Astrology for Home - The Sakala
ଘରକୁ ସଫାସୁତରା ରଖିବା ଦ୍ବାରା ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେଉଁ ଘର ସଫାସୁତରା ଥାଏ, ସେଠାରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି। ତେବେ ଘରେ ଥିବା ପୂଜାସ୍ଥଳକୁ ସବୁଦିନ ସଫାସୁତରା ରଖିବା ବହୁତ ଜରୁରି। ଶାସ୍ତ୍ର ଅନୁଯାୟୀ, ଏଥିପାଇଁ ମଧ୍ୟ କିଛି ନିର୍ଦ୍ଦିଷ୍ଟ ନୀତିନିୟମ ଅଛି। ତେବେ ରାତିରେ ଠାକୁର ଘର ସଫା କରାଯାଏ ନାହିଁ। ଏହାର କ’ଣ କାରଣ ଥାଇପାରେ, ଆସନ୍ତୁ ଜାଣିବା।
କ’ଣ ରହିଛି ନିୟମ
ରାତିରେ କେବେ ମଧ୍ୟ ପୂଜାଘର କିମ୍ବା ପୂଜାସ୍ଥଳକୁ ସଫା କରନ୍ତୁ ନାହିଁ। କାରଣ ଏହାଦ୍ବାରା ମା’ ଲକ୍ଷ୍ମୀ ଘର ଛାଡ଼ି ଚାଲିଯାଆନ୍ତି ଏବଂ ଅର୍ଥାଭାବ ଦେଖାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାତି ସମୟରେ ପୂଜାସ୍ଥଳ ସଫା କରିବା ଦ୍ବାରା ଦେବଦେବୀଙ୍କ ନିଦ୍ରାରେ ବ୍ୟାଘାତ ଘଟେ ଏବଂ ଏହା ଦେବଦେବୀଙ୍କ ଅପମାନ ସଦୃଶ ହୋଇଥାଏ। ତେଣୁ ଘରର ସୁଖସମୃଦ୍ଧି ଓ ବୈଭବ ହ୍ରାସ ହୋଇଥାଏ।
ଶରୀର ଅଶୁଦ୍ଧ ଥାଏ
ରାତିରେ ଶରୀର ଓ ମନ, ଉଭୟ ଅଶୁଦ୍ଧ ହୋଇଥାଏ। ତେଣୁ ରାତିରେ ପୂଜାଘରକୁ ସଫା କରନ୍ତୁ ନାହିଁ। ଅନେକଥର ସଫାସୁତରା ପୋଷାକ ନ ପିନ୍ଧି ଆମେ ପୂଜାଘର ଓ ପୂଜାସ୍ଥଳ ସଫା କରିଥାନ୍ତି। ଏହାଦ୍ବାରା ଘରେ ଅଶାନ୍ତି ଓ ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ। ତେଣୁ ସବୁବେଳେ ସ୍ନାନ ସାରିବା ପରେ ସଫା ବସ୍ତ୍ର ପିନ୍ଧି ପୂଜାସ୍ଥଳକୁ ସଫା କରିବା ଉଚିତ।
ଦୀପ ପ୍ରଜ୍ବଳନ ପରେ ପୂଜାସ୍ଥଳକୁ ସଫା କରିବା ଅନୁଚିତ
ପୂଜାସ୍ଥଳରେ ଦୀପ ପ୍ରଜ୍ବଳନ ପରେ ବା ସନ୍ଧ୍ୟା ଆଳତି ପରେ ପୂଜାସ୍ଥଳକୁ ସଫା କରନ୍ତୁ ନାହିଁ। ଏଭଳି କରିବା ଦ୍ବାରା ଘରେ ସୁଖସମୃଦ୍ଧିର ନାଶ ହେବା ସହ ଅନେକ ବାଧାବିଘ୍ନ ସୃଷ୍ଟି ହୁଏ।
