cold - The Sakala

ନୂଆବର୍ଷରୁ ବଢ଼ିବ ଶୀତ, ପ୍ରବଳ ଜାଡ ସହ ଅସ୍ତବ୍ୟସ୍ତ କରିବ ଘନ କୁହୁଡି
ଭୁବନେଶ୍ୱର: ନୂଆବର୍ଷରୁ ବଢ଼ିବ ଶୀତ । ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରାଯାଇଛି । ପ୍ରବଳ ଜାଡ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ ।

ସେପଟେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ରହିବ । ୨୪ ଘଂଟା ମଧ୍ୟରେ ନବରଙ୍ଗପୁର, ବଲାଙ୍ଗୀର, ବରଗଡ, ସୋନପୁର, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର ଓ ନୂଆପଡାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ୩୧ ତାରିଖରୁ ଆଭ୍ୟନ୍ତରୀଣ ଓଡିଶାର କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ବରଗଡ, ସୁନ୍ଦରଗଡ, ସମେତ କିଛି ଜିଲ୍ଲାରେ ତାପମାତ୍ରା କମିବ । ପରେ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବା ନେଇ ଆକଳନ କରାଯାଇଛି ।

ରାଜ୍ୟରେ ପଶ୍ଚିମାଝଡ଼ ସକ୍ରିୟ ଥିବାବେଳେ ଆସନ୍ତା ୨୪ ଘଂଟା ମଧ୍ୟରେ ଘନ କୁହୁଡି ନେଇ ୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ଦୁଇ ଜିଲ୍ଲାରେ ୫୦ ମିଟର ତଳକୁ ଖସି ଆସିବ ଦୃଶ୍ୟମାନ ଦୂରତା । ସେହିଭଳି କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ ଓ ଅନୁଗୁଳରେ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରାଯାଇଛି । ସେପଟେ ଗତ ୨୪ ଘଂଟା ମଧ୍ୟରେ ପାହାଡିଆ ଅଂଚଳ ଭାବରେ ଜି. ଉଦୟଗିରି ସବୁଠାରୁ ଥଣ୍ଡା ସହର ଭାବରେ ରେକର୍ଡ କରାଯାଇଛି । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସମତଳ ଅଂଚଳ ଭାବରେ ଫୁଲବାଣୀରେ ୧୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୧୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୧୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଜାନୁଆରୀ ପ୍ରଥମ ସପ୍ତାହରେ କମ୍‌ ରହିବ ଶୀତ, ୩ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ଜାରି ରହିଛି। ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ତାପମାତ୍ରା ବୃଦ୍ଧି କରାଇବାରେ ସହାୟକ ହେଉଛି। ଫଳରେ ଶୀତର ପ୍ରକୋପ ଯଥେଷ୍ଟ କମ୍‌‌ ରହୁଛି। ଡିସେମ୍ବର ୩୧ରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ଆରମ୍ଭ ହୋଇଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ତେଣୁ ଜାନୁଆରୀ ପ୍ରଥମ ସପ୍ତାହରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ରବିବାର ସୁଦ୍ଧା ପାରାଦୀପରେ ତାପମାତ୍ରା ସ୍ୱାଭାବାକଠାରୁ ୭.୬ ଡିଗ୍ରୀ ସେଲ୍‌ଫସିୟସ୍‌‌ ଅଧିକ ଥିବା ବେଳେ ଚାନ୍ଦବାଲିରେ ୭.୨, ବାରିପଦାରେ ୬.୬, କଟକରେ ୬.୫ ଓ ବାକି କିଛି ସ୍ଥାନରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି। ଏହି କାରଣ ପାଇଁ ଶୀତ ଗାଏବ ହୋଇଥିବା ବେଳେ ଦିନରେ ତାତି ଅନୁଭୂତ ହେଉଛି।

