IAS - The Sakala

ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ-୨୦୨୪; ଶକ୍ତି ଦୁବେ ଟପ୍ପର, ଦ୍ବିତୀୟରେ ହର୍ଷିତା ଗୋୟଲ
ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ-୨୦୨୪ । ଆଇଏଏସ, ଆଇଏଫଏସ, ଆଇପିଏସ ଓ ସେଣ୍ଟ୍ରାଲ ସର୍ଭିଲ ଗ୍ରୁପ-A ଓ ଗ୍ରପ B ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୧୧୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏକ ନମ୍ବର ରାଙ୍କରେ ଅଛନ୍ତି ଶକ୍ତି ଦୁବେ, ଦ୍ବିତୀୟ ସ୍ଥାନରେ ହର୍ଷିତା ଗୋଏଲ ଓ ତୃତୀୟରେ ଅଛନ୍ତି ଡୋଙ୍ଗ୍ରେ ଅର୍ଚ୍ଚିତ ପରାଗ । ଆଇଏଏସ ପାଇଁ ୧୮୦, ଆଇଏଫଏପ-୫୫, ଆଇପିଏସପାଇଁ ୧୪୭ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

[wp-embedder-pack width=”100%” height=”400px” download=”all” download-text=”” attachment_id=”151280″ /]

୪୮ତମ ସ୍ଥାନରେ ଓଡ଼ିଶାର ରିତିକା ରଥ ।୯୫ତମ ସ୍ଥାନରେ ଓଡ଼ିଶାର ଦେବିକା ପ୍ରିୟଦର୍ଶିନୀ । ୯୬ତମ ସ୍ଥାନରେ ଓଡ଼ିଶାର ଆଦିତ୍ୟ ଆଚାର୍ଯ୍ୟ । ୧୬୪ରେ ଦୀପ୍ତି ରଂଜନ ପତି। ୧୭୫ରେ ରଶ୍ମୀ ପ୍ରଧାନ। ୧୯୩ରେ ନୀଳମାଧବ ମିଶ୍ର। ୧୯୮ରେ ଆଶୁତୋଷ ମିଶ୍ର। ୨୧୨ ରାଙ୍କ୍‌ରେ ଅନୁପ ନାୟକ। ୪୧୪ରେ ପଦ୍ମନାଭ ମିଶ୍ର । ୪୧୬ରେ ପ୍ରଶାନ୍ତ ମିଶ୍ର। ୪୨୮ରେ ଧ୍ରୁତିରାଜ ମିଶ୍ର ।୪୪୩ରେ ଅଙ୍କିତା ରଥ। ୫୩୫ରେ କୌଶିକ ମିଶ୍ର ।୫୬୮ରେ ସିମରନ ସାହୁ। ୮୪୦ରେ ରିଶିତା ଦାଶ । ୯୭୧ରେ ଗୋପିନାଥ ସାହୁ। ୯୮୭ରେ ଆଦିତ୍ୟ ବେହେରା ।୯୯୪ତମ ସ୍ଥାନରେ ଅଣ୍ଣପୂର୍ଣ୍ଣା ମିଶ୍ର ସ୍ଥାନ ପାଇଛନ୍ତି।

ପ୍ରକାଶ ପାଇଲା UPSC ସିଭିଲ ସର୍ଭିସ ରେଜଲ୍ଟ, ଇଶିତା କିଶୋର ଟପ୍ପର
ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିସ ରେଜଲ୍ଟ । ମୋଟ ୯୩୩ ଜଣ ପରୀକ୍ଷାର୍ଥୀ  କୃତକାର୍ଯ୍ୟ ହୋଇଛନ୍ତି । ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ଗାରିମା ଲୋହିଆ ୨ୟ ସ୍ଥାନରେ ରହିଛନ୍ତି । ସେହିଭଳି ଉମା ହରାଥି ଏନ୍ ଏହି ତାଲିକାର ୩ୟ ସ୍ଥାନରେ ରହିଛନ୍ତି । ୪ର୍ଥ ସ୍ଥାନରେ ସ୍ମ୍ରିତି ମିଶ୍ର, ୫ମ ସ୍ଥାନରେ ମୟୁର ହାଜାରିକା ରହିଛନ୍ତି। ସେହିପରି ଓଡ଼ିଶାର କସ୍ତୁରୀ ପଣ୍ଡା ୬୭ ତମ ସ୍ଥାନରେ ରହିଛନ୍ତି ।