ଦୀର୍ଘଦିନ ଧରି ଆର୍ଥିକ ଅନଟନ ଲାଗି ରହିବା, ସମ୍ପର୍କରେ ମନୋମାଳିନ୍ୟ ଦେଖାହେବା, ଲଗାତାର କଳି ଝଗଡ଼ା ଲାଗି ରହିଲେ ଘରେ ବାସ୍ତୁ ଦୋଷ ଥାଇପାରେ ବୋଲି କୁହାଯାଏ। ବାସ୍ତୁ ଅନୁଯାୟୀ ଏଭଳି କିଛି ଜିନିଷ ରହିଛି, ଯାହାକୁ ଘରକୁ ଆଣିବା ଦ୍ବାରା ଶୁଭଫଳ ପ୍ରାପ୍ତ ହେବା ସହ ସୁଖସମୃଦ୍ଧି ଆସିଥାଏ। ସେସବୁ ଜିନିଷ ହେଉଛି –
ଧାତୁରେ ତିଆରି କଇଁଛ ଆଣି ଘରେ ରଖିବା ଦ୍ବାରା ସୁଖସମୃଦ୍ଧି ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ। ଯଦି ମିଶ୍ରିତଧାତୁର କଇଁଛ ଆଣୁଛନ୍ତି, ତେବେ ତାହାକୁ ଘରର ଉତ୍ତର ଦିଗରେ ରଖନ୍ତୁ। ଏହା ପରିବାରରେ ଖୁସିର ମାହୋଲ୍‌ ସୃଷ୍ଟି କରିଥାଏ।
ଧାତୁ କିମ୍ବା ସ୍ଫଟିକର ପିରାମିଡ୍‌ ଘରେ ସକାରାତ୍ମକ ବାତାବରଣ ସୃଷ୍ଟି କରେ।
ମୋତିଶଙ୍ଖ ଘରକୁ ଆଣିବା ଶୁଭ। ଏହାଦ୍ବାରା ଘରେ ଧନବୃଦ୍ଧି ହୋଇଥାଏ। ଏହାକୁ ପୂଜା କରିବା ପରେ ଘରର ଆଲମାରୀରେ ରଖନ୍ତୁ। ଆର୍ଥିକ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି।
ମୟୂର ପୁଚ୍ଛ ବେଶ୍‌ ଚମତ୍କାରୀ। ତିନୋଟି ମୟୂର ପୁଚ୍ଛ ଘରେ ରଖିବା ଦ୍ବାରା ଭାଗ୍ୟରେ ଉନ୍ନତି ହେବା ସହ ସବୁ ବାଧାବିଘ୍ନ ଦୂର ହୋଇଥାଏ ବୋଲି କୁହାଯାଏ।
ଲାଫିଙ୍ଗ୍‌ ବୁଦ୍ଧ ଘରକୁ ଆଣି ଉତ୍ତର-ପୂର୍ବ କୋଣରେ ରଖନ୍ତୁ। ଲାଫିଙ୍ଗ୍‌ ବୁଦ୍ଧ ରଖିବା ଦ୍ବାରା ଘରେ ଧନର ଅଭାବ ରୁହେ ନାହିଁ ବୋଲି କୁହାଯାଏ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଭବିଷ୍ୟତରେ ଯଦି କିଛି ଅଶୁଭ ଘଟଣା ଘଟିବାର ଥାଏ, ତାହେଲେ ଘରେ ଥିବା କିଛି ଜିନିଷ ଓ ଘଟଣା ଦ୍ୱାରା ଏହାର ପୂର୍ବାଭାସ ମିଳିଥାଏ। ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ, ଘରେ ଥିବା ପ୍ରତ୍ୟେକ ଜିନିଷରେ ଶୁଭ ଓ ଅଶୁଭ ଲକ୍ଷଣ ରହିଛି। ଅଶୁଭ ସଙ୍କେତ ଦେଉଥିବା ସେମିତି କିଛି ଜିନିଷ ହେଉଛି–
