car-accident - The Sakala

ଜଣାଶୁଣା ଟିଭି ଅଭିନେତ୍ରୀ ତଥା ଇମଲି ଫେମ୍‌ ହେତଲ ଯାଦବଙ୍କ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲା ଜୀବନ
ମୁମ୍ଵାଇ: ଜଣାଶୁଣା ଟିଭି ଅଭିନେତ୍ରୀ ତଥା ଟେଲିଭିଜନର ମୋଷ୍ଟ ଫେମସ ଶୋ ‘ଇମଲି’ର ଫେମ୍‌ ହେତଲ ଯାଦବଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଳମ୍ବିତ ରାତିରେ ସୁଟିଂ ସାରି ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଘରକୁ ଫେରୁଥିବା ବେଳେ ତାଙ୍କ ଗାଡିକୁ ଏକ ଟ୍ରକ ଧକ୍କା ମାରିଥିଲା। କିନ୍ତୁ ଦୁର୍ଘଟଣାରେ ହେତଲଙ୍କର କିଛି ହୋଇନାହିଁ । ସେ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛନ୍ତି । ଗତ ରାତି ପ୍ରାୟ ୯ଟା ସମୟରେ JVLR ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା ​​।

ସୂଚନା ଅନୁସାରେ, ରାତି ପ୍ରାୟ ୮.୪୫ରେ ଫିଲ୍ମ ସିଟିରୁ ସୁଟିଂ ସାରି ଘରକୁ ଫେରୁଥିବାବେଳେ ଜେଭିଏଲଆର ଛକରେ ଏକ ଟ୍ରକ ଅଭିନେତ୍ରୀଙ୍କ କାରକୁ ଧକ୍କା ଦେବା ସହ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଗାଡି ଓଲଟିବାର ଠିକ୍‌ ପୂର୍ବରୁ ବ୍ରେକ୍‌ ମାରି ଜୀବନ ବଞ୍ଚାଇଛନ୍ତି ଅଭିନେତ୍ରୀ । ସୌଭାଗ୍ୟବଶତଃ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଅଭିନେତ୍ରୀଜଣକ । ଗତ ୨୫ ବର୍ଷରୁ ଅଭିନୟ ଜଗତ ସହ ଜଡିତ ଅଛନ୍ତି ହେତଲ । ଲୋକପ୍ରିୟ ସିରିଏଲ ‘ତାରକ ମେହତା କା ଉଲଟା ଚଷମା’ରେ ଜ୍ବାଲା ଚରିତ୍ରରୁ ଲୋକପ୍ରିୟତା ହାସଲ କରିଛନ୍ତି ହେତଲ ।

ବାଇକ୍ ସହ ମୁହାଁମୁହିଁ ଧକ୍କା ହେଲା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍, ଜଣେ ମୃତ
ଆଠଗଡ଼: ଯାତ୍ରା କଳାକାର ରାଣୀ ପଣ୍ଡାଙ୍କ କାର ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଆଠଗଡ ରାଜନଗର ଗ୍ରାମର ସୁକାନ୍ତ ବେହେରା। ଶୁକ୍ରବାର ରାତିରେ ମୁଣ୍ଡଳୀ- ଆଠଗଡ ମଧ୍ୟବର୍ତ୍ତୀ ମେଘା ଜଙ୍ଗଲର ଡାଳଖାଇ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସୁକାନ୍ତ ଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥା ରେ ତାଙ୍କର ମୃତ୍ୟୁ ଘଟିଛି।

