟ। ଇନ୍ଫୋଭ୍ୟାଲି ଥାନା ଅରିସଲ ନିକଟରେ ପପୁନ ଏକ ନିଶା ସାମଗ୍ରୀ ବିକ୍ରି ନେଇ ଖବର ପାଇବା ପରେ ଚଢ଼ାଉ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ। ପୋଲିସକୁ ଦେଖି ଖସିଯିବାକୁ ଉଦ୍ୟମ କରୁଥିଲା ଅଭିଯୁକ୍ତ ଜଣଙ୍କ । ଏପରିକି ପୋଲିସ ଉପରକୁ ଗୁଳିମାଡ଼ କରିଥିଲା। ପୋଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳିଚାଳନା ବେଳେ ଆହତ ହୋଇଥିଲେ ପପୁନ । ତାକୁ ପ୍ରାଥମିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଅପରାଧୀଙ୍କୁ ଦମନ ପାଇଁ ସାରା ଓଡ଼ିଶାରେ ଜାରି ରହିଛି ଏନକାଉଣ୍ଟର ଫଣ୍ଡା।

ପଶ୍ଚିମବଙ୍ଗରୁ କୁଖ୍ୟାତ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ ଏସକେ. ଲାଲୁ ଗିରଫ
ଭୁବନେଶ୍ୱର: ଗିରଫ ହେଲା କୁଖ୍ୟାତ ଅନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ ଏସକେ. ଲାଲୁ । ଡ୍ରଗ୍ସ ମାଫିଆ ଏସକେ. ଲାଲୁକୁ ପଶ୍ଚିମବଙ୍ଗରୁ ଗିରଫ କରିଛି ଓଡ଼ିଶା STF ଟିମ । ପଶ୍ଚିମବଙ୍ଗ ପୋଲିସ ସହାୟତାରେ ଲଗାତାର ୨ ଦିନ ରେଡ୍ ପରେ ଏସଟିଏଫ୍ ହାତରେ ଧରାପଡ଼ିଛି ଏସକେ. ଲାଲୁ । ପଶ୍ଚିମବଙ୍ଗର ପଲାସିପାରା ଥାନା ବରନାଳଡାହାରୁ ଏସକେ. ଲାଲୁକୁ ଗିରଫ କରାଯାଇଛି ।

ପଶ୍ଚିମବଙ୍ଗ ପୋଲିସ ସହାୟତାରେ ୭ ଓ ୮ ତାରିଖରେ ପଲସିପରା ଥାନାର ବରନାଲଦହାରେ ରେଡ ମାରିଥିଲା STF ।

ଗିରଫ ପରେ ଏସକେ. ଲାଲୁକୁ ୫ ଦିନିଆ ଟାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି ଏସଟିଏଫ୍ । ଗତ ଅକ୍ଟୋବର ୨୦ ତାରିଖରେ ଏସଟିଏଫ୍ ସଫିକୁଲ ଏସକେକୁ ଗିରଫ କରିଥିଲା । ତା’ଠାରୁ ୧ କେଜି ୪୩ ଗ୍ରାମ୍ ବ୍ରାଉନସଗୁର ଜବତ କରାଯାଇଥିଲା । ଜେରା ବେଳେ ସଫିକୁଲ ମାନିଥିଲା ସେ ଏସେକେ. ଲାଲୁଠାରୁ ବ୍ରାଉନସୁଗର ଆଣୁଛି ।

ଏହାପରେ ଏସକେ.ଲାଲୁକୁ ଧରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଏସଟିଏଫ୍ । ପଶ୍ଚିମବଙ୍ଗ ପୋଲିସ ସହାୟତାରେ ରେଡ୍ ପରେ ଏସକେ.ଲାଲୁ ଧରାପଡ଼ିଛି । ଗିରଫ ପରେ ଏସକେ.ଲାଲୁକୁ ଏସଟିଏଫ୍ ସ୍ଥାନୀୟ ସିଜେଏମ୍ କୋର୍ଟରେ ହାଜର କରି ୫ ଦିନିଆ ଟାଞ୍ଜିଟରେ ରିମାଣ୍ଡରେ ଆଣିଛି ।