ଅନ୍ୟପଟେ ତାପମାତ୍ରା ବୃଦ୍ଧି ସହିତ ଜଳୀୟ ବାଷ୍ଫର ପ୍ରଭାବ ଯୋଗୁଁ ବିଭିନ୍ନ ସ୍ଥାନରେ କୁହୁଡ଼ି ପାଇଁ ପାଗ ଅନୁକୂଳ ରହୁଛି। ଯାହାଦ୍ୱାରା ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ କୁହୁଡ଼ି ଆରମ୍ଭ ହୋଇ ସକାଳ ପର୍ଯ୍ୟନ୍ତ ଜାରି ରହୁଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୋମବାର ଅନୁଗୁଳ, ଢେଙ୍କାନାଳ, କଟକ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ବୌଦ୍ଧ, ସୋନପୁର ଆଦିରେ କୁହୁଡ଼ି ହେବାର ସମ୍ଭାବନା ରହିଛି।

ସେହିପରି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାନୁଆରୀ ମାସ ପାଇଁ ପ୍ରକାଶ ପାଇଥିବା ଶୀତ ଅନୁଭୂତ ପୂର୍ବାନୁମାନ ଅନୁଯାୟୀ ଚଳିତ ମାସରେ ପୂର୍ବାପେକ୍ଷା ଶୀତର ପ୍ରକୋପ ଅଧିକ ରହିବ। ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ହେବା ସହିତ ପାରଦ ସ୍ୱାଭାବିକଠାରୁ ତଳକୁ ଖସିବ। ତେଣୁ ଚଳିତ ଶୀତ ଋତୁରେ ଜାନୁଆରୀରେ ତାପମାତ୍ରା ସର୍ବନିମ୍ନ ସ୍ତରକୁ ଯିବାର ସମ୍ଭାବନା ରହିଛି।

ଡିସେମ୍ବର ମାସ ଆରମ୍ଭ ପରେ ବି ରାଜ୍ୟରେ ବଢ଼ୁନାହିଁ ଶୀତ ପ୍ରକୋପ, ସାମୁଦ୍ରିକ ପ୍ରଭାବରୁ ଆର୍ଦ୍ରତା ବୃଦ୍ଧି
ଭୁବନେଶ୍ୱର: ଡିସେମ୍ବର ମାସର ପ୍ରଥମ ସପ୍ତାହ ଅଧା ହେଲାଣି। କିନ୍ତୁ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଶୀତ ପ୍ରକୋପ ବଢ଼଼ୁନାହିଁ। ଏପର୍ଯ୍ୟନ୍ତ ଗୋଟିଏ ବି ଶୀତ ଲହର ଆସି ନ ଥିବା ବେଳେ ସ୍ୱାଭାବିକ ତଳକୁ ତାପମାତ୍ରା ଖସିବାରେ ନାଁ ଧରୁ ନାହିଁ। ଯଦିଓ ଏହି ସମୟ ମଧ୍ୟରେ ୨-୪ ଲେଖାଏଁ ୨ ଟି ପର୍ଯ୍ୟାୟରେ ଶୀତ ପଡ଼ଛି, ମାତ୍ର ଏହା କେବଳ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ହିଁ ସୀମିତ ରହିଛି। ସାରା ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ବଡ଼ ଶୀତ ଅନୁଭୂତ ହୋଇ ନ ଥିବା ବେଳେ କେବେ ଶୀତ ପଡ଼ିବ ତାକୁ ନେଇ ମଧ୍ୟ ଏବେ ବି ଚିତ୍ର ଅସ୍ପଷ୍ଟ ରହିଛି।

