accident - The Sakala
ଦିଲ୍ଲୀର ଟିକ୍ରି କଲାନ୍‌ରେ ଅଘଟଣ: ସିଏନ୍‌ଜି ଷ୍ଟେସନରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ, ଜଣେ ମୃତ ଓ ୬ ଆହତ
ଦିଲ୍ଲୀର ଟିକ୍ରି କଲାନ୍ (Tikri Kalan) ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ବୁଧବାର ଏକ ସିଏନ୍‌ଜି (CNG) ଫିଲିଂ ଷ୍ଟେସନରେ ଏକ ଟ୍ରକ୍‌ର ଗ୍ୟାସ୍ ଟାଙ୍କି ବିସ୍ଫୋରଣ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
କିପରି ଘଟିଲା ଅଘଟଣ?
ଦିଲ୍ଲୀ ଅଗ୍ନିଶମ ବାହିନୀ (Delhi Fire Service) ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୩.୩୭ ମିନିଟ୍‌ ସମୟରେ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ଟିକ୍ରି କଲାନ୍ ମେଟ୍ରୋ ଷ୍ଟେସନ୍ ନିକଟରେ ଥିବା ଏକ ସିଏନ୍‌ଜି ପମ୍ପରେ ଏକ ଟ୍ରକ୍‌ରେ ଗ୍ୟାସ୍ ଭର୍ତ୍ତି କରାଯାଉଥିବା ବେଳେ ହଠାତ୍ ଟାଙ୍କିଟି ଫାଟି ଯାଇଥିଲା। ଖବର ପାଇବା ମାତ୍ରେ ଘଟଣାସ୍ଥଳକୁ ୬ଟି ଅଗ୍ନିଶମ ଗାଡ଼ି ପଠାଯାଇଥିଲା। ବିସ୍ଫୋରଣ ସମୟରେ ଟ୍ରକ୍ ନିକଟରେ ଛିଡ଼ା ହୋଇଥିବା ୬ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ଗ୍ୟାସ୍ ଭର୍ତ୍ତି କରୁଥିବା ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ତଦନ୍ତ ଜାରି
ଭୟଙ୍କର ଶବ୍ଦ ସହ ବିସ୍ଫୋରଣ ହେବା କାରଣରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ତେବେ ଏହି ଭୟାବହ ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ଏବଂ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି。
ରାଉରକେଲାରେ ଅଘଟଣ: ଘରୋଇ ଡାକ୍ତରଖାନାର ଚତୁର୍ଥ ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ
ରାଉରକେଲା: ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଡାକ୍ତରଖାନାର ଚତୁର୍ଥ ମହଲାରୁ ଡେଇଁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ରୋଗୀ ଜଣକ ଏକ ସଡ଼କ ଦୁର୍ଘଟଣାରେ ଆହତ ହେବା ପରେ ଚିକିତ୍ସା ନିମନ୍ତେ ରାଉରକେଲା ସ୍ଥିତ ଏହି ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ସେ କେଉଁ କାରଣରୁ ଏଭଳି ଚରମ ନିଷ୍ପତ୍ତି ନେଲେ, ତାହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।
ଖବର ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମାତ୍ର, ଡାକ୍ତରଖାନା ଭଳି ଏକ ସୁରକ୍ଷିତ ସ୍ଥାନରେ ଏଭଳି ମୃତ୍ୟୁ ଘଟିବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅହମ୍ମଦାବାଦରେ ଭୟାବହ ବାଣ କାରଖାନା ବିସ୍ଫୋରଣ: ୮ ମୃତ, ୧୫ରୁ ଅଧିକ ଗୁରୁତର
