COVOVAX vaccine - The Sakala

୧୨ରୁ ୧୭ ବର୍ଷର ପିଲାଙ୍କୁ କୋଭୋଭାକ୍ସ ଟିକା ଦେବାପାଇଁ ଅନୁମୋଦନ ଦେଲା NTAGI
ନୂଆଦିଲ୍ଲୀ : ନ୍ୟାସନାଲ୍ ଟେକନିକାଲ୍ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନାଇଜେସନ୍ (NTAGI) ୧୨-୧୭ ବର୍ଷର ପିଲାଙ୍କ ଟିକାକରଣ ଲାଗି ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଅନୁମୋଦନ ପ୍ରଦାନ କରିଛି। କୁହାଯାଇଛି କି କୋଭୋଭାକ୍ସକୁ ଅନୁମତି ମିଳିବା ପରେ କିଶୋରଙ୍କୁ ଟିକାକଣ କରିବାରେ ସରକାରଙ୍କୁ ଅଧିକ ସଫଳତା ମିଳିବ । ଟିକାର ପରୀକ୍ଷଣରୁ ଭଲ ରେଜଲ୍ଟ ମିଳିଥିବାରୁ NTAGI ଏପରି ନିଷ୍ପତ୍ତି ନେଇଛି। ଦେଶରେ ଚତୁର୍ଥ ଲହର ନେଇ ଆଶଙ୍କା ଜାରି ରହିଥିବାବେଳେ ପିଲାଙ୍କୁ ସଂକ୍ରମଣରୁ ରକ୍ଷା କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି ।

NTAGI approves Serum Institute of India’s Covovax for the 12-17 age group: Sources #COVID19 pic.twitter.com/v84yzEAEMA

— ANI (@ANI) April 29, 2022

ଏନଟିଏଜିଆଇଙ୍କ ସୁପାରିସ ପରେ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ଯିବ । ଡିସିଜିଆଇ କୋଭୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିପାରନ୍ତି । ସୂଚନାଯୋଗ୍ୟ, ଭାରତରେ ୧୨-୧୪ ବର୍ଷର ପିଲାମାନଙ୍କୁ ମାର୍ଚ୍ଚ ୧୬ ତାରିଖ ଠାରୁ କରୋନା ନିରୋଧୀ ଟିକାକରଣ ଆରମ୍ଭ ହୋଇ ସାରିଛି । ଏହି କ୍ରମରେ ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କୋର୍ବେବାକ୍ସ ଟିକାକୁ ବ୍ୟବହାର କରାଯାଉଛି।

ସୂଚନାଯୋଗ୍ୟ,   ଏପ୍ରିଲ ମାସ ଆରମ୍ଭରେ ବୈଷୟିକ କମିଟି କୋଭୋଭାକ୍ସକୁ ନେଇ ସମୀକ୍ଷା କରିବାର ଥିଲ। ଏବେ କିଶୋରଙ୍କ ଟିକାକରଣରେ ଏହାର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଗତ ବର୍ଷ ଡିସେମ୍ୱର ୨୮ରେ ବୟସ୍କଙ୍କ ପାଇଁ କୋଭୋଭାକ୍ସ ଟିକାର ବ୍ୟବହାର ପାଇଁ ମଞ୍ଜୁରୀ ଦିଆଯାଇଥିଲା।

କରୋନା ଲଢେଇରେ ସାମିଲ ହେବ ଆଉ ୨ଟିକା: ମିଳିଲା କୋର୍ବେଭାକ୍ସ ଏବଂ କୋଭୋଭାକ୍ସକୁ ମଞ୍ଜୁରୀ
ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ କାୟା ବିସ୍ତାର କରୁଛି। କରୋନାକୁ ହରାଇବା ପାଇଁ  ଜୋରଦାର ଟିକା କରଣ କରାଯାଉଛି। ଏଥିମଧ୍ଯରେ ଆଉ ୨ କରୋନା ଟିକାକୁ  ମଞ୍ଜୁରୀ ମିଳିଲା । ୨ଟି କରୋନା ଟିକା ଓ ଗୋଟିଏ କରୋନା ଔଷଧକୁ ଅନୁମତି ଦେଇଛି ଭାରତ। ୨ଟି ଟିକା ହେଉଛି କୋର୍ବେଭାକ୍ସ ଏବଂ କୋଭୋଭାକ୍ସ। ଏହି ୨ଟି ଟିକା ସହ ଆଣ୍ଟି-ଭାଇରାଲ୍ ଔଷଧ ମଲନୁପିରାଭୀରକୁ କେବଳ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ମିଳିଥିବା ଟ୍ବିଟ କରି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ।

Congratulations India 🇮🇳

Further strengthening the fight against COVID-19, CDSCO, @MoHFW_INDIA has given 3 approvals in a single day for:

– CORBEVAX vaccine
– COVOVAX vaccine
– Anti-viral drug Molnupiravir

For restricted use in emergency situation. (1/5)

— Dr Mansukh Mandaviya (@mansukhmandviya) December 28, 2021

କୋର୍ବେଭାକ୍ସକୁ ହାଇଦ୍ରାବାଦ ଭିତ୍ତିକ କମ୍ପାନି ବାୟୋଲୋଜିକାଲ୍-ଇ ପ୍ରସ୍ତୁତ କରିଥିବା ବେଳେ କୋଭୋଭାକ୍ସକୁ ପ୍ରସ୍ତୁତ କରିଛି ପୁଣେର ସେରମ ଇନଷ୍ଟିଚ୍ୟୁଟ। ଏହା ସହ ଆଣ୍ଟି-ଭାଇରାଲ୍ ଔଷଧ ମଲନୁପିରାଭୀରକୁ ଭାରତରେ ୧୩ଟି କମ୍ପାନି ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାକୁ ଜରୁରୀକାଳୀନ ପରିସ୍ଥିତିରେ ବୟସ୍କ ରୋଗୀଙ୍କ ଚିକିତ୍ସାରେ ସୀମିତ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।

ଏହା ପୂର୍ବରୁ ଭାରତ କୋଭିସିଲ୍ଡ ଓ କୋଭାକ୍ସିନକୁ ଅନୁମତି ଦେଇଥିବା ବେଳେ ଭାରତରେ କୋଟି କୋଟି ଲୋକ ଏହି ଟିକା ଗ୍ରହଣ କରିଛନ୍ତି।