Chief Minister Shri Naveen Patnaik - The Sakala

ଜାମୁଝରୀରେ ବିଶ୍ବସ୍ତରୀୟ ମଡେଲ କାରାଗାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଜାମୁଝରୀରେ ହେବ ବିଶ୍ବସ୍ତରୀୟ ସବୁଜ ବଳୟ ମଡେଲ କାରାଗାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଭିତ୍ତିପ୍ରସ୍ତର ସ୍ଥାପନ । କାର୍ଯ୍ଯକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା, ଜେଲ ଡିଜି ଅମ୍ରିତ ପ୍ରସାଦ, ଜେଲ ଏଡିଜି ଅମିତାଭ ଠାକୁର, ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

ଏହା ରାଜ୍ୟର ସବୁଠାରୁ ବଡ ଓ ପ୍ରଥମ ସବୁଜବଳୟ ମଡେଲ କାରାଗାର ହେବ । ୫୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି କାରାଗାର ବିଶ୍ବସ୍ତରୀୟ ଭିତ୍ତିଭୂମୀ ରହିବ । ପ୍ରଥମ ପର୍ଯ୍ୟାୟରେ ୩୫ ଏକର ଜମିରେ ଜେଲ ନିର୍ମାଣ କରାଯିବ । ଆଗାମୀ ୫୦ ବର୍ଷର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଜେଲରେ ପରିକଳ୍ପନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜେଲଟି ସଂପୂର୍ଣ୍ଣ ଆଶ୍ରମ ଢାଞ୍ଚାରେ ନିର୍ମାଣ କରାଯିବ । ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଉନ୍ନତ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ଅନେକ ରିସର୍ଚ୍ଚଓ ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍ ବେଙ୍ଗାଲୁରୁ, ହାଇଦ୍ରାବାଦ୍, ଗୁରଗାଓଁ, ରୋହତକ, ପାନିପଥ, ଅମ୍ରିତସର, ଦିଲ୍ଲୀର ତିହାର ଓ ମଡେଲ ଜେଲ୍ ଏବଂ ହରିଆନାର ନୁହ୍ ଜେଲ ପରିଦର୍ଶନ ପରେ ଜମୁଝରୀ ସବୁଜ ବଳୟ ମଡେଲ କାରାଗାରର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । 5T ଉପକ୍ରମରେ ନିର୍ମାଣ କରାଯିବ ଏହି କାରାଗାର । ଏହି ମଡେଲ ଜେଲରେ ପ୍ରଥମ ପର୍ଯ୍ୟାୟରେ ୨ ହଜାର ୫ଶହ କଏଦୀ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨ ହଜାର ୫ଶହ କଏଦୀ ରହିବାର କ୍ଷମତା ରହିବ ।

ଓଡ଼ିଶାରେ ଶିଳ୍ପ ବିକାଶର ଏକ ନୂଆ ଯୁଗ ସୃଷ୍ଟି କରିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠୁ ଏକ ସପ୍ତାହ ବ୍ୟାପୀ ଜାପାନ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ୪ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଜାପାନ ଗସ୍ତ କରିଛନ୍ତି । ଏହି ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦର ପୁନିଆ ସାମିଲ ହୋଇଛନ୍ତି । ଏଥିସହ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଜାପାନ ଗସ୍ତରେ ଅଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୬ ଦିନିଆ ଗସ୍ତ ସମୟରେ ଟୋକିଓରେ ଆୟୋଜିତ ପୁଞ୍ଜି ନିବେଶକ ସମ୍ମେଳନରେ ଯୋଗଦେବା ସହ କ୍ବୋଟୋ ଓ ଓସାକା ଭଳି ମହାନଗରୀ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ । ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।ଜାପାନ ସରକାର କିପରି ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ କରିବେ ସେନେଇ ବି ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ଗତ କିଛି ବର୍ଷ ଧରି ରାଜ୍ୟରେ ଦ୍ରୁତ ଗତିରେ ପରିବର୍ତ୍ତନ ଆଣିଛି ଏବଂ ଶିଳ୍ପ ଅଭିବୃଦ୍ଧି ଭଲ ସ୍ଥିତିରେ ଅଛି।

ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତ ଓଡିଶା ଏବଂ ପୂର୍ବ ଏସୀୟ ଦେଶ ମଧ୍ୟରେ ଥିବା ପୁରୁଣା ବନ୍ଧୁତ୍ବକୁ ତ୍ୱରାନ୍ୱିତ ଏବଂ ଦୃଢ କରିବ। ଏହି ଗସ୍ତ ଉଭୟ ଓଡ଼ିଶା ଓ ଜାପାନ ପାଇଁ ଏକ ବିଜୟ-ପ୍ରସ୍ତାବ ଭାବରେ ଦେଖାଯାଉଛି କାରଣ ଏହାଦ୍ବାରା ସହଯୋଗର ବ୍ୟାପକ ରାସ୍ତା ଖୋଲିବ। କାରଣ ଓଡ଼ିଶାରରେ ବିପୁଳ ପରିମାଣରେ ଧାତୁ ଏବଂ ଖଣିଜ ପଦାର୍ଥ ରହିଥିବା ବେଳେ ରାଜ୍ୟରେ କୁଶଳୀ ମାନବ ଶକ୍ତି ଓ ଭିତ୍ତିଭୂମି ରହିଛି। ଅପରପକ୍ଷେ ଜାପାନ ପାଖରେ ଉପଲବ୍ଧ ରହିଛି ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ସମ୍ବଳ । ଯାହା ଉଭୟଙ୍କ ପାଇଁ ବେଶ ଲାଭଦାୟକ ହେବ। ଦୀର୍ଘ ଦିନ ଧରି ଜାପାନର ନିବେଶକମାନଙ୍କ ପାଇଁ ଓଡିଶା ଏକ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ହୋଇଆସୁଛି ଏବଂ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଜାପାନ କମ୍ପାନୀ କାର୍ଯ୍ୟ ମଧ୍ୟ କରୁଛନ୍ତି।

ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବିରତ ଉଦ୍ୟମ କରୁଥିବା ବେଳେ ବର୍ତ୍ତମାନ ଜାପାନକୁ ଯାଇଥିବା ଉଚ୍ଚ ସ୍ତରୀୟ ପ୍ରତିନିଧୀଙ୍କ ନେତୃତ୍ବରେ ରାଜ୍ୟରେ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ପଥ ପରିଷ୍କାର କରିବ।ଓଡିଶାର ବିସ୍ତୃତ ସମୁଦ୍ର ଉପକୂଳ, ଖଣିଜ ସମ୍ପଦ, ପର୍ଯ୍ୟଟନ ସମ୍ଭାବନା ଏବଂ କୁଶଳୀ ମାନବ ଶକ୍ତିର ଉପଲବ୍ଧତା ଜାପାନ କମ୍ପାନୀଗୁଡିକ ପାଇଁ ବେଶ ଉପଯୋଗୀ ହୋଇଥିବା ବେଳେ ଆମ ରାଜ୍ୟ ପାଇଁ ଏହା ଲାଭଦାୟକ ହେବ। କାରଣ ଓଡିଶାର ଯୁବପୀଢିଙ୍କ ପାଇଁ ନିଯୁକ୍ତି ସହ ରାଜ୍ୟ ଶିଳ୍ପ ସମୃଦ୍ଧ ହୋଇପାରିବ। ଅନ୍ୟପଟେ ରାଜ୍ୟର ସ୍ଥିର ସରକାର ଏବଂ ନୂଆ ଶିଳ୍ପନୀତି ଓ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଯୋଗାଇଥିବା ଓ୍ବାନ ପ୍ଲସ ସୁବିଧା ସହିତ ଓଡ଼ିଶାର ଶାନ୍ତିପୂର୍ଣ୍ଣ ପରିବେଶ ନିବେଶକମାନଙ୍କ ପାଇଁ ପସନ୍ଦଯୋଗ୍ୟ ରହିଆସିଛି।

ଏଥି ସହିତ ଦଶନ୍ଧି ଧରି ଜାପାନ ଓଡିଶା ସହିତ ଏକ ଆକର୍ଷଣୀୟ ସହଯୋଗ କରିଆସୁଛି। ୨୦୨୨ ଏବଂ ୨୦୧୮ରେ ମେକ୍ ଇନ୍ ଓଡିଶା କନକ୍ଲେଭ ପାଇଁ ଏହି ଦେଶ ସହଭାଗୀ ଥିଲା। ଆର୍ସେଲର ମିତ୍ତଲ, ନିପନ୍ ଷ୍ଟିଲ୍, ଟିଆରଏଲ୍ କ୍ରୋସାକି(TRL Krosaki), ଇଣ୍ଡୋ-ନିସିନ୍(Indo-Nissin) ଭଳି କମ୍ପାନୀ ଓଡିଶାକୁ ସେମାନଙ୍କ ଘର କରିପାରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଥିବା ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ରାଜ୍ୟରେ ଶିଳ୍ପ ପାଇଁ ଉପଲବ୍ଧ ଥିବା ସୁବିଧା ବାବଦରେ ନିବେଶକମାନଙ୍କୁ ଅବଗତ କରାଇବେ। ଜାପାନର ବିଭିନ୍ନ ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସହ ଆଇଟି ସମେତ ବିଭିନ୍ନ କ୍ଷେତ୍ରରୁ ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଉତ୍ସାହିତ କରିବେ। ଓଡିଶା ଜାପାନ ସହିତ ଅଂଶୀଦାର କରୁଥିବା ସାଂସ୍କୃତିକ ସମ୍ପର୍କ ମଧ୍ୟ ଜାପାନକୁ ଓଡ଼ିଶାକୁ ପୁଞ୍ଜି ବିନିଯୋଗର ପସନ୍ଦଯୋଗ୍ୟ ସ୍ଥାନ ଭାବରେ ବାଛିବାରେ ସାହାଯ୍ୟ କରିବ। ଇସ୍ପାତ, ଆଲୁମିନିୟମ୍, ଟେକ୍ସଟାଇଲ୍, ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ କ୍ଷେତ୍ରରେ, ପେଟ୍ରୋକେମିକାଲ୍, ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ୍ ଉତ୍ପାଦନରେ ଜାପାନର ପୁଞ୍ଜି ବିନିଯୋଗ ପାଇଁ ଓଡିଶା ସର୍ବୋତ୍ତମ ସ୍ଥାନ ଅଟେ।

ବିଜେଡି ଡିଲ୍‌ରେ ବିଶ୍ବାସ କରେନି : ବିକାଶମୂଳକ କାର୍ଯ୍ୟ ଓ ନବୀନଙ୍କ ଲୋକପ୍ରିୟତା ପାଇଁ ବିଜେଡିକୁ ଲୋକଙ୍କ ସମର୍ଥନ ମିଳେ
ଭୁବନେଶ୍ବର : ପଦ୍ମପୁରରେ ଶୋଚନୀୟ ପରାଜୟ ପରେ ରାଜ୍ୟ ବିଜେପିର କିଛି ନେତା କିଛି ଦିନ ହେବ ‘ଭୋକ ବିକଳରେ ତାଟିଆ କାମୁଡିବା’ ପରି ହେଉଛନ୍ତି। ଜନମତକୁ ସେମାନେ ସହଜରେ ହଜମ କରି ନପାରି ନିଜ ମୁଣ୍ଡରୁ ଦୋଷ ଛଡାଇବା ପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ ଭୋଟ ପାଇଁ ଡିଲ୍‌ ହୋଇଥିବା ନେଇ କହିଆସୁଛନ୍ତି। ପଦ୍ମପୁର ଫଳାଫଳ ପରେ ‘ଡିଲ୍‌’କୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ନେତା ସୁର ରାଉତ ବିଜେପି କଥା ସତ ବୋଲି କହୁଥିବା ବେଳେ କଂଗ୍ରେସର ଅନ୍ୟ ବିଧାୟକ କିନ୍ତୁ ଏହା ସୁରଙ୍କ ବାଚଳାମି ବୋଲି କହୁଛନ୍ତି। ଖୋଦ୍‌ ପିପିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ସୁର ରାଉତକୁ କଥାକୁ ସମର୍ଥନ କରୁନାହାନ୍ତି, ଆହୁରି ମଧ୍ୟ କଂଗ୍ରେସ କାହା ସହ ଡିଲ କରିନି,ଯଦି ଡିଲ୍‌ ନେଇ କେହି ପ୍ରମାଣ ଦେଇଦେବେ ତାହାଲେ ସେ ରାଜନୀତି ଛାଡି ଦେବେ ବୋଲି ମଧ୍ୟ ପିପିସି ସଭାପତି ଶରତ ପଟ୍ଟନାୟକ କହିସାରିଛନ୍ତି।