ଓଡ଼ିଶା ଉପରେ ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ଆର୍ଦ୍ରତାର ମାତ୍ରା ବୃଦ୍ଧି ପାଇଛି। ଫଳରେ ରାତ୍ରି ତାପମାତ୍ରା ଅନେକ ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ ଅଧିକ ରହିବା ସହ ରାଜ୍ୟରେ ଶୀତର ପ୍ରକୋପ କମ୍‍ ରହୁଛି। ଅନ୍ୟପଟେ ରବିବାର ବେଳଙ୍କୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହି ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଯୋଗୁଁ ରାଜ୍ୟକୁ ପ୍ରଚୁର ମାତ୍ରାରେ ସାମୁଦ୍ରିକ ବାୟୁ ପ୍ରବେଶ କରିବାକୁ ଥିବାରୁ ପ୍ରାୟ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ପୂର୍ବରୁ ନଜିର ରହିଛି ଯେ ଡିସେମ୍ବର କିମ୍ବା ନଭେମ୍ବର ଶେଷ ସୁଦ୍ଧା ଫୁଲବାଣୀରେ ତାପମାତ୍ରା ପାଖାପାଖି ୫ ଡିଗ୍ରୀକୁ ଖସିଆସେ। ବର୍ତ୍ତମାନ ଫୁଲବାଣୀଠାରେ ତାପମାତ୍ରା ସ୍ୱାଭାବିକ ୭.୬ ଡିଗ୍ରୀ ଅଧିକ ରହିଛି। ସେହିପରି ଟିଟଲାଗଡ଼ ଓ ଭବାନୀପାଟଣାରେ ତାପମାତ୍ରା ସ୍ୱାଭାବିକଠାରୁ ୪.୭ ଡିଗ୍ରୀ ଅଧିକ ଥିବା ବେଳେ ଭୁବନେଶ୍ୱରରେ ଏହା ୩.୭ ଡିଗ୍ରୀ ଅଧିକ ରହିଛି। ଉପକୂଳ ଓଡ଼ିଶାର ଚାନ୍ଦବାଲିରେ ତାପମାତ୍ରା ସ୍ୱାଭାବିକଠାରୁ ୫.୭ ଡିଗ୍ରୀ ଅଧିକ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଡିସେମ୍ବର ଓ ଜାନୁଆରୀ ମାସକୁ ରାଜ୍ୟର ପ୍ରମୁଖ ଶୀତ ମାସ ଭାବେ ଧରାଯାଏ। ସାଧାରଣତଃ ଏହି ସମୟରେ କେନ୍ଦ୍ରୀୟ ଭାରତରେ ଗୁରୁଚାପ ବଳୟ ଉତ୍ତରା ଏବଂ ଉତ୍ତରପଶ୍ଚିମା ପବନକୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାରେ ସହଯୋଗ କରିଥାଏ। କିନ୍ତୁ ଚଳିତ ବର୍ଷ ସେପରି କୌଣସି ଗୁରୁଚାପ ବଳୟ ସକ୍ରିୟ ହେଉ ନ ଥିବା ଯୋଗୁଁ ସାମୁଦ୍ରିକ ବାୟୁର ପ୍ରଭାବ ଅଧିକ ରହୁଛି। ଯାହାଦ୍ୱାରା ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହୋଇପାରୁ ନାହିଁ।

ସେହିପରି ଗୁରୁବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୀତ ପ୍ରକୋପ ସମ୍ପର୍କରେ ଜାରି କରାଯାଇଥିବା ଆକଳନ ଅନୁଯାୟୀ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିବ। ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି କୁହାଯାଇଛି। ଅର୍ଥାତ ଚଳିତ ବର୍ଷ ଡିସେମ୍ବର ମାସରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ ବୋଲି ବିଭାଗ ପରୋକ୍ଷରେ ସୂଚନା ଦେଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସ ରହିଛି।

ରାଜ୍ୟରେ ତାପମାତ୍ରା କମିବା ସହ ବଢୁଛି ଶୀତର ପ୍ରକୋପ, ଆହୁରି ୨ରୁ ୩ ଡିଗ୍ରୀ ଖସିବ ପାରଦ
ଭୁବନେଶ୍ବର: ପ୍ରବଳ ଜାଡରେ ଥରୁଛି ଓଡ଼ିଶା । ପାରଦ କ୍ରମଶଃ ତଳକୁ ଖସିବା ସହ ବଢୁଛି ଶୀତର ପ୍ରକୋପ । ସକାଳୁ ସକାଳୁ ସବୁଠି ପ୍ରାୟ ଅଧିକାଂଶ ଜାଗାରେ ଘନ କୁହୁଡ଼ି ଆସ୍ତରଣ । ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରବାହ ହ୍ରାସ ଫଳରେ କମିଛି ତାପମାତ୍ରା । ମେଘମୁକ୍ତ ଆକାଶ ଏବଂ ଥଣ୍ଡା ପବନ ପ୍ରବାହ ପାଇଁ ଶୀତ ବଢିଛି । ସାରା ରାଜ୍ୟରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଯାଏ ପାରଦ କମିଛି । ଫଳରେ ଅଧିକ ଶୀତ ଅନୁଭୂତ ହେଉଛି । ଗତକାଲି ୧୩ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି ।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ହ୍ରାସ ପାଇବ । ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେବ । କୋରାପୁଟ, କନ୍ଧମାଳ ଓ ସୁନ୍ଦରଗଡରେ ଅଧିକ ଶୀତ ପଡ଼ିବ । ଏହା ସହିତ ଘନ କୁହୁଡ଼ି ପଡ଼ିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ଆସନ୍ତା ଡିସେମ୍ବର ୪ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ନେଇ ବିଭିନ୍ନ ମଡେଲ୍‍ ଆକଳନ କରୁଛନ୍ତି। ତେବେ ଏହି ଲଘୁଚାପ କେତେ ଘନୀଭୂତ ହେବ ଓ ଗତିପଥ କଣ ରହିବ ତାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନାହିଁ। ଆଇଏମଡି ପକ୍ଷରୁ ପ୍ରକାଶ ପାଇଥିବା ବିସ୍ତାରତ ପରିସର ଆକଳନରେ ମଧ୍ୟ ଲଘୁଚାପ ସମ୍ପର୍କରେ ସୂଚନା ଦିଆଯାଇଛି। ମାତ୍ର ଏହାର ଘନୀଭୂତ ସମ୍ପର୍କରେ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନଥିବା ଜଣାପଡ଼ିଛି।

