Health Benefits od tomato garlic and onion - The Sakala

ଜାଣନ୍ତୁ ଟମାଟୋ, ରସୁଣ ଓ ପିଆଜର ଔଷଧୀୟ ଗୁଣ
ଟମାଟୋ, ଖାଦ୍ୟର ସ୍ବାଦ ଓ ସୁଗନ୍ଧ ବଢ଼ାଇବା ସହିତ ରୁଚିକର କରିଥାଏ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରେ। ଭିଟାମିନ୍‌ ‘ସି’ ଓ ତନ୍ତୁରେ ଭରପୂର ଟମାଟୋ ସ୍ବାସ୍ଥ୍ୟ ପାଇଁ ବହୁତ ହିତକର।

-ଟମାଟୋରେ ଥିବା ଲାଇକୋପିନ୍‌ କର୍କଟ ଓ ଯକୃତ ରୋଗ ନିରାକରଣରେ ସାହାଯ୍ୟ କରେ।

-କିଡ୍‌ନିର ଶକ୍ତି ବଢ଼ାଏ।

-ଶରୀରରେ ଥିବା ବିଷାକ୍ତ ପଦାର୍ଥ ନିଷ୍କାସନ ହୋଇଥାଏ।

-ପ୍ରଚୁର ପରିମାଣରେ ଟମାଟୋ ଖାଇଲେ ମେଦ ନାଶ ହୁଏ ଓ ପତଳା ହେବାରେ ସାହାଯ୍ୟ କରେ।

-ବହୁମୂତ୍ର ରୋଗୀ ପାଇଁ ଟମାଟୋ ବେଶ୍‌ ଲାଭପ୍ରଦ।

ରୋଗ ସୃଷ୍ଟିକାରୀ ଜୀବାଣୁ ମାରିବା ଓ ରକ୍ତ ପରିଷ୍କାର କରିବା ରସୁଣ ବେଶ୍‌ ଲାଭପ୍ରଦ।

-ଛାତିରୁ କଫ ନିଷ୍କାସନ ଓ ବାୟୁନାଶ କ୍ଷେତ୍ରରେ ରସୁଣ ଆଣ୍ଟି ବାୟୋଟିକ୍‌ ଭଳି କାମ କରେ।

-କୋଲେଷ୍ଟ୍ରଲ୍‌ କମାଏ ଓ ରକ୍ତ ଜମାଟ ବନ୍ଦ କରେ।

-ରକ୍ତ ଚାପ କମାଏ ଏବଂ ହୃତ୍‌ପିଣ୍ଡକୁ ରକ୍ତ ସଞ୍ଚାଳନରେ ସାହାଯ୍ୟ କରେ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ।

-ଶିରା, ପ୍ରଶିରା ଓ ଅନ୍ୟ ସମସ୍ତ ରକ୍ତବାହୀ ନଳୀକୁ ସୁରକ୍ଷିତ ରଖେ।

-ଚର୍ବିକୁ ନିୟନ୍ତ୍ରଣ କରେ।

-ପିଆଜ ଲିଭର୍‌ ରୋଗର ପ୍ରତିଷେଧକ, ହୃଦ୍‌ରୋଗ, କୋଲନ୍‌ କ୍ୟାନସର୍‌, ଉଦର ରୋଗ ଓ ଅଂଶୁଘାତରୁ ରକ୍ଷା କରିଥାଏ।