Vastu Tips For Home - The Sakala
ରୋଷେଇ ଘରେ କେବେ ବି ରଖନ୍ତୁନି ଏହିସବୁ ଜିନିଷ, ହେବ ଅର୍ଥହାନି
ରୋଷେଇ ଘରେ ଦେବୀ ଅନ୍ନପୂର୍ଣ୍ଣା ବାସ କରନ୍ତି ବୋଲି ହିନ୍ଦୁଧର୍ମରେ ବିଶ୍ବାସ ରହିଛି। ତେଣୁ ରୋଷେଇ ଘର ସବୁବେଳେ ସଫାସୁତରା ରଖିବା ପାଇଁ କୁହାଯାଏ। ତେବେ ରୋେଷଇ ଘରେ ଲୋକେ ଅଜାଣତରେ ଏମିତି କିଛି ଜିନିଷ ରଖିଦିଅନ୍ତି,ଯେଉଁଥିପାଇଁ ବାସ୍ତୁଦୋଷ ସୃଷ୍ଟି ହୋଇ ଭବିଷ୍ୟତରେ ଆର୍ଥିକ ସଙ୍କଟର ସାମନା କରିବାକୁ ହୁଏ। ଆସନ୍ତୁ ଜାଣିବା ଏଭଳି ଜିନିଷଗୁଡ଼ିକ ସମ୍ପର୍କରେ…
ରୋଷେଇ ଘରେ ଔଷଧ କିମ୍ବା ଫାଷ୍ଟଏଡ୍‌ ବକ୍ସ ରଖିଥିଲେ ଏହାକୁ ବାହାର କରିଦିଅନ୍ତୁ। ଏଥିଯୋଗୁ ନକାରାତ୍ମକ ଶକ୍ତି ସୃଷ୍ଟି ହେବା ସହିତ ଆର୍ଥିକ ସ୍ଥିତି ଓ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।
ରୋଷେଇ ଘରେ ଦର୍ପଣ ରଖିଥିଲେ କିମ୍ବା ରୋଷେଇଘରେ ବ୍ୟବହୃତ କାଚରେ ଗ୍ୟାସ୍‌ଚୁଲାର ନିଆଁ ପ୍ରତିଫଳିତ ହେଉଥିଲେ, ତୁରନ୍ତ ସେଗୁଡ଼ିକୁ ବାହାର କରିବା ଉଚିତ। ବାସ୍ତୁ ଅନୁଯାୟୀ, ରୋଷେଇ ଘରେ ଏକ ଦର୍ପଣ ରଖିବା ଦ୍ବାରା ଅତିରିକ୍ତ ଅଗ୍ନି ଶକ୍ତି ପ୍ରବାହିତ ସୃଷ୍ଟି ହୁଏ, ଯାହାକି ଅଗ୍ନି ଏବଂ ଜଳ ତତ୍ତ୍ବର ସନ୍ତୁଳନକୁ ପ୍ରଭାବିତ କରେ ଏବଂ ଏହାଦ୍ବାରା ବାସ୍ତୁଦୋଷ ସୃଷ୍ଟି ହୁଏ।
ଅଧିକାଂଶ ଲୋକ ରୋଷେଇ ଘରେ ପରିବା ଚୋପା ଏବଂ ବଳକା ଖାଦ୍ୟ ପକାଇବା ପାଇଁ ଏକ ଡଷ୍ଟବିନ୍‌ ରଖନ୍ତି। ଏହାଦ୍ବାରା ଆମକୁ ସୁବିଧା ମିଳୁଥିଲେ ମଧ୍ୟ ବାସ୍ତୁଦୋଷ ସୃଷ୍ଟି କରେ। ଡଷ୍ଟବିନ୍‌ ହେଉଛି ନକାରାତ୍ମକତାର ପ୍ରତୀକ ଏବଂ ଏହାକୁ ରୋଷେଇ ଘରେ ରଖିବା ଦ୍ବାରା ସ୍ବାସ୍ଥ୍ୟ ଏବଂ ଆର୍ଥିକ ପ୍ରଗତି ଉପରେ କୁପ୍ରଭାବ ପକାଇଥାଏ। ଭଙ୍ଗା ବାସନକୁ ରୋଷେଇ ଘରେ ରଖନ୍ତୁ ନାହିଁ। କାରଣ ଭଙ୍ଗା ବାସନଗୁଡ଼ିକ ଦୁର୍ଭାଗ୍ୟ ଏବଂ ଦାରିଦ୍ର୍ୟତାକୁ ବୃଦ୍ଧି କରେ।
ରୋଷେଇ ଘରେ ଝାଡ଼ୁ ରଖିବା ମଧ୍ୟ ଉଚିତ ନୁହେଁ। ଏହା ଦ୍ବାରା ପରିବାର ସଦସ୍ୟଙ୍କ ଭିତରେ ବିଶ୍ବାସ ଓ ସୁଖଶାନ୍ତି ହ୍ରାସ ହେବା ସହ ଆର୍ଥିକ ସଙ୍କଟ ଦେଖାଯାଏ। ​
