junior teacher - The Sakala
ଜୁନିୟର ଟିଚର ନିଯୁକ୍ତି ମାମଲା: ଖାଲି ପଡିଥିବା ୬ ହଜାର ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ହାଇକୋର୍ଟରେ ଜୁନିୟର ଟିଚର ନିଯୁକ୍ତି ମାମଲା। ଖାଲି ପଡିଥିବା ୬ ହଜାର ଶିକ୍ଷକ ପଦବୀରେ ଖୁବଶୀଘ୍ର ନିଯୁକ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ମେରିଟ ଆଧାରରେ ତୁରନ୍ତ ନିଯୁକ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶ । ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର କରିଥିଲେ ବିଜ୍ଞପ୍ତି।ପରୀକ୍ଷା ପରେ ୧୬ ହଜାର ଚୂଡାନ୍ତ ତାଲିକା କରିଥିଲେ ସରକାର। ସେଥିମଧ୍ୟରୁ ପ୍ରାୟ ୨ ହଜାର ଶିକ୍ଷକ ଯୋଗ ଦେଇ ନ ଥିଲେ ।
ସେହି ବିଜ୍ଞପ୍ତି ଅନୁଯାୟୀ, ଖାଲି ଥିବା ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ। ପରୀକ୍ଷା ଦେଇ ମେଧା ତାଲିକାରେ ଥିବା ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ନିର୍ଦ୍ଦେଶ। ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ।
ଭୁବନେଶ୍ୱର: କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌) ନିଯୁକ୍ତି ପାଇଁ ଚୁଡ଼ାନ୍ତ ତାଲିକା ପ୍ରସ୍ତୁତି ସରିଛି। ଜିଲ୍ଲାସ୍ତରରେ ଜିଲ୍ଲାପରିଷଦ ବୈଠକରେ ଅନୁମୋଦନ ପାଇବା ପରେ ନିଯୁକ୍ତି ଦିଆଯିବ। ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୬ ତାରିଖରୁ କାଉନ୍‌ସେଲିଂ ପ୍ରକ୍ରିୟା ସରିଛି। କେଉଁ ବିଦ୍ୟାଳୟରେ କାହାକୁ ନିଯୁକ୍ତି ଦିଆଯିବ ତାହାର ତାଲିକା ମଧ୍ୟ ସମ୍ପୃକ୍ତ ଜିଲ୍ଲାକୁ ପଠା ସରିଛି। ଜିଲ୍ଲା ପରିଷଦ ବୈଠକରେ ଏହାକୁ ଅନୁମୋଦନ ମିଳିବ। ହେଲେ ଗତ ଜୁଲାଇ ୫ ତାରିଖରେ ବିଧାନସଭା ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରି ବିଧାୟକ ସଭ୍ୟ ଥିବା କମିଟିର ବୈଠକ ବିଧାନସଭା ଆରମ୍ଭ ହେବାର ୩ଦିନ ପୂର୍ବରୁ ଏବଂ ସରିବାର ୩ଦିନ ପର୍ଯ୍ୟନ୍ତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲା ପରିଷଦ ବୈଠକରେ ବିଧାୟକ ଜଣେ ସଭ୍ୟ ହୋଇଥିବାରୁ ବୈଠକ ହୋଇପାରିନାହିଁ। ଚଳିତ ସପ୍ତାହରେ ବୈଠକ ନେଇ ନୋଟିସ୍‌ ଜାରି କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଧାନସଭାର ଅଧିବେଶନ ଶେଷ ହେବା ପରେ ପରେ ଜିଲ୍ଲା ପରିଷଦ ବୈଠକ ବସିପାରିବ। ସମସ୍ତ ଜିଲ୍ଲାରେ ୧୮ ତାରିଖ ପୂର୍ବରୁ ବୈଠକ ଶେଷ କରିବା ପାଇଁ ଏବଂ ସମସ୍ତ ସଦସ୍ୟଙ୍କୁ ୭ଦିନ ପୂର୍ବରୁ ଅବଗତ କରିବା ପାଇଁ ନୋଟିସ ଜାରି କରିବାକୁ କୁହାଯାଇଛି। ଜିଲ୍ଲାପରିଷଦ ବୈଠକ ଚୁଡ଼ାନ୍ତ କରି ୭ ଦିନ ମଧ୍ୟରେ ଅବଗତ କରବା ପାଇଁ ଗତକାଲି ଓସେପା ବିଜ୍ଞପ୍ତି ପ୍ରକାଶ କରିଛି।
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି, ଏଣିକି ମାସିକ ମିଳିବ ୨୦,୦୦୦ ଟଙ୍କା