ଗୁଜରାଟର ଅହମ୍ମଦାବାଦ ସ୍ଥିତ ଏକ ବେଆଇନ ବାଣ କାରଖାନାରେ ଶନିବାର ଅପରାହ୍ନ ପ୍ରାୟ ୩:୩୦ ମିନିଟ୍ ସମୟରେ ଏକ ଭୟାବହ ବିସ୍ଫୋରଣ ଘଟିଛି। ଏହି ମର୍ମନ୍ତୁଦ ଘଟଣାରେ ଅତିକମ୍‌ରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଛନ୍ତି। ରାମୋଲ-ଗାତ୍ରାଡ୍ ରୋଡ୍ (ରାମତୋଲ୍ ଅଞ୍ଚଳ) ରେ ଥିବା ଏହି କାରଖାନାରେ ହଠାତ୍ ନିଆଁ ଲାଗିଯିବା ଫଳରେ ଏହି ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ କିଛି କିଲୋମିଟର ପର୍ଯ୍ୟନ୍ତ ଏହାର ପ୍ରକମ୍ପନ ଅନୁଭୂତ ହୋଇଥିଲା।
ବେଆଇନ ଭାବେ ଚାଲିଥିଲା କାରଖାନା
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବାଣ କାରଖାନାଟି ବେଆଇନ ଭାବେ ପରିଚାଳିତ ହେଉଥିଲା। ପୂର୍ବରୁ ଏହାର ଲାଇସେନ୍ସ ବାତିଲ କରାଯାଇଥିଲେ ସୁଦ୍ଧା ମାଲିକ ମେହୁଲ ଦୋଡିୟା ଏହାକୁ ବେଆଇନ ଭାବେ ଚଳାଉଥିଲେ। ବିସ୍ଫୋରଣ ସମୟରେ କାରଖାନା ଭିତରେ ବହୁ ଶ୍ରମିକ କାମ କରୁଥିଲେ। ଖବର ପାଇବା ମାତ୍ରେ ନିକଟରେ ଥିବା ବସ୍ତ୍ରାଲ୍ ରାପିଡ୍ ଆକ୍ସନ୍ ଫୋର୍ସ (RAF) ର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଅଗ୍ନିଶମ ବାହିନୀର ୫ରୁ ଅଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ପ୍ରଧାନମନ୍ତ୍ରୀଙ୍କ ଶୋକ ଓ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା
ଏହି ଅଘଟଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜର ଏକ୍ସ (X) ହ୍ୟାଣ୍ଡେଲରେ ପୀଡ଼ିତ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି (PMNRF) ରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ପୋଲିସର ତଦନ୍ତ ଜାରି
ଉଦ୍ଧାର ହୋଇଥିବା ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଏଲ୍.ଜି. ହସ୍ପିଟାଲ୍ ଏବଂ ଆସାରୱା ସିଭିଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି। ପୋଲିସ ଏବଂ ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କାରଖାନା ମାଲିକଙ୍କ ବିରୋଧରେ 'ବିସ୍ଫୋରକ ଆଇନ' (Explosives Act) ଅଧୀନରେ ଅପରାଧିକ ମାମଲା ରୁଜୁ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।
ବାଲେଶ୍ୱରରେ ଅଭାବନୀୟ ଘଟଣା: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀ ଓ ବୃଦ୍ଧାଙ୍କ ମୃତ୍ୟୁ
ବାଲେଶ୍ୱର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦୁଇ ଜଣକ ଜୀବନ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମହିଷାପଣ୍ଡା ଗାଁରେ ଘଟିଛି ଏପରି ଅଘଟଣ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀ ଏବଂ ଜଣେ ବୃଦ୍ଧାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ସ୍ଥାନୀୟ ଚାଷୀ ବାବୁଲି ଦାସ ଏବଂ ନିକଟସ୍ଥ ଗ୍ରାମର ବୃଦ୍ଧା ପାର୍ବତୀ ମୁଣ୍ଡା।