ବାସ୍ତୁ ଅନୁସାରେ, କୌଣସି ଘର କିମ୍ବା ଭୂଖଣ୍ଡର ମଧ୍ୟଭାଗକୁ ବ୍ରହ୍ମସ୍ଥାନ କୁହାଯାଏ। ଏହି ସ୍ଥାନରୁ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ତେଣୁ ଏହି ସ୍ଥାନ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଈଶାନ କୋଣ ଭଳି ବ୍ରହ୍ମସ୍ଥାନ ପାଇଁ ମଧ୍ୟ କିଛି ବାସ୍ତୁ ନିୟମ ରହିଛି, ଯାହାକୁ ମାନିବା ଉଚିତ। ତେବେ ଆସନ୍ତୁ ଜାଣିବା ଘରର ବ୍ରହ୍ମସ୍ଥାନ ପାଇଁ ଥିବା ବାସ୍ତୁନିୟମ ସମ୍ପର୍କରେ…
ଘରର ବ୍ରହ୍ମସ୍ଥାନରେ ନିୟମିତ ଭଜନ, କୀର୍ତ୍ତନ, ଭାଗବତ କିମ୍ବା ଗୀତା ପାଠ କରିବା ଦ୍ବାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ।
ଯଦି ସମ୍ଭବ ହୁଏ, ତେବେ ବ୍ରହ୍ମସ୍ଥାନରେ ତୁଳସୀ ଗଛ ରଖନ୍ତୁ।
ଏହି ସ୍ଥାନରେ ବଡ଼ ଗର୍ତ୍ତ, ପାଣି କିମ୍ବା ଅଳିଆ ଜମାକରି ରଖନ୍ତୁ ନାହିଁ। ଈଶାନ କୋଣ ଭଳି ବ୍ରହ୍ମସ୍ଥାନକୁ ନିୟମିତ ସଫାସୁତରା ରଖନ୍ତୁ।
ଘର ନିର୍ମାଣ କରିବା ସମୟରେ ଏହି ସ୍ଥାନକୁ ସାମାନ୍ୟ ଉଚ୍ଚା କରିବା ଆବଶ୍ୟକ।
ଘରର ଏହି ସ୍ଥାନରେ ଭାରୀ ଜିନିଷ, ଝାଡ଼ୁ କିମ୍ବା ଆସବାବପତ୍ର ରଖନ୍ତୁ ନାହିଁ। ଏହି ସ୍ଥାନକୁ ସବୁବେଳେ ସଫା ଓ ଖୋଲା ରଖନ୍ତୁ।
ଘର ନିର୍ମାଣ ସମୟରେ ଏହି ସ୍ଥାନରେ କୌଣସି ଶିଡ଼ି, ବିମ୍‌, ଖମ୍ବ, ଭୂମିଗତ ପାଣିଟାଙ୍କି, ବୋରିଙ୍ଗ୍‌, ସେଫ୍ଟି ଟ୍ୟାଙ୍କ୍‌ କିମ୍ବା ଶୌଚାଳୟ ନିର୍ମାଣ କରନ୍ତୁ ନାହିଁ।
ବ୍ରହ୍ମସ୍ଥାନରେ ଅଇଁଠା ପକାଇବା ବି ଅନୁଚିତ।
ମା’ ଲକ୍ଷ୍ମୀଙ୍କ କୃପାପ୍ରାପ୍ତି ପାଇଁ ଶୋଇବା ପୂର୍ବରୁ କିଛି ଛୋଟ ଛୋଟ କାମ କରିବା ଆବଶ୍ୟକ। ଏସବୁ କାମ ଦ୍ବାରା ଘରର ବାସ୍ତୁଦୋଷ ଦୂର ହେବା ସହିତ ଘରେ ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ସକାରାତ୍ମକ ଶକ୍ତି ବୃଦ୍ଧି ହେବା ଦ୍ବାରା ଘରେ ଧନ ଓ ସୁଖଶାନ୍ତି ବୃଦ୍ଧି ହୁଏ।
ଶୋଇବା ପୂର୍ବରୁ ରୋଷେଇ ଘରକୁ ସଫାସୁତରା ରଖିବା ଉଚିତ।
