6 things to keep in pooja room - The Sakala
ଘରେ ଥିବା ପୂଜାସ୍ଥଳ ବା ଠାକୁର ଘରର ବିଶେଷ ମହତ୍ତ୍ବ ଥାଏ। ଏହା ଘରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି ବିଶ୍ବାସ ରହିଛି। ପ୍ରତିଦିନ ବିଧିର୍ପୂବକ ପୂଜାର୍ଚ୍ଚନା କରିବା ଦ୍ବାରା ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହିତ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ। ତେବେ ପୂଜାଘରକୁ ନେଇ ଥିବା ବାସ୍ତୁ ନିୟମଗୁଡ଼ିକ ହେଉଛି –
-ଶୋଇବା ଘରେ ଠାକୁର ଘର ନିର୍ମାଣ କରନ୍ତୁ ନାହିଁ। ଏହାଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଯାଏ।
-ଆଜିକାଲି ଘର ଭିତରେ ମନ୍ଦିର ନିର୍ମାଣ କରାଯାଉଛି, ଯାହାକି ବାସ୍ତୁଶାସ୍ତ୍ର ଅନୁଯାୟୀ ଅନୁଚିତ। ଖୋଲା ସ୍ଥାନରେ ମନ୍ଦିର ନିର୍ମାଣ କରିବା ଉଚିତ।
-ପୂଜା ଘରେ କେବେ ମଧ୍ୟ ତାଲା ଦେଇ ଯାଆନ୍ତୁ ନାହିଁ। ଯଦି କେେବ ଅନେକ ଦିନ ପର୍ଯ୍ୟନ୍ତ ଘରୁ ବାହାରେ ରହିବାକୁ ପଡ଼ୁଛି, ତେେବ ସବୁଦିନେ ଯେପରି ଠାକୁର ପୂଜା ପାଇପାରିବେ, ତାହାର ବନ୍ଦୋବସ୍ତ କରନ୍ତୁ।
-ପୂଜାଘରେ ବାସିଫୁଲ, ସରିଯାଇଥିବା ଧୂପକାଠି ଓ ପୁରୁଣା ଫୁଲମାଳକୁ ରଖନ୍ତୁ ନାହିଁ। ଏହାଦ୍ବାରା ନକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ଏହା ଖୁସି ଓ ଆୟର ବିକାଶରେ ବାଧା ଦେଇଥାଏ।
-ପୂଜାଘରର କାନ୍ଥ ଶିଡ଼ି, ଶୌଚାଳୟ ବା ସ୍ନାନଗୃହର କାନ୍ଥ ସହିତ ମିଶି ନ ରହିଥିବା ଆବଶ୍ୟକ।
-ରୋଷେଇଘର କାନ୍ଥ ସହିତ ମଧ୍ୟ ପୂଜାଘରର କାନ୍ଥ ମିଶିକି ନ ରହିବା ଉଚି। କାରଣ ରୋଷେଇ ଘରେ ଅଇଁଠା ଓ ଡଷ୍ଟବିନ୍‌ ପବିତ୍ରତାକୁ ନଷ୍ଟ କରେ।