India in Bhutan - The Sakala

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କରାଯିବ। ମୋଦୀଙ୍କୁ ନାଗଦଗ ପେଲଜୀ ଖୋର୍ଲୋ ଦ୍ବାରା ସମ୍ମାନିତ କରାଯିବାକୁ ଭୁଟାନ ସରକାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗଙ୍କ ଦ୍ବାରା ଏହି ସୂଚନା ଦିଆଯାଇଛି।

Overjoyed to hear His Majesty pronounce Your Excellency Modiji’s @narendramodi name for the highest civilian decoration, Order of the Druk Gyalpo.https://t.co/hD3mihCtSv@PMOIndia @Indiainbhutan pic.twitter.com/ru69MpDWlq

— PM Bhutan (@PMBhutan) December 17, 2021

ଶେରିଙ୍ଗ କହିଛନ୍ତି ଯେ, ପିଏମ ମୋଦୀ ବର୍ଷ ବର୍ଷ ଧରି ବିନା ସର୍ତ୍ତରେ ବନ୍ଧୁତା ବଜାୟ ରଖିଛନ୍ତି। କରୋନା ମହାମାରୀ ସମୟରେ ସହାୟତାର ହାତ ମଧ୍ୟ ବଢାଇଛନ୍ତି। ଶେରିଙ୍ଗ କହିଛନ୍ତି ଯେ ସେ ପିଏମ ମୋଦୀଙ୍କୁ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ଭାବରେ ଦେଖିଛନ୍ତି। ନିକଟ ଅତୀତରେ ଭାରତ ଏବଂ ଭୁଟାନ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ ମଜବୁତ ହୋଇଛି। ବିଶେଷଜ୍ଞଙ୍କ କହିବା ମୁତାବକ ଏହିସବୁ କାରଣରୁ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ଦେବା ପାଇଁ ଘୋଷଣା କରାଯାଇଛି।