Lava AGNI 5G Smartphone - The Sakala

ଲାଭା କମ୍ପାନୀର ଦମଦାର ଅଫର: ପୁରୁଣା ଫୋନ୍ ଦେଇ ନିଅନ୍ତୁ ମାଗଣାରେ ୫ଜିର ଏକ ନୂତନ ସ୍ମାର୍ଟଫୋନ୍
ନୂଆଦିଲ୍ଲୀ: ଘରୋଇ ସ୍ମାର୍ଟଫୋନ କମ୍ପାନୀ ଲାଭା ଏକ ଦମଦାର ଅଫର ଆଣିଛି । ଲାଭା କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଯେଉଁ ଉପଭୋକ୍ତାମାନେ ରିଅଲମି-୮ଏସ (Realme 8s) ମୋବାଇଲ ଫୋନ ଅଛି ସେମାନେ ଲାଭା ଅଗ୍ନି -୫ଜି (   Lava Agni 5G )  ଫୋନ୍ ସହିତ ଏକ୍ସଚେଞ୍ଜ କରିପାରିବେ। ଏହି ଅଫର Realme 8s ସରିଜର ଉଭୟ ୬ଜିବି ଓ ୮ଜିବି ରାମ ଉପରେ ପ୍ରଯୁଜ୍ୟ। Lava Agni 5G ହେଉଛି କମ୍ପାନୀର ପ୍ରଥମ ୫ଜି ସ୍ମାର୍ଟଫୋନ୍ । ଏହା ବ୍ୟତୀତ ଏହା ହେଉଛି ପ୍ରଥମ ୫ଜି ଫୋନ୍ ଯାହାକି ଏକ ଭାରତୀୟ କମ୍ପାନୀ ଦ୍ୱାରା ଲଞ୍ଚ ହୋଇଛି ।

ଲାଭାର ଏହି ଅଫର୍ ଜାନୁୟାରୀ ୭ ତାରିଖ ପର୍ଯ୍ୟନ୍ତ ରହିବ।  ଯଦି ଆପଣଙ୍କର ଏକ Realme 8s ସ୍ମାର୍ଟଫୋନ୍ ଅଛି, ତେବେ ଆପଣ  ଅନଲାଇନ୍ ଷ୍ଟୋର୍‌ରୁ ଏହି ଏକ୍ସଚେଞ୍ଜର ଅଫରର ଲାଭ ଉଠାଇ ପାରିବେ ।  Lava Agni 5G ର ଭାରତୀୟ ବଜାରର ମୂଲ୍ୟ  ୧୯,୯୯୯ ଟଙ୍କା ରହିଛି।

Lava Agni 5G ରେ ଆଣ୍ଡ୍ରଏଡ୍ ୧୧ ଦିଆଯାଇଛି। ଏହି ଫୋନର  ୬.୭୮ ଇଞ୍ଚର ଫୁଲ ଏଚଡି ଡିସପ୍ଲେ ରହିଛି। ଏହାର ରିଫ୍ରେସ ରେଟ୍ ୯୦ ଜିଗାହର୍ଜ ରହିଛି। ଡିସପ୍ଲେକୁ ଆକର୍ଷଣୀୟ କରିବା ପାଇଁ  ପଞ୍ଚହୋଲ୍ ଦିଆଯାଇଛି। ଏହି ଫୋନରେ ମିଡିଆଟେକ ଡାଇମେନସିଟି ୮୧୦ ପ୍ରୋସେସର ମଧ୍ଯ ରହିଛି। ଏହି ଲାଭା ସ୍ମାର୍ଟଫୋନରେ ୮ଜିବିର ରାମ ସହ ୧୨୮ଜିବିର ଷ୍ଟୋରେଜ ଦିଆଯାଇଛି। ମେମୋରୀ କାର୍ଡ ସାହାଯ୍ୟରେ ମଧ୍ଯ ଷ୍ଟୋରେଜ ବୃଦ୍ଧି କରାଯାଇପାରିବ।

ଲାଭାର ଏହି ଫୋନରେ ଚାରୋଟି ପଛ କ୍ୟାମେରା ଅଛି । ଯେଉଁଥିରେ ପ୍ରାଥମିକ ଲେନ୍ସ ୬୪ ମେଗାପିକ୍ସେଲର ରହିଥିବା ବେଳେ  ଦ୍ୱିତୀୟ ଲେନ୍ସଟି ୫ ମେଗାପିକ୍ସେଲ ରହିଛି। ତୃତୀୟ ଲେନ୍ସଟି ହେଉଛି ୨ ମେଗାପିକ୍ସେଲର ଡେପଥ  ସେନସର ଏବଂ ଚତୁର୍ଥ ଲେନ୍ସ ହେଉଛି ୨ ମେଗାପିକ୍ସେଲ ମାକ୍ରୋ ସେନସର।  ଏଥି ସହିତ ୧୬ ମେଗାପିକ୍ସେଲର ସେଲଫି କ୍ୟାମେରା ଦିଆଯାଇଛି। ସୁପର ନାଇଟ୍ ମୋଡ୍, ପ୍ରୋ ମୋଡ୍ ଭଳି ବିଭିନ୍ନ ଫିଚର ଦିଆଯାଇଛି।

ସଂଯୋଗ ପାଇଁ, ଫୋନରେ ୫ଜି, 4G VoLTE, ୱାଇ-ଫାଇ, ବ୍ଲୁଟୁଥ୍, ଜିପିଏସ୍ / ଏ-ଜିପିଏସ୍ ଏବଂ USB ଟାଇପ୍-ସି ପୋର୍ଟ ଅଛି।  Lava Agni 5G ର ଏକ ସାଇଡ୍ ମାଉଣ୍ଟେଡ୍ ଫିଙ୍ଗର ପ୍ରିଣ୍ଟ୍ ସେନ୍ସର ଅଛି। ଫୋନରେ ୩୦ ୱାଟର ଫାଷ୍ଟ ଚାର୍ଜିଂ ଦିଆଯାଇଛି। ଏହି Lava Agni 5Gରେ ୫୦୦୦ ଏମଏଚର ବ୍ୟାଟେରୀ ଦିଆଯାଇଛି। ଯାହାକୁ ପୂର୍ଣ୍ଣ ଚାର୍ଜ କରିବା ପାଇଁ ୯୦ ନିନିଟ ସମୟ ଲାଗୁଥିବା ଜଣାପଡ଼ିଛି।