ରୋଷେଇ ଘରେ ଗୋଟିଏ ବାଲ୍‌ଟିରେ ପାଣି ଭର୍ତ୍ତି କରି ରଖନ୍ତୁ। ଏହାଦ୍ବାରା କରଜ ଓ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଥାଏ।
ପ୍ରତିଦିନ ସନ୍ଧ୍ୟାରେ ଘରର ମୁଖ୍ୟଦ୍ବାର ପାଖରେ ଦୀପ ରଖିବା ସହିତ ଲାଇଟ୍‌ ମଧ୍ୟ ଜଳାଇ ଦିଅନ୍ତୁ।
ରାତି ଶୋଇବା ପୂର୍ବରୁ ଘରର ପୂଜାସ୍ଥଳରେ ପରଦା ଢାଙ୍କି ଦିଅନ୍ତୁ।
ଶୟନ କକ୍ଷରେ ଧୂପ ଦିଅନ୍ତୁ। ଏହାଦ୍ବାରା ନକାରାତ୍ମକ ଶକ୍ତି ଦୂର ହୁଏ।
ଶୋଇବାକୁ ଯିବା ପୂର୍ବରୁ ଘରର ଦକ୍ଷିଣ ଓ ପଶ୍ଚିମ ଦିଗରେ ଦୀପ କିମ୍ବା କୌଣସି କମ୍‌ ଆଲୋକଯୁକ୍ତ ବଲ୍‌ବ ଜାଳନ୍ତୁ। ଏହାଦ୍ବାରା ପିତୃପୁରୁଷମାନଙ୍କର ମାର୍ଗ ପ୍ରଶସ୍ତ ହେବା ସହିତ ସୁଖ,ସମୃଦ୍ଧି ଓ ସମ୍ପନ୍ନତା ବୃଦ୍ଧି ହୋଇଥାଏ।
ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ୭ଟି ଦୌଡ଼ୁଥିବା ଘୋଡ଼ାର ପେଣ୍ଟିଂ ଲଗାଇବା ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଏ। ଏହାକୁ ଘରେ ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ କାମକାର୍ଯ୍ୟରେ ଶୀଘ୍ରତା ପରିଲକ୍ଷିତ ହୁଏ। ଘରେ ଧନବୃଦ୍ଧି ହେବା ସହ ବାଧାବିଘ୍ନ ଦୂର ହୁଏ। ଏହା ସହିତ ଧଳାଘୋଡ଼ା ହେଉଛି ଶାନ୍ତିର ପ୍ରତୀକ। ତେଣୁ ଲୋକେ ନିଜ ଘରେ ଧଳାେଘାଡ଼ାର ପେଣ୍ଟିଂ ଲଗାଇଥାନ୍ତି। କିନ୍ତୁ ଏ ସମ୍ପର୍କିତ କିଛି ବାସ୍ତୁ ନିୟମ ନ ମାନିବା ଦ୍ୱାରା ଏହାର କୁପ୍ରଭାବ ଘର ଉପରେ ପଡ଼େ। ତେଣୁ ଆସନ୍ତୁ ଜାଣିବା ଏହି ପେଣ୍ଟିଂ ସମ୍ପର୍କିତ କିଛି ବାସ୍ତୁ ନିୟମ ।
୭ଟି ଦୌଡ଼ୁଥିବା ଘୋଡ଼ାର ପେଣ୍ଟିଂକୁ ଘରର ପୂର୍ବ ଦିଗରେ ଲଗାଇବା ଶୁଭ ହୋଇଥାଏ। ଏହାଦ୍ୱାରା କ୍ୟାରିୟର୍‌ରେ ସଫଳତା ମିଳେ।
ଦୌଡ଼ୁଥିବା ଘୋଡ଼ାର ପେଣ୍ଟିଂକୁ ଡ୍ରଇଂ ରୁମ୍‌ର ଦକ୍ଷିଣ ଦିଗ କାନ୍ଥରେ ଲଗାନ୍ତୁ।
ଅଫିସ୍‌ରେ ନିଜ କ୍ୟାବିନ୍‌ର ଦକ୍ଷିଣ ଦିଗ କାନ୍ଥରେ ୭ଟି ଘୋଡ଼ାର ପେଣ୍ଟିଂ ଲଗାନ୍ତୁ। ଧ୍ୟାନ ଦିଅନ୍ତୁ ଯେ, ସବୁ ଘୋଡ଼ାର ମୁହଁ କ୍ୟାବିନ୍‌ ଭିତରକୁ ହେବା ଉଚିତ।
ଯୁଦ୍ଧ ସମୟରେ ଦୌଡ଼ୁଥିବା ଘୋଡ଼ାର ଫଟୋକୁ ଘରେ ଲଗାଇବା ଅନୁଚିତ। ଏହାଦ୍ୱାରା ଘରେ ଅଶାନ୍ତି କଳହ ଲାଗି ରୁହେ।