ମିଳିଥିବା ସୂଚନା ଅନୁଯାୟୀ, ଚାଷୀ ବାବୁଲି ଦାସ ନିଜ ଧାନ କ୍ଷେତକୁ ବୁଲା ଗୋରୁଙ୍କ ଦାଉରୁ ରକ୍ଷା କରିବା ପାଇଁ ଏକ ଲୁହା ତାରର ବାଡ଼ ବୁଲାଇଥିଲେ। ସୁରକ୍ଷା ଦୃଷ୍ଟିରୁ ସେ ଏହି ତାରରେ ବିଦ୍ୟୁତ୍ ସଂଯୋଗ ମଧ୍ୟ କରିଥିଲେ। ତେବେ ଆଜି ସକାଳେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନକରି ସେ ଭୁଲବଶତଃ କ୍ଷେତକୁ ପଶିଯାଇଥିଲେ। ଫଳରେ ସେ ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଛଟପଟ ହେବାକୁ ଲାଗିଥିଲେ। ତାଙ୍କୁ ଏପରି ଅବସ୍ଥାରେ ଦେଖି ପାଖରେ ରହୁଥିବା ପାର୍ବତୀ ମୁଣ୍ଡା ତାଙ୍କୁ ରକ୍ଷା କରିବାକୁ ଦୌଡ଼ି ଆସିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କର ପ୍ରାଣହାନି ଘଟିଥିଲା।
ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ବିଦ୍ୟୁତ୍ ସଂଯୋଗ କାଟିବା ସହ ଅଗ୍ନିଶମ ବାହିନୀ ଏବଂ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ କ୍ଷେତରୁ ଉଦ୍ଧାର କରିଥିଲେ। ପରେ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହଗୁଡ଼ିକୁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଏହି ହୃଦୟବିଦାରକ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଶାସ୍ତ୍ରୀ ନଗର ସଡକ ଦୁର୍ଘଟଣା ମୃତ୍ୟୁ; ରାସ୍ ଡ୍ରାଇଭିଂ ଓ ଡ୍ରଙ୍କନ ଡ୍ରାଇଭ୍ ମାମଲାରେ ଡ୍ରାଇଭର ଗିରଫ
ଭୁବନେଶ୍ୱର: ଭୁବନେଶ୍ୱରର ଶାସ୍ତ୍ରୀ ନଗର ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ମଦ୍ୟପାନ କରି ଏକ ଏସୟୁଭି (SUV) କାର୍ ଚଳାଉଥିବା ଜଣେ ଆଇନ ଛାତ୍ର ଏକ ମୋଟରସାଇକେଲକୁ ସାମ୍ନାରୁ ଧକ୍କା ଦେବା ଫଳରେ ଜଣେ ୩୪ ବର୍ଷୀୟ ଯୁବକଙ୍କର ପ୍ରାଣହାନି ଘଟିଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ରାସ୍‌ ଡ୍ରାଇଭିଂ ଓ ଡ୍ରଙ୍କନ ଡ୍ରାଇଭ୍‌ ମାମଲାରେ ଡ୍ରାଇଭରକୁ ଗିରଫ କରିଛି ପୋଲିସ । କିଲର୍ କାର୍ ଡ୍ରାଇଭର ଜଣକ ହେଲେ ସୌମ୍ୟ ରଞ୍ଜନ ରଥ । ପୋଲିସ ସୂଚନା ଅନୁଯାୟୀ, ବେପରୁଆ ତଥା ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ମୃତକଙ୍କ ନାମ ଦେବୀ ପ୍ରସାଦ ରାଉତରାୟ ବୋଲି ଜଣାପଡ଼ିଛି।
ସୋମବାର ରାତି ପ୍ରାୟ ୧୦.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦ୍ରୁତ ଗତିରେ ଆସୁଥିବା ଏକ ଏସୟୁଭି କାର୍ ଶାସ୍ତ୍ରୀ ନଗର ଛକ ନିକଟରେ ଦେବୀ ପ୍ରସାଦଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ, ବାଇକ୍‌ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର୍ ହୋଇଯାଇଥିଲା। ଏହି ଘଟଣା ସମ୍ପର୍କରେ ଜୋନ୍-୧ ଏସିପି ରମେଶ ଚନ୍ଦ୍ର ବିଶୋୟୀ କହିଛନ୍ତି ଯେ ଦୁର୍ଘଟଣା ସମୟରେ ରଥ ନିଶାସକ୍ତ ଅବସ୍ଥାରେ ଏକ ବିଳାସପୂର୍ଣ୍ଣ ଏସୟୁଭି ଚଳାଉଥିଲେ। ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ ଏବଂ ଗୁରୁତର ଆହତ ଅବସ୍ଥାରେ ଦେବୀ ପ୍ରସାଦଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମହାରାଷ୍ଟ୍ରରେ ନିର୍ମାଣାଧୀନ ମନ୍ଦିର ଛାତ ଭୁଶୁଡ଼ି ୭ ଶ୍ରଦ୍ଧାଳୁ ମୃତ