ରାଜ୍ୟରେ ତାପମାତ୍ରା କମିବା ସହ ବଢୁଛି ଶୀତ, ଆହୁରି ୫ ଡିଗ୍ରି ଖସିବ ପାରଦ
ଭୁବନେଶ୍ୱର: ରାଜ୍ୟରେ କମୁଛି ତାପମାତ୍ରା ବଢୁଛି ଶୀତ । ଆହୁରି ୩ ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ଖସିବ। ଆସନ୍ତା ୩-୪ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ପାଗ ଶୁଖିଲା ରହିବା ସହ ରାତିର ତାପମାତ୍ରା ହ୍ରାସ ପାଇବ। ତାପମାତ୍ରା କମିବା ଯୋଗୁଁ ଅନେକ ସ୍ଥାନରେ ପାରଦ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମ୍‍ ରହିବ। ଫଳରେ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ। ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଦୁର୍ବଳ ହେଉଥିବାରୁ ତାପମାତ୍ରା ତଳମୁହାଁ ହୋଇଛି। ସେହିପରି ମେଘମୁକ୍ତ ଆକାଶ ଏବଂ ଥଣ୍ଡା ପବନ ପ୍ରବାହ ପାଇଁ ଶୀତ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି। କୋରାପୁଟ, କନ୍ଧମାଳ ସମେତ ସୁନ୍ଦରଗଡରେ ତାପମାତ୍ରା ଏଧିକ କମିବାର ସମ୍ଭାବନା ରହିଛି।

ଆସନ୍ତା ୨ ଦିନ ପରେ ୪ ଡିଗ୍ରୀ କମିବ ତାପମାତ୍ରା, ପୁଣି ବଢିବ ଶୀତର ପ୍ରକୋପ
ଭୁବନେଶ୍ୱର: ଆସନ୍ତା ୨ ଦିନ ପରେ ରାଜ୍ୟରେ ତାମପାତ୍ରା ପୁଣି ହ୍ରାସ ପାଇବ। ଅନେକ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ। ଫଳରେ ରାଜ୍ୟରେ ପୁଣି ଥରେ ପ୍ରବଳ ଶୀତ ଅନୁଭୂତ ହେବ। ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଥିବା ଅବପାତ ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହାଦ୍ୱାରା ପୂର୍ବ ତୁଳନାରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ହୋଇଛି। ଏହି ଅବପାତ ଟି ତାମିଲନାଡୁ -ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ଉପକୂଳ ମୁହାଁ ହୋଇ ୨୨ ସୁଦ୍ଧା ଦୁର୍ବଳ ହେବ। ଏହା ପରେ ରାଜ୍ୟକୁ ପୁଣି ଥରେ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରିବ। ଏହି ବାୟୁ ଶକ୍ତିଶାଳୀ ହେବା ଦ୍ୱାରା ରାଜ୍ୟରେ ତାପମାତ୍ରା ହ୍ରାସ ହେବ ଓ ପୁଣି ଶୀତର ପ୍ରକୋପ ବଢ଼ିବ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଆଦିରେ ସ୍ୱଳ୍ପ ବର୍ଷା ଆଶଙ୍କା ରହିଛି। ବୁଧବାରଠାରୁ ପାଗରେ ପରିବର୍ତ୍ତନ ଆସିବା ସହିତ ସାରା ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ଅନ୍ୟପଟେ ୨୪ ନଭେମ୍ୱର ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ କି ନାହିଁ, ଯଦି ଲଘୁଚାପ ସୃଷ୍ଟି ହୁଏ ତେବେ କେତେ ଘନୀଭୂତ ହେବ ତାହା ବିଭାଗ ସ୍ପଷ୍ଟ କରି ନାହିଁ।

