Dr APJ Abdul Kalam Island - The Sakala

ଖୁବ୍‌ ଶୀଘ୍ର ନୋଟ୍‌ରେ ରହିବ ରବିନ୍ଦ୍ରନାଥ ଠାକୁର, ଅବଦୁଲ କଲାମଙ୍କ ଫଟୋ
ନୂଆଦିଲ୍ଲୀ: ଆଗକୁ ଖୁବ୍ ଶୀଘ୍ର ଆପଣ ନୋଟ୍ ଉପରେ ଦେଶର ଏକାଦଶତମ ରାଷ୍ଟ୍ରପତି ମିସାଇଲ୍ ମ୍ୟାନ୍ ଡ. ଏପିଜେ ଅବଦୁଲ କଲାମ ଏବଂ ରବୀନ୍ଦ୍ରନାଥ ଠାକୁର ଫଟୋ ଦେଖିପାରିବେ। ଅଦ୍ୟାବଧି କେବଳ ଭାରତୀୟ ମୁଦ୍ରା ନୋଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଛପାଯାଇଛି। ଆଗକୁ ମହାତ୍ମା ଗାନ୍ଧୀଙ୍କ ଫଟୋ ସହିତ ଠାକୁର ଏବଂ କଲାମଙ୍କ ଫଟୋ ଥିବା ନୋଟ୍ ଦେଖିବାକୁ ମିଳିବ। ରିପୋର୍ଟ ଅନୁଯାୟୀ, ଅର୍ଥ ମନ୍ତ୍ରାଳୟ ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଅନେକ ନୋଟ୍‌ରେ କଲାମ ଏବଂ ଠାକୁରଙ୍କ ୱାଟର ମାର୍କ ବ୍ୟବହାର କରିବାକୁ ଚିନ୍ତା କରୁଛି। ସୂଚନାନୁସାରେ, ଆରବିଆଇ ଏବଂ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ ମିଟିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏସ୍‌ପିଏମ୍‌ସିଆଇଏଲ୍‌) ଆଇଆଇଟି-ଦିଲ୍ଲୀର ଏମିରେଟସ୍ ପ୍ରଫେସର ଦିଲୀପ ଟି ଶାହାଣୀଙ୍କ ନିକଟକୁ ଗାନ୍ଧୀ, ଠାକୁର ଏବଂ କଲାମଙ୍କ ୱାଟର ମାର୍କର ଦୁଇଟି ଭିନ୍ନ ନମୁନା ପଠାଇଛି। ତାଙ୍କୁ ଦୁଇଟି ସେଟ୍‌ରୁ ବାଛିବାକୁ ଏବଂ ସରକାରଙ୍କ ଚୂଡ଼ାନ୍ତ ବିଚାର ପାଇଁ ରଖିବାକୁ କୁହାଯାଇଛି। ୱାଟର ମାର୍କଗୁଡିକର ଅନୁସନ୍ଧାନ କରୁଥିବା ପ୍ରଫେସର ଶାହାଣୀ ହେଉଛନ୍ତି ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଇନ୍‌ଷ୍ଟ୍ରୁମେଣ୍ଟ ଯନ୍ତ୍ରର ବିଶେଷଜ୍ଞ।

ଅବଦୁଲ କାଲାମ ଦ୍ୱୀପରୁ ବାଲିଷ୍ଟିକ୍ ମିସାଇଲ୍ ‘ପ୍ରଳୟ’ର ସଫଳ ପରୀକ୍ଷଣ, ୩୫୦ରୁ ୫ଶହ କିିମି ପର୍ଯ୍ୟନ୍ତ କରିପାରିବ ଲକ୍ଷ୍ୟଭେଦ
ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ – ଡିଆରଡିଓ ପକ୍ଷରୁ ଆଜି ଓଡିଶା ଉପକୂଳ ଅବଦୁଲ କାଲାମ ଦ୍ୱୀପ ୪ ନମ୍ବର ଲଞ୍ଚ ପ୍ୟାଡ଼ରୁ ‘ପ୍ରଳୟ’ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର ‘ପ୍ରଳୟ’ ଆଜି ପୂର୍ବାହ୍ନରେ ଭଦ୍ରକ ଅବଦୁଲ କଲାମ ଦ୍ୱୀପରୁ ପ୍ରଳୟର ସଫଳ ପରୀକ୍ଷଣ କରାଯାଇଛି । ଯାହା ସମ୍ପୂର୍ଣ୍ଣ ସଫଳ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଭାରତର ପ୍ରତିରକ୍ଷା ବିଭାଗ ବିକଶିତ ଯୁଦ୍ଧକ୍ଷେତ୍ର ବ୍ୟବହାର ପାଇଁ ପ୍ରଳୟ ହେଉଛି ଏକ କଠିନ-ଇନ୍ଧନ ଭୂପୃଷ୍ଠରୁ ସର୍ଟ-ରେଞ୍ଜ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର । ପ୍ରଳୟର ଲକ୍ଷ୍ୟଭେଦ କ୍ଷମତା ରହିଛି ୫୦୦ କିଲୋମିଟର । ଏହାକୁ କଣ୍ଟ୍ରୋଲ ରୁମରୁ ବି ଗାଇଡ କରାଯାଇପାରିବ । ପ୍ରଳୟ ମିସାଇଲରେ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି।

Indigenously developed new surface-to-surface conventional ballistic missile ‘Pralay’ successfully flight tested from Dr APJ Abdul Kalam Island today. #NewTechnologies#AmritMahotsavhttps://t.co/kGgX3RMJ4k pic.twitter.com/cz1qm6OBdy

— DRDO (@DRDO_India) December 22, 2021

ସମ୍ପୁର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବାଲିଷ୍ଟିକ୍‌ ମିସାଇଲ ପ୍ରଳୟର ଓଜନ ୫ଟନ୍‌ ଓ ଏହା ଟାର୍ଗେଟ୍‌କୁ ୧୦ ମିଟର ପରିଧି ମଧ୍ୟରେ ହିଟ୍‌ କରିପାରିବାର କ୍ଷମତା ରଖିଛି । ମାର୍ଚ୍ଚ ୨୦୧୫ରେ ୩୩୨.୮୮ କୋଟି ବଜେଟ୍ ସହିତ ‘ପ୍ରଳୟ’ ବିକାଶ ପାଇଁ ପ୍ରକଳ୍ପ ଅନୁମୋଦନ କରାଯାଇଥିଲା। ସଲିଡ ଫୁଏଲ ଜରିଆରେ ଉତକ୍ଷେପିତ ହୋଇପାରୁଥିବା ଏହି କ୍ଷେପଣାସ୍ତ୍ରକୁ ବିକଶିତ କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ବା ଡିଆରଡିଓ । ଭାରତୀୟ ବାଲିଷ୍ଟିକ ମିସାଇଲ ପ୍ରତିରକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ପୃଥ୍ବୀ ଡିଫେନ୍ସ ଭେଇକଲର ପ୍ରଯୁକ୍ତି ଅନୁସାରେ ଏହି କ୍ଷେପଣାସ୍ତ୍ର ନିର୍ମିତ ହୋଇଛି ।