ମହାରାଷ୍ଟ୍ର: ନିର୍ମାଣାଧୀନ ମନ୍ଦିରର ଛାତ ଭୁଶୁଡ଼ି ୭ ଶ୍ରଦ୍ଧାଳୁ ମୃତ । ମହାରାଷ୍ଟ୍ରର ପରଭାନୀ ଜିଲ୍ଲା ଅନ୍ତର୍ଗତ ମାନବତ ତାଲୁକାର ୟଶୱାଡିରେ ଥିବା ଏକ ମନ୍ଦିରରେ ଏପରି ବଡ଼ ଧରଣର ଅଘଟଣ ଘଟିଛି। ଶନିବାର ଅପରାହ୍ନରେ ଏକ ନିର୍ମାଣାଧୀନ ମନ୍ଦିରର ଛାତ ଭୁଶୁଡ଼ିପଡ଼ିବାରୁ ୭ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ୩୦ରୁ ୪୦ ଜଣ ଶ୍ରଦ୍ଧାଳୁ ଚାପିହୋଇଥିବା ଆଶଙ୍କା କରାଯାଉଛି । ଆଗକୁ ମୃତକଙ୍କ ସଂଖ୍ୟା ବଢିବାରେ ବୋଲି ଅନୁମାନ କରାଯାଉଛି । ଯୁଦ୍ଧକାଳୀନ ସ୍ତରରେ ଉଦ୍ଧାରକାର୍ଯ୍ୟ କରାଯାଉଛି । ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି । ଆହତଙ୍କୁ ହସପିଟାଲରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି । ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା
ଛତିଶଗଡ଼: ଛତିଶଗଡ଼ର ଜଶପୁର ଜିଲ୍ଲାରୁ ଏକ ବଡ଼ ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ନାରାୟଣପୁର ଅଞ୍ଚଳରେ ଥିବା ଆରା ପାହାଡ଼ ସହିତ ଧକ୍କା ହୋଇ ଏକ ଘରୋଇ ବିମାନ କ୍ରାସ୍ ହୋଇଯାଇଛି। ଏହି ଭୟଙ୍କର ଦୁର୍ଘଟଣାରେ ବିମାନର ପାଇଲଟ୍ ଏବଂ କୋ-ପାଇଲଟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପୋଲିସ ଓ ପ୍ରଶାସନିକ ଟିମ୍ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି। ଏସଏସପି ଲାଲ୍ ଉମେଦ ସିଂହ ମଧ୍ୟ ତୁରନ୍ତ ଘଟଣାସ୍ଥଳକୁ ଯାତ୍ରା କରିଛନ୍ତି। ଏହି ହୃଦୟ ବିଦାରକ ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ପାହାଡ଼ ଉପରୁ ନିଆଁର ଶିଖା ଉଠୁଥିବା ଦେଖିବାକୁ ମିଳୁଛି। ଏହି ଦୃଶ୍ୟ ଦୁର୍ଘଟଣାର ଭୟାବହତାକୁ ସ୍ପଷ୍ଟ ଭାବେ ବୟାନ କରୁଛି।
ତେବେ ଦୁର୍ଘଟଣାଗ୍ରସ୍ତ ବିମାନରେ ପାଇଲଟ୍ ଓ କୋ-ପାଇଲଟଙ୍କ ବ୍ୟତୀତ ଅନ୍ୟ କୌଣସି ଯାତ୍ରୀ ଥିଲେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ବର୍ତ୍ତମାନ ଘଟଣାସ୍ଥଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।
Ama Bus Accident: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍; ପାତ୍ରପଡ଼ାରେ ସ୍କୁଟିକୁ ଧକ୍କା ଦେଲା, ଆହତ ଚାଳକ ମେଡିକାଲରେ ଭର୍ତ୍ତି