ତେବେ ଏହାରି ମଧ୍ୟରେ ପଦ୍ମପୁର ନିର୍ବାଚନ ଫଳ ଆସିବା ପରେ ରାଜ୍ୟ ରାଜନୀତିରେ ଚାଲିଥିବା ‘ଡିଲ୍‌’ ବାକ୍‌ଯୁଦ୍ଧକୁ ନେଇ ମୁହଁ ଖୋଲିଛନ୍ତି ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ବିଜେଡି ବିଧାୟକ ସୁଶାନ୍ତ ସିଂ। ବିଜେଡି ବିଧାୟକ ସୁଶାନ୍ତ ସିଂ ସିଧାସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି। ଆଉ କହିଛନ୍ତି, ଭାରତୀୟ ଜନତା ପାର୍ଟି ଡିଲ୍‌ କରେ। ବିଜେଡି କେବେ ଡିଲ୍‌ କରେନି। ବିଜେଡି ନବୀନଙ୍କ ଲୋକପ୍ରିୟତା ଓ ବିକାଶମୂଳକ କାର୍ଯ୍ୟ ଜରିଆରେ ଭୋଟ ହାତେଇଛି।

ବିଜେପି ୨୦୧୪ରେ କଂଗ୍ରେସ ସହ ଡିଲ୍‌ କରିଥିଲା, ୨୨ ଉପ-ନିର୍ବାଚନରେ ମଧ୍ୟ କରିଛି

ଭଟଲି ବିଧାୟକ ସୁଶାନ୍ତ ସିଂ କହିଛନ୍ତି, ପଦ୍ମପୁର ଉପ-ନିର୍ବାଚନରେ ଆମେ କାହା ସହ ଡିଲ କରିନୁ । ବରଂ କଂଗ୍ରେସ ନେତାଙ୍କ ସହ ଡିଲ କରିଥିଲା ବିଜେପି । ୨୦୧୪ରେ ସତ୍ୟଭୂଷଣ ସାହୁଙ୍କ ସହ କଥା ହୋଇ ଭୋଟ ଡାଇଭର୍ଟ କରିଥିବା ବେଳେ ୨୦୨୨ ଉପ-ନିର୍ବାଚନରେ ପୂର୍ବତନ ସାଂସଦଙ୍କୁ ଦଳରେ ମିଶାଇ କଂଗ୍ରେସ ଭୋଟ ନିଜ ସପକ୍ଷକୁ ଟାଣିବାକୁ ପ୍ରୟାସ କରିଥିଲେ ।

ପୂର୍ବତନ ଏମ୍‌ପି ସଞ୍ଜୟ ଭୋଇଙ୍କ ସହିତ ଦିଲ୍ଲୀରେ ଡିଲ୍‌ କରି ଆଣିଥିଲେ। ତାଙ୍କ ମାଧ୍ୟମରେ କଂଗ୍ରେସ ଭୋଟ୍‌କୁ ଡାଇଭର୍ଟ କରିଥିଲେ। ଜିତିବା ପାଇଁ ଓଭର କନ୍‌ଫିଡେଣ୍ଟ ଥିଲେ। ହାରିବାଟାକୁ ଗ୍ରହଣ କରିପାରୁନାହାନ୍ତି। ପଦ୍ମପୁର ହେଉଛି ବିଜେଡିର ଗଡ଼। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ପାଇଁ ଆମେ ବିଜୟୀ ହୋଇଛୁ ବୋଲି ସୁଶାନ୍ତ ସିଂ କହିଛନ୍ତି।

ଏପରିକି ପଦ୍ମପୁରରେ ବିଜେପିକୁ ମିଳିଥିବା ଭୋଟରେ କଂଗ୍ରେସର କିଛି ଭୋଟ ମଧ୍ୟ ରହିଛି । କିନ୍ତୁ ବିଜେଡି ନବୀନଙ୍କ ଲୋକପ୍ରିୟତା ଓ ବିକାଶମୂଳକ କାର୍ଯ୍ୟ ଜରିଆରେ ଭୋଟ ହାତେଇଛି । ପଦ୍ମପୁରରେ ବିଜେପି ଅତି ନିମ୍ନ ସ୍ତରର ରାଜନୀତି କରିଥିଲା । ବ୍ୟକ୍ତିଗତ ଭାବେ ବିଜେଡି ପ୍ରାର୍ଥୀଙ୍କୁ ଆକ୍ଷେପ କରିଥିଲେ ବିଜେପି ନେତା ଓ କର୍ମୀ । ଯାହାକୁ ଗ୍ରହଣ କଲେନି ପଦ୍ମପୁରବାସୀ ।

ଡିଲ୍‌ ବିଜେପି ପାଇଁ ନୂଆ ନୂହେଁ- ଧାମନଗରରେ ଡିଲ୍‌ କରିଥିଲା ବିଜେପି

ଅନ୍ୟପଟେ ଡିଲ୍ ରାଜନୀତି ବିଜେପି ପାଇଁ ନୂଆ ନୁହେଁ ବୋଲି ମଧ୍ୟ ଭଟଲି ବିଧାୟକ ସୁଶାନ୍ତ ସିଂ କହିଛନ୍ତି। ସେ କହିଛନ୍ତି ଧାମନଗରରେ ମଧ୍ୟ ରାଜୁ ଦାସଙ୍କ ସହ ଡିଲ୍ କରିଥିଲା ବିଜେପି । ରାଜୁ ଦାସଙ୍କୁ ଟିକେଟ ନମିଳିବା ପରେ ତୁରନ୍ତ ବିଜେପି ନେତା ତାଙ୍କ ପାଖକୁ ଯାଇ ନିର୍ବାଚନ ଲଢିବାକୁ ମତାଇଥିଲେ ।

ଧାମନଗରେ ଅନୁକମ୍ପା କାମ ଦେଲା। ଆମର ରଣକୌଶଳ ଫେଲ୍‌ ମାରିଲା। ଏହା ଆମେ ସ୍ୱୀକାର କରିଛୁ। ରାଜୁ ଦାସଙ୍କ ସହିତ ବିଜେପି ଡିଲ୍‌ କରିଥିଲା। ସେଠାରେ ଅନେକ କଂଗ୍ରେସ ଭୋଟ ବିଜେପିକୁ ଯାଇଥିଲା। ୧୦ରୁ ଅଧିକ ସରପଞ୍ଚଙ୍କ ସହିତ ବିଜେପି କର୍ମୀମାନେ ମିଶି ଥିଲେ। କିନ୍ତୁ ୨୦୨୪ରେ ସେମିତି ଦେଖିବାକୁ ମିଳିବନି । ଲୋକପ୍ରିୟତା ଆଧାରରେ ଏବଂ ଗ୍ରାଉଣ୍ଡ ରିପୋର୍ଟ ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ବିଜେଡି ଆସନ୍ତା ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ସୁଶାନ୍ତ ।