ଭୁବନେଶ୍ବର: ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (Junior Teacher) (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବୀକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା କରିବା ପାଇଁ ସ୍ଥିର କରିଛନ୍ତି। ଏହି ବୃଦ୍ଧି ପିଛିଲା ଭାବେ ତା.୦୧.୦୧.୨୦୨୩ ରିଖ ଠାରୁ ଲାଗୁ ହେବ । ଏହା ଦ୍ୱାରା ରାଜ୍ୟର କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ । ଏଥିପାଇଁ ଅତିରିକ୍ତ ୯୫ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ ହେବ।
ସୂଚନାଯୋଗ୍ୟ ଯେ, 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା କନିଷ୍ଠ ଶିକ୍ଷକମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।
ରାଜ୍ୟରେ ଆହୁରି ସୁଦୃଢ଼ ହେବ ଶିକ୍ଷା ବ୍ୟବସ୍ଥା, ଖୁବ୍‌ଶୀଘ୍ର ଆଉ ୧୦ ହଜାର କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ୱର: ରାଜ୍ୟରେ ଆହୁରି ସୁଦୃଢ଼ ହେବ ଶିକ୍ଷା ବ୍ୟବସ୍ଥା। ଉନ୍ନତ ହେବ ଶୈକ୍ଷିକ ବାତାବରଣ। ରୁଦ୍ଧିମନ୍ତ ହେବ ଶିକ୍ଷାର ମାନ। ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ କରିବା ପାଇଁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ଗୁରୁତ୍ୱାରୋପ କରୁଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌) ପଦରେ ନିଯୁକ୍ତି ଦେବାପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନିୟୋଜନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି।
ସମ୍ପ୍ରତି ୨୦୨୩ ମସିହାରେ ପ୍ରକାଶ ପାଇଥିବା ୨୦ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌) ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହେବା ପରେ ଯଥାଶ୍ରୀଘ୍ର ଏହି ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ। ଏହି ନୂତନ ନିଯୁକ୍ତି ଫଳରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ପଦ ପୂରଣ ହୋଇପାରିବ ବୋଲି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।
ସୂଚନାଯୋଗ୍ୟ, ଦୁଇଟି ବର୍ଗରେ କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌) ପଦ ପାଇଁ ନିଯୁକ୍ତି ଦିଆଯିବ। ପ୍ରଥମ ବର୍ଗରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଓ ଦ୍ୱିତୀୟ ବର୍ଗରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପାଇଁ ଶିକ୍ଷକ ନିଯୁକ୍ତି କରାଯିବ। ଏହି ସମସ୍ତ କନିଷ୍ଠ ଶିକ୍ଷକ ଜିଲ୍ଲା ପରିଷଦ ଅଧୀନରେ ରହିବେ। ସମସ୍ତ ଶିକ୍ଷକଙ୍କୁ ନିର୍ଦ୍ଧାରିତ ପାରିଶ୍ରମିକ ପ୍ରଦାନ କରାଯିବ। ବାର୍ଷିକ ଚୁକ୍ତି ସରିବା ପରେ ଜିଲ୍ଲା ପରିଷଦ ପକ୍ଷରୁ ତାକୁ ନବୀକରଣ କରାଯିବ। ଦକ୍ଷତା ଭିତ୍ତିରେ ଏହାର ନବୀକରଣ କରାଯିବ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏହି ଦକ୍ଷତା ପ୍ରମାଣ ପତ୍ର ପ୍ରଦାନ କରିବେ।