୩୩ତମ ସ୍ଥାନରେ ଥରୁଣ ପଟ୍ଟନାୟକ ମାଦଳା । ୩୮- ଅନୁପ ଦାସ, ୪୨- ପ୍ରଣିତା ଦାସ, ୫୬- ଅର୍ଣ୍ଣବ ମିଶ୍ର , ୫୮- ଦୀକ୍ଷିତା ଯୋଶୀ, ୬୬- କ୍ରିତକା ମିଶ୍ର, ୬୭- କସ୍ତୁରୀ ପଣ୍ଡା । ୭୩- ପଲ୍ଲବୀ ମିଶ୍ର, ୯୭- ପ୍ରଶାନ୍ତ ରାଜ, ୧୦୬- ସିଦ୍ଧାର୍ଥ ମିଶ୍ର ,୧୩୬- ସୌମ୍ୟରଂଜନ ଦାସ, ୧୪୦- ସୋନାଲି ମିଶ୍ର ,୧୬୨- ଦୁର୍ଗା ପ୍ରସାଦ ଅଧିକାରୀ, ୨୬୧- ସତ୍ୟ ପ୍ରକାଶ ମିଶ୍ର ,୩୬୩- ଦିବ୍ୟା ଜୈନ୍‌, ୫୧୬- ତେଜସ୍ବିନୀ ବେହେରା ରହିଛନ୍ତି।

ସୂଚନା ଅନୁଯାୟୀ, ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି । ପରୀକ୍ଷାର୍ଥୀମାନେ ସେମାନଙ୍କର ଫଳାଫଳ ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ଯାଞ୍ଚ କରିପାରିବେ।

ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ: ସରୋଜ କୁମାର ସାମଲ ହେଲେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ
ଭୁବନେଶ୍ବର: ଆଆଇଏଏସ୍‌ ସ୍ତରରେ ରାଜ୍ୟ ସରକାର ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।

ଏଠାରେ ଅବସ୍ଥାପିତ ଥିବା ୨୦୧୧ କ୍ୟାଡର ଆଇଏଏସ୍‌ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ବଦଳି ହୋଇଛି।ଶ୍ରୀ ତ୍ରିପାଠୀଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ଏଥି ସହିତ ଶ୍ରୀ ତ୍ରିପାଠୀଙ୍କ ହାତରେ ଏସ୍‌ସିଏସ୍‌ଟିଆରଟିଆଇ ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଇବେ।

ରାଜ୍ୟରେ ଆଇ.ଏ.ଏସ୍ ପରୀକ୍ଷାରେ ସଫଳତା ହାର ବଢ଼ାଇବା ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ପ୍ରୟାସ
ଭୁବନେଶ୍ବର:  ଆଇ.ଏ.ଏସ୍. ପରୀକ୍ଷାରେ ରାଜ୍ୟର ସଫଳତା ହାର ବଢ଼ାଇବା ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ପ୍ରୟାସ । ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆ ଯୁବକଯୁବତୀମାନଙ୍କର ସଫଳତା ହାର ବଢ଼ାଇବା ନିମନ୍ତେ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ କରାଯାଇଛି । ଚଳିତ ୨୦୨୨ ବର୍ଷ ସଭିଲ୍ ସର୍ଭିସେସ୍ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଆ ଯୁବକଯୁବତୀମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ଦିଗ୍ ଦର୍ଶନ ଓ ପରାମର୍ଶ ଦେବା ପାଇଁ ଏକ ସ୍ୱତନ୍ତ୍ର ସେଲ୍ ଖୋଲାଯାଇଛି।

ଏଥିପାଇଁ ଅନ୍ଲାଇନ୍ ରେଜିଷ୍ଟ୍ରେସନ ବ୍ୟବସ୍ଥା କରାଯାଇଛି। ସିଭିଲ୍ ସର୍ଭିସେସ୍ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏବଂ ଗୋପବନ୍ଧୁ ଏକାଡ଼େମୀର ଦିଗ୍ ଦର୍ଶନ ନେବାକୁ ଇଛୁକଥିବା ଆଶାୟୀ ପ୍ରାର୍ଥୀମାନେ ଚଳିତ ମାସ ଡ଼ିସେମ୍ବର ୧୬ ତାରିଖ ସୁଦ୍ଧା atiodisha@gmail.com ରେ ନିଜ ନିଜ ଇମେଲ୍ରୁ ଅନୁରୋଧ ପତ୍ର ପଠାଇବେ। ଇଛୁକ ପ୍ରାର୍ଥୀମାନଙ୍କଠାରୁ ଆଗ୍ରହ ପତ୍ର ମିଳିବା ପରେ ଏକାଡ଼େମୀ ତରଫରୁ ସେମାନଙ୍କୁ ତୁରନ୍ତ ଯୋଗାଯୋଗ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି  ଜଣାପଡିଛି ।

