new DGP of Odisha - The Sakala

ଦିନିକିଆ ନୂଆପଡା ଗସ୍ତରେ ଡିଜିପି ସୁନିଲ ବଂଶଲ
ନୂଆପଡ଼ା: ଦିନିକିଆ ନୂଆପଡା ଗସ୍ତରେ ଡିଜିପି ସୁନିଲ ବଂଶଲ । ନୂଆପଡ଼ା ଜିଲ୍ଲାର ମାଓ ସ୍ଥିତି ଓ ଆଇନଶୃଙ୍ଖଳା ନେଇ ସମୀକ୍ଷା କରିଛନ୍ତି ପୁଲିସ ଡିଜି । ଜିଲ୍ଲାର ଗୌତମା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ନୂଆପଡା ଏସ୍ପିଙ୍କ କାର୍ଯ୍ଯାଳୟରେ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ଡିଜିପି। ଏହି ବୈଠକରେ ନୂଆପଡା ଏସପି ପ୍ରତ୍ୟୁଷ ଦିବାକରଙ୍କ ସମେତ ଗୁଇନ୍ଦା ନିର୍ଦେଶକ ଲଳିତ ଦାସ, ଓଏ ଅପରେସନ ଅମିତାଭ ଠାକୁର, ଡିଆଇଜି  ଅନିରୂଢ ସିଂଙ୍କ ସହ ଜିଲ୍ଲାର ଛତିଶଗଡ଼ ସୀମା ଓ ସୀମାବର୍ତୀ ଗାଁରେ ମାଓ ଗତିବିଧିର ସମୀକ୍ଷା କରିଛନ୍ତି । ଆଗକୁ ଥିବା ତ୍ରିସ୍ତରୀୟ ପଞ୍ଚାଯତ ନିର୍ବାଚନରେ ଆଇନ ଶୃଙ୍ଖଳା ଉପରେ ଆଲୋଚନା ଓ ସମୀକ୍ଷା କରିଥିଲେ । ଜିଲ୍ଲାର ଛତିଶଗଡ଼ ସୀମାରେ ଗତ ୧୦ ତାରିଖ ଦିନ ଯବାନଙ୍କ ମାଓ ମୁକାବିଲାକୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ହେବ। ୧୦ ତାରିଖରେ ହୋଇଥିବା ମାଓ ମୁକାବିଲାରେ ମାଓବାଦୀଙ୍କ କେତେ କ୍ଷତି ହୋଇଛି ତା’ର ଗୁଇନ୍ଦା ରିପୋର୍ଟ ଆସିଲେ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ଡିଜିପି ସୁନୀଲ ବଂଶଲ ।

ଭରସା ଓ ବିଶ୍ବାସ ରଖି ଡିଜିପି ନିଯୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସୁନୀଲ କୁମାର ବଂଶଲ
ଭୁବନେଶ୍ବର : ବରିଷ୍ଠ ଆଇପିଏସ୍ ସୁନୀଲ କୁମାର ବଂଶଲ ହେବେ ନୂଆ ଡ଼ିଜିପି । ବଂଶଲ ଡ଼ିଜିପି ହେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ନୂଆ ବର୍ଷରୁ ନୂଆ ଦାୟିତ୍ୱ ନେବେ ସୁନୀଲ କୁମାର ବଂଶଲ । ସୁନୀଲ ବଂଶଲ ୧୯୮୭ବ୍ୟାଚର ବରିଷ୍ଠ ଆଇପିଏସ୍ । ସେ ବର୍ତ୍ତମାନ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକଭାବେ ମୁମ୍ବାଇରେ କାର୍ଯ୍ୟରତ ଅଛନ୍ତି ।

ରାଜ୍ୟର ନୂଆ ଡିଜିପି ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତି ପାଇଲା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୁନୀଲ କୁମାର ବଂଶଲ । ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବନିଯୁକ୍ତ ଡିଜିପି । ଗରିବ, ମହିଳା, ଶିଶୁଙ୍କ ସୁରକ୍ଷାକୁ ସେ ଅଗ୍ରାଧିକାର ଦେବେ ବୋଲି ବଂଶଲ କହିଛନ୍ତି । ରାଜ୍ୟରେ ଭଲ କାମ କରିବାକୁ ସେ ସର୍ବଦା ଚେଷ୍ଟା କରିବେ । ନିର୍ବାଚନ ସମୟରେ ସୁରକ୍ଷା ଚ୍ୟାଲେଂଜକୁ ସଫଳତାର ସହ ମୁକାବିଲା କରାଯିବ ବୋଲି ସୁନୀଲ ବଂଶଲ ଦୃଢତାର ସହ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ସୁରକ୍ଷା ଓ ସେବା ପୁଲିସର ମୁଖ୍ୟ ଲକ୍ଷ୍ୟ ରହିବ। ଲୋକଙ୍କୁ ଭୟମୁକ୍ତ ବାତାବରଣ ଦେବାକୁ ହେବ। ଦଳିତ ଓ ଆଦିବାସୀ ଯେଭଳି ଭୟ ନ କରିବେ, ସେଥିପ୍ରତି କାମ କରିବାକୁ ହେବ। ରଣନୀତି ପାଇଁ କିଛି ସମୟ ଆବଶ୍ୟକ ବୋଲି ନବନିଯୁକ୍ତ ଡିଜିପି ସୁନୀଲ ବଂଶଲ କହିଛନ୍ତି।

ଡ଼ିଜିପି ଅଭୟଙ୍କଠାରୁ ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିବେ । ଚଳିତ ମାସରେ ଡ଼ିଜିପି ଅଭୟ ଅବସର ନେବେ ।ଡିସେମ୍ବର ୩୧ ତାରିଖରେ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ସରୁଥିବାରୁ ନୂଆ ବର୍ଷରେ ନୂଆ ଡିଜିପି ଶ୍ରୀ ବଂଶଲ୍‌ କାର୍ଯ୍ୟଭାର ଗ୍ରହଣ କରିବେ। ସୁନୀଲ କୁମାର ବଂଶଲ୍‌ ଏବେ ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ମୁମ୍ବାଇରେ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ସେ ମୟୂରଭଞ୍ଜର ଏସ୍‌ପି ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ବହୁ ଦିନ ପୂର୍ବରୁ ସେ କେନ୍ଦ୍ରୀୟ ଡେପୁଟେସନକୁ ଯାଇଥିଲେ।

ଆଇପିଏସ ସୁନୀଲ ବଂଶଲ ହେଲେ ନୂଆ ଡିଜିପି
ଭୁବନେଶ୍ୱର: ସୁନୀଲ ବଂଶଲ ହେବେ ନୂଆ ପୁଲିସ ମହାନିର୍ଦ୍ଦେଶକ । ଏନେଇ ବୁଧବାର ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି । ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ  ସୁନୀଲ ବଂଶଲ ।  ସେ  ନୂଆ ବର୍ଷରୁ  ଡିଜିପି ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ସେ  ଗୁଇନ୍ଦା ବିଭାଗ  ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି।

୧୬ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ସୁନୀଲ ବଂଶଲ। ୨୦୨୨ ଜୁନ୍‌ ଯାଏ ଦାୟିତ୍ବ ତୁଲାଇବେ ନୂଆ ଡିଜିପି ସୁନୀଲ।