ଆଗୁଆ ନିର୍ବାଚନକୁ ନେଇ ଆମର ଚିନ୍ତା ନାହିଁ, ଯେବେବି ନିର୍ବାଚନ ହେଉ ବିଜେଡି ସର୍ବଦା ପ୍ରସ୍ତୁତ

ଆଗୁଆ ନିର୍ବାଚନକୁ ନେଇ ସୁଶାନ୍ତ କହିଛନ୍ତି, ବିଜେପି ଏଭଳି ଯୋଜନା କରୁଛି । କାରଣ ହିମାଚଳ ପ୍ରଦେଶରେ ଦଳ ହାରିଛି । ସେହିଭଳି ଆଗକୁ ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶରେ ନିର୍ବାଚନ ହେବାକୁ ଯାଉଛି । ଏହି ରାଜ୍ୟରେ ବିଜେପିର ସ୍ଥିତି ଭଲ ନାହିଁ । ଏପରିକି ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗି ବିଜେପି ଯେଉଁଭଳି ସରକାର ଗଢିଲା ତାହା କାହାକୁ ଅଛପା ନାହିଁ । ତେଣୁ ଏଭଳି ସ୍ଥିତିରେ ଉକ୍ତ ରାଜ୍ୟର ଫଳାଫଳ ବିଜେପି ସପକ୍ଷରେ ଯିବନି ବୋଲି ଅନୁମାନ କରୁଛନ୍ତି ଦଳର ଶୀର୍ଷ ନେତୃତ୍ୱ ।

ଯେଉଁଥିପାଇଁ ଉକ୍ତ ରାଜ୍ୟର ବିଧାନସଭା ନିର୍ବାଚନ ସହ ସାଧାରଣ ନିର୍ବାଚନ କରିବାକୁ ବିଜେପି ନେତୃବୃନ୍ଦ ଅଣ୍ଟା ଭିଡୁଥିବା କୁହାଯାଉଛି । ଯାହା ଫଳରେ ସାଧାରଣ ନିର୍ବାଚନର ଫଳାଫଳକୁ ବିଧାନସଭା ନିର୍ବାଚନ ଫଳାଫଳ ପ୍ରଭାବିତ କରିପାରିବ ନାହିଁ ବୋଲି ହିସାବକିତାବ ଚାଲିଛି । କିନ୍ତୁ ଏଠାରେ ଲୋକେ ଆମକୁ ୫ ବର୍ଷ ପାଇଁ ଭୋଟ ଦେଇଛନ୍ତି । ତେଣୁ ଆଗୁଆ ନିର୍ବାଚନ କଥା ବିଜେଡି ଆଦୌ ଚିନ୍ତା କରୁନାହିଁ । କିନ୍ତୁ କେନ୍ଦ୍ର ଆଗୁଆ ନିର୍ବାଚନକୁ ଗଲେ ରାଜ୍ୟ ମଧ୍ୟ ଆଗୁଆ ନିର୍ବାଚନକୁ ଯିବ । ଆଉ ଯେକୌଣସି ସମୟରେ ନିର୍ବାଚନ ହେଲେ ମଧ୍ୟ ଦଳ ପ୍ରସ୍ତୁତ ଥିବା କହିଛନ୍ତି ସୁଶାନ୍ତ ସିଂ ।

୨୦୨୪ରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ

୨୦୨୪ ନିର୍ବାଚନ ନେଇ ଶ୍ରୀ ସିଂ କହିଛନ୍ତି, “୨୦୨୪ ପାଇଁ ଭିତ୍ତିପ୍ରସ୍ତର ପଡ଼ି ସାରିଛି। ବିଜେଡିର ଏକ ନମ୍ୱର ନିର୍ବାଚନମଣ୍ଡଳୀ ହେଉଛି ପଦ୍ମପୁର। ଏଠାରେ ବିଜେଡି ବିଜୟ ବାନା ଉଡ଼ାଇଛି। ଓଡ଼ିଶାବାସୀ ମନ ବନାଇ ସାରିଲେଣି ୨୦୨୪ ମସିହାରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ନବୀନ ପଟ୍ଟନାୟକଙ୍କୁ ବସାଇବେ। ମୁଖ୍ୟମନ୍ତ୍ରୀ ମଧ୍ୟ ୨୪ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି।”

ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଋଣ ଆବେଦନ ପୋର୍ଟାଲ ‘ସଫଳ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଚାଷୀଙ୍କ ପାଇଁ ଆହୁରି ସହଜ ହେଲା ଋଣ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଖୋଲିଲା ନୂଆ ପୋର୍ଟାଲ ‘ସଫଳ’ । ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଓ କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ ‘ସଫଳ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟାଜିତ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗ ଦେଇଦେଇ ଚାଷୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ‘ସଫଳ’ ପୋର୍ଟାଲର ଲୋକାର୍ପଣ କରିଛନ୍ତି।‘ସଫଳ’ ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଏବଂ କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ ଭାବେ କାର୍ୟ୍ୟ କରିବ। ଏହି ପୋର୍ଟାଲ ‘କୃଷକ ଓଡ଼ିଶା’ ଡାଟାବେସ ସହ ସଂଯୁକ୍ତ ଓ ୪୦ରୁ ଅଧିକ ବ୍ୟାଙ୍କକୁ ଏଥିରେ ସଂଯୋଗୀକୃତ କରାଯାଇଛି।

