New Year - The Sakala
ଇଂରାଜୀ ନୂଆବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ପୁରୀ, ଭକ୍ତଙ୍କୁ ଦର୍ଶନ ଦେବାକୁ ଅଧା ଅନିଦ୍ରା ହେବେ ମହାପ୍ରଭୁ
ପୁରୀ: ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ୱାଗତ କରିବା ଲାଗି ପ୍ରସ୍ତୁତ ହୋଇଯାଇଛି ପୁରୀ ସହର। ହୋଟେଲ, ଲଜ୍‌, ଭକ୍ତନିବାସ, ହଲିଡେ ହୋମ୍‌ଗୁଡିକ ପୂରା ପ୍ୟାକ୍‌। ବୁଧବାର ରାତି ୧୨ଟାରେ ଜିରୋ ନାଇଟ୍‌ ସେଲିବ୍ରେସନ କରି ମଉଜ, ମସ୍ତିରେ ସ୍ୱାଗତ କରିବେ ନୂଆବର୍ଷ ୨୦୨୬କୁ । ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ପ୍ରସ୍ତୁତି ହୋଇଯାଇଛି ଜିଲ୍ଲା ପ୍ରଶାସନ, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରରେ ନୂଆବର୍ଷ ଲାଗି ସ୍ୱତନ୍ତ୍ର ଭାବେ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ନୂଆବର୍ଷରେ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ମହାପ୍ରଭୁଙ୍କୁ ଅଧା ଅନିଦ୍ରା ହେବେ। ବୁଧବାର ଅର୍ଥାତ ଡ଼ିସେମ୍ବର ୩୧ ରାତି ୧୧ଟା ସୁଦ୍ଧା ରାତ୍ର ପହୁଡ଼ ହେବ ଓ ରାତି ୨ଟାରେ ଦ୍ୱାରଫିଟା ଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ନୂଆବର୍ଷ ପାଇଁ ଅର୍ଦ୍ଧରାତ୍ରିରୁ ମନ୍ଦିର ଖୋଲି ମହାପ୍ରଭୁଙ୍କୁ ଅନିଦ୍ରା ନ ରଖିବା ଲାଗି ପରିଚାଳନା କମିଟି ସଦସ୍ୟ ମହେଶ କୁମାର ସାହୁ ଗଜପତି ମହାରାଜା, ଆଇନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। କିନ୍ତୁ ଛତିଶା ନିଯୋଗ ପୂର୍ବରୁ ନିର୍ଘଣ୍ଟ କରିଥିବା ନୀତିକାନ୍ତି ଅନୁଯାୟୀ ନୀତି କରାଯିବ ବୋଲି ଜଣାପଡିଛି।
ଅନ୍ୟପଟେ ଆଜି ଓ ୧ତାରିଖ ପାଇଁ ଭିଡ଼କୁ ଆଖିରେ ରଖି ପୁରୀ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରୀ ଜାରି ହୋଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ମାର୍କେଟ ଛକଠାରୁ NO VEHICLE ZONE ହେବ। ବଡ଼ଦାଣ୍ଡରେ ଲମ୍ବା ବ୍ୟାରିକେଡ୍ କରାଯାଇଛି ଯେପରି ଭକ୍ତମାନେ ଶୃଙ୍ଖଳିତ ଭାବେ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ ।
ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ ଓ ଅନ୍ୟ ତିନୋଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ଓ ସୁବିଧାର ବ୍ୟବସ୍ଥା କରାଯାଇଛି । ପୁରୀ ଭିଡ଼ ପାଇଁ ୨୦ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦିଆଯାଇଛି । ପ୍ରବଳ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି । ଜନସାଧାରଣଙ୍କ ସୁରକ୍ଷା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୨୦ ଜଣ ଅଧିକାରୀଙ୍କୁ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରାଯାଇଛି ।
ନୂଆବର୍ଷରୁ ନୂଆ ନିୟମ: ଆଧାର-ପାନ୍‌ଠାରୁ ଗାଡ଼ି ମୂଲ୍ୟ ଯାଏ ହେବ ପରିବର୍ତ୍ତନ
ନୂଆଦିଲ୍ଲୀ: ୨୦୨୬ ଜାନୁଆରୀ ପହିଲାରୁ ନୂତନ ବର୍ଷ ଆରମ୍ଭ ହେବା ସହିତ, ଦେଶରେ କିଛି ନୂତନ ନିୟମ ଏବଂ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନୂତନ ପରିବର୍ତ୍ତନଗୁଡ଼ିକ ସିଧାସଳଖ ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପ୍ରଭାବ ପକାଇବ। ଏହି ନୂତନ ନିୟମ ଏବଂ ପରିବର୍ତ୍ତନଗୁଡିକ ହେଉଛି…
ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ
୨୦୨୬ ଜାନୁଆରୀ ପହିଲାରୁ ଘରୋଇ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି।  ଶେଷ ଥର ପାଇଁ, ଡିସେମ୍ବର ପହିଲା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଥିଲା। ହେଲେ ଏଥର ଏଳ୍‌ପିଜି ଦରରେ କ’ଣ ହେଉଛି ତାହା ଦେଖÒବାକୁ ବାକି ଅଛି। ଏଲ୍‌ପିଜି ସିଲିଣ୍ଡର ପରି ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସରେ ସିଏନ୍‌ଜି, ପିଏନ୍‌ଜି ଏବଂ ଏଟିଏଫ୍‌ (ବିମାନ ଟର୍ବାଇନ୍‌ ଇନ୍ଧନ) ମୂଲ୍ୟ ସଂଶୋଧନ କରିଥାନ୍ତି।  ତେଣ ଜାନୁଆରୀ ପହିଲାରୁ ସିଏନ୍‌ଜି, ପିଏନ୍‌ଜି ଏବଂ ଏଟିଏଫ୍‌ର ନୂତନ ମୂଲ୍ୟ କାର୍ଯ୍ୟକାରୀ ହେବ।
ଆଧାର-ପାନ୍ ଲିଙ୍କ୍‌
ସରକାର ସମସ୍ତ ବ୍ୟକ୍ତିଙ୍କ ପାଇଁ ଆଧାର-ପାନ୍ ଲିଙ୍କିଂକୁ ବାଧ୍ୟତାମୂଳକ କରିଛନ୍ତି। ଆଧାର-ପାନ୍ ଲିଙ୍କ୍‌ କରିବାର ଶେଷ ତାରିଖ ଡିସେମ୍ବର ୩୧ ରହିଛି।    ଯେଉଁମାନେ ଡିସେମ୍ବର ୩୧ ସୁଦ୍ଧା ସେମାନଙ୍କର ଆଧାର ଏବଂ ପାନ୍ ଲିଙ୍କ୍ କରିବେ ନାହିଁ ସେମାନଙ୍କର ପାନ୍ କାର୍ଡ ଜାନୁଆରୀ ପହିଲାରୁ ନିଷ୍କ୍ରିୟ ହୋଇଯିବ। ଜାନୁଆରୀ ୧ ପରେ ଲୋକମାନଙ୍କୁ ସେମାନଙ୍କର ପ୍ୟାପାନ୍ ଏବଂ ଆଧାର ଲିଙ୍କ୍ କରିବା ପାଇଁ ଜରିମାନା ଦେବାକୁ ପଡିବ।
ଯାନବାହାନ ମୂଲ୍ୟ ବଢ଼ିବ
ନୂତନ ବର୍ଷ ଆରମ୍ଭରୁ, ଅର୍ଥାତ୍ ଜାନୁଆରୀ ପହିଲାରୁ ଅନେକ ଅଟୋମୋବାଇଲ କମ୍ପାନୀ ସେମାନଙ୍କ ଯାନର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ନିସାନ୍‌, ବିଏମ୍‌ଡବ୍ଲ୍ୟୁ, ଜେଏସଡ୍‌ବ୍ଲ୍ୟୁ ଏମ୍‌ଜି ମୋଟର ଏବଂ ରେନୋ ଭଳି କମ୍ପାନୀ ରହିଛନ୍ତି। ଅନ୍ୟାନ୍ୟ କାର୍ ନିର୍ମାତାମାନେ ମଧ୍ୟ ନୂଆ ବର୍ଷରୁ ସେମାନଙ୍କ ଯାନର ମୂଲ୍ୟ ବୃଦ୍ଧି କରିପାରନ୍ତି।
ଜିରୋ ନାଇଟ୍ ସେଲିବ୍ରେସନକୁ ନେଇ ଆକ୍ସନରେ କମିଶନରେଟ୍ ପୋଲିସ, ମଦ୍ୟପ ଚାଳକଙ୍କ ଉପରେ ରହିବ ନଜର
ଭୁବନେଶ୍ୱର: ନୂଆବର୍ଷ ଓ ଜିରୋ ନାଇଟ ସେଲିବ୍ରେସନ ନେଇ କମିସନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା କଡାକଡ଼ି। ସୁରକ୍ଷା ଲାଗି ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ । ନିଜ ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବାକୁ ସମସ୍ତ ଥାନା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଯାଞ୍ଚ ପ୍ରକ୍ରିୟା ସରିଛି। ସୁରୁଖୁରୁରେ ଜିରୋ ନାଇଟ ସେଲିବ୍ରେସନ କରିବା ଲାଗି ପଦକ୍ଷେପ ନିଆଯାଇଛି। ମଦ୍ୟପ ଗାଡି ଚାଳକମାନଙ୍କ ଉପରେ ନଜର ରହିବ। ସବୁ ବାର, ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ମଧ୍ୟ ସଚେତନ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ମହିଳାମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି କମିସନରେଟ ପୋଲିସ। ନିର୍ଦ୍ଧାରିତ ସମୟ ସୀମା ଭିତରେ କାର୍ଯ୍ୟକ୍ରମ ସାରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି।
ନୂଆବର୍ଷ ରାତିରେ ସୁରକ୍ଷା ପାଇଁ ଟ୍ୱିନ ସିଟିରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ।  ଜିରୋ ନାଇଟ୍ ସେଲିବ୍ରେସନବେଳେ ରାସ୍ତାରେ ମଦ୍ୟପ ଚାଳକଙ୍କୁ ସାବାଡ୍ କରିବାକୁ ଜଗିଛି ପୋଲିସ । ନୂଆବର୍ଷ ପାଇଁ ଏବେଠୁ ରାଜଧାନୀରେ ଚେକିଂ ଆରମ୍ଭ ହୋଇଛି । ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ସାବଧାନ । ରାସ୍ତାରେ ଚେକିଂ ଆରମ୍ଭ କଲା କମିଶନରେଟ ପୋଲିସ । ଅମାନିଆ ହେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।
ନୂଆବର୍ଷରୁ ରିଚାର୍ଜ ପ୍ଲାନ୍ ମହଙ୍ଗା ! ଟେଲିକମ୍‌ କମ୍ପାନୀ ବଢ଼ାଇବେ ପ୍ରି-ପେଡ୍‌ ରିଚାର୍ଜ ପ୍ଲାନ୍‌...
