first state cabinet meeting - The Sakala

ଆଜି ବସିବ ଚଳିତ ବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ୍‌, ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା
ଭୁବନେଶ୍ବର :  ବୁଧବାର ଦିନ ବସିବ ଚଳିତ ବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ ବୈଠକ। ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ଭର୍ଚ୍ୟୁଆଲ ମାଧ୍ୟମରେ ଏହି ବୈଠକରେ ଯୋଡ଼ିହେବେ ଓ ଅନ୍ୟ ମନ୍ତ୍ରୀମାନେ ଲୋକସେବା ଭବନରେ ଉପସ୍ଥିତ ରହିବେ। ଜାନୁଆରୀ ପ୍ରଥମ ସପ୍ତାହ ପରେ ଯେ କୌଣସି ମୁହୂର୍ତ୍ତରେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ଥିବାରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।

କୃଷି, ଜଳସମ୍ପଦ, ପଞ୍ଚାୟତିରାଜ, ନଗର ଉନ୍ନୟନ ଓ ପୂର୍ତ୍ତ ଆଦି ବିଭାଗର ପ୍ରାୟ ୧୧ଟି ପ୍ରସ୍ତାବ ଏହି ବୈଠକରେ ଉପସ୍ଥାପନ ହେବ ବୋଲି ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି। ଏହା ସହିତ ଦୁଇଟି ବିଭାଗର ସରକାରୀ କର୍ମଚାରୀଙ୍କ କ୍ୟାଡର ସଂଶୋଧନ ନେଇ ମଧ୍ୟ ବୈଠକରେ ପ୍ରସ୍ତାବ ଆସିପାରେ ବୋଲି କୁହାଯାଉଛି।