Vastu Tips For Mirror - The Sakala
ଘରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭିତରେ ରହିଛି ଦର୍ପଣ | ଘରୁ ବାହାରିବା ପୂର୍ବରୁ ସମସ୍ତେ ନିଜକୁ ଦର୍ପଣରେ ଦେଖିଥାନ୍ତି । ତେବେ କେବଳ ସଜବାଜ ହେବାପାଇଁ ନୁହେଁ, ଘରର ବାସ୍ତୁ ସହିତ ମଧ୍ୟ ଦର୍ପଣର ସମ୍ପର୍କ ରହିଛି। ତେଣୁ ବାସ୍ତୁଶାସ୍ତ୍ରରେ ଦର୍ପଣ ପାଇଁ କିଛି ନିୟମ ରହିଛି । ଯଥା –
♦ ଏକାଧୂକ ଦର୍ପଣକୁ ଯୋଡ଼ି ଗୋଟିଏ ବଡ଼ ଦର୍ପଣ ପ୍ରସ୍ତୁତ କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ବ୍ୟକ୍ତିର ଶରୀର ପ୍ରତ୍ୟେକ ଦର୍ପଣରେ ଅଧା ଅଧା ହୋଇ ଦେଖାଯାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହା ଆଦୌ ଶୁଭ ନୁହେଁ ।
♦ ଭାଙ୍ଗି ଯାଇଥିବା, ଫାଟ ପଡ଼ିଥିବା ବା ଦର୍ପଣରେ ଧୂଳି ଜମା ରହିବା ଉଚିତ ନୁହେଁ । କାରଣ ଆମର ମୁଖମଣ୍ଡଳକୁ ସ୍ପଷ୍ଟ କରୁଥିବା ଦର୍ପଣ ଆମର ପ୍ରଭାମଣ୍ଡଳ ବା ‘ଆରା’କୁ ପ୍ରଭାବିତ କରିଥାଏ ।
♦ ଶୋଇବା ଘରର କବାଟ ସାମନାରେ ଦର୍ପଣ ଲଗାଇବା ଶୁଭ ବୋଲି ବିବେଚନା କରାଯାଏ |
♦ ଦର୍ପଣର ଆକାର ବଡ଼ ହେଲେ ମଧ୍ୟ ଓଜନ କମ୍ ହେବା ଉଚିତ।
♦ ଦର୍ପଣକୁ ସବୁବେଳେ ପୂର୍ବ ବା ଉତ୍ତର ଦିଗ କାନ୍ଥରେ ଲଗାନ୍ତୁ । କାରଣ ଦର୍ପଣରେ ନିଜ ମୁହଁ ଦେଖୁଥିବା ବ୍ୟକ୍ତି ଉତ୍ତର କିମ୍ବା ପୂର୍ବ ଦିଗ କରି ଠିଆ ହୋଇପାରିବ ।
♦ ଅଧିକ ସମୟ ଦର୍ପଣର ବ୍ୟବହାର କରିବା ଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।
♦ ଯଦି ଶୋଇବା ଘର ଭିତରେ ଦର୍ପଣ ଅଛି, ତେବେ ଶୋଇବା ପୂର୍ବରୁ ଦର୍ପଣକୁ ଏକ କପଡ଼ା ଦ୍ବାରା ଘୋଡ଼ାଇ ଦେବା ଉଚିତ।
♦ ସବୁବେଳେ ଗୋଲାକାର ଆଇନା କିଣିବା ଶୁଭ ହୋଇଥାଏ |