ତୁଳସୀ ଗଛ
ଯଦି ଘର ଅଗଣାରେ ଥିବା ତୁଳସୀ ଗଛ ଅଚାନକ ଶୁଖିଯାଏ, ତେବେ ଏହା ନିଶ୍ଚିତ ଭାବେ କୌଣସି ଦୁର୍ଭାଗ୍ୟର ସଙ୍କେତ ବୋଲି ଜାଣିବାକୁ ହେବ। ଭବିଷ୍ୟତରେ ଘରର ସଦସ୍ୟଙ୍କ ଉପରେ କୌଣସି ବଡ଼ ବିପଦ ଆସିପାରେ। କୁହାଯାଏ ଯେ, ତୁଳସୀ ଗଛ ସେହି ବିପଦକୁ ନିଜ ଉପରକୁ ନେଇ ଶୁଖିଯାଇଥାଏ। ତେଣୁ ତୁଳସୀ ଗଛର ଯତ୍ନ ନେବା ସହ ତାକୁ ବଞ୍ଚାଇ ରଖିବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।
ମୃତ ପକ୍ଷୀ
ଯଦି ଘରର ଛାତ ଉପରେ କୌଣସି ମୃତ ପକ୍ଷୀ କିମ୍ବା ମୃତ ପାରା ପଡ଼ିଥିବାର ଦେଖାଯାଏ, ତାହେେଲ ଏହା ମଧ୍ୟ ଏକ ଅଶୁଭ ସଙ୍କେତ ଅଟେ। ଏହା ଦ୍ୱାରା ଛୋଟ ପିଲାଙ୍କ ଉପରେ କୌଣସି ବିପଦ ଆସିଥାଏ କିମ୍ବା ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ।
ତେଲ ବୋହିବା
ଜ୍ୟୋତିଷଜ୍ଞଙ୍କ ମତ ଅନୁଯାୟୀ, ଯଦି ଚଟାଣରେ ତେଲ ପଡ଼ିଯାଏ ଏବଂ ତାହା ପାଣି ଭଳି ଶୀଘ୍ର ବୋହିବାକୁ ଲାଗେ, ତେବେ ଏଥିରୁ ଜାଣିବାକୁ ହେବ ଯେ, ଚାକିରି କିମ୍ବା ବ୍ୟବସାୟରେ କୌଣସି ବଡ଼ ଧରଣର କ୍ଷତି ହେବାକୁ ଯାଉଛି।
ଘଡ଼ି ବନ୍ଦ ହୋଇ ରହିବା
ଘଡ଼ିର ସମ୍ପର୍କ କେବଳ ସମୟ ସହିତ ନୁହେଁ, ଭାଗ୍ୟ ସହିତ ମଧ୍ୟ ଅଛି। ତେଣୁ ଘରେ ଅନେକ ସମୟରୁ ବନ୍ଦ ହୋଇ ପଡ଼ିଥିବା ଘଡ଼ି ମଧ୍ୟ ଅଶୁଭ ହୋଇଥାଏ। ଭବିଷ୍ୟତରେ କୌଣସି ସଙ୍କଟର ସମ୍ମୁଖୀନ ହେବା କିମ୍ବା କୌଣସି କାମ ବିଗିଡ଼ିଯିବାର ଏହା ସୂଚନା ଦେଇଥାଏ।
ଜାଣନ୍ତୁ ବାର ଅନୁସାରେ କେଉଁ କାର୍ଯ୍ୟ କଲେ ମିଳିଥାଏ ଶୁଭ ଫଳ
ହିନ୍ଦୁ ଧର୍ମରେ ପୂଜାପାଠ କିମ୍ବା ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପ୍ରଥମେ ଶୁଭସମୟ, ଶୁଭ ଦିନ ଧାର୍ଯ୍ୟ କରାଯାଏ। ସପ୍ତାହର ବିଭିନ୍ନ ବାର ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ ସ୍ଥିର କରାଯାଇଛି। ବାର ଅନୁସାରେ କାର୍ଯ୍ୟ କଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି।