‘ସଫଳ’ ପୋର୍ଟାଲର ଶୁଭାରମ୍ଭକୁ ନେଇ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ  କହିଛନ୍ତି ଯେ ସରକାରୀ ତଥା ବେସରକାରୀ କ୍ଷେତ୍ର ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ରାଜ୍ୟ ସମବାୟ ବ୍ୟାଙ୍କ ଏବଂ କ୍ଷୁଦ୍ର ଫାଇନାନ୍ସରୁ ଆନୁଷ୍ଠାନିକ କ୍ଷେତ୍ର ଋଣ ପାଇବା ପାଇଁ କୃଷକ ଏବଂ କୃଷି ଉଦ୍ୟୋଗୀମାନଙ୍କ ପାଇଁ ଏହା ୱାନ୍‌ ଷ୍ଟପ୍ ସମାଧାନ ଅଟେ। କୃଷକମାନେ ୩ ଶହରୁ ଅଧିକ ରକମର କୃଷି ଋଣ ପାଇଁ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ୭୦ରୁ ଅଧିକ ମଡେଲ ପ୍ରକଳ୍ପ ରିପୋର୍ଟ ସହ ଅନଲାଇନ ଆବେଦନ ସୁବିଧା ମୋ ସେବା କେନ୍ଦ୍ରରୁ ଆବେଦନ ସୁବିଧା ରହିବ । ଋଣ ଦରଖାସ୍ତ ସ୍ଥିତି ଯାଞ୍ଚ ସୁବିଧା ବି ପୋର୍ଟାଲରେ ରହିଛି । ଅଧିକ ସୂଚନା ପାଇଁ ଆମ କୃଷି ହେଲ୍ପଲାଇନକୁ ଯୋଗାଯୋଗ କରିପାରିବେ ଚାଷୀ ।କୃଷକ ଓଡ଼ିଶା ଡାଟାବେଶ ସହ ସଂଯୁକ୍ତ ହେବ ‘ସଫଳ’ ପୋର୍ଟାଲ। ଏଥିରେ ୪୦ରୁ ଅଧିକ ବ୍ୟାଙ୍କ ଏଥିରେ ଯୋଡିହେବେ, ଯାହା ଦ୍ବାରା କୃଷକମାନଙ୍କୁ ସହଜରରେ ଋଣ ମିଳିପାରିବ।  WWW.safal.odisha.gov.inରେ ଚାଷୀ ଋଣ ପାଇଁ ସହଜରେ ଆବେଦନ କରିପାରିବେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ‘ସଫଳ’ ଆମ ରାଜ୍ୟରେ କୃଷି ଏବଂ ସହଯୋଗୀ କ୍ଷେତ୍ରଗୁଡିକୁ ପ୍ରୋତ୍ସାହିତ କରିବା ଏବଂ କମ୍ ସମୟ ମଧ୍ୟରେ ଆମ କୃଷକଙ୍କ ଆର୍ଥିକ ଶକ୍ତି ବୃଦ୍ଧି ପାଇଁଏକ ସୁବିଧାକାରୀ ମାଧ୍ୟମ ହେବ। କୃଷକମାନେ ଆମର ଅର୍ଥନୀତିର ମେରୁଦଣ୍ଡ ଏବଂ ଆମ ଦେଶର ବିକାଶ ଚାକିକାଠି ହେଉଛନ୍ତି କୃଷକ ଏଣୁ ସେମାନେ ଉନ୍ନତି କରିପାରିଲେ ଆମେ ଉନ୍ନତି ପଥରେ ଅଧିକ ଅଗ୍ରସର ହୋଇପାରିବା । ଆମ ସରକାର କୃଷି କ୍ଷେତ୍ରର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଛି। କୃଷକଙ୍କ ଆୟ ବୃଦ୍ଧିରେ ସରକାର ପଦକ୍ଷେପ ନେଇ ଏକ ବ୍ୟାପକ ତଥା ଅନ୍ତର୍ଭୂକ୍ତ ରାଜ୍ୟ କୃଷି ନୀତି ଦ୍ୱାରା ସମର୍ଥିତ ବିଭିନ୍ନ ହସ୍ତକ୍ଷେପ ମାଧ୍ୟମରେ କୃଷି କ୍ଷେତ୍ରର ବିକାଶ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡ଼ିଶା ପୁଞ୍ଜିନିବେଶର ପ୍ରକୃଷ୍ଟ କ୍ଷେତ୍ର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶା ସବୁ କ୍ଷେତ୍ରରେ ପ୍ରଗତି କରୁଛି। ରାଜ୍ୟ ରୂପାନ୍ତରଣ ଯାତ୍ରାରେ ରହିଛି। ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ଅଗ୍ରଣୀ ହୋଇପାରିଛି। ଓଡ଼ିଶା ବିକାଶରେ ଉଦ୍ୟୋଗୀ ପ୍ରମୁଖ ଭାଗିଦାରୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଦେଶ ତଥା ରାଜ୍ୟର ଅଗ୍ରଣୀ ଖବର ସରବରାହ ସଂସ୍ଥା ନିଉଜ୍ ୧୮-ଓଡ଼ିଆର ଆତ୍ମନିର୍ଭର ଓଡ଼ିଶା-ବିଜନେସ୍‍ ଲିଡର୍ସ ଆୱାର୍ଡ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଉପଯୁକ୍ତ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯାଉଛି। ରାଜ୍ୟରେ ଯୁବ ପିଢି ଆତ୍ମନିର୍ଭର ହେଉଛନ୍ତି। ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ବିକାଶ ଦର ଠାରୁ ଓଡ଼ିଶାର ବିକାଶ ଦର ଯଥେଷ୍ଟ ଆଗରେ ରହିଛି। ସାମାଜିକ ଭିତ୍ତିଭୂମି ସହ ଦୃଢ ପ୍ରୋତ୍ସାହନ ଏହା ହାସଲ କରିବାରେ ସହାୟକ ହୋଇଛି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ଗଢିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।

ଏକାଧିକ କାରଣରୁ ଓଡ଼ିଶା ଆଜି ନିବେଶକମାନଙ୍କ ପୁଞ୍ଜିନିବେଶର ପ୍ରକୃଷ୍ଟ କ୍ଷେତ୍ର ହୋଇପାରିଛି। ପୂର୍ବର ୨ଟି ସଫଳ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ପରେ ରାଜ୍ୟ ତୃତୀୟ ସଂସ୍କରଣ ଆୟୋଜନ ପାଇଁ ଅଗ୍ରସର ହେଉଛି। ଇଜ୍‍ ଅଫ ଡୁଇଙ୍ଗ୍‍ ବିଜନେସ୍‍ରେ ରାଜ୍ୟ ଆଚିଭର୍ସ ବର୍ଗରେ ସାମିଲ ହୋଇପାରିଛି। ରାଜ୍ୟର ମୋଟ ଷ୍ଟାର୍ଟଅପ୍‍ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ମହିଳା ଉଦ୍ୟୋଗୀଙ୍କର ଅଟେ। ଇଲେକଟ୍ରିକ ଏୟାର କ୍ରାପ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହା ଆତ୍ମନିର୍ଭର ଓଡ଼ିଶାର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସାଲିସବିହୀନ ରାଜନେତା, ସୁଦକ୍ଷ ପ୍ରଶାସକ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଛି ଅନେକ ସମ୍ମାନ ଓ ସ୍ୱୀକୃତି। ସମର୍ପିତ ସେବା, ଦୃଢ଼ ଶାସନ, ରାଜ୍ୟର ବିକାଶ, ବିପର୍ଯ୍ୟୟ ମୁକାବିଲା, ଖାଦ୍ୟ ନିରାପତ୍ତା, କ୍ରୀଡ଼ା ବିକାଶ, ମହିଳା ସଶକ୍ତିକରଣ, କୃଷିର ଉନ୍ନତି, ଦୁର୍ନୀତି ବିରୋଧରେ କଠୋର ପଦକ୍ଷେପ ଯୋଗୁଁ ଦେଶର ବିଭିନ୍ନ ସଂସ୍ଥା, ଜାତୀୟ ଗଣମାଧ୍ୟମ, ମିଳିତ ଜାତିସଂଘ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ପେଟା ଆଦି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଛି। ଏହିକ୍ରମରେ ସମ୍ମାନ ଓ ସ୍ୱୀକୃତିର ଦୀର୍ଘ ସୂଚୀରେ ଯୋଡ଼ି ହୋଇଛି ଆଉ ଏକ ରତ୍ନ। ଜୀବନବ୍ୟାପୀ ସାଧନା ନିମନ୍ତେ ନୂଆଦିଲ୍ଲୀସ୍ଥିତ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରିଛି।