ଚିରି ଯାଇଥିବା ଘୋଡ଼ାର ଫଟୋ ଘରେ ଲଗାଇବା ଅନୁଚିତ। ଏଭଳି ଚିତ୍ର ଘରେ ଲଗାଇବା କ୍ଷତିକାରକ ସାବ୍ୟସ୍ତ ହୋଇପାରେ।
ବାସ୍ତୁଶାସ୍ତ୍ରରେ ନକାରାତ୍ମକ ଶକ୍ତି ଦୂର କରି ସକାରାତ୍ମକ ଶକ୍ତି ବୃଦ୍ଧି କରିବା ପାଇଁ ଗୁରୁତ୍ବ ଦିଆଯାଇଥାଏ। ଘରର ନିର୍ମାଣ ଶୈଳୀ ଓ ଆସବାବପତ୍ର କେଉଁ ଦିଗରେ ରହିଲେ, କିଭଳି ଭାବେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବ, ସେସବୁ ପାଇଁ ଅନେକ ବାସ୍ତୁ ନିୟମ ରହିଛି। ଏହି ଧାରାରେ ଆଲମାରୀ ସମ୍ପର୍କିତ କିଛି ବାସ୍ତୁ ନିୟମ ହେଉଛି…
ବାସ୍ତୁଶାସ୍ତ୍ର ଅନୁସାରେ, ଉତ୍ତର ଦିଗକୁ କୁବେରଙ୍କ ଦିଗ କୁହାଯାଏ। ତେଣୁ ଆଲମାରୀକୁ ଦକ୍ଷିଣ ଦିଗ କାନ୍ଥରେ ଲଗାଇ ରଖନ୍ତୁ, ଯେପରିକି ଆଲମାରୀର କବାଟ ଉତ୍ତର ଦିଗକୁ ଖୋଲୁଥିବ। ଏଭଳି କରିବା ଦ୍ବାରା କେବେ ମଧ୍ୟ ଆର୍ଥିକ ସଙ୍କଟ ଦେଖାଯାଏ ନାହିଁ।
ଟଙ୍କା ରଖାଯାଉଥିବା ଆଲମାରୀ, ବାକ୍ସ, ପର୍ସ କିମ୍ବା ଡବାକୁ କେବେ ମଧ୍ୟ ସମ୍ପୂର୍ଣ୍ଣ ଖାଲି କରିବା ଉଚିତ ନୁହେଁ।
ଉପରୋକ୍ତ ପ୍ରତ୍ୟେକ ସ୍ଥାନକୁ ସଫାସୁତୁରା ରଖିବା ଆବଶ୍ୟକ।
ଅସନା ହାତରେ ପର୍ସ କିମ୍ବା ଆଲମାରୀରୁ ଟଙ୍କା ବାହାର କରନ୍ତୁ ନାହିଁ।
ବାଥ୍‌ରୁମ୍ କିମ୍ବା ଟଏଲେଟ୍‌ର କବାଟ ଖୋଲୁଥିବା ସ୍ଥାନର ସମ୍ମୁଖରେ ଆଲମାରୀ ରଖନ୍ତୁ ନାହିଁ। ଏଭଳି କରିବା ଦ୍ବାରା ଟଙ୍କା ଅଧିକ ଖର୍ଚ୍ଚ ହୋଇଥାଏ।
ଆଲମାରୀରେ ମା’ ଲକ୍ଷ୍ମୀ ଓ କୁବେର ବାସ କରିଥାନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ଆଲମାରୀ ଭିତରେ ଲାଲ୍‌ କପଡ଼ା ରଖି, ତା’ ଉପରେ ଟଙ୍କା ଓ ଗହଣା ଆଦି ରଖନ୍ତୁ।
ଆଲମାରୀ ଖୋଲିବା ପୂର୍ବରୁ ଜୋତା ବା ଚପଲ ବାହାର କରିଦିଅନ୍ତୁ।
ଆଲମାରୀ ପାଖରେ ବୁଢିଆଣୀ ଜାଲି ନ ଲାଗିବା ଓ ଅସନା ନ ହେବା ପ୍ରତି ଧ୍ୟାନ ଦେବା ଉଚିତ। ଆଲମାରୀ ପାଖରେ ଝାଡ଼ୁ ରଖନ୍ତୁ ନାହିଁ।
କୋର୍ଟ କଚେରୀ ସମ୍ପର୍କିତ ବିବାଦୀୟ କାଗଜପତ୍ର କିମ୍ବା ଅଫିସ୍‌ ଫାଇଲ୍‌କୁ ଆଲମାରୀ ଭିତରେ ରଖନ୍ତୁ ନାହିଁ। ଏଥିଯୋଗୁ ମଧ୍ୟ ଆର୍ଥିକ ସମସ୍ୟା ବୃଦ୍ଧି ପାଇଥାଏ।