ଆସିଲା ଜୁନିୟର ଟିଚର୍ସ ପାଇଁ CBT ଦେଇଥିବା ପରୀକ୍ଷାର୍ଥୀଙ୍କ Answer Key, ଆପତ୍ତି ଥିଲେ ଗୁରୁବାର ସୁଦ୍ଧା କରିପାରିବେ ଆବେଦନ
ଭୁବନେଶ୍ବର : ରାଜ୍ୟର ୨୦ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପାଇଁ ଓସେପା ପକ୍ଷରୁ କରାଯାଇଥିବା କମ୍ପ୍ୟୁଟର ବେସଡ ଟେଷ୍ଟ (CBT)ର Answer Key ପ୍ରକାଶ ପାଇଛି। ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ର ୱେବସାଇଟ୍‌ରେ Answer Key ପ୍ରକାଶ ପାଇଛି। କମ୍ପ୍ୟୁଟର ବେସଡ ଟେଷ୍ଟ ଦେଇଥିବା ପରୀକ୍ଷାର୍ଥୀମାନେ OSEPAର ଅଫିସିଆଲ୍ ୱେବସାଇଟ୍ osepa.odisha.gov.in ରୁ Answer Key ଡାଉନଲୋଡ୍ କରିପାରିବେ।
ଅନ୍ୟପଟେ ଯଦି କୌଣସି ପରୀକ୍ଷାର୍ଥୀଙ୍କର Answer Keyକୁ ନେଇ କୌଣସି ଆପତ୍ତି ଥାଏ ତେବେ ନଭେମ୍ବର ୨୩(ଗୁରୁବାର) ସୁଦ୍ଧା ଆପତ୍ତି କରିପାରିବେ। ପରୀକ୍ଷାର୍ଥୀମାନେ କେବଳ ୨୩ ତାରିଖ ସୁଦ୍ଧା ୱେବସାଇଟ୍ରେ ଥିବା ଲିଙ୍କରେ ସେମାନଙ୍କର ପ୍ରତିକ୍ରିୟା / ଆପତ୍ତି ଉପସ୍ଥାପନ କରିପାରିବେ। ନଭେମ୍ବର ୨୩ ପରେ ଆଉ କୌଣସି ଆପତ୍ତିକୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଗ୍ରହଣ କରିବ ନାହିଁ। ୨୦ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପାଇଁ ଓସେପା ପକ୍ଷରୁ ନଭେମ୍ବର ୩ ରୁ ୧୭ ପର୍ଯ୍ୟନ୍ତ କମ୍ପ୍ୟୁଟର ବେସଡ ଟେଷ୍ଟ (CBT) ପରୀକ୍ଷା କରାଯାଇଥିଲା।
କିପରି ଡାଉନଲୋଡ କରିବେ Answer Key
ଅଫିସିଆଲ୍ ୱେବସାଇଟ୍ osepa.odisha.gov.in ପରିଦର୍ଶନ କରନ୍ତୁ।
ହୋମ୍‌ପେଜ୍‌ରେ ଥିବା ଜୁନିୟର ଟିଚର୍ସ ରିକ୍ୟୁରମେଣ୍ଟ ଟ୍ୟାବ୍‌ରେ କ୍ଲିକ୍‌ କରନ୍ତୁ
ଏହାପରେ Answer Keyରେ କ୍ଲିକ୍‌ କରନ୍ତୁ
ଏହାପରେ ଲଗ୍‌ଇନ୍‌ ଡିଟେଲ୍ସ ଦାଖଲ କରନ୍ତୁ
ଏହାପରେ Answer Key ଯାଞ୍ଚ କରନ୍ତୁ ଓ ଡାଉନ୍‌ଲୋଡ୍‌ କରନ୍ତୁ
ଯଦି କିଛି ଭୁଲ ଅଛି ତେବେ ନଭେମ୍ବର ୨୩ ସୁଦ୍ଧା ଆପତ୍ତି ଉଠାନ୍ତୁ
କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି, ଉପକୃତ ହେବେ ୩୩,୦୩୮ ଶିକ୍ଷକ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକ ମାନଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୨୨ ଜାନୁଆରୀ ପହିଲାରୁ ଏହି ବର୍ଦ୍ଧିତ ଦରମା କାର୍ଯ୍ୟକାରୀ ହେବ ।
ନିଷ୍ପତ୍ତି ଅନୁଯାୟୀ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ମାନଙ୍କ ବର୍ତ୍ତମାନ ଦରମା ୭୪୦୦ ଟଙ୍କା ଥିବାବେଳେ ଏହା ୧୧,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି କନିଷ୍ଠ ଶିକ୍ଷକ ମାନଙ୍କ ଦରମା ୯,୨୦୦ ଟଙ୍କ ଥିବାବେଳେ ଏହା ୧୩,୮୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୧୬୮ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ନିଷ୍ପତ୍ତି ଦ୍ବାରା ୧୩,୩୨୪ ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଉପକୃତ ହେବାବେଳେ, ୧୯,୭୧୪ କନିଷ୍ଠ ଶିକ୍ଷକ ଉପକୃତ ହେବେ । ସମୁଦାୟ ୩୩,୦୩୮ ଜଣ କନିଷ୍ଠ ଶିକ୍ଷକଙ୍କ ଦରମାରେ ବୃଦ୍ଧି ହେବ।