ରାଜ୍ୟରେ ତଳମୁହାଁ ପାରଦ, ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ । ପାରଦ ତଳମୁହାଁ ହେବା ଯୋଗୁଁ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିଛି । ଲଗାତାର ଭାବେ ତାମାତ୍ରା ହ୍ରାସ ହେବା କାରଣରୁ ଥଣ୍ଡା ଅନୁଭୂତ ହେଉଛି । ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋ ଅଧିକ ହେଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ତାମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ପାଣିାପାଗ କେନ୍ଦ୍ରର ସୂଚନା ଅନୁାୟୀ ରାଜ୍ୟର ତାପମାତ୍ରା ହ୍ରାସ ଯୋଗୁଁ ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ଯାଏଁ କମ ରହିବାର ସମ୍ଭାବନା ରହିଛି । ଫଳରେ ଏହି ସବୁ ସ୍ଥାନରେ ଅଧିକ ମାତ୍ରାରେ ଶୀତ ଅନୁଭୂତ ହେବ ବୋଲି କେନ୍ଦ୍ର କହିଛି ।

ଅନ୍ୟଟେ ତାପମାତ୍ରା ହ୍ରାସ କାରଣରୁ ଗତ ୨୪ ଘଣ୍ଟାରେ ରାଜ୍ୟର ୧୪ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିଛି । ପାହାଡ଼ିଆ ଅଞ୍ଚଳ ମଧ୍ୟରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀ ରେ ପାରଦ ରେ ୧୧.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକ ଓ ଭୁବନେଶ୍ୱରରେ ପାରଦ ୧୭ ଡିଗ୍ରୀ ଛୁଇଁଛି । ପାଣିାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୫ ଦିନ ମଧ୍ୟରେ ତାମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଯାହାଦ୍ୱାରା ଏହି ସ୍ଥିତି କିଛି ଦିନ ର୍ପ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି । ଅନ୍ୟଟେ ଆସନ୍ତା ୧୬ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଏହା ପ୍ରଭାବରେ ରାଜ୍ୟକୁ ଆହୁରି ଶୁଷ୍କ ବାୟୁ ପ୍ରବେଶ ବୃଦ୍ଧିାଇବାର ଅଛି । ଯେ ପର୍ଯ୍ୟନ୍ତ ଲଘୁଚାପଟି କୁଳକୁ ନ ଆସିଛି, ସେ ର୍ଯ୍ୟନ୍ତ ଶୀତର ପ୍ରକୋ ଲାଗି ରହିବ ବୋଲି ଜଣାଡ଼ିଛି ।

ଖୁବଶୀଘ୍ର ରାଜ୍ୟରେ ବୃଦ୍ଧି ପାଇବ ଶୀତର ପ୍ରକୋପ, ୪ ଡିଗ୍ରୀ ଖସିବ ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୩-୪ ଦିନ ମଧ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଫଳରେ ବର୍ତ୍ତମାନ ତୁଳନାରେ ରାଜ୍ୟରେ ଅଧିକ ଥଣ୍ଡା ଅନୁଭୂତ ହେବ। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶେଷ ଶୀତ ଅନୁଭୂତ ହୋଇନାହିଁ। ତାପମାତ୍ରା କମିଥିଲେ ମଧ୍ୟ କେବଳ ରାତିରେ ସାମନ୍ୟ ଥଣ୍ଡା ହେଉଛି। କିନ୍ତୁ ଦୁଇ ତିନି ମଧ୍ୟରେ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ହେବା ସହିତ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଆଗକୁ ଓକ ୱେଷ୍ଟର୍ଣ୍ଣ ଡିଷ୍ଟର୍ଭନ୍ସ ଦେଖାଯିବ। ଏହା ପ୍ରାଭବରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରିବ। ଏହାର ଶକ୍ତି ବଢ଼ିବା ଯୋଗୁଁ ରାଜ୍ୟକୁ ଆସୁଥିବା ସାମୁଦ୍ରିକ ବାୟୁ ଦୁର୍ବଳ ହେବ ଓ ଶୀତ ବୃଦ୍ଧି ପାଇବ। ଏହା ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ଗତ ୨୪ ଘଣ୍ଟାରେ ଜି ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ସିମିଳିଗୁଡ଼ାରେ ୧୨.୯ ଓ ବୌଦ୍ଧରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଛି।