ଭୁବନେଶ୍ବର: ପୁଣି ଏକ ଦୁର୍ଘଟଣା ଘଟାଇଲା 'ଆମ ବସ୍' । ପାତ୍ରପଡ଼ାରେ ସ୍କୁଟିକୁ ଧକ୍କା ଦେଲା 'ଆମ ବସ୍' । 'ଆମ ବସ୍' ଧକ୍କାରେ ସ୍କୁଟି ଚାଳକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପାତ୍ରପଡ଼ା ଡିପୋରୁ ବାହାରି ଦୁମଡୁମା ରୁଟରେ ଯିବା ସମୟରେ ଦୁର୍ଘଟଣା ଘଟାଇଛି 25 ନମ୍ୱର 'ଆମ ବସ୍' । ଗତ କିଛି ଦିନ ହେବ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଉଛି ଆମ ବସ୍। ଯାହାକୁ ନେଇ ନାନା ପ୍ରଶ୍ନବାଚୀ ଉଠୁଛି।
ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ୨ ଜଣଙ୍କର ମୃତ୍ୟୁ
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାର ପୀରହାଟ ଥାନା ଅଧିନ କମାରିଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଘରୋଇ ବସ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ଘଟିଛି। ଏଥିରେ ସ୍କୁଟି ଆରୋହୀ ଦୁଇଜଣ ରାସ୍ତା କଡକୁ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ଉକ୍ତ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟଲୋକେ ଧକ୍କା ଦେଇଥିବା ବସଟିକୁ ଅଟକ ରଖିଛନ୍ତି। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଥିବା ସୂଚନା। ମୃତକ ଦୁଇ ଜଣ ତିହିଡି ଅଞ୍ଚଳର ବୋଲି ଜଣାପଡିଛି।
ମିର୍ଜାପୁର ଚୁନାର ଷ୍ଟେସନରେ ଅଘଟଣ; ରେଳ ଲାଇନ ପାର ବେଳେ ଚଢିଗଲା ଟ୍ରେନ, ୪ ମୃତ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମିର୍ଜାପୁର ଜଲ୍ଲାରେ ବୁଧବାର ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଚୁନାର ରେଳ ଷ୍ଟେଶନରେ ପ୍ରାୟ ୪ ଜଣ ଲୋକ ଟ୍ରେନରେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ମଧ୍ୟ ନିର୍ଦ୍ଦେଶ ଦେବା ସହ ମୁଖ୍ୟମନ୍ତ୍ରୀ  ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ଟ୍ରେନ୍‌ର ଭୁଲ ଦିଗରୁ ଓହ୍ଲାଇବା ସମୟରେ ଦୁର୍ଘଟଣା ଘଟିଥିଲା। ଲୋକମାନେ ପାଦରେ ଚାଲି ରେଳ ଟ୍ରାକ୍‌ ପାର ହେଉଥିବା ସମୟରେ କାଲକା-ହାଓ୍ବଡ଼ା ଏକ୍ସପ୍ରେସ୍‌ ହଠାତ୍‌ ଦ୍ରୁତଗତିରେ ଟ୍ରାକ୍‌ ଉପରେ ଆସି ଯାଇଥିଲା। ପ୍ରାୟ ୬ ଜଣ ଲୋକ ଟ୍ରେନ୍‌ ଦ୍ୱାରା ଧକ୍କା ଖାଇ ଗୁରୁତର ହୋଇଥିଲେ।
ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌; ୫ ମୃତ, ୧୨ ଗୁରୁତର ଆହତ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଏନ୍ଏଚ୍‌ ୫୨୦ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌ । ରାଉରକେଲାରୁ ଆସୁଥିବା ବେଳେ ଟ୍ରକ୍‌ ସହ ଧକ୍କା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଗୁରୁତର ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
