Class 10 Summative-1 Exam - The Sakala

କାଲିଠୁ ଦଶମ ଶ୍ରେଣୀ ସମ୍ମେଟିଭ-୧ ପରୀକ୍ଷା, ଦିନ ୧୦ରୁ ୧୨ଟା ଯାଏଁ ପରୀକ୍ଷା
କଟକ: ଆସନ୍ତାକାଲିଠୁ ଦଶମ ସମ୍ମେଟିଭ-୧ ପରୀକ୍ଷା । ଦିନ ୧୦ଟାରୁ ଆରମ୍ଭ ହେବ ପରୀକ୍ଷା । ପ୍ରଥମ ଦିନ ଇଂରାଜୀ, ୨୫ରେ ଗଣିତ ଓ ୨୬ ତାରିଖରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିପରି ୨୭ ତାରିଖରେ ପ୍ରାକ୍ଟିକାଲ, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ ଏବଂ ୩୦ ତାରିଖରେ ତୃତୀୟ ଭାଷା ପରୀକ୍ଷା କରାଯିବ । ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତଥର ମାଟ୍ରିକ ପରୀକ୍ଷା ପାଇଁ ମୋଟ ୩ ହାଜର୨୯ଟି ସେଣ୍ଟର କରାଯାଇଛି । ୩୧୬ ନୋଡାଲ ସେଣ୍ଟରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିଛି । ମାଓ ପ୍ରବଣ ଅଞ୍ଚଳ କନ୍ଧମାଳରେ ୭ଟି, ମାଲକାନଗିରିରେ ୧୦ଟି ଓ କୋରାପୁଟରେ ୫ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ଚଳିତ ଥର ୫ ଲକ୍ଷ ୪୦ ହଜାରରୁ ଅଧିକ ପିଲାମାନେ ପରୀକ୍ଷା ଦେବେ l ପରୀକ୍ଷା କେନ୍ଦ୍ର ଭିତରକୁ କେବଳ ପେନ୍ ଓ ଆଡମିଟ କାର୍ଡ ନେଇପାରିବେ ଛାତ୍ରଛାତ୍ରୀ ।

ଆସନ୍ତାକାଲିଠୁ ରାଜ୍ୟରେ ଅନୁଷ୍ଠିତ ହେବ ମାଟ୍ରିକ୍ ସମେଟିଭ-୧ ପରୀକ୍ଷା
ଭୁବନେଶ୍ବର: ବୁଧବାର ରାଜ୍ୟରେ ଅନୁଷ୍ଠିତ ହେବ ମାଟ୍ରିକ୍ ସମେଟିଭ-୧ ପରୀକ୍ଷା । ୫ରୁ ୮ ତାରିଖ ପର୍ଯ୍ଯ ନ୍ତ ପରୀକ୍ଷା ଚାଲିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ପରୀକ୍ଷାକୁ ଶୃଙ୍ଖଳିତ କରିବା ସହ ସମ୍ପାଦନ ସାରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରୀକ୍ଷା ଦ୍ଵାରା ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ବାସ ବଢିବ। କରୋନା ଯୋଗୁଁ ଯଦି ଆଗକୁ ପରିସ୍ଥିତି ଭୟାନକ ହୁଏ, ତାହେଲେ ସମେଟିଭ ପରୀକ୍ଷା ମାଟ୍ରିକ୍ ଫଳାଫଳ ପ୍ରକାଶ ପାଇଁ ଉପଯୋଗୀ ହେବ। ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନା ଅନୁଯାୟୀ, ୩୦୯୩ଟି ସେଣ୍ଟରରେ ପରୀକ୍ଷା ଦେବେ ମୋଟ୍ ୫ ଲକ୍ଷ ୭୬ ହଜାର ଛାତ୍ରଛାତ୍ରୀ । ପରୀକ୍ଷା ପାଇଁ ୩୧୧ଟି ନୋଡାଲ ସେଣ୍ଟର କରାଯାଇଛି । ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି । କପି ରୋକିବାକୁ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି । ଜିଲ୍ଲା ପ୍ରଶାସନକୁ ପରୀକ୍ଷା କେନ୍ଦ୍ର ଗୁଡିକରେ ସରପ୍ରାଇଜ ଭିଜିଟ କରିବାକୁ କୁହାଯାଇଛି । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରକୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମୋବାଇଲ ନେବାକୁ ମନା କରାଯାଇଛି । ସୁରୁଖୁରୁରେ ପରୀକ୍ଷା ସମ୍ପାଦନ କରିବାକୁ ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

ଜାନୁଆରୀ ୫ରୁ ଦଶମ ସମେଟିଭ-୧ ପରୀକ୍ଷା; ୩୦୯୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫୭୧୯୩୫ ପରୀକ୍ଷାର୍ଥୀ
କଟକ: ଆସନ୍ତା ଜାନୁଆରୀ ୫ ତାରିଖ ଠାରୁ ରାଜ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଥମ ସମେଟିଭ ଆସେସେମେଣ୍ଟ ପରୀକ୍ଷା ଆରମ୍ଭ ହେବ । ୮ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ୨ଟି ସିଟିଂରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ। ୩ ହଜାର ୯୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ହଜାର ୯୩୫ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ସେହିଭଳି ୩ ହଜାର ୭୩୧ଜଣ ସଂସ୍କୃତ ମଧ୍ୟମା ଛାତ୍ରଛାତ୍ରୀ ମଧ୍ୟ ଏହି ପରୀକ୍ଷା ଦେବେ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା ପରିଚାଳନା ପାଇଁ ସମସ୍ତ ମାଧ୍ୟମିକ ବିଦ୍ୟାଳୟଗୁଡିକୁ ବୋର୍ଡ ପକ୍ଷରୁ ଚିଠି କରାଯାଇଛି। ଗୋଟିଏ ପରୀକ୍ଷା କେନ୍ଦ୍ରରେ କେଉଁ ସ୍କୁଲ ସଂଲଗ୍ନ ରହିଛି, ପରୀକ୍ଷା କେନ୍ଦ୍ରର ନାମ, କେତେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ, କେଉଁ ସ୍କୁଲକୁ ପରୀକ୍ଷା ପାଇଁ ନୋଡାଲ ସେଣ୍ଟର ଭାବେ ଘୋଷଣା କରାଯାଇଛି ତାହାର ସବିଶେଷ ତଥ୍ୟ ଏହି ଚିଠିରେ ଦିଆଯାଇଛି। ସ୍କୁଲଗୁଡିକର ପ୍ରଧାନଶିକ୍ଷକମାନେ ମଧ୍ୟ ବୋର୍ଡ ୱେବସାଇଟରୁ ସ୍କୁଲ କୋର୍ଡ ମାଧ୍ୟମରେ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ ବୋଲି ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଏହି ପରୀକ୍ଷା ବାବଦରେ ସବୁ ସୂଚନା ମାଧ୍ୟମିକ ବୋର୍ଡ ୱେବସାଇଟ www.bseodisha.ac.in ରେ ଛଡାଯାଇଛି ।