ନୂଆଦିଲ୍ଲୀ: ନୂଆ ବର୍ଷରୁ ଆପଣଙ୍କୁ ପୁଣି ଥରେ ମୋବାଇଲରେ କଥା ହେବା ଏବଂ ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। କାରଣ ବର୍ଷର ଶେଷ ମାସରେ ଦେଶର ଟେଲିକମ୍‌ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ପ୍ଲାନ୍‌ ବୃଦ୍‌ଦି କରିବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଟେଲିକମ୍‌ ଅପରେଟରମାନେ  ସେମାନଙ୍କର ପ୍ରି-ପେଡ୍‌ ରିଚାର୍ଜ ପ୍ଲାନ୍‌ ଦରରେ ୧୨% ଯାଏ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ବର୍ତ୍ତମାନ ଏ ସମ୍ପର୍କରେ ବର୍ତ୍ତମାନ ଖବର ସୋସିଆଲ ମିଡିଆରେ ଛାଇବାରେ ଲାଗିଛି। ଏହି ଖବର ଏବେ ଗ୍ରାହକମାନଙ୍କୁ ପୁଣି ଥରେ ଚିନ୍ତାରେ ପକାଇଛି।  ଜିଓ,ଏୟାରଟେଲ୍‌ ଏବଂ ଭିଆଇ ଭଳି  ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ନୂତନ ବର୍ଷରେ ସେମାନଙ୍କର ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିବେ। ସୋସିଆଲ ମିଡିଆରେ ପ୍ରସାରିତ ରିପୋର୍ଟ ଅନୁଯାୟୀ, କିଛି କମ୍ପାନୀ ସେମାନଙ୍କ ଗ୍ରାହକଙ୍କୁ ନୋଟିଫିକେସନ୍‌ ପଠାଇବା ମଧ୍ୟ ଆରମ୍ଭ କରିଛନ୍ତି।
ଟେଲିକମ୍ କମ୍ପାନୀଗୁଡ଼ିକ ବର୍ଦ୍ଧିତ ରିଚାର୍ଜ ପ୍ଲାନଗୁଡ଼ିକ ସମ୍ପର୍କରେ କୌଣସି ସରକାରୀ ବିଜ୍ଞପ୍ତି ଜାରି କରିନାହାଁନ୍ତି। ତେଣୁ, ପ୍ଲାନ ମୂଲ୍ୟ ସମାନ ରହିବ। ଏକ ରିପୋର୍ଟ ଅନୁଯାୟୀ, ଦେଶର ତିନୋଟି ପ୍ରମୁଖ ଟେଲିକମ୍ କମ୍ପାନୀ - ଜିଓ, ​​ଏୟାରଟେଲ୍ ଏବଂ ଭୋଡାଫୋନ୍-ଆଇଡିଆ - ପ୍ରତି ଉପଭୋକ୍ତାଙ୍କ ହାରାହାରି ରାଜସ୍ୱ (ଏଆର୍‌ପିୟୁ) ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଫଳସ୍ୱରୂପ, ଆଗାମୀ ମାସଗୁଡ଼ିକରେ ରିଚାର୍ଜ ପ୍ଲାନଗୁଡ଼ିକ ୧୦-୧୨ ପ୍ରତିଶତ ମହଙ୍ଗା ହୋଇପାରେ। ଯଦି କମ୍ପାନୀଗୁଡ଼ିକ ମୂଲ୍ୟ ବୃଦ୍ଧି କରନ୍ତି, ତେବେ ଏହା ୨୦୨୪ ପରଠାରୁ ସବୁଠାରୁ ବଡ଼ ବୃଦ୍ଧି ହେବ। ସାମ୍ପ୍ରତିକ ମାସଗୁଡ଼ିକରେ, ଜିଓ ଏବଂ ଏୟାରଟେଲ୍ ଚୁପଚାପ୍ ସେମାନଙ୍କର ଏଣ୍ଟ୍ରି-ଲେବଲ ୧ ଜିବି ଦୈନିକ ପ୍ରିପେଡ୍ ପ୍ଲାନଗୁଡ଼ିକୁ ବନ୍ଦ କରିଦେଇଛନ୍ତି, ଯାହା ବ୍ୟବହାରକାରୀମାନଙ୍କୁ ବାଧ୍ୟତାମୂଳକ ଭାବେ ଅଧିକ ମହଙ୍ଗା ପ୍ଲାନ୍‌ ଆଡ଼କୁ ଠେଲିଦେଇଛି। ଅଧିକାଂଶ ପ୍ରିପେଡ୍ ଡାଟା ଉପଭୋକ୍ତାଙ୍କ ପାଇଁ ନୂତନ ମୌଳିକ ଯୋଜନାଗୁଡ଼ିକ ଏବେ ପ୍ରତିଦିନ ଦେଢ଼ ଜିବିରୁ ଆରମ୍ଭ ହେଉଛି, ଯାହାର ମୂଲ୍ୟ ପ୍ରାୟ ୨୯୯ ଟଙ୍କା, ଯାହା ପୂର୍ବ ୨୪୯ ଟଙ୍କା ଯୋଜନାଠାରୁ ପ୍ରାୟ ୧୭% ବୃଦ୍ଧି।