ବାସ୍ତୁଶାସ୍ତ୍ରରେ ପ୍ରତ୍ୟେକ ବସ୍ତୁ ପାଇଁ ବିଶେଷ ଦିଗ ନିର୍ଦ୍ଧାରିତ କରାଯାଇଛି। ଏହି ଧାରାରେ ଫଟୋଫ୍ରେମ୍‌ ଲଗାଇବା ପାଇଁ ମଧ୍ୟ ବାସ୍ତୁ ନିୟମ ଅଛି। ଫଟୋ ଫ୍ରେମ୍‌ ଘରର ଶୋଭା ବୃଦ୍ଧି କରିଥାଏ। ତେବେ କେଉଁ କାନ୍ଥରେ କାହାର ଫଟୋ ଫ୍ରେମ୍‌ ଲଗାଇବେ, ସେ ସମ୍ପର୍କିତ କିଛି ନିୟମ ହେଉଛି …
ପରିବାର ସଦସ୍ୟଙ୍କ ଫଟୋ ଲଗାଇବା ପାଇଁ ଘରର ଉତ୍ତର, ପୂର୍ବ ଓ ଉତ୍ତର-ପୂର୍ବ ଦିଗ ସବୁଠାରୁ ଉତ୍କୃଷ୍ଟ। ଏଭଳି କରିବା ଦ୍ବାରା ସଦସ୍ୟଙ୍କ ଭିତରେ ସ୍ନେହଶ୍ରଦ୍ଧା ବୃଦ୍ଧି ପାଇଥାଏ।
ଉତ୍ତର, ପୂର୍ବ ଓ ଉତ୍ତର ପୂର୍ବ ଦିଗରେ ବନ୍ଧୁବାନ୍ଧବଙ୍କ ଫଟୋ ମଧ୍ୟ ରଖିପାରିବେ।
ଯଦି ପରିବାର ମଧ୍ୟରେ ସବୁବେଳେ କଳହ କିମ୍ବା ଅଶାନ୍ତି ଲାଗି ରହୁଛି, ତେବେ ପ୍ରତ୍ୟେକ ସଦସ୍ୟଙ୍କର ଏକ ଫ୍ୟାମିଲି ଫଟୋ ପୂର୍ବ ଦିଗ କାନ୍ଥରେ ଲଗାନ୍ତୁ।
ଦମ୍ପତି ନିଜର ଫଟୋକୁ ଗୋଟିଏ ଫ୍ରେମ୍‌ରେ ଲଗାନ୍ତୁ। ଭିନ୍ନ ଭିନ୍ନ ଫ୍ରେମ୍‌ରେ ଲଗାଇବା ଅଶୁଭ ହୋଇଥାଏ।
ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ଘରେ ରାଧାକୃଷ୍ଣଙ୍କ ଫଟୋ ଲଗାନ୍ତୁ।
ଘରର ଦକ୍ଷିଣ, ପଶ୍ଚିମ, ଓ ଦକ୍ଷିଣ-ପଶ୍ଚିମ ଦିଗରେ ମୃତ ପରିଜନଙ୍କ ଫଟୋ ଲଗାନ୍ତୁ।
ରୋଷେଇ ଘରେ ମା’ ଅନ୍ନପୂର୍ଣ୍ଣାଙ୍କ ଫଟୋ ରଖିବା ଉଚିତ। କିନ୍ତୁ ଯଦି ରୋଷେଇ ଘର ଆଗ୍ନେୟ କୋଣରେ ନାହିଁ, ତେବେ ଋଷିମୁନିଙ୍କ କୌଣସି ଫଟୋ ଲଗାନ୍ତୁ।
ଘରର ଯେ କୌଣସି କୋଠରି ହେଉନା କାହିଁକି, ସେଠାରେ ଯୁଦ୍ଧ ପ୍ରସଙ୍ଗ, ମହାଭାରତ, ରାମାୟଣ, କ୍ରୋଧ, ବୈରାଗ୍ୟ, ଭୟାନକ, ବୀଭତ୍ସ, ଅକାଳ, ଶୁଖି ଯାଇଥିବା ଗଛ ଓ କାନ୍ଦୁଥିବା ଶିଶୁର ଫଟୋ ଲଗାନ୍ତୁ ନାହିଁ।
ଧନଲାଭ ପାଇଁ ଉତ୍ତର ଦିଗରେ ମା’ ଲକ୍ଷ୍ମୀ ଓ କୁବେରଙ୍କ ଫଟୋ ଲଗାନ୍ତୁ।
ସକାରାତ୍ମକ ଶକ୍ତି ବୃଦ୍ଧି ଓ ଆର୍ଥିକ ସ୍ତରରେ ଉନ୍ନତି ପାଇଁ ଜାଣନ୍ତୁ ବାସ୍ତୁ ଟିପ୍ସ
ନିଜ ଘରେ ସମସ୍ତେ ସୁଖଶାନ୍ତିରେ ରହିବାକୁ ଚାହାନ୍ତି। ଆର୍ଥିକ ସ୍ତରରେ ଉନ୍ନତି ତଥା ମାନସିକ ଶାନ୍ତି ପାଇଁ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହେବା ଆବଶ୍ୟକ। ବାସ୍ତୁର କିଛି ନିୟମ ମାନିବା ଦ୍ବାରା ଘର ପରିବେଶରେ ସକାରାତ୍ମକତା ଆସିଥାଏ। ସେହିସବୁ ନିୟମଗୁଡ଼ିକ ହେଉଛି –
-ଘରେ କୌଣସି କାମ ଆଶାନୁରୂପ ହେଉ ନ ଥିଲେ, କୌଣସି ସ୍ଥାନରେ ଦୁଇଟି କର୍ପୂର ଖଣ୍ଡକୁ ରଖି ଦିଅନ୍ତୁ। କର୍ପୂର ଉଡ଼ିଗଲା ପରେ ତାହାକୁ ବଦଳାଇ ଦିଅନ୍ତୁ।
-ଘରେ ଥିବା ବାସ୍ତୁଦୋଷକୁ ଦୂର କରିବା ପାଇଁ ୬ଟି କିମ୍ବା ୮ଟି କାଠି ଥିବା ୱିଣ୍ଡ୍‌ ଚାଇମ୍ସ ବ୍ୟବହାର କରନ୍ତୁ। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
-ଘୋଡ଼ା ନାଲକୁ ଘରର ମୁଖ୍ୟ ଦ୍ବାରରେ ଲଗାନ୍ତୁ। ବିଶ୍ବାସ ରହିଛି ଯେ,ଏହା ଘରେ ସକାରାତ୍ମକ ଶକ୍ତି ଆଣିଥାଏ।
-ଲିଭିଙ୍ଗ୍‌ ରୁମ୍‌ରେ ନିଜ ପରିବାରର ଖୁସି ମୁହୂର୍ତ୍ତର ଫଟୋକୁ ଲଗାନ୍ତୁ। ଏହା ଦ୍ବାରା ସମ୍ପର୍କ ମଜଭୁତ ହେବା ସହିତ ମନରେ ସକାରାତ୍ମକ ଚିନ୍ତାଧାରା ଆଣିଥାଏ।
-ଘରେ ଶୁଖିଯାଇଥିବା, ଅସୁନ୍ଦର ଦେଖାଯାଉଥିବା ବା ଥୁଣ୍ଟା ଗଛଗୁଡ଼ିକୁ ବାହାର କରିଦିଅନ୍ତୁ। ଏହା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି କରେ ଫଳରେ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ବୋଲି କୁହାଯାଏ।
-ଯଦି ତାଜା ଫୁଲ ଘରେ ସଜାଉଛନ୍ତି, ତେବେ ପ୍ରତିଦିନ ଫୁଲ ବଦଳାନ୍ତୁ। ଶୁଖିଯାଇଥିବା ଫୁଲ ସକାରାତ୍ମକ ଶକ୍ତି ଆସିବାରେ ବାଧା ସୃଷ୍ଟି କରିଥାଏ।
-ଘରର କାନ୍ଥରେ ଫାଟ ସୃଷ୍ଟି ହେବା, ଘରେ ଅଧିକ ଦିନ ବୁଢିଆଣି ଜାଲ ରହିବା ମଧ୍ୟ ଅଶୁଭ ହୋଇଥାଏ। ଏହାଦ୍ବାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ବୋଲି କୁହାଯାଏ।
ଘରର ଏହି କୋଣରେ ଲଗାନ୍ତୁ ମନିପ୍ଲାଣ୍ଟ, ଆର୍ଥିକସ୍ତରରେ ଉନ୍ନତି ଆସିବା ସହିତ ଦୂର ହୋଇଯିବ ସମସ୍ତ ନକାରାତ୍ମକ ଶକ୍ତି
ମନିପ୍ଲାଣ୍ଟ ଘରର ସୁନ୍ଦରତା ବୃଦ୍ଧି କରିବା ସହିତ ଆର୍ଥିକସ୍ତରରେ ଉନ୍ନତି ଆଣିଥାଏ ବୋଲି ବିଶ୍ବାସ ରହିଛି । ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ମନିପ୍ଲାଣ୍ଟ ସମ୍ପର୍କିତ କିଛି ନୀତିନିୟମ ରହିଛି, ଯାହାକୁ ଅନୁସରଣ କରିବା ଦ୍ବାରା ଘରେ ନକାରାତ୍ମକ ଶକ୍ତି ଦୂର ହେବା ସହିତ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ସେଭଳି କିଛି ନୀତିନିୟମ ହେଉଛି-
ବାସ୍ତୁଶାସ୍ତ୍ର ଅନୁଯାୟୀ, ମନିପ୍ଲାଣ୍ଟକୁ ଘରର ଆଗ୍ନେୟ କୋଣରେ ଲଗାଇବା ଭଲ। ଏହି ଦିଗରେ ମନିପ୍ଲାଣ୍ଟ ଲଗାଇବା ଦ୍ବାରା ଘରକୁ ସକାରାତ୍ମକ ଶକ୍ତି ଆସିବା ସହିତ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ।
ମନିପ୍ଲାଣ୍ଟକୁ ସବୁବେଳେ ଦକ୍ଷିଣ-ପୂର୍ବ ଦିଗରେ ରଖିବା ଶୁଭ ହୋଇଥାଏ। ଏହି ଦିଗରେ ଭଗବାନ ଶ୍ରୀଗଣେଶ ବାସ କରିଥାନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ଏହିଦିଗରେ ମନିପ୍ଲାଣ୍ଟ ରଖିବା ଦ୍ଵାରା ଭାଗ୍ୟରେ ଉନ୍ନତି ହୋଇଥାଏ।
ଉତ୍ତର –ପୂର୍ବ ଦିଗରେ କେବେ ମଧ୍ୟ ମନିପ୍ଲାଣ୍ଟ ଲଗାନ୍ତୁ ନାହିଁ । ନଚେତ୍ ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ବାସ୍ତୁ ଅନୁଯାୟୀ ଦେବଗୁରୁ ବୃହସ୍ପତି ଏହି ଦିଗର ପ୍ରତିନିଧିତ୍ବ କରିଥାନ୍ତି । ଶୁକ୍ର ଓ ବୃହସ୍ପତି ପରସ୍ପରର ବିରୋଧୀ ହୋଇଥିବାରୁ ଏହି ଦିଗରେ ମନିପ୍ଲାଣ୍ଟ ରଖିବ ହାନିକାରକ।
ଘରର ପୂର୍ବ ତଥା ପଶ୍ଚିମ ଦିଗରେ କେବେ ମଧ୍ୟ ମନିପ୍ଲାଣ୍ଟ ଲଗାନ୍ତୁ ନାହିଁ। ଏଭଳି କରିବା ଦ୍ବାରା ମାନସିକ ଅବସାଦ ଓ ମତଭେଦ ସୃଷ୍ଟି ହୋଇଥାଏ।
ମନିପ୍ଲାଣ୍ଟର ଚେରଗୁଡ଼ିକ ମାଟିକୁ ଲାଗିବା ଅଶୁଭ ବୋଲି ବିଚାର କରାଯାଏ। ତେଣୁ ଚେରଗୁଡ଼ିକ ଯେପରି ମାଟିକୁ ନ ଲାଗେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଘରେ ସୁଖଶାନ୍ତି ପାଇଁ ଏହାକୁ କୌଣସି ଦଉଡ଼ି ବା ବାଡ଼ି ସାହାଯ୍ୟରେ ଉପରକୁ ଉଠାଇ ରଖନ୍ତୁ । ଏହାଦ୍ବାରା ମାନସମ୍ମାନ ବୃଦ୍ଧି ପାଏ ।
ଦକ୍ଷିଣ-ପୂର୍ବ ଦିଗରେ ମନିପ୍ଲାଣ୍ଟ ଲଗାଇବା ଅତ୍ୟନ୍ତ ଶୁଭ । ଏହାଦ୍ବାରା ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥାଏ |
ମନିପ୍ଲାଣ୍ଟରେ ଶୁଖୁଲା ପତ୍ରଗୁଡ଼ିକୁ ହଟାଇ ଦିଅନ୍ତୁ ।
ରବିବାର ଦିନ ଏଥିରେ ପାଣି ଦିଅନ୍ତୁ ନାହିଁ। ଅନ୍ୟଦିନରେ ପାଣି ଦେବା ସମୟରେ ହାଲକା କ୍ଷୀର ସେହି ପାଣିରେ ମିଶାନ୍ତୁ।
ମନିପ୍ଲାଣ୍ଟକୁ କଦାପି ଘର ବାହାରେ ଲଗାନ୍ତୁ ନାହିଁ, ସର୍ବଦା ଘର ଭିତରେ ଲଗାନ୍ତୁ ।
ଘରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭିତରେ ରହିଛି ଦର୍ପଣ | ଘରୁ ବାହାରିବା ପୂର୍ବରୁ ସମସ୍ତେ ନିଜକୁ ଦର୍ପଣରେ ଦେଖିଥାନ୍ତି । ତେବେ କେବଳ ସଜବାଜ ହେବାପାଇଁ ନୁହେଁ, ଘରର ବାସ୍ତୁ ସହିତ ମଧ୍ୟ ଦର୍ପଣର ସମ୍ପର୍କ ରହିଛି। ତେଣୁ ବାସ୍ତୁଶାସ୍ତ୍ରରେ ଦର୍ପଣ ପାଇଁ କିଛି ନିୟମ ରହିଛି । ଯଥା –
♦ ଏକାଧୂକ ଦର୍ପଣକୁ ଯୋଡ଼ି ଗୋଟିଏ ବଡ଼ ଦର୍ପଣ ପ୍ରସ୍ତୁତ କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ବ୍ୟକ୍ତିର ଶରୀର ପ୍ରତ୍ୟେକ ଦର୍ପଣରେ ଅଧା ଅଧା ହୋଇ ଦେଖାଯାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହା ଆଦୌ ଶୁଭ ନୁହେଁ ।
♦ ଭାଙ୍ଗି ଯାଇଥିବା, ଫାଟ ପଡ଼ିଥିବା ବା ଦର୍ପଣରେ ଧୂଳି ଜମା ରହିବା ଉଚିତ ନୁହେଁ । କାରଣ ଆମର ମୁଖମଣ୍ଡଳକୁ ସ୍ପଷ୍ଟ କରୁଥିବା ଦର୍ପଣ ଆମର ପ୍ରଭାମଣ୍ଡଳ ବା ‘ଆରା’କୁ ପ୍ରଭାବିତ କରିଥାଏ ।
♦ ଶୋଇବା ଘରର କବାଟ ସାମନାରେ ଦର୍ପଣ ଲଗାଇବା ଶୁଭ ବୋଲି ବିବେଚନା କରାଯାଏ |
♦ ଦର୍ପଣର ଆକାର ବଡ଼ ହେଲେ ମଧ୍ୟ ଓଜନ କମ୍ ହେବା ଉଚିତ।
♦ ଦର୍ପଣକୁ ସବୁବେଳେ ପୂର୍ବ ବା ଉତ୍ତର ଦିଗ କାନ୍ଥରେ ଲଗାନ୍ତୁ । କାରଣ ଦର୍ପଣରେ ନିଜ ମୁହଁ ଦେଖୁଥିବା ବ୍ୟକ୍ତି ଉତ୍ତର କିମ୍ବା ପୂର୍ବ ଦିଗ କରି ଠିଆ ହୋଇପାରିବ ।
♦ ଅଧିକ ସମୟ ଦର୍ପଣର ବ୍ୟବହାର କରିବା ଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।
♦ ଯଦି ଶୋଇବା ଘର ଭିତରେ ଦର୍ପଣ ଅଛି, ତେବେ ଶୋଇବା ପୂର୍ବରୁ ଦର୍ପଣକୁ ଏକ କପଡ଼ା ଦ୍ବାରା ଘୋଡ଼ାଇ ଦେବା ଉଚିତ।
♦ ସବୁବେଳେ ଗୋଲାକାର ଆଇନା କିଣିବା ଶୁଭ ହୋଇଥାଏ |