ଆହୁରି ୫ ଦିନ ଥରିବ ସାରା ଓଡ଼ିଶା, ୧୨ ଡିଗ୍ରୀ ତଳେ ୧୨ ସହରରର ତାପମାତ୍ରା
ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ନିର୍ଦ୍ଧିଷ୍ଟ ପାଣିପାଗର ପ୍ରଭାବ ନାହିଁ। ତେଣୁ ଆଗାମୀ ୫ ଦିନ ଯାଏଁ ରାଜ୍ୟବ୍ୟାପୀ ପାଖ ମୁଖ୍ୟତଃ ଶୁଖିଲା ରହିବା ସହ ଶୀତର ପ୍ରକୋପ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଡ. ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତ୍ରି ତାପମାତ୍ରା ୦.୩ ଡିଗ୍ରୀରୁ ୨.୭ ଡିଗ୍ରୀ ଯାଏଁ ତଳକୁ ଖସିଛି। ଅପରପକ୍ଷେ ଉପକୂଳ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ୦.୨ରୁ ୧ ଡିଗ୍ରୀ ଯାଏଁ ବୃଦ୍ଧି ପାଇଛି। ସେହିପରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ରାତ୍ରି ତାପମାତ୍ରା ୧ ଡିଗ୍ରୀରୁ ୨.୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇଛି।

ଝାରସୁଗୁଡ଼ାରେ ରାତ୍ରି ତାପମାତ୍ରା ସର୍ବାଧିକ ୨.୬ ଡିଗ୍ରୀ ବୁଦ୍ଧି ପାଇଥିବା ବେଳେ କଟକରେ ୧.୦ ଡିଗ୍ରୀ ବୃଦ୍ଧି ପାଇଛି। ଅପରପକ୍ଷେ ସୋନପୁରରେ ରାତ୍ରି ତାପମାତ୍ରା ସର୍ବାଧିକ ୨.୭ ଡିଗ୍ରୀ ହ୍ରାସ ଘଟିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୧୨ଟି ସହରର ରାତ୍ରି ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିବା ବେଳେ ସବୁଠୁ ଥଣ୍ଡା ସହର ଭାବେ ଫୁଲବାଣୀର ତାପମାତ୍ରା ୭.୦ ଡିଗ୍ରୀ ରେକର୍ଡ କରାଯାଇଛି। ଏହାବ୍ୟତୀତ ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀ, କୋରାପୁଟରେ ଡିଗ୍ରୀ ୭.୫ , ସୁନ୍ଦରଗଡ଼ରେ ୯.୫ ଡିଗ୍ରୀ, ଟିଟଲାଗଡ଼଼ରେ ୯.୮ ଡିଗ୍ରୀ, ଭବାନୀପାଟଣାରେ ଡିଗ୍ରୀ ୧୦.୦, ସୋନପୁର ୧୦.୫ ଡିଗ୍ରୀ, କେନ୍ଦୁଝର ୧୧.୦ ଡିଗ୍ରୀ, ବଲାଙ୍ଗୀର ୧୧.୦ ଡିଗ୍ରୀ, ଅନୁଗୁଳ ୧୧.୦ ଡିଗ୍ରୀ, ମାଲକାନଗିରି ୧୧.୫ ଏବଂ ଚାନ୍ଦବାଲି ଠାରେ ୧୧.୬ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି ବୋଲି ଡ. ଦାସ ସୂଚନା ଦେଇଛନ୍ତି। ରାତ୍ରି ଏବଂ ସ୍ୱାଭାବିକ ତାପମାତ୍ରା ମଧ୍ୟରେ ସର୍ବାଧିକ ବ୍ୟବଧାନ ଗୋପାଳପୁରରେ ୩.୦ ଡିଗ୍ରୀ ରହିଥିବା ସେ ସୂଚନା ଦେଇଛନ୍ତି।

