Omicron in India - The Sakala

ଦେଶରେ ୩ହଜାର ପାର କଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ଯା
ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୩୦୦୭କୁ ବୃଦ୍ଧିପାଇଛି। ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୮୭୬ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୪୬୫ ଓ କେରଳରେ ୨୮୪  ଜଣ ଚିହ୍ନଟ ହୋଇଛନ୍ତି।

#Unite2FightCorona#LargestVaccineDrive#OmicronVariant

𝗖𝗢𝗩𝗜𝗗 𝗙𝗟𝗔𝗦𝗛https://t.co/FIvxNve8TT pic.twitter.com/HBMLLIvwd6

— Ministry of Health (@MoHFW_INDIA) January 7, 2022

ଏଥିସହିତ ରାଜସ୍ଥାନ-୨୯୧, ଗୁଜୁରାଟ-୨୦୪ , ତେଲେଙ୍ଗାନା- ୧୦୭, କର୍ଣ୍ଣାଟକ- ୩୩୩, ତାମିଲନାଡୁ- ୧୨୧, ତେଲେଙ୍ଗନା-୯୪,  ହରିଆଣା -୭୧, ଓଡ଼ିଶା-୬୦, ପଶ୍ଚିମବଙ୍ଗ- ୨୭ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଆନ୍ଧ୍ରପ୍ରଦେଶ -୨୮, ଉତ୍ତର ପ୍ରଦେଶ-୩୧, ଆସାମ-୯, ଉତ୍ତରାଖଣ୍ଡ- ୮, ଗୋଆ- ୧୯,ମେଘାଳୟ- ୪,ଆଣ୍ଡାମାନ ନିକୋବର- ୩,  ଚଣ୍ଡିଗଡ- ୩, ଜମ୍ମୁ କାଶ୍ମୀର- ୩।  ପଞ୍ଜାବ ଓ ପୁଡୁଚେରୀରେ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଛତିଶଗଡ, ହିମାଚଳପ୍ରଦେଶ, ଲଦାଖ, ମଣିପୁରରେ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୯୯ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ଯା ୨୬୩୦କୁ ବୃଦ୍ଧି
ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୨୬୩୦କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୭୯୭ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୪୬୫ ଓ କେରଳରେ ୨୩୪ ଜଣ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ରାଜସ୍ଥାନ-୨୩୬, ଗୁଜୁରାଟ-୨୦୪ , ତେଲେଙ୍ଗାନା- ୬୭, କର୍ଣ୍ଣାଟକ- ୨୦୪, ତାମିଲନାଡୁ- ୧୨୧, ତେଲେଙ୍ଗନା-୯୪,  ହରିଆଣା -୭୧, ଓଡ଼ିଶା-୬୧, ପଶ୍ଚିମବଙ୍ଗ- ୨୦ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଆନ୍ଧ୍ରପ୍ରଦେଶ -୨୮, ଉତ୍ତର ପ୍ରଦେଶ-୩୧, ଉତ୍ତରାଖ-ଣ୍ଡ ୮, ଗୋଆ- ୫, ଚଣ୍ଡିଗଡ- ୩, ଜମ୍ମୁ କାଶ୍ମୀର- ୩। ଆଣ୍ଡାମାନ୍ ନିକୋବର, ପଞ୍ଜାବ, ଆସାମ ଓ ପୁଡୁଚେରୀରେ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହିମାଚଳପ୍ରଦେଶ, ଲଦାଖ  ଓ ମଣିପୁର ଓ ପଞ୍ଜାବରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯୫ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ଯା ୧୮୯୨କୁ ବୃଦ୍ଧି, ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ
ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ  ଆକ୍ରାନ୍ତ  ରୋଗୀଙ୍କ ସଂଖ୍ୟା ୧୮୯୨ କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୫୬୮ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୩୮୨  ଓ କେରଳରେ ୧୮୫ ଜଣ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ରାଜସ୍ଥାନ-୧୭୪, ଗୁଜୁରାଟ-୧୫୨ , ତେଲେଙ୍ଗାନା- ୬୭, କର୍ଣ୍ଣାଟକ- ୬୪, ତାମିଲନାଡୁ- ୧୨୧, ହରିଆଣା -୬୩, ଓଡ଼ିଶା-୩୭, ପଶ୍ଚିମବଙ୍ଗ- ୨୦ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଆନ୍ଧ୍ରପ୍ରଦେଶ -୧୭, ଉତ୍ତରାଖ-ଣ୍ଡ ୮, ଉତ୍ତର ପ୍ରଦେଶ-୮, ଚଣ୍ଡିଗଡ- ୩, ଜମ୍ମୁ କାଶ୍ମୀର- ୩, ଉତ୍ତରପ୍ରଦେଶ- ୮, ଗୋଆ- ୫, ଆଣ୍ଡାମାନ ନିକୋବରରୁ -୨ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ। ହିମାଚଳପ୍ରଦେଶ, ଲଦାଖ , ମଣିପୁର ଓ ପଞ୍ଜାବରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୬୬ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ଯା ୧୪୩୧କୁ ବୃଦ୍ଧି, ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ
ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ  ଆକ୍ରାନ୍ତ  ରୋଗୀଙ୍କ ସଂଖ୍ୟା ୧୪୩୧ କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୪୫୪ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୩୫୧ ଓ କେରଳରେ ୧୦୯ ଜଣ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ରାଜସ୍ଥାନ-୬୯, ଗୁଜୁରାଟ-୧୧୫ , ତେଲେଙ୍ଗାନା- ୬୨, କର୍ଣ୍ଣାଟକ- ୩୪, ତାମିଲନାଡୁ- ୧୧୮, ହରିଆଣା -୩୭, ଓଡ଼ିଶା-୧୪, ପଶ୍ଚିମବଙ୍ଗ- ୧୭ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି  ଆନ୍ଧ୍ରପ୍ରଦେଶ -୧୭, ଉତ୍ତରାଖ-ଣ୍ଡ ୪, ଚଣ୍ଡିଗଡ- ୩, ଜମ୍ମୁ କାଶ୍ମୀର- ୩, ଉତ୍ତରପ୍ରଦେଶ- ୮, ଆଣ୍ଡାମାନ ନିକୋବର ଓ ଉତ୍ତର ପ୍ରଦେଶରେ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗୋଆ, ହିମାଚଳପ୍ରଦେଶ, ଲଦାଖ , ମଣିପୁର ଓ ପଞ୍ଜାବରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୮୮ ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ଯା ୧୨୭୦କୁ ବୃଦ୍ଧି, ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ
ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ  ଆକ୍ରାନ୍ତ  ରୋଗୀଙ୍କ ସଂଖ୍ୟା ୧୨୭୦ କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୪୫୦ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୩୨୦ ଓ କେରଳରେ ୧୦୯ ଜଣ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ରାଜସ୍ଥାନ-୬୯, ଗୁଜୁରାଟ-୯୭,  ତେଲେଙ୍ଗାନା- ୬୨, କର୍ଣ୍ଣାଟକ- ୩୪, ତାମିଲନାଡୁ- ୪୬, ହରିଆଣା -୧୪, ଓଡ଼ିଶା-୧୪, ପଶ୍ଚିମବଙ୍ଗ- ୧୧ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି  ଆନ୍ଧ୍ରପ୍ରଦେଶ -୧୬, ଉତ୍ତରାଖ-ଣ୍ଡ ୪, ଚଣ୍ଡିଗଡ- ୩, ଜମ୍ମୁ କାଶ୍ମୀର- ୩, ଉତ୍ତରପ୍ରଦେଶ- ୨, ଆଣ୍ଡାମାନ ନିକୋବର ଓ ଉତ୍ତର ପ୍ରଦେଶରେ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗୋଆ, ହିମାଚଳପ୍ରଦେଶ, ଲଦାଖ , ମଣିପୁର ଓ ପଞ୍ଜାବରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭୪ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ଯା ୯୬୧କୁ ବୃଦ୍ଧି
ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ  ଆକ୍ରାନ୍ତ  ରୋଗୀଙ୍କ ସଂଖ୍ୟା ୯୬୧କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୨୬୩ ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୨୫୨ ଓ ଗୁଜରାଟରେ ୯୭ ଜଣ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ରାଜସ୍ଥାନ-୬୯, କେରଳ- ୬୫, ତେଲେଙ୍ଗାନା- ୬୨, କର୍ଣ୍ଣାଟକ- ୩୪, ତାମିଲନାଡୁ- ୪୫, ହରିଆଣା -୧୨, ପଶ୍ଚିମବଙ୍ଗ- ୧୧ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଓଡ଼ିଶାରେ- ୯, ଆନ୍ଧ୍ରପ୍ରଦେଶ -୧୬, ଉତ୍ତରାଖ-ଣ୍ଡ ୪, ଚଣ୍ଡିଗଡ- ୩, ଜମ୍ମୁ କାଶ୍ମୀର- ୩, ଉତ୍ତରପ୍ରଦେଶ- ୨, ଗୋଆ, ହିମାଚଳପ୍ରଦେଶ, ଲଦାଖ , ମଣିପୁର ଓ ପଞ୍ଜାବରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨୦ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ରାଜସ୍ଥାନରେ ଓମିକ୍ରନ୍ ଆତଙ୍କ, ଗୋଟିଏ ଦିନରେ ୨୧ ଆକ୍ରାନ୍ତ ଚିହ୍ନଟ
ଜୟପୁର: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମ୍ରିକନ ସଂକ୍ରମିତଙ୍କ ସଂଖ୍ୟା। ଭାରତରେ ୪୦୦ ପାର କଲାଣି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାର ରାଜସ୍ଥାନରେ ଓମିକ୍ରନର ୨୧ଟି ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣଙ୍କ ମଧ୍ୟରୁ ଜୟପୁରରୁ ୧୧ ଜଣ ଚିହ୍ନଟ ହୋଇଥିବାବେଳେ ଆଜମେରରୁ ୬, ଉଦୟପୁରରୁ ୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣଙ୍କ ମଧ୍ୟରୁ ୫ ଜଣ ବିଦେଶରୁ ଫେରିଥିବା ଜଣାପଡ଼ିଛି । ଏହାକୁ ମିଶାଇ ରାଜସ୍ଥାନରେ ମୋଟ ୪୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଜୟପୁରରେ ସବୁଠାରୁ ଅଧିକ ୨୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜସ୍ଥାନ ବ୍ୟତୀତ ମହାରାଷ୍ଟ୍ରରେ ବି ଅଧିକ ସଂଖ୍ୟାରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ହାସଲ କରିସାରିଛି । ମହାରାଷ୍ଟ୍ରରେ ୧୦୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ମହାରାଷ୍ଟ୍ର ପରେ ଦିଲ୍ଲୀରେ ବି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି । ଏପରି ସ୍ଥିତିରେ ଆଗକୁ ନୂଆବର୍ଷ ଥିବାରୁ ଅନେକ ରାଜ୍ୟ ନାଇଟ କର୍ଫ୍ୟୁ ଲାଗୁ କରିସାରିଲେଣି ।

ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କେବଳ ଉତ୍ତର ଭାରତରେ ବୃଦ୍ଧି ହୋଇନାହିଁ ଦକ୍ଷିଣ ଭାରତରେ ମଧ୍ୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ତାମିଲନାଡୁରେ ୩୪ ମାମଲାରେ ଚିହ୍ନଟ ହୋଇଥିବାବେଳେ କେରଳରେ ୩୭, ତେଲାଙ୍ଗାନାରେ ୩୮ ମାମଲା ଚିହ୍ନଟ ହୋଇଛି । ବଢ଼ୁଥିବା ମାମଲାକୁ ଦେଖି କୁହାଯାଉଛି କି ଆସନ୍ତା ବର୍ଷ ଫେବ୍ରୁଆରୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପିକରେ ରହିବ । ଏପରି ସ୍ଥିତିରେ କେନ୍ଦ୍ର ସରକାର ବୁଷ୍ଟର ଡୋଜ୍ ନେଇ ଚିନ୍ତା କରୁଥିବା କୁହାଯାଇଛି ।