ରବିବାର
ଏହା ସୂର୍ଯ୍ୟଦେବଙ୍କ ବାର ବୋଲି କୁହାଯାଏ। ସୂର୍ଯ୍ୟଙ୍କୁ ଆରୋଗ୍ୟର ଦେବତା କୁହାଯାଏ। ଯଦି ଜଣେ ବ୍ୟକ୍ତି ରୋଗରେ ପୀଡିତ ହୋଇ ଚିକିତ୍ସା କରାଇବାକୁ ଚାହୁଁଛନ୍ତି ତେବେ ରବିବାର ଅତ୍ୟନ୍ତ ଶୁଭ ହୋଇଥାଏ। ଏହାବାଦ୍‌ ସୁନା, ଅସ୍ତ୍ରଶସ୍ତ୍ର, ପୋଷାକ କିଣିବା ପାଇଁ ଏହି ଦିନ ଭଲ ହୋଇଥାଏ।
ସୋମବାର
ସୋମବାର ଭଗବାନ ଶିବଙ୍କୁ ସମର୍ପିତ। କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ହୋଇଥାଏ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରୁଥିଲେ ଏହିଦିନ ଭଲ ହୋଇଥାଏ। ବୃକ୍ଷ ଲଗାଇବା କିମ୍ବା ଚାଷ ସମ୍ପର୍କୀୟ କୌଣସି ଯନ୍ତ୍ରପାତି କିଣିବା ପାଇଁ ଏହି ଦିନ ଭଲ ହୋଇଥାଏ।
ମଙ୍ଗଳବାର
ମଙ୍ଗଳବାର ଭଗବାନ ମହାବୀରଙ୍କୁ ସମର୍ପିତ। ଏହି ଦିନ ଋଣ ଦେବା ଭଲ। ଯଦି କୌଣସି ବିଷୟକୁ ନେଇ ଦୀର୍ଘଦିନରୁ ସମସ୍ୟା ରହିଛି ଏହି ଦିନ କୌଣସି ନିଷ୍ପତ୍ତି ନିଆଯାଇ ପାରିବ।
ବୁଧବାର
ରାଜନୈତିକ ନିଷ୍ପତ୍ତି ନେବା ନିମନ୍ତେ ଏହି ଦିନ ଅତ୍ୟନ୍ତ ଶୁଭଦାୟକ। ବିଦ୍ୟାର୍ଥୀଙ୍କ ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ। କ୍ୟାରିୟର୍‌ ସମ୍ପର୍କୀୟ କୌଣସି ନିଷ୍ପତ୍ତି ବୁଧବାର ଦିନ ନିଆଯାଇ ପାରିବ। ଏହି ଦିନ ଧାର ଦେବା ଆଦୌ ଶୁଭ ନୁହେଁ।
ଗୁରୁବାର
ଏହି ଦିନ ଦାନ ଦକ୍ଷିଣା ସହ ପୂଜାପାଠ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ। ଏହାସହିତ ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ।
ଶୁକ୍ରବାର
ଏହିଦିନ ନୂଆ ବନ୍ଧୁତା କରିବା, ଘରେ ବୈଠକ ଡାକିବା, ସମାଜ ସହିତ ଜଡ଼ିତ କାର୍ଯ୍ୟ କରିବା ବେଶ୍ ଭଲ ହୋଇଥାଏ।
ଶନିବାର