ଘଟଣାରୁ ପ୍ରକାଶ ଯେ, ରାଣୀ ଭୁବନେଶ୍ୱରରୁ ନୟାଗଡ଼ ଅଞ୍ଚଳର ସାତ ମାଇଲି ନିକଟସ୍ଥ ଦୁଦୁରୁକୋଟରେ ଏକ ଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ ରାଣୀ ପଣ୍ଡା । ମୁଣ୍ଡଳୀ ଦେଇ ଆଠଗଡ଼ ଯିବା ବାଟରେ ମେଘା ରାସ୍ତାର ଡାଳଖାଇ ମନ୍ଦିର ନିକଟରେ ସୁକାନ୍ତଙ୍କ ବାଇକ୍ କୁ ରାଣୀଙ୍କ କାର ସାମ୍ନାରୁ ଧକ୍କା ଦେଇଥିଲା। କାରଟି ଦ୍ରୁତ ବେଗରେ ଯାଉଥିବାରୁ ବାଇକ୍ ସହ ବେଶ ଜୋରରେ ବାଡେଇ ହୋଇଥିଲା। ଯାହାଦ୍ବାରା ବାଇକ୍ ଚାଳକ ସୁକାନ୍ତ ଛିଟିକି କାର ଉପରେ ପଡ଼ିଥିଲେ। ଯାହାକୁ ନେଇ ଘଟଣା ସ୍ଥଳରେ ଉତେଜନା ଦେଖା ଦେଇଥିଲା। ସ୍ଥାନୀୟ ଲୋକ ପହଂଚି କାର ଚାଳକଙ୍କୁ ଅଟକ ରଖିଥିଲେ। ଖବର ପାଇ ଆଠଗଡ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲା। ଏହାପରେ ଗୁରୁତର ଅବସ୍ଥାରେ ବାଇକ୍ ଚାଳକ ସୁକାନ୍ତଙ୍କୁ ଆମ୍ବୁଲାନ୍ସ ଦ୍ଵାରା କଟକ ଏସିସିବି ମେଡିକାଲ୍ ପଠାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଅନ୍ୟ ପକ୍ଷରେ ଆଠଗଡ଼ ପୁଲସି କାର ଜବତ କରିବା ସହିତ ଅଭିନେତ୍ରୀ ରାଣୀ ପଣ୍ଡା, କାର ଚାଳକ ଓ ଜଣେ ମହିଳା ସହଯୋଗୀଙ୍କୁ ଥାନାରେ ଅଟକ ରଖି ପଚରଉଚରା ଜାରି ରଖିଛି।

ଦାରିଂବାଡ଼ି ନିକଟ ଏନ୍ ଏଚ ୫୯ ର ଡ଼ାବୁଲୁମାହା ଘାଟିରେ ଦୁର୍ଘଟଣା
କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ନିକଟ ଏନ୍ ଏଚ ୫୯ ର ଡ଼ାବୁଲୁମାହା ଘାଟିରେ ଦୁର୍ଘଟଣା। ଦୁର୍ଘଟଣାରେ ୨ ଆହତ, ଜଣେ ଗୁରୁତର। ସମସ୍ତଙ୍କୁ ଦାରିଂବାଡ଼ି ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। କିଛି ସମୟ ପୂର୍ବରୁ ଘଟିଛି ଦୁର୍ଘଟଣା । ଗାଡ଼ିଟି ଗଜପତି ଜିଲ୍ଲା ମୋହନା ଅଞ୍ଚଳର ବୋଲି ଜଣାପଡିଛି।

୪୦ ଫୁଟ ତଳକୁ ଖସିଲା କାର: ୨ଗୁରୁତର, ୧ ଆହତ
ଯଶିପୁର: ଯଶିପୁର ଠାରୁ ୪ କିମି ଦୂର ଗୋହିରା ବାଙ୍କ ଠାରେ ୪ ଲେନ ରାସ୍ତା ତିଆରି ହେବାପରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଆଜି ଏକ ପରିବାର କୋଲକାତା ରାୟପୁର ଅଭିମୁଖେ ଏକ କାର  (ଏମ୍ ପି ୦୯ ସିପି ୪୧୦୭) ଯୋଗେ ଆସୁଥିବା ବେଳେ କାରଟି ଭାରସାମ୍ୟ ହରାଇ ୪୦ଫୁଟ ତଳକୁ ଖସି ପଡ଼ିଥିଲା। ପାଖରେ ଛେଳି ଚରାଉଥିବା କିଛି ଯୁବକ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଯଶିପୁର ମେଡ଼ିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କାରରେ ଥିବା ମହିଳାଙ୍କ ମୁଣ୍ଡରରେ ଆଘାତ ଲାଗିଛି, ପୁରୁଷ ଜଣଙ୍କ ଗୋଡ଼ ଓ ଆଣ୍ଠୁ ଭାଙ୍ଗି ଯାଇଥିବା ବେଳେ ନିଜ ପୁଅର ସାମାନ୍ୟ ଆଘାତ ଲାଗିଛି। ସେମାନଙ୍କ ଅବସ୍ଥା ଗୁରୁତୁର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କରଞ୍ଜିଆ ଡାକ୍ତରଖାନାକୁ ପଠାଯାଇଛି।

ସୂଚନା ଅନୁଯାୟୀ, ଜାତୀୟ ରାଜପଥ ଅଧିକାରୀ ମାନଙ୍କର ସର୍ଭେର ତୃଟି ଯୋଗୁଁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟି ଚାଲିଛି। ଏହି ତୃଟି ପାଇଁ ବହୁ ଲୋକଙ୍କ ଜୀବନ ଗଲାଣି। ରାସ୍ତା ପ୍ରଶସ୍ତି କରଣ କଲାବେଳେ ଏହି ସ୍ଥାନ ଟିରେ ଅଧିକ ୟୁ ଟର୍ଣ୍ଣ ଥିବାରୁ ଚାଳକ ମାନେ ଅଜାଣତରେରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ରାସ୍ତାର ନକ୍ସା ବଦଳ କରି ରାସ୍ତାକୁ ଅଧିକ ଏହି ସ୍ଥାନରେ ପ୍ରଶସ୍ତ କରିବାକୁ ଦାବି ହେଉଛି।

