New Features - The Sakala

ଏଣିକି ହ୍ବାଟ୍ସଆପ୍‌ରେ ୧୫ ଜଣ କରିପାରିବେ ଗ୍ରୁପ୍‌ କଲ୍‌
ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ସବୁଠୁ ଅଧିକ ବ୍ୟବହାର କରୁଛନ୍ତି ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟସ୍ଆପ୍‌। ବ୍ୟବହାରକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କମ୍ପାନି ନୂଆ ନୂଆ ଫିଚର୍‌ ମାନ ଆଣୁଛି। ତେବେ ଏବେ ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଆଉ ଏକ ନୂଆ ଫିଚର୍‌ ଆଣିଛି। ଏଥିରେ ଏବେ ୧୫ ଜଣଙ୍କ ସହ ଲୋକେ ଗ୍ରୁପ୍‌ କଲ୍‌ କରିପାରିବେ। ଏହା ଦ୍ବାରା ବହୁ ସଂଖ୍ୟକ ବ୍ୟବହାରକାରୀ ଉପକୃତ ହେବା ଆଶା କରାଯାଉଛି।

ଗତ ବର୍ଷ ଯଦିଓ ୩୨ ଜଣ ଗ୍ରୁପ୍‌ କଲ୍‌ରେ ଯୋଡ଼ି ହେବେ ବୋଲି କମ୍ପାନି ପକ୍ଷରୁ ଘୋଷଣା କରାଯାଇଥିଲା, ତଥାପି ସାତ ଜଣ ହିଁ ଏଥିରେ ସାମିଲ ହୋଇପାରୁ ଥିଲେ। ଏବେ କମ୍ପାନି ଏହାର ସଂଖ୍ୟାକୁ ବଢ଼ାଇ ୧୫ଜଣ କରିଛି। ଏହି ଫିଚର୍‌ ଦ୍ବାରା ଲୋକଙ୍କ ସମୟ ସଞ୍ଚୟ ହେବ। ଅବଶ୍ୟ ପରବର୍ତ୍ତୀ ସମୟରେ କମ୍ପାନି ଏହାର ସଂଖ୍ୟା ୩୨ଜଣକୁ ବଢ଼ାଇପାରେ ବୋଲି ଆଶା କରାଯାଉଛି। ଏହି ନୂଆ ଫିଚର ବିଟା ଭର୍ସନ ପାଇଁ ଜାରି କରାଯାଇଛି। ଭି୨, ୨୩, ୧୫, ୧୪ ପାଇଁ ଏହି ଫିଚର୍‌ ଉଦ୍ଦିଷ୍ଟ ଥିବା ବେଳେ ଆଗକୁ ଏହା ସମସ୍ତଙ୍କ ପାଇଁ ଜାରି କରାଯିବ।

ଟ୍ଵିଟର୍ ଆଣିଲା ୱାର୍ଣ୍ଣଂ ଫିଚର୍
ଭୁଲ୍ କଣ୍ଟେଣ୍ଟକୁ ରୋକିବା ଲାଗି ଟ୍ଵିଟର ୱାର୍ଣ୍ଣଂ ଲେବଲ୍‌ ଲଞ୍ଚ୍ କରିଛି। ଏହା ଦ୍ବାରା ବ୍ୟବହାରକାରୀ ଭୁଲ୍‌ ତଥ୍ୟ ପ୍ରଦାନ ଦିଗରେ ସଚେତନ ଓ ସତର୍କ ହେବେ । ଏହି ୱାର୍ଣ୍ଣଂ ଲେବଲ୍ ବ୍ୟବହାରକାରୀଙ୍କୁ ଭୁଲ୍ ତଥ୍ୟରେ ହିଁ ନଜର ଆସିବ। ଭୁଲ୍ ତଥ୍ୟ ଚିହ୍ନିବା ଲାଗି କମଳା ଓ ନାଲି ରଙ୍ଗକୁ ସାମିଲ କରାଯାଇଛି। ପ୍ରଥମେ ଏହାର ରଙ୍ଗ ନୀଳ ରଖା ଯାଇଥିଲା। ମାତ୍ର ତାହା ଟ୍ଵିଟରର ରଙ୍ଗ ସହ ମିଶିଯିବାରୁ ନୀଳୁ ରଙ୍ଗରେ ପରିବର୍ତ୍ତନ ଆସିଛି। ଗତବର୍ଷ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ଵିଟର ଭୁଲ ତଥ୍ୟ ମିଳିବାରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି। ତେବେ ଟ୍ଵିଟରର ଏହି ନୂଆ ଫିଚର୍ ଏବେ ବ୍ୟବହାରକାରୀଙ୍କୁ ଠିକ୍ କଣ୍ଟେଣ୍ଟ୍ ଜଣାଇବାରେ ସାହାଯ୍ୟ କରିବ। କେବଳ ସେତିକି ନୁହେଁ, ଭୁଲ୍ ଫଟୋ ଓ ଭିଡିଓ ସହଜରେ ହଟି ମଧ୍ୟ ଯିବ ।