ଆଇଏଏସ ସ୍ତରରେ ଛୋଟ ଅଦଳବଦଳ : କେନ୍ଦ୍ରକୁ ଗଲେ ଅଶୋକ ମୀନା, ଲୋହାନୀଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ବର : ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ପ୍ରକାଶ ପାଇଛି । ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା କେନ୍ଦ୍ରୀୟ ଡେପୁଟେସରେ ଯିବାପରେ ରାଜ୍ୟ ସରକାର ଛୋଟ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଅନୁସାରେ ୧୯୯୫ ବ୍ୟାଚ୍‌ ଆଇଏଏସ ସୁଶୀଲ କୁମାର ଲୋହାନୀ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ  ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଶ୍ରୀ ଲୋହାନୀ ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି।ଏଥିସହ ତାଙ୍କ ପାଖରେ ଅବାକାରୀ ବିଭାଗର ସଚିବ ପଦ ରହିଛି।

ସେହିପରି ୧୯୯୩ ବ୍ୟାଚ୍‌ ଆଇଏଏସ ତଥା ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ ସିଂହଙ୍କୁ ରାଜ୍ୟ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଶ୍ରୀ ସିଂହ ଓଏମସି ଅଧ୍ୟକ୍ଷ, ଇଡକଲ ଅଧ୍ୟକ୍ଷ, ଓଏମସିଏଲର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇବେ। ଶ୍ରୀ ସିଂହ ଅବକାରୀ ସଚିବ ଭାବେ ଦାୟିତ୍ୱ ନେବା ପରେ ଲୋହାନୀ ଆପେଆପେ ଏହି ପଦରୁ ଅବ୍ୟାହତ ନେଇଯିବେ।

୧୯୯୭ ବ୍ୟାଚ୍‌ ଆଇଏଏସ୍‌ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କୁ ଅତିରିକ୍ତ ଭାବେ ବାଣିଜ୍ୟ କର ଓ ଜିଏସ୍‌ଟି କମିଶନ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଶ୍ରୀ ସିଂହ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ, ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟସିଟି ପରିଚାଳନା ନିର୍ଦ୍ଦେଶ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସୂଚନାଯୋଗ୍ୟ, ଆଇଏଏସ ଅଶୋକ କୁମାର ମୀନାଙ୍କୁ ଗତ ମାସରେ କେନ୍ଦ୍ର ସରକାରରେ ନୂଆ ଦାୟିତ୍ୱ ମିଳିଥିଲା। ସେ ଭାରତୀୟ ଖାଦ୍ୟ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ। ରାଜ୍ୟ ସରକାର ଶୁକ୍ରବାର ତାଙ୍କୁ ରିଲିଭ କରିଥିଲେ ।

ରାଜ୍ଯରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ବର: ରାଜ୍ଯରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ମିଳିଛି। ଏଥିସହ ତାଙ୍କୁ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ  ମିଳିଛି। କେନ୍ଦ୍ରୀୟ ଡେପୁଟେସରୁ ଅରବିନ୍ଦ ପାଢୀ ଫେରିଛନ୍ତି। ତାଙ୍କୁ କୃଷି ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ମିଳିଥିବା ବେଳେ ମତ୍ସ ଓ ପ୍ରାଣୀସମ୍ପଦ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ମିଳିଛି। ସଞ୍ଜୟ କୁମାର ସିଂହଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ମିଳିଥିବା ବେଳେ  ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ  ମିଳିଛି। ଅଶ୍ବଥି ଏସଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ମିଳିଛି।

