market building - The Sakala

ୟୁନିଟ୍‌‌-୨ ମାର୍କେଟ ବିଲ୍ଡିଂର ବିକଳ ଚିତ୍ର: ଉଠୁନି ଆବର୍ଜନା, ଦୁର୍ଗନ୍ଧରେ ଫାଟୁଛି ନାକ
ଭୁବନେଶ୍ୱର: ଯୁଆଡ଼େ ଚାହିଁଲେ କୁଢ଼କୁଢ଼ ଆବର୍ଜନା। ଦିନଦିନ ଧରି ଆବର୍ଜନା ଗଦାହୋଇ ରହିଥିଲେ ବି ସେସବୁକୁ ଉଠାଯାଉନାହିଁ। ଦୁର୍ଗନ୍ଧରେ ନାକ ଫାଟିଯାଉଛି। ଏଭଳି ଅବସ୍ଥା ରାଜଧାନୀର ଅନେକ ଗଳିକନ୍ଦିରେ ଦେଖିବାକୁ ମିଳୁଥିବାବେଳେ ଏବେ ଖୋଦ୍‌‌ ରାଜଧାନୀର ପ୍ରମୁଖ ସ୍ଥାନ ୟୁନିଟ୍‌‌-୨ସ୍ଥିତ ମାର୍କେଟ ବିଲ୍ଡିଂ ପରିସରରେ ବି ଦେଖିବାକୁ ମିଳୁଛି। ସହରକୁ ସୌନ୍ଦର୍ଯ୍ୟକରଣ କରାଯାଉଥିବା ବେଳେ ଏଠାରେ ତାହାର ବିପରୀତ ସ୍ଥିତି ଦେଖିବାକୁ ମିଳିଛି। ବାହାରୁ ଚକାଚକ୍‌‌ ଥିବାବେଳେ ଭିତରେ କିନ୍ତୁ ଓଲଟା ସ୍ଥିତି। ରାସ୍ତାଘାଟକୁ ସ୍ୱଚ୍ଛ ଓ ସବୁଜ କରିବା ପାଇଁ ବିଏମ୍‌‌ସି ପକ୍ଷରୁ ନାରା ଦିଆଯାଉଥିଲେ ହେଁ ସଚେତନତା ଅଭାବରୁ ଏହାର ବିକଳଚିତ୍ର ଦେଖିବାକୁ ମିଳିଛି। ପ୍ଲାଷ୍ଟିକ୍‌‌ ଜରି, ବୋତଲଠାରୁ ଆରମ୍ଭ କରି ମାର୍କେଟରୁ ବାହାରୁଥିବା ବିଭିନ୍ନ ଅଳିଆ ଆବର୍ଜନା ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଫଳରେ ମଶାମାଛିଙ୍କ ପ୍ରାର୍ଦୁଭାବ ବୃଦ୍ଧି ପାଉଛି। ପ୍ରତ୍ୟେକଦିନ ମାର୍କେଟକୁ ହଜାର ହଜାର ଲୋକ ଆସୁଥିବାବେଳେ ଏଭଳି ସ୍ଥିତି ଯୋଗୁଁ ନାକ ଟେକୁଛନ୍ତି। ଏବେ ନାନା ପ୍ରକାର ପର୍ବପର୍ବାଣି ପାଇଁ ମାର୍କେଟ୍‌‌ ଭିଡ଼ ହେଉଥିବାବେଳେ ଅପରିଷ୍କାର ପରିବେଶ ସେମାନଙ୍କୁ ନିରୁତ୍ସାହିତ କରୁଛି। ପ୍ରତ୍ୟେକଦିନ ସଫେଇ ଗାଡ଼ି ଆସୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଦୋକାନୀମାନେ କହିଛନ୍ତି।ସମାଜକୁ ସବୁଜ ସୁନ୍ଦର କରିବା ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ବି ତାହା ଏକ ପ୍ରକାର ଭେଳିକି ପାଲଟିଛି ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ। ସେଠାରେ ଡଷ୍ଟବିନ୍‌‌ର ବ୍ୟବହାର ହେଉନାହିଁ। ଆଉ ଯଦିଓ ଡଷ୍ଟବିନ୍‌‌ ବ୍ୟବହାର କରାଯାଉଛି, ଏହାକୁ ସଫାସୁତୁରା କରାଯାଉନାହିଁ। ଏଥିପାଇଁ ବିଏମ୍‌‌ସି ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ବିଏମ୍‌‌ସି ପକ୍ଷରୁ ଦିନ ଦିନ ଧରି ଏଠାରୁ ଅଳିଆ ଆବର୍ଜନା ଉଠାଯାଉ ନାହିଁ ଏବଂ ବିଳମ୍ବରେ ଅଳିଆ ଉଠୁଥିବା ଦୋକାନୀ କହିଛନ୍ତି।

