Laughing Buddha - The Sakala

ଫେଙ୍ଗ୍‌ସୁଇ ଟିପ୍ସ: ଘରେ କାହିଁକି ରଖିବେ ଲାଫିଙ୍ଗ୍‌ ବୁଦ୍ଧ
ଫେଙ୍ଗ୍‌ସୁଇ ଅନୁସାରେ, ଲାଫିଙ୍ଗ୍‌ ବୁଦ୍ଧ ହେଉଛନ୍ତି ସୁଖସମୃଦ୍ଧିର ପ୍ରତୀକ। ଏହି ପ୍ରତିମା ଘରେ ରଖିବା ଯୋଗୁଁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ତେବେ ଲାଫିଙ୍ଗ୍‌ ବୁଦ୍ଧଙ୍କର ବିଭିନ୍ନ ରୂପର ମହତ୍ତ୍ବ ଭିନ୍ନ ଭିନ୍ନ। ତେବେ ଆସନ୍ତୁ ଜାଣିବା କେଉଁ ଆକାରର ଲାଫିଙ୍ଗ୍‌ ବୁଦ୍ଧ ପ୍ରତିମା କେଉଁ ସବୁ ସମସ୍ୟାର ସମାଧାନ କରିଥାଏ।

-ଦୁଇ ହାତ ଉପରକୁ କରିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ଦୋକାନରେ ରଖିବା ଦ୍ବାରା ବ୍ୟବସାୟ ଭଲ ହେବା ସହ ଅର୍ଥାଭାବ ରୁହେ ନାହିଁ।

-ବ୍ୟବସାୟରେ କ୍ଷତି ନ ହେବା ପାଇଁ ଶୟନରତ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।

-ଧନର ଅଭାବ ଦୂର କରିବା ପାଇଁ ଟଙ୍କା ଗଣ୍ଠିଲି ଧରିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରଖିବା ଉଚିତ।

-ପାରିବାରିକ ସୁଖ ସମୃଦ୍ଧି ବୃଦ୍ଧି ତଥା ସନ୍ତାନ ପ୍ରାପ୍ତି ପାଇଁ ଶିଶୁଙ୍କ ସହିତ ବସିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।

– ବ୍ୟବସାୟରେ ଉନ୍ନତି ଓ କୁଦୃଷ୍ଟିକୁ ଦୂରେଇ ଦେବା ପାଇଁ ଦୋକାନ କିମ୍ବା ଅଫିସ୍‌ରେ ଥଳି ଧରିଥିବା ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।

-ଡ୍ରାଗନ୍‌ ଉପରେ ବସିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘର କିମ୍ବା ଅଫିସ୍‌ରେ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ଦୂର ହେବା ସହ କୌଣସି ଗୁଣିଗାରେଡ଼ିର ପ୍ରଭାବ ପଡ଼ି ନଥାଏ।

-ଘରର ମୁଖ୍ୟ କୋଠରିରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଦ୍ବାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

-କାର୍ଯ୍ୟକ୍ଷମତା ବଢ଼ାଇବା ପାଇଁ ଧାତୁରେ ତିଆରି ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।

-ଅବସାଦ ଦୂର କରିବା ସହ ମନକୁ ଶାନ୍ତ ରଖିବା ପାଇଁ ଧ୍ୟାନମୁଦ୍ରାରେ ବସିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।

-ଡଙ୍ଗା ଉପରେ ବସିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଦ୍ବାରା ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିଥାଏ। ଏହାକୁ ଘରର ମୁଖ୍ୟ କୋଠରିରେ ରଖିବା ଆବଶ୍ୟକ।

ଏହିସବୁ ଜିନିଷ ଘରକୁ ଆଣିବା ଦ୍ୱାରା ଶୁଭଫଳ ପ୍ରାପ୍ତ ହେବା ସହ ସୁଖସମୃଦ୍ଧିରେ ପୁରିଉଠିଥାଏ ଘର
ଘରେ ଦୀର୍ଘଦିନ ଧରି ଆର୍ଥିକ ଅନଟନ ଲାଗି ରହିବା, ସମ୍ପର୍କରେ ମନୋମାଳିନ୍ୟ ଦେଖାହେବା, ଘରେ ଲଗାତାର କଳି ଝଗଡ଼ା ଲାଗି ରହିଲେ, ଘରେ ବାସ୍ତୁ ସହିତ କିଛି ସମସ୍ୟା ଥାଇପାରେ ବୋଲି ଜାଣିବାକୁ ହେବ। ସେହିସବୁ ସମସ୍ୟାକୁ ବାସ୍ତୁଶାସ୍ତ୍ର ଦ୍ବାରା ଦୂର କରିହେବ। ବାସ୍ତୁ ଅନୁଯାୟୀ ଏଭଳି କିଛି ଜିନିଷ ରହିଛି, ଯାହାକୁ ଘରକୁ ଆଣିବା ଦ୍ବାରା ଶୁଭଫଳ ପ୍ରାପ୍ତ ହେବା ସହ ସୁଖସମୃଦ୍ଧି ଆସିଥାଏ। ସେସବୁ ଜିନିଷ ହେଉଛି –

ଧାତୁରେ ତିଆରି କଇଁଚ ଆଣି ଘରେ ରଖିବା ଦ୍ବାରା ସୁଖସମୃଦ୍ଧି ପ୍ରାପ୍ତ ହେବ। ଯଦି ମିଶ୍ରିତଧାତୁର କଇଁଚ ଆଣୁଛନ୍ତି, ତେବେ ତାହାକୁ ଘରର ଉତ୍ତର ଦିଗରେ ରଖନ୍ତୁ। ଏହା ପରିବାରରେ ଖୁସିର ମାହୋଲ୍‌ ସୃଷ୍ଟି କରିଥାଏ।

ଧାତୁ କିମ୍ବା ସ୍ଫଟିକର ପିରାମିଡ୍‌ ଘରେ ସକାରାତ୍ମକ ବାତାବରଣ ସୃଷ୍ଟି କରେ।

ମୋତିଶଙ୍ଖ ଘରକୁ ଆଣିବା ଶୁଭ। ଏହାଦ୍ବାରା ନକାରାତ୍ମକତା ଦୂର କରିବା ସହିତ ଧନବୃଦ୍ଧି ହୋଇଥାଏ। ଏହାକୁ ପୂଜା କରିବା ପରେ ଘରର ଆଲମାରୀରେ ରଖନ୍ତୁ। ଆର୍ଥିକ ସମସ୍ୟା ଦୂର ହେବ।

ମୟୂର ପର ବେଶ୍‌ ଚମତ୍କାରୀ। ତିନୋଟି ମୟୂର ପୁଚ୍ଛ କିଣିଆଣନ୍ତୁ। ଏହାଦ୍ବାରା ଭାଗ୍ୟରେ ଉନ୍ନତି ହେବା ସହ ସବୁ ବାଧାବିଘ୍ନ ଦୂର ହେବ।

ଲାଫିଙ୍ଗ୍‌ ବୁଦ୍ଧ ଘରକୁ ଆଣନ୍ତୁ। ଏହାକୁ ଆଣି ଉତ୍ତର ପୂର୍ବ କୋଣରେ ରଖନ୍ତୁ। ଲାଫିଙ୍ଗ୍‌ ବୁଦ୍ଧ ରଖିବା ଦ୍ବାରା ଘରେ ଧନର ଅଭାବ ରହିବ ନାହିଁ।