ରାଜନୀତିରେ ପ୍ରବେଶର ୨୫ ବର୍ଷ ଓ ମୁଖ୍ୟମନ୍ତ୍ରୀ ଭାବରେ ୨୨ ବର୍ଷ ପୂରଣ କରିଛନ୍ତି ନବୀନ ପଟ୍ଟନାୟକ। ଶୂନ୍ୟ ରାଜକୋଷ ସାଙ୍ଗକୁ ମହାବାତ୍ୟା ପରବର୍ତ୍ତୀ ଓଡ଼ିଶାର ପୁନର୍ଗଠନ, ଅନାହାର-ଅପୁଷ୍ଟି-କ୍ଷୁଧା ଜର୍ଜରିତ ଓଡ଼ିଶାକୁ ଖାଦ୍ୟ ଯୋଗାଇବାର ଆହ୍ୱାନ ପରି ଅନେକ ପ୍ରତିକୂଳ ପରିସ୍ଥିତିରେ ସେ ଓଡ଼ିଶାର ଶାସନ ମଙ୍ଗ ଧରିଥିଲେ। କେନ୍ଦ୍ରମନ୍ତ୍ରୀ ଭାବରେ ରାଜନୀତିରେ ଥିଲା ମାତ୍ର ଦୁଇ ବର୍ଷର ଅଭିଜ୍ଞତା। ମାତ୍ର ଯେବେଠାରୁ ସେ ଓଡ଼ିଶାର ଶାସନ ଦାୟିତ୍ୱ ଗ୍ରହଣ କରିଥିଲେ, ସେହିଦିନଠାରୁ ଓଡ଼ିଶାକୁ ଦେଶର ଶୀର୍ଷ ସମୃଦ୍ଧ ରାଜ୍ୟ ଭାବରେ ଗଢ଼ିବା ପାଇଁ ବିଜୁଙ୍କ ସ୍ୱପ୍ନକୁ ପୂରଣ ନିମନ୍ତେ ପ୍ରସ୍ତୁତ କରିଥିଲେ ବିକାଶ ନକ୍ସା। ସମସ୍ତ ପ୍ରତିକୂଳ ପରିସ୍ଥିତି, ବିରୋଧୀଙ୍କ ଅସୂୟା ଓ ଅସହିଷ୍ଣୁତା ସତ୍ତେ୍ୱ ଗତ ୨୨ ବର୍ଷ ଧରି ସେ ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟଭାବରେ ଗ୍ରହଣ କରି ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିଛନ୍ତି। ବିକାଶର ରୂପାନ୍ତରଣ ଓଡ଼ିଶାକୁ ନୂଆ ରୂପ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଛି ଜାତୀୟସ୍ତରଠାରୁ ଆନ୍ତର୍ଜାତୀୟସ୍ତର ପର୍ଯ୍ୟନ୍ତ ‘ମହାନାୟକ’ର ସ୍ୱୀକୃତି।

ନମ୍ର ନବୀନଙ୍କ ଦୃଢ଼ ନେତୃତ୍ୱ ରାଜ୍ୟ ବିକାଶକୁ ଗତିଶୀଳ କରିଛି। ପ୍ରଶାସନିକ ସଂସ୍କାର ରାଜ୍ୟରେ ଦୁର୍ନୀତି ହ୍ରାସ କରିବାରେ ସକ୍ଷମ ହୋଇଛି, ରାଜ୍ୟବାସୀଙ୍କ ଆର୍ଥିକ ଅଗ୍ରଗତିକୁ ତ୍ୱରାନ୍ୱିତ କରିଛି। ୭୦ ଲକ୍ଷ ମହିଳା ସ୍ୱାବଲମ୍ବନର ପଥ ଦେଖିଛନ୍ତି। ଦୂରଦର୍ଶୀ ପଦକ୍ଷେପ ଯୋଗୁଁ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲାରେ ଓଡ଼ିଶାର ‘ନବୀନ’ ପଦ୍ଧତି ଦେଶରେ ଉଦାହରଣୀୟ ହୋଇଛି। ସୁସ୍ଥ ଓ ସୁଖୀ ଓଡ଼ିଶା ଗଠନ ଲକ୍ଷ୍ୟ, ଶିକ୍ଷାରେ ରୂପାନ୍ତରଣ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ରାଜ୍ୟକୁ ଦେଇଛି ନୂଆ ରୂପ। ଲକ୍ଷ୍ୟଭେଦୀ ଯୋଜନା ରାଜ୍ୟର ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାରେ ସକ୍ଷମ ହୋଇଛି।