୧ ନମ୍ବର ହାଟରେ କୁଢ କୁଢ ଅଳିଆ; ଆକ୍ସନ ମୋଡରେ ବିଏମ୍ସି କମିଶନର
ଭୁବନେଶ୍ୱର : ଭୁବନେଶ୍ୱର ୧ ନମ୍ବର ହାଟରେ କୁଢ କୁଢ ଅଳିଆ, ଆକ୍ସନ ମୋଡରେ ବିଏମ୍ସି କମିଶନର । ଡଷ୍ଟବିନ ବ୍ୟବହାର କରୁନଥିବାରୁ ଉଠୁନି ଅଳିଆ, ବିଏମ୍ସିର ନିର୍ଦ୍ଦେଶକୁ ମାନୁନାହାଁନ୍ତି ବ୍ୟବସାୟୀ । ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା ରଖିବାକୁ ହୋଇଛି ନିର୍ଦ୍ଦେଶ । କିଛି ବ୍ୟବସାୟୀ ମାତ୍ର ଗୋଟିଏ ଡଷ୍ଟବିନ ରଖିଛନ୍ତି । ଓଦା ଶୁଖିଲା ଅଳିଆ ମିଶେଇ ରଖୁଛନ୍ତି । ଫଳରେ ପ୍ରକ୍ରିୟାକରଣ କରିବା ପାଇଁ ଅସୁବିଧା ହେଉଛି, ଆଉ କିଛି ବ୍ୟବସାୟୀ ଡଷ୍ଟବିନ ରଖିନାହାଁନ୍ତି । ସେମାନେ ରାସ୍ତାରେ ଅଳିଆ ପକାଉଛନ୍ତି ବ୍ୟବସାୟୀ ସଂଘ ସହ ବୈଠକ ଡାକିଲେ କମିଶନର । ଡଷ୍ଟବିନ ରଖିନଥିବା ବ୍ୟବସାୟୀଙ୍କୁ ୫ ହଜାର ଫାଇନ କାଟିବାକୁ ନିର୍ଦ୍ଦେଶ । ଅଳିଆ ପୃଥକୀକରଣ ନକଲେ ୫ ଶହ ଗଣିବେ ଫାଇନ । ୧ନମ୍ବର ହାଟ, ମାଷ୍ଟରକ୍ୟାଣ୍ଟିନ ଛକ, ଜନପଥ ରାସ୍ତା, ଅଶୋକନଗର ବୁଲିବା ପରେ କଡା ନିର୍ଦ୍ଦେଶ ଦେଲେ ବିଏମ୍ସି କମିଶନର ।

ଆଜିଠୁ ଖୋଲିବ ମାର୍କେଟ୍‍ ବିଲ୍ଡିଂ : ଉପସ୍ଥିତ ରହିବେ ବିଏମ୍‍ସି ସ୍କ୍ୱାଡ, ପୁଲିସ ଉଠାଦୋକାନୀଙ୍କୁ ମିଳିବନି ଅନୁମତି
ଗତ ଜୁଲାଇ ୩୧ ତାରିଖରୁ ବନ୍ଦଥିବା ମାର୍କେଟ୍‍ ବିଲ୍ଡିଂ ଗୁରୁବାରଠାରୁ ଖୋଲିବ। ବିଏମ୍‍ସି ଓ ସେଣ୍ଟ୍ରାଲ୍‍ ମାର୍କେଟ୍‍ ଆସୋସିଏସନର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ପରେ ମାର୍କେଟ୍‍ ବିଲ୍ଡିଂ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ସେଣ୍ଟ୍ରାଲ୍‍ ମାର୍କେଟ୍‍ ଆସୋସିଏସ୍‍ନର ଦାବି ଅନୁଯାୟୀ ମାର୍କେଟ ବିଲ୍ଡିଂ ପରିସରରେ କୌଣସି ଉଠାଦୋକାନୀଙ୍କୁ ବସିବାକୁ ଦିଆଯିବ ନାହିଁ ବୋଲି ବିଏମ୍‍ସି ରାଜିହେବା ପରେ ମାର୍କେଟ୍‍ ବିଲ୍ଡିଂ ଖୋଲିବାକୁ ଆସୋସିଏସନ୍‍ ରାଜି ହୋଇଥିବା ଜଣାପଡ଼ିଛି। ମାର୍କେଟ୍‍ ବିଲ୍ଡିଂ ଖୋଲିବା ସହିତ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ଯେମିତି ନ ଘଟେ ବିଏମ୍‍ସି ଏହା ଉପରେ ଗୁରୁତ୍ୱ ଦେଇଛି।

ଏଥିପାଇଁ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ମାର୍କେଟ୍‍ ବିଲ୍ଡିଂ ପରିସରରେ ଗୋଟିଏ ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ ହେବା ସହିତ ୨ ଜଣ ବିଏମ୍‍ସି ସ୍କ୍ୱାଡ୍‍ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ଏହା ବ୍ୟତୀତ ନିୟମିତ ଭାବେ ଦିନ ୨ ଟାରୁ ରାତି ୮ ମଧ୍ୟରେ ବିଏମ୍‌ସିର ଏନ୍‍ଫୋର୍ସମେଣ୍ଟ ସ୍କ୍ୱାଡ୍‌ ମାର୍କେଟ୍‌ ବିଲ୍ଡିଂରେ ଅତର୍କିତ ଚଢ଼ଉ କରିବା ସହ ଏଠାରେ ଯେଉଁ ଉଠାଦୋକାନୀ ବସିଥିବେ ସେମାନଙ୍କୁ ତଡ଼ିବା ପାଇଁ ପଦକ୍ଷେପ ନେବ ବୋଲି ସୂଚନା ମିଳିଛି। ମାର୍କେଟ୍‍ ବିଲ୍ଡିଂ ଖୋଲିବା ସମ୍ପର୍କରେ ସୂଚନା ଦେଇ ସେଣ୍ଟ୍ରାଲ୍‍ ମାର୍କେଟ୍‍ ଆସୋସିଏସନର ସମ୍ପାଦକ ଶିଶିର କୁମାର ପଣ୍ଡା କହିଛନ୍ତି ଯେ ଆସୋସିଏସନ୍‌ର ସର୍ତ୍ତ ଅନୁଯାୟୀ ବିଏମ୍‍ସି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ରାଜି ହୋଇଛି।

ପୁଲିସ ପ୍ରଶାସନ ମଧ୍ୟ ଏଠାରେ ଉପସ୍ଥିତ ରହିବାକୁ ନିଷ୍ପତ୍ତି ହୋଇଛି। ମାର୍କେଟ୍‍ ବିଲ୍ଡିଂ ଆସୋସିଏସନ ବିଏମ୍‍ସିର ସବୁ କଥାରେ ରାଜିହେବା ସହ ସମସ୍ତ ପ୍ରକାର ନିୟମ କାନୁନ୍‍ ପାଳନ କରୁଛନ୍ତି। ତେଣୁ ବିଏମ୍‍ସି ମଧ୍ୟ ଆସୋସିଏସନ୍‍କୁ ସହଯୋଗ କରିବ ବୋଲି ଆଶା ରହିଛି। ସେହିପରି ବିଏମ୍‌ସି ଏନ୍‍ଫୋର୍ସମେଣ୍ଟ ଡିପାର୍ଟମେଣ୍ଟ ଡେପୁଟି କମିସନର୍‍ କମଲଜିତ ଦାସ କହିଛନ୍ତି ଯେ ସେଣ୍ଟ୍ରାଲ୍‍ ମାର୍କେଟ୍‍ ଆସୋସିଏନର କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି। ସେମାନେ ମାର୍କେଟ୍‍ ବିଲ୍ଡିଂ ଖୋଲିବାକୁ ରାଜି ହୋଇଛନ୍ତି। ବିଏମସି ପକ୍ଷରୁ ଏଠାରେ ନିୟମିତ ଉଚ୍ଛେଦ କରାଯିବା ସହ ଉଠାଦୋକାନୀଙ୍କୁ ସେଠାରେ ବସିବାକୁ ଅନୁମତି ଦିଆଯିବ ନାହିଁ। ବର୍ତ୍ତମାନ ପାଇଁ ସେଠାରେ ପୁଲିସ ଓ ବିଏମ୍‍ସି କର୍ମଚାରୀ ଉପସ୍ଥିତ ରହିବେ ବୋଲି ଶ୍ରୀ ଦାସ କହିଛନ୍ତି।