ଶନିବାର ଦିନ ଭଗବାନ ହନୁମାନ ଓ ଶନିଦେବଙ୍କୁ ପୂଜା କରାଯାଏ। ଏହି ଦିନ ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ନୂଆ ଘରେ ପ୍ରବେଶ କରିବା ଆବଶ୍ୟକ। ନୂଆ ମେସିନ୍‌ କିମ୍ବା ନୂଆ ଯାନବାହନ କିଣିବା ପାଇଁ ଏହି ଦିନ ଶୁଭଦାୟକ ହୋଇଥାଏ।
ଏହିସବୁ ଜିନିଷ ଘରକୁ ଆଣିବା ଦ୍ୱାରା ଶୁଭଫଳ ପ୍ରାପ୍ତ ହେବା ସହ ସୁଖସମୃଦ୍ଧିରେ ପୁରିଉଠିଥାଏ ଘର
ଘରେ ଦୀର୍ଘଦିନ ଧରି ଆର୍ଥିକ ଅନଟନ ଲାଗି ରହିବା, ସମ୍ପର୍କରେ ମନୋମାଳିନ୍ୟ ଦେଖାହେବା, ଘରେ ଲଗାତାର କଳି ଝଗଡ଼ା ଲାଗି ରହିଲେ, ଘରେ ବାସ୍ତୁ ସହିତ କିଛି ସମସ୍ୟା ଥାଇପାରେ ବୋଲି ଜାଣିବାକୁ ହେବ। ସେହିସବୁ ସମସ୍ୟାକୁ ବାସ୍ତୁଶାସ୍ତ୍ର ଦ୍ବାରା ଦୂର କରିହେବ। ବାସ୍ତୁ ଅନୁଯାୟୀ ଏଭଳି କିଛି ଜିନିଷ ରହିଛି, ଯାହାକୁ ଘରକୁ ଆଣିବା ଦ୍ବାରା ଶୁଭଫଳ ପ୍ରାପ୍ତ ହେବା ସହ ସୁଖସମୃଦ୍ଧି ଆସିଥାଏ। ସେସବୁ ଜିନିଷ ହେଉଛି –
ଧାତୁରେ ତିଆରି କଇଁଚ ଆଣି ଘରେ ରଖିବା ଦ୍ବାରା ସୁଖସମୃଦ୍ଧି ପ୍ରାପ୍ତ ହେବ। ଯଦି ମିଶ୍ରିତଧାତୁର କଇଁଚ ଆଣୁଛନ୍ତି, ତେବେ ତାହାକୁ ଘରର ଉତ୍ତର ଦିଗରେ ରଖନ୍ତୁ। ଏହା ପରିବାରରେ ଖୁସିର ମାହୋଲ୍‌ ସୃଷ୍ଟି କରିଥାଏ।
ଧାତୁ କିମ୍ବା ସ୍ଫଟିକର ପିରାମିଡ୍‌ ଘରେ ସକାରାତ୍ମକ ବାତାବରଣ ସୃଷ୍ଟି କରେ।
ମୋତିଶଙ୍ଖ ଘରକୁ ଆଣିବା ଶୁଭ। ଏହାଦ୍ବାରା ନକାରାତ୍ମକତା ଦୂର କରିବା ସହିତ ଧନବୃଦ୍ଧି ହୋଇଥାଏ। ଏହାକୁ ପୂଜା କରିବା ପରେ ଘରର ଆଲମାରୀରେ ରଖନ୍ତୁ। ଆର୍ଥିକ ସମସ୍ୟା ଦୂର ହେବ।
ମୟୂର ପର ବେଶ୍‌ ଚମତ୍କାରୀ। ତିନୋଟି ମୟୂର ପୁଚ୍ଛ କିଣିଆଣନ୍ତୁ। ଏହାଦ୍ବାରା ଭାଗ୍ୟରେ ଉନ୍ନତି ହେବା ସହ ସବୁ ବାଧାବିଘ୍ନ ଦୂର ହେବ।
ଲାଫିଙ୍ଗ୍‌ ବୁଦ୍ଧ ଘରକୁ ଆଣନ୍ତୁ। ଏହାକୁ ଆଣି ଉତ୍ତର ପୂର୍ବ କୋଣରେ ରଖନ୍ତୁ। ଲାଫିଙ୍ଗ୍‌ ବୁଦ୍ଧ ରଖିବା ଦ୍ବାରା ଘରେ ଧନର ଅଭାବ ରହିବ ନାହିଁ।