ଟେଲିକମ୍ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ଏବଂ ୫ଜି ଭିତ୍ତିଭୂମି ବିସ୍ତାର ପାଇଁ ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଏୟାରଟେଲ୍ ଏବଂ ଭିଆଇ ଉଭୟ ଦୀର୍ଘ ସମୟ ଧରି ଟାରିଫ୍ ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଆସୁଛନ୍ତି। ବର୍ତ୍ତମାନ, ସିଧାସଳଖ ମୂଲ୍ୟ ବୃଦ୍ଧି କରିବା ପରିବର୍ତ୍ତେ ଟେଲିକମ୍ କମ୍ପାନୀଗୁଡ଼ିକ ସେମାନଙ୍କର ଶସ୍ତା ପ୍ଲାନ୍‌ଗୁଡିକୁ  ବନ୍ଦ କରୁଛନ୍ତି। ଯାହାଫଳରେ ଗ୍ରାହକମାନେ ଅଧିକ ମହଙ୍ଗା ଯୋଜନା କିଣିବାକୁ ବାଧ୍ୟ ହେବେ। ଏହି କୌଶଳଗୁଡ଼ିକ କମ୍ପାନୀଗୁଡ଼ିକୁ ପ୍ରତି ଉପଭୋକ୍ତାଙ୍କ ହାରାହାରି ରାଜସ୍ୱ (ଏଆର୍‌ପିୟୁ) ବୃଦ୍ଧି କରିବାରେ ସାହାଯ୍ୟ କରୁଛି। ଏମିତିକି କିଛି କମ୍ପାନୀ ମଧ୍ୟ ନଭେମ୍ବରରେ କିଛି ନିର୍ଦ୍ଧିଷ୍ଟ ପ୍ରି-ପେଡ୍‌ ରିଚାର୍ଜ ପ୍ଲାନ୍‌ ଦର ବୃଦ୍ଧି କରିଛନ୍ତି। ଭିଆଇ ଏବଂ ଏୟାରଟେଲ୍‌ ଭଳି ଅପରେଟର ପ୍ଲାନ ଦର ୭%ରୁ ଅଧିକ ବଢ଼ାଇଛନ୍ତି। ଯେତେବେଳେ କି ବିଏସ୍‌ଏନ୍‌ଏଲ୍‌ ଭାଲିଡିଟି କମ୍‌ କରିଛି।
ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ଟିମ, ସ୍କାନରରେ ରାଜଧାନୀର ବାର ଓ ପବ୍
ଭୁବନେଶ୍ୱର: ନୂଆବର୍ଷ ପାଇଁ ଆରମ୍ଭ ହେଲା ଅବକାରୀ ବିଭାଗର ଧରପଗଡ଼ । ସ୍କାନରରେ ରାଜଧାନୀର ବାର ଓ ପବ୍ । ବଡଦିନ, ଜିରୋ ନାଇଟ ଓ ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ଟିମ । ସିସିଟିଭି ଯାଞ୍ଚ ସହ ରହିବ ଡ୍ୟାନ୍ସ ବାର ଉପରେ କଡା ନଜର । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଲେ ହେବ କାର୍ଯ୍ୟନୁଷ୍ଠାନ । ହୋଟେଲ ଗୁଡିକରେ ମଧ୍ୟ ହେବ ସରପ୍ରାଇଜ ଭିଜିଟ । ବିନା ଲାଇସେନ୍ସରେ ମଦ ବିକ୍ରି କଲେ ନିଆଯିବ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ । ନକଲି ମଦ ବିକ୍ରି ଓ ଚୋରା ଚାଲାଣ ଉପରେ ମଧ୍ୟ ରହିବ ନଜର ।
ତେବେ କେବଳ ମଦ ନୁହେଁ, ଅନ୍ୟ ନିଶା ଦ୍ରବ୍ୟ ଯେପରିକି ବ୍ରାଉନସୁଗର, କୋକେନ୍, କଫସିରଫ କାରବାର ଉପରେ ମଧ୍ୟ ରହିଛି କଡା ନଜର । ଏଭଳି ସୂଚନା ଦେଇଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲ । ସେଲିବ୍ରେସନ କର କିନ୍ତୁ କ୍ରାଇମ କରନି ବୋଲି ଚେତାବନୀ ଦେଇଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ।
ପୁରୀ: ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି। ନୂଆବର୍ଷ ପାଇଁ ପୁରୀକୁ ଛୁଟୁଛନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ। ନୂଆବର୍ଷକୁ ସ୍ବାଗତ କରି ମହାପ୍ରଭୁଙ୍କ ଦର୍ଶନରୁ ବର୍ଷ ଆରମ୍ଭ କରିବେ ଶ୍ରଦ୍ଧାଳୁ। ଏଥିପାଇଁ ସହରରେ ଥିବା ସମସ୍ତ ହୋଟେଲ ଗୁଡ଼ିକ ଏବେଠାରୁ ବୁକ୍ ହୋଇଗଲାଣି। ଭିଡ଼କୁ ନଜରରେ ରଖି ବଡ଼ଦାଣ୍ଡ ଓ ସମୁଦ୍ରକୂଳରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।