ସୂଚନା ଥାଉ କି ମାର୍କେଟ୍‍ ବିଲ୍ଡିଂ ସ୍ଥାୟୀଦୋକାନୀ ଓ ଉଠାଦୋକାନୀଙ୍କ ମଧ୍ୟରେ ବିବାଦ ଯୋଗୁଁ ଗତ ୩୧ ତାରିଖରୁ ମାର୍କେଟ୍‍ ବିଲ୍ଡିଂ ବନ୍ଦ ରହିଛି। ମାର୍କେଟ୍‍ ବିଲ୍ଡିଂରୁ ଉଠାଦୋକାନୀଙ୍କୁ ତଡ଼ିବା ସହିତ ବିଶୃଙ୍ଖଳାକାରୀଙ୍କୁ ଗିରଫ କରି ଏହି ବିବାଦର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ମାର୍କେଟ୍‍ ବିଲ୍ଡିଂ ନ ଖୋଲିବା ପାଇଁ ସେଣ୍ଟ୍ରାଲ୍‍ ମାର୍କେଟ୍‍ ଆସୋସିଏସନ୍‌ ନିଷ୍ପତ୍ତି ନେଇଥିଲା। ମାର୍କେଟ୍‍ ବିଲ୍ଡିଂ ପରିସରରେ କୌଣସି ଉଠାଦୋକାନୀଙ୍କୁ ନ ବସିବା ପାଇଁ ବିଏମ୍‌ସି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଉଠାଦୋକାନୀ ମାର୍କେଟ୍‍ ବିଲ୍ଡିଂ ପରିସରରେ ଦୋକାନ ଖୋଲୁଛନ୍ତି। ଏହାକୁ ନେଇ ରବିବାର ମାର୍କେଟ ବିଲ୍ଡିଂ ସ୍ଥାୟୀଦୋକାନୀ ଓ ଉଠାଦୋକାନୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରିସ୍ଥିତି ଅଣାୟତ୍ତ ହୋଇଥିଲା।

ଭୁବନେଶ୍ୱର ୟୁନିଟ୍-୨ ସ୍ଥିତ ମାର୍କେଟ ବିଲ୍ଡିଂରେ ଉତ୍ତେଜନା
ଭୁବନେଶ୍ବର: ଭୁବନେଶ୍ୱର ୟୁନିଟ୍-୨ ସ୍ଥିତ ମାର୍କେଟ ବିଲ୍ଡିଂରେ ଉତ୍ତେଜନା ଦେଖାଦେଇଛି। ମାର୍କେଟ ବିଲ୍ଡିଂର ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀ ମୁହାଁମୁହିଁ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ପହଞ୍ଚିଛି। କିଛିଦିନ ତଳେ ଅସ୍ଥାୟୀ ଦୋକାନୀଙ୍କୁ ଉଠାଇଥିଲା BMC । ଅସ୍ଥାୟୀ ଦୋକାନୀ ପୁଣି ବସିବାରୁ  ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କ ମଧ୍ଯରେ ଉତ୍ତେଜନା ଦେଖାଦେଇଛି।

ଉଠାଦୋକାନୀଙ୍କ ଉଚ୍ଛେଦ ନେଇ ବିଏମସିରୁ ଲିଖିତ ପ୍ରତିଶୃତି ମିଳିବା ପରେ ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ
ଭୁବନେଶ୍ୱର: ଦୀର୍ଘ ୩ ଦିନ ବନ୍ଦ ରହିବା ପରେ ଆଜି ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ଉଠାଦୋକାନୀଙ୍କ ଉଚ୍ଛେଦ ନେଇ ବିଏମସି ତରଫରୁ ଲିଖିତ ପ୍ରତିଶୃତି ମିଳିବା ପରେ ଆଜିଠୁ ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ମାର୍କେଟ୍ ବିଲ୍ଡିଂ ପରିସରରେ ଉଠା ଦୋକାନୀଙ୍କୁ ହଟାଇବା ପାଇଁ ସେଣ୍ଟ୍ରାଲ୍ ମାର୍କେଟ୍ ଆସୋସିଏସନ୍ ଦାବି କରିଥିଲା। ଏନେଇ ଆଜି ବିଏମସି ଅଫିସ ଘେରାଉ କରିଥିଲା ସେଂଟ୍ରାଲ ମାର୍କେଟ ସଂଘ । ଅତିରିକ୍ତ ବିଏମସି କମିଶନରଙ୍କ ସହ ଆଲୋଚନା ପରେ ମାର୍କେଟ ବିଲ୍ଡିଂ ଖୋଲିବାକୁ ସୁଚନା ଦେଇଛନ୍ତି ସେଂଟ୍ରାଲ ମାର୍କେଟ ଆସେସିଏସନର ସଭାପତି ।