ଏହି ସବୁ ସତ୍ତେ୍ୱ କ୍ଷମତା ପାଇଁ ନୀତି ଓ ଆଦର୍ଶ ସହ କେବେ ସାଲିସ କରିନାହାନ୍ତି ନବୀନ। ଧର୍ମନିରପେକ୍ଷତା, ଅହିଂସାରେ ବିଶ୍ୱାସ କରୁଥିବା ନବୀନ ଖାସ୍ ଏଇଥିପାଇଁ ୨୦୦୯ ମସିହାରେ ବିଜେପି ମେଣ୍ଟରୁ ନିଜକୁ ଓ ଦଳକୁ ଦୂରେଇ ନେବା ପରି କଠୋର ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ ଜୀବନରେ ସାଧୁତା ଅବଲମ୍ବନ କରୁଥିବା ନବୀନ ସର୍ବଦା ପ୍ରଶାସନିକ ଶୃଙ୍ଖଳା, ଦଳୀୟ ଅନୁଶାସନ ଓ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାକୁ ଗୁରୁତ୍ୱ ଦେଇ ଆସିଛନ୍ତି। ପରିଣତିସ୍ୱରୂପ ଦଳରୁ ବାଦ ପଡ଼ିଛନ୍ତି ବହୁ ବଡ଼ ନେତା, ସରକାରରୁ ବାଦ ପଡ଼ିଛନ୍ତି ବହୁ ମନ୍ତ୍ରୀ, ପ୍ରଶାସନରୁ ବିଦା ହୋଇଛନ୍ତି ଶତାଧିକ ଅଧିକାରୀ। ଅନ୍ୟପକ୍ଷରେ ଲୋକଙ୍କ ଖୁସିରେ ବିଭୋର ନବୀନ ଦେଇଛନ୍ତି ଆପଣମାନେ ଖୁସି ତ? ମୁଁ ବି ଖୁସି’ର ସ୍ଲୋଗାନ।

ଲୋକଙ୍କ ସହ ଯୋଡ଼ି ହୋଇ ରହିବା, ଲୋକଙ୍କୁ ଭଲ ପାଇବା ଓ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କୁ ଆହ୍ୱାନ ଦେଇ ଜନତାଙ୍କ ନେତା ଓ ଜନନେତାର ମାନ୍ୟତା ପାଇଛନ୍ତି। ଦଳର ଭୋଟ ହାର ପ୍ରତି ନିର୍ବାଚନରେ ବୃଦ୍ଧି ପାଇବାରେ ଲାଗିଛି। ‘ମୋ ସରକାର’ ଓ ‘୫-ଟି’ ନବୀନଙ୍କ ଶାସନର ଦୁଇ ପ୍ରମୁଖ ଦିଗରେ ପରିଣତ ହୋଇଛି। ଏହାଦ୍ୱାରା ସାଧାରଣ ସେବାକୁ ଲୋକଙ୍କ ନିକଟତର କରାଯାଇପାରିଛି। ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଅଧିକ କଠୋର ହୋଇଛି। ସମ୍ପ୍ରତି ଦାରିଦ୍ର ହ୍ରାସ ନିମନ୍ତେ ଗଭର୍ଣ୍ଣାନ୍ସ ଆଟଲାସ କାର୍ଯ୍ୟକାରୀ କରାଯାଉଛି। ରାଜ୍ୟର ଧାର୍ମିକ ଓ ଐତିହ୍ୟ ସମ୍ପନ୍ନ ସ୍ଥାନର ବିକାଶ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ନିବେଶକଙ୍କ ପାଇଁ ବିଛା ଯାଇଛି ଲାଲ ଗାଲିଚା ଆଇଟି, ଶିକ୍ଷା, ଆତିଥେୟତା, ସ୍ୱାସ୍ଥ୍ୟ ହବ୍ ଭାବରେ ସାରା ପୂର୍ବଭାରତରେ ଓଡ଼ିଶା ପରିଚିତି ଲାଭ କରିଛି।

କଠୋର ଶାସନ, କୋମଳ ଜନନୀତି ମଧ୍ୟରେ ନବୀନଙ୍କ ବ୍ୟକ୍ତିତ୍ୱର ଆଉ ଏକ ଦିଗ ହେଉଛି ତାଙ୍କର ଆତିଥେୟତା। ରାଜନୈତିକ ବିଚାରଧାରା, ଆଦର୍ଶ ଓ ମତଭେଦ ସତ୍ୱେ ବ୍ୟକ୍ତିଗତ ସମ୍ପର୍କର ଗୁରୁତ୍ୱ, ରାଜନୀତିରେ ପ୍ରବୀଣତାର ପରିଚୟ ଦେଇଛନ୍ତି। ପୁନଶ୍ଚ ରାଜ୍ୟର ସ୍ୱାର୍ଥ ହାସଲ ପାଇଁ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛନ୍ତି, ପକ୍ଷାନ୍ତରେ ଦେଶର ସ୍ୱାର୍ଥଜନିତ ପ୍ରସଙ୍ଗରେ ନିସର୍ତ୍ତ ସମର୍ଥନ ମଧ୍ୟ ପ୍ରଦାନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନାରେ ନବୀନଙ୍କ ନେତୃତ୍ୱରେ ଓଡ଼ିଶା ଅପ୍ରତିଦ୍ୱନ୍ଦ୍ୱୀ ହୋଇଛି। ଏଥିପାଇଁ ଜାତିସଂଘ ନବୀନଙ୍କୁ ସମ୍ମାନିତ କରିଛି। ମହାମାରୀର ଉପଯୁକ୍ତ ପରିଚାଳନା ଓ ଆପଦକାଳରେ ପଶୁପକ୍ଷୀଙ୍କ ନିମନ୍ତେ ଖାଦ୍ୟ ପାନୀୟ ବ୍ୟବସ୍ଥା କରାଯିବା ପଦକ୍ଷେପ ପାଇଁ ମିଳିଛି ‘ପେଟା’ ସମ୍ମାନ। କ୍ରୀଡ଼ା ପରିଚାଳନା ଓ କ୍ରୀଡ଼ା ବିକାଶରେ ନବୀନଙ୍କ ଉଦ୍ୟମ ଓ ଅବଦାନକୁ ସ୍ୱୀକୃତି ଦେଇଛି ସ୍ପୋର୍ଟସଷ୍ଟାର। ଖାଦ୍ୟ ସୁରକ୍ଷା ନିମିତ୍ତ ପଦକ୍ଷେପ ପାଇଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ତାଙ୍କୁ ସମ୍ମାନିତ କରିଛି। ହକି ବିଶ୍ୱକପ୍ ସଫଳତାର ସହ ଆୟୋଜନ ପରେ ହକି ଇଣ୍ଡିଆ ପକ୍ଷରୁ ଏଫଆଇଏଚ୍ ପ୍ରେସିଡ଼େଷ୍ଟ ଆୱାର୍ଡ଼ ପ୍ରଦାନ କରାଯାଇଛି। ଏହା ସହିତ ଆଉଟଲୁକ୍ ଓ ଇଣ୍ଡିଆ ଟୁଡ଼େ ପରି ଜାତୀୟ ପତ୍ରିକା ଓ ସଂଗଠନ ପକ୍ଷରୁ ତାଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକ, ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