ମହିଳା ଆଇଏଏସ ଅଧିକାରୀଙ୍କ ଉପରେ ଇଡି ନଜର : ସିଏଙ୍କ ଘରୁ ୨୫ କୋଟି ଜବତ
ରାଞ୍ଚି : ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ସାରା ଦେଶରେ ଚଢ଼ଉ କରିଛି। ଝାଡ଼ଖଣ୍ଡର ବରିଷ୍ଠ ଆଇଏଏସ ଅଧିକାରୀ ପୂଜା ସିଙ୍ଘଲ ଏବଂ ତାଙ୍କ ସହ ଘନିଷ୍ଠ ସମ୍ବନ୍ଧ ଥିବା ବ୍ୟକ୍ତିଙ୍କ ୨୦ଟି ଠିକଣାରେ ଏହି ଚଢ଼ଉ କରାଯାଇଛି। ପୂଜାଙ୍କ ଘନିଷ୍ଠ ଚାର୍ଟାଡ ଆକାଉଣ୍ଟାଣ୍ଟ (ସିଏ)ଙ୍କ ଘରୁ ୨୫ କୋଟି ଟଙ୍କା ଜବତ କରାଯାଇଛି। ଏତେ ଟଙ୍କା ଦେଖି ଇଡି ଅଧିକାରୀମାନେ ଚକିତ ହୋଇଯାଇଥିଲେ ଏବଂ ଟଙ୍କା ଗଣିବା ପାଇଁ ମେସିନ୍‌ ମଗାଇଥିଲେ। ତେବେ ତାଙ୍କ ଘରୁ କେତେ ଟଙ୍କା ମିଳିଛି ତାହାର ସୂଚନା ଅଧିକାରୀମାନେ ଦେଇନାହାନ୍ତି। ସେହିପରି ବିହାରର ମଧୁବନି ସ୍ଥିତି ଘରୁ ପୂଜାଙ୍କ ଶ୍ବଶୁର କାମେଶ୍ବର ଝାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ଇଡି ଟିମ୍‌ ଏକାସଙ୍ଗରେ ଝାଡ଼ଖଣ୍ଡର ରାଞ୍ଚି, ଧାନବାଦ, ଖୁଣ୍ଟି, ରାଜସ୍ଥାନର ଜୟପୁର, ହରିୟାଣାର ଫରିଦାବାଦ ଏବଂ ଗୁରୁଗ୍ରାମ, ପଶ୍ଚିମବଙ୍ଗର କୋଲକାତା, ବିହାରର ମୁଜାଫରପୁର ଏବଂ ଦିଲ୍ଲୀ ଏନସିଆରରେ ଚଢ଼ଉ କରିଥିଲା। ରାଞ୍ଚିର କାଙ୍କେ ମାର୍ଗର ଚାନ୍ଦିନୀ ଚୌକ ସ୍ଥିତ ପଞ୍ଚୱଟି ରେସିଡେନ୍ସିର ୯ ନଂ ବ୍ଲକ, ଲାଲପୁରର ହରିଓମ ଟାୱାର ସ୍ଥିତ ନୂଆ ବିଲ୍ଡିଂ, ବରିୟାତୁର ପଲ୍ସ ହସ୍ପିଟାଲରେ ଚଢ଼ଉ ହୋଇଥିଲା। ଏହି ହସ୍ପିଟାଲ ପୂଜା ସିଙ୍ଘଲଙ୍କ ପତି ତଥା ବ୍ୟବସାୟୀ ଅଭିଷେକ ଝାଙ୍କର। ପୂଜାଙ୍କ ସରକାରୀ ବାସଭବନ ଏବଂ ତାଙ୍କ ସ୍ବାମୀଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଛି। ସେମାନଙ୍କ ଘରୁ ଅନେକ କାଗଜପତ୍ର ଏବଂ ଗୁରୁତ୍ବପୂର୍ଣ୍ଣ ଦଲିଲ ମିଳିଥିବା କୁହାଯାଉଛି।

ସେ ଆଇଏଏସ ଅଧିକାରୀ ରାହୁଲ ପୁରୱାରଙ୍କୁ ଛାଡପତ୍ର ଦେବାପରେ ଅଭିଷେକଙ୍କୁ ବିବାହ କରିଥିଲେ। ପୂଜା ୨୦୦୦ ବ୍ୟାଚର ଆଇଏଏସ ଅଧିକାରୀ। ସେ ଏବେ ଖଣି ଏବଂ ଭୂବିଜ୍ଞାନ ବିଭାଗର ସଚିବ ଅଛନ୍ତି। ସେ ପ୍ରଥମେ ଖୁଣ୍ଟି ଜିଲ୍ଲାର ଉପ-ଜିଲ୍ଲାପାଳ ଥିଲେ। ତାଙ୍କ ସମୟରେ ମନରେଗା ଦୁର୍ନୀତି ହୋଇଥିଲା। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ତାଙ୍କର ଘନିଷ୍ଠ ସମ୍ବନ୍ଧ ଥିବା କୁହାଯାଉଛି। ସେ ମୁଖ୍ୟମନ୍ତ୍ରୀ, ତାଙ୍କ ଭାଇ ଏବଂ ଘନିଷ୍ଠ ସହଯୋଗୀଙ୍କୁ ଶାଗମାଛ ଦରରେ ଖଣି ଆବଣ୍ଟନ କରିଥିବା ଅଭିଯୋଗ ହୋଇଛି। ଝାଡ଼ଖଣ୍ଡ ହାଇକୋର୍ଟର ଜଣେ ବରିଷ୍ଠ ଓକିଲ ପୂଜା ସିଙ୍ଘଲଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରିଥିଲେ।

ରାଜ୍ୟରେ ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ
ଭୁବନେଶ୍ବର: ରାଜ୍ୟରେ ସୋମବାର ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସାକ୍ସେନାଙ୍କ ବଦଳି ହୋଇଛନ୍ତି । ତାଙ୍କ ସ୍ଥାନରେ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଦାୟିତ୍ବ ମିଳିଛି । ଶୁଭମ୍ ସାକ୍ସେନାଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଯୁଗ୍ମ ସଚିବ ଦାୟିତ୍ବ ମିଳିଛି। ଏଥିସହ ରାଉରକେଲା ମହାନଗର ନିଗମର କମିଶନର ଦାୟିତ୍ବ ଶୁଭଙ୍କର ମହାପାତ୍ରଙ୍କୁ ମିଳିଛି।