କଟକ: ସଡ଼କ ଦୁର୍ଘଟଣା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଗାଡି ଚାଳକ ଓ ପଛରେ ବସୁଥିବା ଯାତ୍ରୀମାନଙ୍କ ମଧ୍ୟରେ ସଚେତନତା ଅଭାବ ଏହି ଚିନ୍ତାକୁ ଦ୍ବିଗୁଣିତ କରିଦେଉଛି। ଦୁଇଚକିଆ ଗାଡ଼ିର ଚାଳକ ଓ ପଛରେ ବସୁଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ। ହେଲେ ଏହି ନିୟମ ଉଲ୍ଲଂଘନ ପାଇଁ ସଡ଼କ ଦୁର୍ଘଟଣାରେ ଅକାଳରେ ଅନେକ ଜୀବନ ଚାଲିଯାଉଛି। ବିଶେଷକରି ହେଲମେଟ୍‌ ପିନ୍ଧି ନଥିବା କାରଣରୁ ଗତ ୨୦୨୪ରେ ମୋଟ ୧୬୯୬ଜଣଙ୍କ ପ୍ରାଣହାନୀ ଘଟିଛି।
୨୦୨୪ରେ ରାଜ୍ୟରେ ହୋଇଥିବା ସମୁଦାୟ ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁସଂଖ୍ୟା ବିଶ୍ଲେଷଣରୁ ରାଜ୍ୟ ପରିବହନ ପ୍ରାଧିକରଣ ଏଭଳି କିଛି ତଥ୍ୟ ସାମ୍ନାକୁ ଆଣିଛି। ହେଲମେଟ୍ ପିନ୍ଧିବାରେ ଅବହେଳା କରିବା କେତେ ମହଙ୍ଗା ସାବ୍ୟସ୍ତ ହେଉଛି, ତାହା ଗତ ବର୍ଷର ଦୁର୍ଘଟଣା ତଥ୍ୟରୁ ସାମ୍ନାକୁ ଆସିଛି। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର କାରଣ ଅନୁଧ୍ୟାନରୁ ଜଣାପଡ଼ିଛି, ଦୁଇ ଚକିଆ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି।
ସବୁଠୁ ବଡ଼ କଥା ହେଉଛି, ଯଦି ଗତବର୍ଷର ତଥ୍ୟ ଦେଖିବା ତେବେ କେବଳ ଯଦି ହେଲମେଟ୍ ପିନ୍ଧିଥାନ୍ତେ, ତେବେ ଦୁର୍ଘଟଣା ସତ୍ତ୍ୱେ ବର୍ଷକରେ ୧୬୯୬ଜଣଙ୍କ ଜୀବନ ରକ୍ଷା ପାଇଯାଇଥାନ୍ତା। ୨୦୨୪ରେ ରାଜ୍ୟରେ ଦୁଇଚକିଆ ଯାନ ସଂପୃକ୍ତ ଥାଇ ୫୪୯୦ଦୁର୍ଘଟଣା ଘଟିଥିବା ବେଳେ ୩୦୧୭ଜଣଙ୍କ ଜୀବନହାନି ଘଟିଛି । ମୃତକଙ୍କ ଭିତରୁ ହେଲମେଟ୍ ପିନ୍ଧି ନ ଥିବାରୁ ୧୬୯୬ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେହିଭଳି ଯଦି ବିଗତ ତିନିବର୍ଷର ତଥ୍ୟ ଦେଖିବା ଆମ ରାଜ୍ୟରେ ସଡ଼କ ଦୁର୍ଘଟଣା ମୃତକଙ୍କ ମଧ୍ୟରୁ କେବଳ ଯଦି ହେଲମେଟ୍ ପିନ୍ଧିଥାନ୍ତେ ତେବେ ୫୧୬୦ଜଣଙ୍କ ଜୀବନ ରକ୍ଷା ପାଇଯାଇଥାନ୍ତା। ୨୦୨୪ରେ ଦୁଇ ଚକିଆ ଗାଡି ଯାତାୟତ ବେଳେ ୭୮୯୦୧୫ଟି ହେଲମେଟ୍ ନିୟମ ଉଲ୍ଲଙ୍ଘନ ଚିହ୍ନଟ କରାଯାଇଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନେକ ସମୟରେ ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଦ୍ୱାରା ନିୟମ ଉଲ୍ଲଙ୍ଘନକାରୀଙ୍କୁ ସେମାନଙ୍କ ମାନସିକତା ପରିବର୍ତ୍ତନ କରିବାକୁ କାଉନସେଲିଂ କରାଯାଇଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି, ଅନେକ ଗାଡ଼ି ଚାଳକ ସଡ଼କ ସୁରକ୍ଷା ନିୟମ ସଂପର୍କରେ ଅବଗତ ଥିଲେ ମଧ୍ୟ ଏହାକୁ ପାଳନରେ ଅବହେଳା ପ୍ରଦର୍ଶନ କରୁଛନ୍ତି। ଫଳରେ ଅକାଳରେ ଅନେକ ଜୀବନ ଝରିପଡ଼ୁଛି।
ହେଲମେଟର ମୂଲ୍ୟ ଓ ହେଲମେଟର ବୋଝ ଆମ ଜୀବନ ତୁଳନାରେ କିଛି ବି ନୁହେଁ। ତଥାପି ଅନେକ ଲୋକ ଏହା ଜାଣି ବି ଏହାର ବ୍ୟବହାର କରିବାରେ ଅବହେଳା ଦେଖାଇବା ଦୃଷ୍ଟିକୁ ଆସୁଛି। ତେଣୁ ଆଗକୁ ହେଲମେଟ୍ ବ୍ୟବହାର ଉପରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି ଏବଂ ଏନ୍‌ଫୋର୍ସମେଣ୍ଟ ବୃଦ୍ଧି ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ନେଇଛି।