ଏବେ ଠାରୁ ନୂଆବର୍ଷର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସବୁ ହୋଟେଲ ଗୁଡିକର ରୁମ ବୁକିଂ ରହିଥିବା ବେଳେ ପର୍ଯ୍ୟଟକ ମାନଙ୍କ ଯେପରି କିଛି ଅସୁବିଧା ନହୁଏ ସେ ଦିଗରେ ବ୍ୟବସ୍ଥା ଗ୍ରହଣ କରିଛି ହୋଟେଲ ସଂଘ। ସେହିପରି ପର୍ଯ୍ୟଟନ ଋତୁକୁ ନଜରରେ ରଖି ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ହୋଟେଲ ଗୁଡିକରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏବେଠାରୁ ଝଟକିଲାଣି ସହର। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ନୂଆ ବର୍ଷ ଛୁଟି କାଟିବା ଲକ୍ଷ୍ୟ ଥିବାରୁ ପୁରୀକୁ ପର୍ଯ୍ୟଟକ ଅଧିକ ପସନ୍ଦ କରୁଛନ୍ତି। ପରିବାର ସହିତ ସମୁଦ୍ର ସ୍ନାନ ଏବଂ ପ୍ରାକୃତିକ ସୌନ୍ଦର୍ୟ୍ୟ ଉପଭୋଗ ପାଇଁ ପର୍ଯ୍ୟଟକ ମାନେ ଭିଡ଼ ଜମାଇଛନ୍ତି। ନୂଆବର୍ଷକୁ ନେଇ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାରେ ଲାଗିଥିବା ବେଳେ ପୁରୀ ନିକଟବର୍ତ୍ତୀ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ, ସାତପଡ଼ା ଆଦିରେ ମଧ୍ୟ ଭିଡ଼ ବୃଦ୍ଧି ପାଇଛି।
ନୂଆବର୍ଷ ୨୦୨୩କୁ ସର୍ବ ପ୍ରଥମେ ସ୍ବାଗତ କଲେ ନ୍ୟୁଜିଲାଣ୍ଡବାସୀ
ନ୍ୟୁଜିଲ୍ୟାଣ୍ଡ: ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡ ସହରରେ ନବବର୍ଷ ୨୦୨୩କୁ ସର୍ବ ପ୍ରଥମେ ସ୍ବାଗତ କରାଯାଇଛି। ଅକଲ୍ୟାଣ୍ଡର ପ୍ରସିଦ୍ଧ ସ୍କାଏ ଟାୱାରକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ଅକଲ୍ୟାଣ୍ଡ ନୂତନ ବର୍ଷର ଉତ୍ସବ ସମୟରେ ସ୍କାଏ ଟାୱାରରୁ ଆତସବାଜି ଏକ ମନୋରମ ଦୃଶ୍ୟ ସୃଷ୍ଟି କରିଥିଲା।
ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡ ହେଉଛି ଏକ ପ୍ରମୁଖ ସହର ଯାହାକି ବିଶ୍ୱର ପୂର୍ବ ଭାଗରେ ଅବସ୍ଥିତ। ବାସ୍ତବରେ, ନୂଆ ବର୍ଷର ନୂଆ ଦିନ ବିଶ୍ବର ପୂର୍ବ ଭାଗରୁ ଆରମ୍ଭ ହୁଏ। ସେଥିପାଇଁ ଏଠାରେ ପ୍ରଥମେ ସୂର୍ୟ୍ୟ ଉଦୟ ସହ ଦିନ ଆରମ୍ଭ ହୁଏ।
ଆସୁଛି ନୂଆବର୍ଷ; ବଡ଼ଦାଣ୍ଡରେ ଭିଡ଼ ନିୟନ୍ତ୍ରଣ ଏବଂ ଶୃଙ୍ଖଳିତ ଜଗା ଦର୍ଶନ ପାଇଁ ପୁରୀ ପ୍ରଶାସନର ବ୍ୟାପକ ବ୍ୟବସ୍ଥା
ପୁରୀ: ଆଗକୁ ଆସୁଛି ନୂଆବର୍ଷ । ଏଥିପାଇଁ ପୁରୀ ବଡ଼ ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ବଡ଼ ଦାଣ୍ଡରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମାର୍କେଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ନୋ ଭେଣ୍ଡିଂ ଜୋନ୍ ଘୋଷିତ ହୋଇଛି । ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ପାଇଁ ଜାରି ରହିବ କଟକଣା । ତାଳବଣିଆ, ଷ୍ଟାର୍ଲିଂ ନିକଟ ଓ ଜଗନ୍ନାଥ ବଲ୍ଲଭରେ କାର୍ ପାର୍କିଂ କରାଯିବ । ବଡ଼ଶଙ୍ଖଠାରୁ ଶରଧା ବାଲି ଯାଏଁ ଦୁଇ ଚକିଆ ଗାଡ଼ି ପାର୍କିଂ ବ୍ୟବସ୍ଥା ହୋଇଛି ।