ଆହୁରି ବଢିବ ଶୀତ : ସନ୍ଧ୍ୟା ରୁ ରାତ୍ରୀ ଏବଂ ପାହାନ୍ତିଆରେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗର ପରାମର୍ଶ
ଭୁବନେଶ୍ବର : କ୍ରମାଗତ ୩ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ତଳକୁ ଖସିବାରେ ଲାଗିଛି । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ ଆରମ୍ଭ ହୋଇଯାଇଥିବାରୁ ତାପମାତ୍ରା ହ୍ରାସ ହେଉଛି ଓ ଥଣ୍ଡାର ପ୍ରକୋପ ବଢ଼ିଛି। ଏଥି ସହିତ ଆଗାମୀ ୪ରୁ ୫ ଦିନ ଯାଏଁ ରାଜ୍ୟର ତାପମାତ୍ରା ଆହୁରି ହ୍ରାସ୍‌ ପାଇବ।ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ।

Lowest #Minimum night #Temperatures pic.twitter.com/ejjm7wOwrR

— Meteorological Centre, Bhubaneswar (@mcbbsr) December 17, 2021

ଅନେକ ସହରରେ ରାତିର ତାପମାତ୍ରା ହ୍ରାସ ପାଇଛି । ଆଗକୁ ମଧ୍ୟ ରାଜ୍ୟରେ ଆହୁରି ଶୀତ ବଢିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ । ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବରେ ରାଜ୍ୟରେ ଶୀତ ବଢିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏଥି ସହିତ ପାଣିପାଗ ବିଭାଗ ମଧ୍ୟ ଅତ୍ୟଧିକ ଶୀତ ହେଉଥିବା ସମୟ ସନ୍ଧ୍ୟାରୁ ରାତ୍ର ଏବଂ ପାହାନ୍ତିଆ ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି। ଶୀତରୁ ରକ୍ଷା ପାଇବା ପାଇଁ ଶୀତ ପୋଷାକ ସହ ଏକାଧିକ ପୋଷାକ ପରିଧାନ କରିବାକୁ କହିଛି। ଏଥି ସହିତ ଗୃହପାଳିତ ପଶୁମାନଙ୍କୁ ବାହାରେ ନରଖି ଘରେ ରଖିବାକୁ ପରାମର୍ଶ ଦିଆଯାଇଛି।

ବିଶେଷ ସୂଚନା:
ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ………. pic.twitter.com/lHqeZuAONS

— Meteorological Centre, Bhubaneswar (@mcbbsr) December 17, 2021

ଗତକାଲି ରାଜ୍ୟର ୮ଟି ସହରରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ ରହିଥିଲା । ୬ ଦଶମିକ ୫ ଡିଗ୍ରୀ ସେଲସିୟସ ସହ ଦାରିଙ୍ଗବାଡି ଥିଲା ରାଜ୍ୟର ସବୁଠାରୁ ଥଣ୍ଡା ଅଂଚଳ ।୩ ଦିନ ହେବ ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହେଉଛି।୨୨ ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି| ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ ଡିଗ୍ରୀରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ତଳକୁ ଖସିଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୨ ଡିଗ୍ରୀରୁ ୨ ଡିଗ୍ରୀ ଯାଏଁ ତଳକୁ ଖସିଛି। ସେହିପରି ଉପକୂଳ ଓଡ଼ିଶାରେ ତାପମାତ୍ରା ୦.୨ ଡିଗ୍ରୀରୁ ୧୩ ଡିଗ୍ରୀ ଯାଏଁ ତାପମାତ୍ରା ତଳକୁ ଖସିଛି ବୋଲି କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି।  ଆହୁରି ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ତଳକୁ ଖସିବ। ଶୀତର ପ୍ରକୋପ ଆହୁରି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି।