IIndia - The Sakala

ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀରରୁ ମିଳିଲା ପରଫ୍ୟୁମ୍‌ ବୋମା; ଛୁଇଁବା ମାତ୍ରେ ହେଉଛି ବ୍ଲାଷ୍ଟ, ଘାଟିରେ ଆତଙ୍କ
ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ନୂଆ ତରିକାରେ ଷଡଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ । ଗତ ଜାନୁଆରୀ ୨୧ରେ ଜମ୍ମୁ-କାଶ୍ମୀରରେ ୨ଟି ଆଇଇଡି ଧମାକା ହୋଇଥିଲା । ଏହି ଆକ୍ରମଣରେ ୯ଜଣ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଆଇଇଡି ବିସ୍ଫୋରଣ କରିଥିବା ଜଣେ ଆତଙ୍କବାଦୀକୁ ପୋଲିସ ଗିରଫ କରିଛି, ଯିଏ ନରଓ୍ଵାଲ ଅଞ୍ଚଳରେ ହୋଇଥିବା ଡବଲ୍‌ ବ୍ଲାଷ୍ଟ୍‍ ରେ ସାମିଲ ଥିଲା। ଏହି ଆତଙ୍କବାଦୀ ପରଫ୍ୟୁମ୍‌ IEDର ବ୍ୟବହାର କରିଥିଲା। ପୋଲିସ ତା’ ପାଖରୁ ପରଫ୍ୟୁମ୍‌ IED ମଧ୍ୟ ଜବତ କରିଛି, ଯାହା ଜମ୍ମୁ-କାଶ୍ମୀରରୁ ପ୍ରଥମ ଥର ମିଳିଛି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲକ୍ସର-ଏ-ତୋଏବା ପାଇଁ କାମ କରୁଥିବା ଏହି ଆତଙ୍କୀ ନିକଟରୁ ଏକ ପରଫ୍ୟୁମ୍ ବମ୍ ଜବତ ହୋଇଛି ।

ପ୍ରଥମ ଥର ପରଫ୍ୟୁମ୍‌ IED ମିଳିବା ଦ୍ୱାରା ଘାଟି ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଏହି IED ଏତେ ଭୟଙ୍କର ଯେ ଏହାକୁ ଖୋଲିବା କିମ୍ବା ଦବାଇବାକୁ ଚେଷ୍ଟା କଲା ମାତ୍ରେ ତାହା ବଡ଼ ଜୋର୍‌ରେ ବିସ୍ଫୋରଣ କରିଥାଏ। ପୋଲିସ ଆରିଫ୍‌ ନାମକ ଆତଙ୍କବାଦୀକୁ ଗିରଫ କରିଛି, ଯିଏ ୩ ବର୍ଷ ହେବ ପାକିସ୍ତାନରେ ରହି ଲସ୍କର-ଏ-ତୈୟବାର ସମ୍ପର୍କରେ ଥିଲା। ସୂଚନା ମୁତାବକ, ୨୦ ଜାନୁୟାରୀରେ ୨ଟି ବମ୍‌ ପ୍ଲାଣ୍ଟ କରାଯାଇଥିଲା ଏବଂ ୨୧ ଜାନୁୟାରୀରେ ୨୦ ମିନିଟ୍‌ ଅନ୍ତରାଳରେ ଘାଟିରେ ଦୁଇ ଦୁଇଟି IED ବିସ୍ଫୋରଣ ହୋଇଥିଲା।

ଲୋକେ ବ୍ୟବହାର କରୁଥିବା ପରଫୁମ୍ କେନକୁ ନେଇ ସେଥିରେ ଆଇଡି ଖଞ୍ଜାଯାଇଥିଲା । ଏବଂ ଲୋକ ଚଳପ୍ରଚଳ କରୁଥିବା ରାସ୍ତାରେ ରଖିଦିଆଯାଇଥିଲା । କୌଣସି ବି ଲୋକ ପରଫ୍ୟୁମ୍ ଡବାରେ ଆଇଇଡି ଥିବା ଜାଣିପାରିନଥିଲେ । ତେଣୁ ପରଫ୍ୟୁମ୍ ଡବାକୁ ଛୁଇଁବା ମାତ୍ରେ ବଡ ବିସ୍ଫୋରଣ ହୋଇଥିଲା ।

ସ୍ବର୍ଣ୍ଣ ମନ୍ଦିରରେ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଲୋକେ
ଅମୃତସର: ଶିଖ୍‌ଙ୍କ ସବୁଠାରୁ ବଡ଼ ଧାର୍ମିକସ୍ଥଳ ସ୍ବର୍ଣ୍ଣ ମନ୍ଦିରରେ ଶନିବାର ଜଣେ ଯୁବକଙ୍କୁ ପିଟି ପଟି ହତ୍ୟା କରାଯାଇଛି। ଉତ୍ତରପ୍ରଦେଶର ଏହି ଯୁବକ ସ୍ବର୍ଣ୍ଣ ମନ୍ଦିରରେ ଗୁରୁ ଗ୍ରନ୍ଥ ସାହିବକୁ ଅସମ୍ମାନ କରିବାକୁ ପ୍ରୟାସ କରିଥିଲା। ସେ ସେଠାରେ ରଖାଯାଇଥିବା ଶ୍ରୀସାହିବ(କୃପାଣ) ଉଠାଇ ନେଇଥିଲେ।

ଏହା ପରେ ଲୋକ ରୁଣ୍ଡ ହୋଇ ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ସ୍ବର୍ଣ୍ଣ ମନ୍ଦିରରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଶିରୋମଣି ଗୁରୁଦ୍ବାର ପ୍ରବନ୍ଧକ କମିଟି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯୁବକଙ୍କୁ ଦେଖାଇବାକୁ ଏବଂ ଶବ ପୁଲିସକୁ ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତି। ଅମୃତସର ଡିସିପି ପରମିନ୍ଦର ସିଂହ ଭଣ୍ଡାଲା ଯୁବକଙ୍କ ଶବକୁ ସିଭିଲ ହସ୍ପିଟାଲକୁ ପଠାଇ ଦେଇଛନ୍ତି। ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି ଯେ ଯୁବକ ଦର୍ଶନାର୍ଥୀଙ୍କ ମଧ୍ୟରେ ସାମିଲ ଥିଲା। ତାଙ୍କ ଆଗରେ ଜଣେ ଶିଖ୍‌ ଯୁବକ ଛିଡା ହୋଇଥିଲେ। ସେ ପ୍ରଣାମ କରିବା ସମୟରେ ଯୁବକ ଧାଇଁ ଯାଇ ଭିତରେ ପଶି ଯାଇଥିଲା। ସେ ଗୁରୁଗ୍ରନ୍ଥ ସାହିବ ଆଗରେ ରଖାଯାଇଥିବା କୃପାଣ ଉଠାଇ ନେଇଥିଲେ। କିଛି ସେବକ ତାଙ୍କୁ ସେଠାରୁ ଉଠାଇ ନେଇଯାଇ ପିଟି ପିଟି ହତ୍ୟା କରିଥିଲେ।