ଆସନ୍ତାକାଲି ଓ ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏହାକୁ ନଜରରେ ରଖି ଦୁଇଦିନ ପୁରୀ ବଡ଼ଦାଣ୍ଡରେ ବନ୍ଦ ରହିବ ସମସ୍ତ ଦୋକାନ । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ସ୍କୁଲ ପିଲାଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ଭକ୍ତଙ୍କ ବିଶ୍ରାମ, ପାନୀୟ ଜଳ ଯୋଗାଣ ପାଇଁ ହୋଇଛି ବ୍ୟବସ୍ଥା | ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ଭୁବନେଶ୍ୱର: ଆଉ ମାତ୍ର କିଛି ଦିନ ପରେ ନୂଆବର୍ଷ। ଏବେଠୁ ଜମିଲାଣି ନୂଆବର୍ଷର ମାହୋଲ୍‍। କିନ୍ତୁ ରାଜଧାନୀରେ କମିସନରେଟ ପୁଲିସ ସୁରକ୍ଷା କଡ଼ାକଡ଼ି କରିନି। ରାତ୍ରିକାଳିନ କର୍ଫ୍ୟୁ ଜାରି ରହିଥିଲେ ମଧ୍ୟ ପୁଲିସ ରାତିରେ ଜଗୁନି। ଶୀତର ମାହୋଲରେ ଯେମିତି ପୁଲିସ କର୍ମଚାରୀ ଶୋଇପଡ଼ିଛନ୍ତି। ସେହିଭଳି ସହରର ଗୁରୁତ୍ୱପୂର୍ଣ୍ଣ ଛକଠୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସୁରକ୍ଷା ସମ୍ପୂର୍ଣ୍ଣ ଢିଲା। ପିସିଆର୍‍ ଚକ୍କର କାଟୁଛି ନା ନାକାରେ ଜଗୁଛି ପୁଲିସ। ପରିସ୍ଥିତି ଏମିତି ଉପୁଜିଛି ଯେ, ରାତିରେ ରାଜଧାନୀ ଅସୁରକ୍ଷିତ ପାଲଟିଯାଇଛି। ଏହାରି ଭିତରେ ଶୁକ୍ରବାର ରାତିରେ ଜଣେ ବ୍ୟବସାୟୀଙ୍କ ଠାରୁ କ୍ୟାପିଟାଲ ଥାନା ଅଞ୍ଚଳରୁ ସାଢ଼େ ୩ ଲକ୍ଷ ଟଙ୍କା ଲୁଟ୍‍ ହୋଇଥିବା ଥାନାରେ ଅଭିଯୋଗ ହୋଇଛି।
ସେହିପରି ରାଜଧାନୀରେ ଚଳିତବର୍ଷ ସର୍ବାଧିକ ଲୁଟ୍‍ ଓ ଛିନ୍‍ତାଇ ମାମଲା ରାତିରେ ଘଟିଛି। ପୁଲିସର ଉପସ୍ଥିତି ସତ୍ତ୍ବେ ବି ରାତିରେ ଲୁଟେରା ଥରହର କରୁଛନ୍ତି। ଚଳିତବର୍ଷ ସହରାଞ୍ଚଳ ଥାନାଗୁଡ଼ିକରେ ୨୯୨୯ଟି ଲୁଟ୍‍, ଛିନ୍‍ତାଇ, ସିନ୍ଧିଚୋରି ଓ ଡକାୟତି ମାମଲା ରୁଜୁ ହୋଇଛି। ସୁନାଠୁ ନଗଦ ଟଙ୍କା ଯାଏଁ ଅମାପ ସମ୍ପତ୍ତି ଲୁଟି ନେଇଛନ୍ତି। ତେବେ ନୂଆବର୍ଷରେ ଲୁଟେରା ଉତ୍ପାତ କରି ଆତଙ୍କରାଜ କରିବାର ସମ୍ଭାବନା ରହିଛି। କିନ୍ତୁ ସୁରକ୍ଷା ଦୃଷ୍ଟିକୋଣରୁ ପୁଲିସ ପକ୍ଷରୁ କିଛି ବି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି।
ଜମୁଛି ଜୁଆଖେଳର ଆସର
ନୂଆବର୍ଷରେ ରାଜଧାନୀରେ ଜମିଲାଣି ଜୁଆଖେଳର ଆସର। ନୂଆବର୍ଷ ଲାଗି ସହରରେ ଜୁଆ ଖେଳାଳି ସକ୍ରିୟ ହୋଇଛନ୍ତି। ସହରରେ ଚୋରି, ଡକାୟିତି, ଛିନ୍‍ତାଇ, ରାହାଜାନି ଭଳି ଘଟଣା ଘଟୁଛି। ଏହାକୁ ନିୟନ୍ତ୍ରଣ କରିବାରେ କମିସନରେଟ ପୁଲିସ ନାକେଦମ୍‍ ହେଉଛି। ସହରଠୁ ଉପାନ୍ତ ଏବଂ ଉପକୂଳ ଯାଏଁ ଲୁଚାଛପାରେ ଜୁଆଆଡ୍ଡା ହେଉଛି। କମିସନରେଟ ପୁଲିସ ପକ୍ଷରୁ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନି। ସହରର ବସ୍‍ଷ୍ଟାଣ୍ଡ ଓ ରେଳଷ୍ଟେସନ ପରେ ଏହି ଖେଳ ବିଭିନ୍ନ ଥାନା ଅଞ୍ଚଳକୁ ବ୍ୟାପିଛି। ଖଣ୍ଡଗିରି, ଲକ୍ଷ୍ମୀସାଗର, କ୍ୟାପିଟାଲ ହସ୍ପିଟାଲ ପଛ, ୟୁନିଟ-୧ ମାର୍କେଟ୍‍ ଅଞ୍ଚଳ, ୟୁନିଟ-୪, ମଞ୍ଚେଶ୍ୱରର ଜିଜିପି ଅଞ୍ଚଳରେ, ରେଲୱେ ଷ୍ଟେସନ୍‍, ସହିଦନଗର, ଖାରବେଳନଗର ଏବଂ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଏହି ଖେଳ ଏବେ ଦେଖିବାକୁ ମିଳିଛି। ଜୁଆଡ଼ି ମୋଟା ଅଙ୍କର ଅର୍ଥ ଉପାର୍ଜନ କରିବାକୁ ଖେଳି ଥାଆନ୍ତି। ବ୍ୟବସାୟୀ, ବିଲ୍ଡରଙ୍କ ସଂଖ୍ୟା ଅଧିକ ରହିଥିବା ସହ ଟଙ୍କା ନେଣଦେଣ ପ୍ରକ୍ରିୟା ଅଧିକ ରହିଥିବାରୁ ଜୁଆ ଖେଳିବା ପାଇଁ ଲୋକେ ଆଗ୍ରହୀ ହେଉଥିବା ମତପ୍ରକାଶ ପାଇଛି। ଖାଲି ବ୍ୟବସାୟୀ ନୁହନ୍ତି କଲେଜ ପଢ଼଼ୁଆ ପିଲାଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି। ଖେଳରେ ମୋଟା ଅଙ୍କର ଅର୍ଥ ହରାଇବା ସହ ଯୁବକ ଚିନ୍ତାଗ୍ରସ୍ତ ହୋଇ ନିଶାଦ୍ରବ୍ୟ ସେବନ କରୁଥିବା ଅଭିଯୋଗ ହୋଇଛି। ଜୁଆ ଖେଳରେ କିଏ ମାଲେମାଲ୍‍ ହେଉଛି ତ କିଏ ସର୍ବସ୍ୱ ହରାଉଛି। ଦିନରେ ଜୁଆଡ଼ିଙ୍କୁ ପୁଲିସର ଭୟ ଥିଲାବେଳେ ସନ୍ଧ୍ୟା ହେଲେ ଜମୁଛି ଖେଳ। ରାସ୍ତାକଡ଼ ଓ ଗଳିକନ୍ଦିରେ ଏହି ଖେଳ ଦେଖିବାକୁ ମିଳୁଛି। ନୂଆବର୍ଷ ସମୟରେ ଜୁଆଡ଼ିଙ୍କୁ ଧରିବା ଲାଗି କରାଯାଇଥିବା ସ୍ୱତନ୍ତ୍ର ଅଭିଯାନ ଜାରି ରହିବ। ତା’ସହ ନୂଆବର୍ଷକୁ ଦୃଷ୍ଟିରେ ରଖି ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯିବ ବୋଲି କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେପଟେ କମିସନରେଟ ପୁଲିସ ଚଳିତବର୍ଷ ୩୩ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଏଥିସହିତ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଅନ୍ୟ ମେଟ୍ରୋ ସିଟି ଢାଞ୍ଚାରେ ଚାଲିଥିବା ଏକ ଜୁଆଖେଳ ଠାବ ହୋଇଥିଲା।
ବଢ଼ିପାରେ ଅନୈତିକ କାରବାର
ନୂଆବର୍ଷକୁ ଦୃଷ୍ଟିରେ ରଖି ରାଜଧାନୀରେ ବଢ଼଼ିପାରେ ଅନୈତିକ କାରବାର। ଏବେଠୁ ବଙ୍ଗୀୟ ଯୁବତୀ ସହରକୁ ଆସିଲେଣି। ଦଲାଲଙ୍କ ସହାୟତାରେ ଯୁବତୀ ଚାଲାଣ ଆରମ୍ଭ ହୋଇଗଲାଣି। ଉପକଣ୍ଠଗୁଡ଼ିକରେ ଭଡ଼ାଘରେ ଏବେ ଚାଲୁଛି ଅନୈତିକ କାରବାର। ପୁଲିସ ଭୟରେ ଅନ୍‍ଲାଇନ୍‍ରେ କାରବାର ହେଉଛି। ତେବେ ଚଳିତବର୍ଷ ରାଜଧାନୀରୁ ୫ଟି ସେକ୍ସ ରାକେଟ୍‍ ଠାବ ହୋଇଥିଲା। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ୩ଟି, ଭରତପୁର ଥାନା ଓ ମଞ୍ଚେଶ୍ୱର ଅଞ୍ଚଳରେ ଗୋଟିଏ ଲେଖାଏଁ ସେକ୍ସ ରାକେଟ୍‍ ଧରାପଡ଼ିଥିଲା। ତେବେ ୨୦୨୦ରେ ସେକ୍ସ ରାକେଟ୍‍ ମାମଲା ଶୂନ ଥିବା ବେଳେ ଏଥର ୫ଟି ରହିଛି। ମାତ୍ର ନୂଆବର୍ଷ ପାଇଁ ସହରକୁ ବଙ୍ଗୀୟ ଯୁବତୀ ଦଲାଲଙ୍କ ସହାୟତାରେ ଆସିଲେଣି। ଏହାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ବିଭିନ୍ନ ହୋଟେଲ, ଗେଷ୍ଟହାଉସ୍‍, ସ୍ପା ଏବଂ ଉପକଣ୍ଠରେ ଥିବା ଭଡ଼ାଘର ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।
ନୂଆ ବର୍ଷ ସେଲିବ୍ରେସନ୍‌; ପର୍ଯ୍ୟଟନ ସ୍ଥଳ ପାଇଁ ଅଗ୍ରୀମ ବୁକିଂ ୪୦୦ ଗୁଣ ବୃଦ୍ଧି
ନୂଆଦିଲ୍ଲୀ:ଖ୍ରୀଷ୍ଟମାସଠାରୁ ନୂଆ ବର୍ଷ ପର୍ଯ୍ୟନ୍ତ ଉତ୍ସବର ଋତୁ ହେତୁ ଘରୋଇ ପର୍ଯ୍ୟଟନ ଶିଳ୍ପରେ ଅତ୍ୟଧିକ ଉତ୍ସାହ ଜାରି ରହିଛି। ଏଥିପାଇଁ ବର୍ତ୍ତମାନ ଘରୋଇ କ୍ଷେତ୍ରରେ ଅଧିକାଂଶ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ପାଇଁ ଅଗ୍ରୀମ ବା ଆଡଭାନ୍ସ ବୁକିଂ ୪୦୦ ପ୍ରତିଶତ ବୃଦ୍ଧି ପାଇଛି। ବାସ୍ତବରେ ଓମିକ୍ରନ୍‌ର ନୂତନ ଭାରିଆଣ୍ଟର ଆଗମନ ହେତୁ ପର୍ଯ୍ୟଟନ କ୍ଷେତ୍ର, ଟୁର୍-ଟ୍ରାଭେଲ୍ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ଶିଳ୍ପ ଚିନ୍ତାରେ ରହିଥିଲା। ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକକୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଦ୍ବାରା ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଟୁର୍ ଅପରେଟର୍ସ (ଇଟାଓ) ନିରାଶ ହୋଇଛି, କିନ୍ତୁ ଏହି ସମସ୍ୟା ମଧ୍ୟରେ ଘରୋଇ ପର୍ଯ୍ୟଟନ ଶିଳ୍ପ ପୁଣିଥରେ ଏହାର ଟ୍ରାକ୍‌କୁ ଫେରୁଛି। ଇତିମଧ୍ୟରେ ଅଗ୍ରୀମ ବୁକିଂରେ ୪୦୦ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ହେଲାଣି।
ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ଉତ୍ସବ ପାଇଁ ଅଗ୍ରୀମ ବୁକିଂରେ ଚାରିଗୁଣ ବୃଦ୍ଧି ଦେଖିବାକୁ ମିଳୁଛି, ଯଦିଓ ଘରୋଇ ବିମାନ ଭଡା ୩୦ ପ୍ରତିଶତ ଏବଂ ଡିସେମ୍ବରରେ ଅନ୍ତର୍ଜାତୀୟ ବିମାନ ଭଡା ୫୦ ପ୍ରତିଶତ ବୃଦ୍ଧି ପାଇଛି। ଇଜିମାଇଟ୍ରିପ ସହ-ପ୍ରତିଷ୍ଠାତା ରିକାନ୍ତ ପିଟି କହିଛନ୍ତି,ଯେ, ଚଳିତବର୍ଷ ନଭେମ୍ବର-ଡିସେମ୍ବରରେ ପ୍ରମୁଖ ବିବାହ ସ୍ଥଳ ପାଇଁ ବୁକିଂ ଗତବର୍ଷ ତୁଳନାରେ ୧୦୦ ପ୍ରତିଶତ ଅଧିକ ରହିବ। ଗୁଲମର୍ଗର ସବୁ ହୋଟେଲ ଇତିମଧ୍ୟରେ ବୁକ୍‌ ହୋଇସାରିଛି।
ଗୁଲମର୍ଗ, ଗୋଆ, ଉଦୟପୁର, ଜୟପୁର, ମୁସୁରୀ, ଶିମଳା, ନୈନୀତାଲ, ଋଷିକେଶ ଏବଂ ପୋର୍ଟ ବ୍ଲେୟାର ପାଇଁ ବୁକିଂ ବେଶ ଅଧିକ ରହିଛି। ରାଜା-ରାଣୀ ଟ୍ରାଭେଲ୍ସର ଅଧ୍ୟକ୍ଷ ଅଭିଜିତ୍ ପାଟିଲ କହିଛନ୍ତି ଯେ, ଗୁଲମର୍ଗର ହୋଟେଲଗୁଡ଼ିକ ସମ୍ପୂର୍ଣ୍ଣ ବୁକ୍ ହୋଇଛି। ବର୍ତ୍ତମାନ ପର୍ଯ୍ୟଟକମାନେ ପହଲଗାମକୁ ଯାଉଛନ୍ତି ଏବଂ ସେଠାରେ ୮୦ ପ୍ରତିଶତ ବୁକିଂ ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଲାଣି। ହାଉସବୋଟଗୁଡିକ ପ୍ରାୟ ୬୦ ପ୍ରତିଶତ ବୁକ୍ ହୋଇସାରିଛି। ଜାମ୍ମୁ କାଶ୍ମୀରକୁ ସରିବାର ପର୍ଯ୍ୟଟକଙ୍କ ଯାତାୟାତ ଅଧିକ ରହିଛି। ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଟୁର୍ ଅପରେଟର୍ସ ମହାରାଷ୍ଟ୍ରର ଅଧ୍ୟକ୍ଷ ଜିତେନ୍ଦ୍ର କେଜ୍ରିୱାଲ କହିଛନ୍ତି ଯେ, ଘରୋଇ ବଜାରରେ କରୋନାକୁ ପୂର୍ବ ଭଳି ଭୟ ନାହିଁ, ତେଣୁ ପର୍ଯ୍ୟଟନ କ୍ଷେତ୍ରଗୁଡିକରେ ଏଭଳି ଅଭିବୃଦ୍ଧି ଘଟୁଛି। ରତ୍ନଭଣ୍ଡାରର ଭିରେନ ଭୋରା କହିଛନ୍ତି ଯେ, ଏଠାରୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ପାଇଁ ଆମର ଭଲ ବୁକିଂ ରହିଛି। ମହାରାଷ୍ଟ୍ରର ମୋଟ ବୁକିଂ ମଧ୍ୟରୁ ୪୦ ପ୍ରତିଶତ ଜମ୍ମୁ ଓ କଶ୍ମୀର ପାଇଁ ଏବଂ ୬୦ ପ୍ରତିଶତ ହିମାଚଳ ପ୍ରଦେଶ, ସିକ୍କିମ, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ମେଘାଳୟ ନିମନ୍ତେ ପର୍ଯ୍ୟଟକ ବୁକିଂ କରିଛନ୍ତି। ଏଠାରେ ସୂଚନଯୋଗ୍ୟ ଦେଶର ମେୋଟ ଘରୋଇ ଉତ୍ପାଦ( ଜିଡିପି)ର ପର୍ଯ୍ୟଟନ କ୍ଷେତ୍ରର ଅବଦାନ ୫ ପ୍ରତିଶତରୁ ଅଧିକ ଏବଂ ନିଯୁକ୍ତି ଉତ୍ପାଦନ ୧୨ ପ୍ରତିଶତରୁ ଅଧିକ।