‘ଜୀବନବ୍ୟାପୀ ସାଧନା ସମ୍ମାନ’ନେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ: ଜନସମୁଦ୍ର ମଧ୍ୟରେ ନବୀନଙ୍କୁ ଦିଆଗଲା ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ଶେଷ ଭୁବନେଶ୍ବର ଫେରିଛନ୍ତି। ଜନସେବା ଓ ବଳିଷ୍ଠ ନେତୃତ୍ବ ପାଇଁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଦିଆଯାଇଛି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା। ବିମାନ ବନ୍ଦରରୁ ନବୀନ ନିବାସ ଯାଏଁ ଜନସମୁଦ୍ର ମିଳିଛି। ଏକ ବିରାଟ ପଟୁଆରରେ ବିମାନବନ୍ଦରରୁ ନବୀନ ନିବାସ ଯାଏ ମୁଖ୍ୟମନ୍ତ୍ରୀଙ୍କୁ ହଜାର ହଜାର ଦଳୀୟ କର୍ମୀ ପାଛୋଟି ନେଇଛନ୍ତି।

ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦଳର ବହୁ କର୍ମୀ, ଦଳୀୟ କର୍ମକର୍ତ୍ତା ଓ ବୁଦ୍ଧିଜୀବ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି। ନାଚ, ଗୀତ, ପାରମ୍ପାରିକ ବାଦ୍ୟରେ ପରିବେଶ କମ୍ପୁଛି। ମୁଖ୍ୟମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚିବା ପରେ ବିମାନବନ୍ଦରଛକରେ ଥିବା ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅପର୍ଣ କରିବା ପରେ ନବୀନ ନିବାସ ଅଭିମୂଖେ ଆସିଛନ୍ତି।  ସମ୍ବର୍ଦ୍ଧନା ପରେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ନିଆଯାଉଛି । ଦଳର ରଜତ ଜୟନ୍ତୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଛି । ଦଳ ମଧ୍ୟରେ ଏକ ଉତ୍ସବ ପରି ପରିବେଶ ସୃଷ୍ଟି ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ରାଜ୍ୟର କୋଣ ଅନୁକୋଣରୁ ବହୁ କର୍ମୀ ଆସିଛନ୍ତି। ଏକାଧିକ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତପୂର୍ବକ ଗୋଟିପୁଅ, ଯୋଡ଼ିଶଙ୍ଖ, ଢେମେସା, ସମ୍ୱଲପୁରୀ ଏବଂ ପାରମ୍ପରିକ ବାଜା ଓ ସଙ୍ଗୀତ ପରିବେଷଣ କରାଯାଉଛି।

ସେପଟେ ଟ୍ରାଫିକ୍ ବ୍ୟବସ୍ଥା ସହ ନିରାପତ୍ତା ବ୍ୟବସ୍ଥାକୁ ପୁରା କଡ଼ାକଡ଼ି କରାଯାଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଦୁଇଟି ରାସ୍ତାରୁ ଗୋଟେ ରାସ୍ତାରେ ଜନସାଧାରଣଙ୍କ ପାଇଁ ଖୋଲା ରଖାଯାଇଥିବା ବେଳେ.ଆଉ ଗୋଟେ ରାସ୍ତା କର୍ମୀମାନଙ୍କ ପାଇଁ ରହିଛି। ଏଥିଲାଗି ରାଜଧାନୀରେ ୪୦ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୫୦ ଜଣ ପୁଲିସ୍ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରେ ୮ ଅତିରିକ୍ତ ଡିସିପି, ୧୬ ଏସିପି, ୨୫ ଆଇଆଇସି, ୯୦ ଏସ୍ଆଇଙ୍କ ସମେତ ୪୦ପ୍ଲାଟୁନ୍ ପୁଲିସ ଫୋର୍ସ ପୂରା ସହର ଉପରେ ନଜର ରଖିଛନ୍ତି।

ମିଶନାରୀ ଅଫ୍ ଚାରିଟି ଦ୍ୱାରା ପରିଚାଳିତ ୧୩ଟି ଅନୁଷ୍ଠାନକୁ ୭୮.୭୬ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଓଡିଶାରେ ମିଶନାରୀ ଅଫ୍ ଚାରିଟି ଦ୍ୱାରା ପରିଚାଳିତ ୧୩ଟି ଅନୁଷ୍ଠାନକୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଫ୍‌ ମିନିଷ୍ଟର ରିଲିଫ ଫଣ୍ଡରୁ( CMRF) ରୁ ୭୮.୭୬  ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଓଡିଶାରେ ମିଶନାରୀ ଅଫ ଚାରିଟି ଦ୍ବାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା କୁଷ୍ଠାଶ୍ରମ ଓ ଅନାଥାଶ୍ରମ ମାନଙ୍କରେ ଥିବା ଅନ୍ତେବାସୀମାନଙ୍କ ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ। ଚିଫ୍‌ ମିନିଷ୍ଟର ରିଲିଫ ଫଣ୍ଡରୁ ଆଜି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ୭୮.୭୬  ଲକ୍ଷ ଟଙ୍କା ଦ୍ୱାରା ରାଜ୍ୟର ବିଭିନ୍ନ କୁଷ୍ଠରୋଗ ଓ ଅନାଥ ଆଶ୍ରମରେ ୯୦୦ ରୁ ଅଧିକ ଅନ୍ତେବାସୀ ଉପକୃତ ହେବେ।

ସୂଚନାଯୋଗ୍ୟ ଗତ ଡିସେମ୍ବର ୩୦ରେ ମୁଖ୍ୟମନ୍ତ୍ରୀ  ଓଡିଶାରେ ମିଶନାରୀ ଅଫ ଚାରିଟୀ ଦ୍ବାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା କୁଷ୍ଠାଶ୍ରମ ଓ ଅନାଥାଶ୍ରମ ମାନଙ୍କରେ ଥିବା ଅନ୍ତେବାସୀମାନେ ଯେପରି କୌଣସି ସମସ୍ୟା ବିଶେଷ କରି ଖାଦ୍ୟ ନିରାପତ୍ତା ତଥା ସ୍ବାସ୍ଥ୍ୟ ସଂପର୍କୀତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ଆବଶ୍ୟକ ପଡିଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସଂସ୍ଥାଗୁଡିକୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗତ ୩୦ରେ ନିର୍ଦ୍ଦେଶ ଦେଇଛନ୍ତି। ଏହିସବୁ ଅନୁଷ୍ଠାନ ସହ ନିୟମିତ ଯୋଗାଯୋଗରେ ରହିବା ସହ ଖାଦ୍ୟ ଏବଂ ସ୍ବାସ୍ଥ୍ୟ ସଂପର୍କିତ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।