ଭାରସାମ୍ଯ ହରାଇ ଗଛକୁ ପିଟିଲା କାର୍: ଦମ୍ପତି ମୃତ, ୩ ଗୁରୁତର
ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଛି କାର୍। ଫଳରେ ଘଟଣା ସ୍ଥଳରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ଯୁ ଘଟିଥିବା ବେଳେ ଆଉ ୩ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ମନ୍ଦର ଗାଁର ସୁରେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ।। ଗୁରୁତର ହୋଇଥିବା ୩ଜଣ ମଧ୍ଯ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

ସୂଚନ ଅନୁଯାୟୀ, ରାଉରକେଲାରେ ରହୁଥିବା ନିଜ ବାପାଙ୍କ ଅସୁସ୍ଥତା ଖବର ପାଇଁ ସୁରେନ୍ଦ୍ର ନିଜ ପତ୍ନୀ ଓ ସମ୍ପର୍କୀୟଙ୍କ ସହ କାରରେ ଗତକାଲି ରାତିରେ ବାହାରିଥିଲେ । ଆଜି ଭୋରରୁ ତାଙ୍କ କାର୍ ଭାରସାମ୍ୟ ହରାଇ ଚାରିଛକ ନିକଟରେ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଥିଲା । ଘଟଣାସ୍ଥଳରେ ସୁରେନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା। ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୩ ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତେବେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବାପାର ଅନ୍ତିମ ସଂସ୍କାର ସାରି ଫେରିଲା ବେଳେ ଅଧାବାଟରେ ଚାଲିଗଲା ପୁଅର ଜୀବନ
ବୌଦ୍ଧ : ପୁରୀ ସ୍ଵର୍ଗଦ୍ୱାରରୁ ନିଜ ପିତାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ପୁଅଙ୍କର ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ କରଡ଼ାକୋଠା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ। ଅନ୍ୟପଟେ ଏହି ଦୁର୍ଘଟଣାରେ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ୪ ସମ୍ପର୍କୀୟଙ୍କୁ ପ୍ରଥମେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପୁରୁଣା କଟକ ଥାନା ଅନ୍ତର୍ଗତ କରଡ଼ାକୋଠା ଠାରେ ରାସ୍ତା କଡ଼ରେ ଏକ ଏଆରଏସଏସ କମ୍ପାନିର ଟ୍ରଲର ଗାଡ଼ି ଠିଆ ହୋଇଥିଲା।  ସୁବର୍ଣ୍ଣପୁର ତରଭା ଅଞ୍ଚଳର ଅରୁଣ ମେହେର ପୁରୀ ସ୍ବର୍ଗଦ୍ବାରରେ ନିଜ ବାପାଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରୁଥିବା ସମୟରେ କରଡାକୋଠା ନିକଟରେ ଚାଳକର ଆଖି ଲାଗି ଯିବାରୁ କାରଟି ଭାରସାମ୍ୟ ହରାଇ ରାସ୍ତାରେ ଠିଆ ହୋଇଥିବା  ଟ୍ରଲରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ତରଭାର ଅରୁଣ ମେହେର ନାମକ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ଘଟିଥିବା କାରରେ ବସିଥିବା ଅନ୍ୟ ୪ଜଣ ସମ୍ପର୍କୀୟ ମଧ୍ୟ ଗୁରୁତର ହୋଇଛନ୍ତି ।

ଗୁରୁତରମାନେ ହେଲେ ବଲାଙ୍ଗୀର ଜିଲ୍ଲା ରୁଗୁଡ଼ିପାଲି ଅଞ୍ଚଳର ଛବି ମେହେର, ବେଲପଦରର ବିଧୂଭୂଷଣ ମେହେର, ଅଶୋକ ମେହେର, ରାମ ମେହେର ବୋଲି ଜଣାପଡ଼ିଛି । ଆଜି ସକାଳୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାବେଳେ ଖବର ପାଇ ହରଭଙ୍ଗା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଓ ମୃତକଙ୍କୁ ଉଦ୍ଧାର କରିଛନ୍ତି। ପୁରୁଣା କଟକ ଥାନା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏ ଖବର ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।