ସୂଚନାନୁସାରେ, ଜଣେ ଉଠା ଦୋକାନୀ ଏବଂ ମାର୍କେଟ ବିଲ୍ଡିଂର ଜଣେ ଦୋକାନିଙ୍କ ମଧ୍ୟରେ ହୋଇଥିବା ଝଗଡାକୁ କେନ୍ଦ୍ରକରି ମାର୍କେଟ ବିଲ୍ଡିଂ ପରିସରରୁ ଉଠାଦୋକାନୀଙ୍କ ଉଚ୍ଛେଦ ନେଇ ସେଣ୍ଟ୍ରାଲ୍ ମାର୍କେଟ୍ ଆସୋସିଏସନ୍ ଦାବି କରିଥିଲା ।

ବୈଠକରୁ ବାହାରିଲାନି କୌଣସି ନିଷ୍କର୍ସ, ଏବେ ଖୋଲିବନି ମାର୍କେଟ ବିଲ୍ଡିଂ
ଭୁବନେଶ୍ବର :  ଭୁବନେଶ୍ବରର ପ୍ରମୁଖ ସ୍ଥାନ ମାର୍କେଟ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ। ଦୁଇ ଦିନ ତଳେ ଜଣେ ଉଠା ଦୋକାନୀ ଏବଂ ମାର୍କେଟ ବିଲ୍ଡିଂର ଜଣେ ଦୋକାନିଙ୍କ ମଧ୍ୟରେ ହୋଇଥିବା ଝଗଡାକୁ କେନ୍ଦ୍ରକରି ହୋଇଥିବା ବିବାଦର ସମାଧାନ ହୋଇପାରୁନାହିଁ। ଉଠା ଦୋକାନିକୁ ମାର୍କେଟ ବିଲ୍ଡିଂରୁ ହଟାଇବା ପାଇଁ ଦାବି କରୁଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ। ଯେଉଁ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂରୁ ଉଠା ଦୋକାନି ଉଠିବେନି ସେ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ରଖିବାକୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ରୋକ୍‌ଠୋକ୍‌ ଶୁଣାଇ ଦେଇଛି।

ତେବେ ଏନେଇ ଗତକାଲି ବୁଧବାର ବିଏମସିର ଏକ ବୈଠକ ବସିଥିଲା। ଏହାପରେ ସନ୍ଧ୍ୟାରେ ବିଏମସି ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଘୋଷଣା କରାଯାଇ ମାର୍କେଟ ବିଲ୍ଡିଂ ଭିତରେ ଥିବା ଉଠାଦୋକାନୀଙ୍କୁ ଉଚ୍ଛେଦ କରିଦିଆଯାଇଥିଲା । ହେଲେ ଏହାପରେ ମଧ୍ୟ ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଦୋକାନ ବନ୍ଦ ରହିବ ବୋଲି ଅଡିବସିଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର କର୍ମକର୍ତ୍ତା।

ଜିଦରେ ଅଟଳ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ସଭାପତି ପ୍ରଦୁମ୍ନ ଜେନା ଗୁରୁବାର ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଯେ, ବିବାଦ ନେଇ ଗତକାଲି ମଧ୍ୟାହ୍ନରେ ବୈଠକ ବସିଥିଲା। ପରେ ସନ୍ଧ୍ୟାରେ ବିଏମ୍‌ସି ପକ୍ଷରୁ ଡାକବିଜି ଯନ୍ତ୍ରରେ ଉଠାଦୋକାନୀ ଉଚ୍ଛେଦ ନେଇ ଘୋଷଣା କରାଯାଇଛି। ତଥାପି ଲିଖିତ ପ୍ରତିଶ୍ରୁତି ପାଇଁ ଅଡିବସିଛନ୍ତି ବ୍ୟବସାୟୀ । ଉଠାଦୋକାନୀଙ୍କୁ ବିରୋଧ କରି ସଙ୍ଘ ନେଇଛି ନିଷ୍ପତ୍ତି । ଉଠାଦୋକାନୀ ମାର୍କେଟ ବିଲ୍ଡିଂରେ ରାସ୍ତା ଅବରୋଧ କରିବା ସହ ମାର୍କେଟ ବିଲ୍ଡିଂର୍ ସୌନ୍ଦର୍ଯ୍ୟକରଣକୁ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ଯଦି ବିଏମ୍‌ସି ଲିଖିତ ଭାବରେ ନଦିଏ ସଂଘ କାଲି ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିବ।