Maa Tara Tarini - The Sakala
ଗଞ୍ଜାମ: ମାଆ ତାରାତାରିଣୀଙ୍କୁ ଦୁର୍ବୃତ୍ତ ମାନେ ଛୁଇଁବା ପରେ ଆଜି ହେବ ମହାସ୍ନାନ। ପ୍ରଥମେ ପୂର୍ଣ୍ଣତୟା ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହେବେ ସେବାୟତ ପରିବାରର ମାଆ ଓ ଭଉଣୀମାନେ। ନଦୀରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ ପାଣି ଧରିବେ ସେବାୟତମାନେ। ୧୦୮ ଗରାରେ ପାଣି ଧରି ୯୯୯ ପାହାଚ ଚଢ଼ି ସେବାୟତ ମାନେ ମା’ଙ୍କ ମନ୍ଦିର ଉପରକୁ ଯିବେ। ମନ୍ଦିର ଉପରେ ମା’ଙ୍କୁ ପ୍ରଥମେ ମହାସ୍ନାନ କରାଯି। ଏହାପରେ ଶ୍ରୀ ସୁପ୍ତ, ଦେବୀ ସୁପ୍ତ ସହ ବାତ୍ରୀ ସୁପ୍ତ ଭଳି ଏହି ତିନୋଟି ସୁପ୍ତକୁ ୧୦୮ଥର ପଠନ କରାଯିବ । ଏହାପରେ ମା’ଙ୍କ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ ମାଆ ତାରାତାରିଣୀ।‌ ଗତ ୬ ତାରିଖରେ ମା’ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ରୂପା ଅଳଙ୍କାରକୁ ଚୋର ମାନେ ଚୋରି କରିଥିଲେ। ମା’ଙ୍କୁ ଚୋର ମାନେ ସ୍ପର୍ଶ କରିଥିବା ଯୋଗୁଁ ମା’ଙ୍କୁ ଏଭଳି ମହାସ୍ନାନ କରାଯିବ।
ଆଜିଠାରୁ ମା’ତାରାତାରିଣୀଙ୍କ ମନ୍ଦିର ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ
ଭୁବନେଶ୍ୱର/ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଆରାଧ୍ୟ ମା’ତାରାତାରିଣୀ ଦେବୀଙ୍କ ପୁରାତନ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଆଜିଠାରୁ ଆରମ୍ଭ ହେଉଛି। ଏହି ପବିତ୍ର କାର୍ଯ୍ୟ ଆସନ୍ତା ୨୦ ତାରିଖ ଯାଏଁ ବିଧିବିଧାନ ଅନୁସାରେ ଅନୁଷ୍ଠିତ ହେବ। ୬ ଦିନ ଧରି ହେବାକୁଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆସନ୍ତା ୧୮ ତାରିଖରେ ଯୋଗ ଦେବେ ବୋଲି ସୂଚନା ମିଳିଛି।
ତାରାତାରିଣୀ ପୀଠ ଆଧ୍ୟାତ୍ମିକ ପୀଠ ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର। ରାଜ୍ୟର ଅନ୍ୟ ପ୍ରାନ୍ତ ଏବଂ ପଡୋଶୀ ତେଲଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ବହୁ ଭକ୍ତ ଓ ପର୍ଯ୍ୟଟକ ତାରାତାରିଣୀଙ୍କ ଦର୍ଶନ କରିବା ନେଇ ନିୟମିତ ଭାବେ ଆସିଥାଆନ୍ତି। ତେଣୁ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ସୁବିଧାକୁ ଦୃଷ୍ଟିରେ ରଖି ଏହି ପୀଠର ସାମଗ୍ରିକ ରୂପାନ୍ତରଣକୁ ରାଜ୍ୟ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିୟମିତ ବ୍ୟବଧାନରେ ତାରାତାରିଣୀ ପୀଠର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରି ଆସୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ‘୫-ଟି’ ଭି.କେ ପାଣ୍ଡିଆନ୍‍ ନିୟମିତ ଭାବେ ପୀଠକୁ ଗସ୍ତ କରିବା ସହ ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ। ଏହି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରତ୍ୟକ୍ଷ ଭାବେ ଦେବୀପୀଠର ପୂଜକ, ଭକ୍ତ ଏବଂ ପର୍ଯ୍ୟଟକଙ୍କ ସହ ଆଲୋଚନା କରି ରୂପାନ୍ତରଣ ନକ୍ସା ଆଙ୍କିବାରେ ୫-ଟି ସଚିବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବର୍ତ୍ତମାନ ତାରାତାରିଣୀ ପୀଠର ଶୁଭ ଖୁଣ୍ଟି ସ୍ଥାପନା ଠାରୁ ଆରମ୍ଭ କରି ମନ୍ଦିର କମ୍ପେ୍ଲକ୍ସର ସାମଗ୍ରିକ ବିକାଶ କରାଯାଇଛି। ରୂପାନ୍ତରଣ କାର୍ଯ୍ୟ ମଧ୍ୟରେ ଯଜ୍ଞ ମଣ୍ଡପ, ପ୍ରସାଦ ସେବନ ହଲ୍‍, ଭ୍ୟୁ ପଏଣ୍ଟ, ସାଇଡ୍‍ ଭିଉ, ଦୀପ ଗୃହ ସ୍ଥାନ ରହିଛି।
ଆଦିଶକ୍ତି ମା’ ତାରାତାରିଣୀ ଯୁଗ୍ମରୂପିଣୀ ଅଯୁଗ୍ମ ରୂପରେ ସେ ସଙ୍କଟତାରିଣୀ ଭାବେ ପରିଚିତା। ଦୁର୍ଗମ ପାହାଡ, ଘନ ଜଙ୍ଗଲ ଭରା ପର୍ବତ ଦେହରେ ପୂଜା ପାଇ ଆସୁଥିବା ଭଗବତୀ ଭକ୍ତଙ୍କ ପାଇଁ ଦୁର୍ଲଭ। ବଉଳମାଳିଆ ପଥର ଦ୍ୱାରା ନବନିର୍ମିତ ପଞ୍ଚାୟତନ ବିଶିଷ୍ଟ ମନ୍ଦିର ମଧ୍ୟରେ ଆରାଧ୍ୟ ପୂଜା ପାଇ ଆସୁଛନ୍ତି। ସେହି ନବନିର୍ମିତ ଜୀର୍ଣ୍ଣୋଦ୍ଧାର ଦେବୀ ପ୍ରାସାଦର ପ୍ରତିଷ୍ଠା ମହୋତ୍ସବ ସମସ୍ତଙ୍କ ମନରେ ଉଲ୍ଲାସ ଭରିଛି। ପ୍ରାୟ ଅଢେଇ ବର୍ଷ ତଳୁ ତାରା ତାରିଣୀ ପୀଠ ଉନ୍ନୟନକୁ ପ୍ରାଧାନ୍ୟ ଦିଆଯାଉଛି। ପ୍ରାରମ୍ଭିକ ଭାବେ ୫-ଟି ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଗସ୍ତ ପରେ ରୂପାନ୍ତରଣ ନେଇ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଥିଲା। ଏହି ଆକ୍ସନ ପ୍ଲାନ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନୁମୋଦନ ଲାଭ କରିଥିଲା। ଏହା ପରେ ସିଂହଦ୍ୱାର ଉନ୍ନୟନ ସହ ଭକ୍ତଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆବଶ୍ୟକ ନିର୍ମାଣ କରାଯାଇଥିଲା। ସେଠାରେ ଭକ୍ତଙ୍କ ଗମାନଗମନ ପାଇଁ ରାସ୍ତା, ପାନୀୟ ଜଳ ସୁବିଧା, ଇଣ୍ଟରପ୍ରିଟେସନ୍‍ ସେଣ୍ଟର ଏବଂ ମୁଣ୍ଡନ ହଲ୍‍ ନିର୍ମାଣ ଆରମ୍ଭ ହୋଇଥିଲା। ପ୍ରତୀକ୍ଷାଳୟ, ବିନା ବାଧାରେ ଯାତାୟତ ସୁବିଧା, ଆଧ୍ୟାତ୍ମିକ ଉପାସନା ଗୃହ, ମନ୍ଦିର ପରିବେଷ୍ଟନୀ ଅଞ୍ଚଳର ବିକାଶ କାର୍ଯ୍ୟ ମଧ୍ୟ ରୂପାନ୍ତରଣ ଅଂଶ ବିଶେଷ ରହିଥିଲା। ପ୍ରସିଦ୍ଧ ସ୍ଥପତି ନାରାୟଣ ତ୍ରିପାଠୀ ଏହାର ଡିଜାଇନ୍‍ ପ୍ରସ୍ତୁତ କରିଥିଲେ।
ଆଜି ଅର୍ଥାତ- ୧୫ ତାରିଖରେ ଦୀକ୍ଷା ଗ୍ରହଣ, ଅଙ୍କୁରାରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ୧୬ରେ ଜଳଯାତ୍ରା, ଯଜ୍ଞାରମ୍ଭ, ବ୍ରାହ୍ମଣ ବରଣ, ଅଗ୍ନି ସଂସ୍କାର, ସାଲା ସଂସ୍କାର, ପୂଜା ହୋମ ସହ ଅଖଣ୍ଡ ଶିବେକାଳୀ ନାମଯଜ୍ଞ ଆରମ୍ଭ କରାଯିବ। ୧୭ ତାରିଖରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଚଣ୍ଡୀପାଠ, ମହାରୁଦ୍ରାଭିଷେକ, ଧ୍ୱଜ, ତ୍ରିଶୂଳ, ପାର୍ଶ୍ବ ଦେବାଦେବୀଙ୍କ ସପ୍ତାଧିବାସ ଏବଂ ଧ୍ୟାନ୍ୟାଧିବାସ କରାଯିବ। ୧୮ ତାରିଖ ଦିନ ସୂର୍ଯ୍ୟ ପୂଜା ସହ ମଣ୍ଡଳ ଦେବତା ପୂଜା, ହୋମ, ଦଶମହାବିଦ୍ୟା, ଯଜ୍ଞ ଓ ପୁରଷ୍କରଣ, ତ୍ରିଶୂଳ, ଧ୍ୱଜ, ମହାଧିଜଙ୍କ ଦେବତାଙ୍କ ମହାସ୍ନାନ ପ୍ରକ୍ରିୟା କରାଯିବ। ଏହାର ପରଦିନ ଅର୍ଥାତ ୧୯ ତାରିଖରେ ସୂର୍ଯ୍ୟ ପୂଜା ସହ ଦେବତା ତଥା ଆୟୁଧ ଧ୍ୱଜମାନଙ୍କ ନ୍ୟାସ କାର୍ଯ୍ୟକ୍ରମ ରହିଛି। ଅନ୍ତିମ ଦିନରେ ଧ୍ୱଜ, ତ୍ରିଶୂଳ, ପାର୍ଶ୍ବ ଦେବତାଙ୍କ ସ୍ଥାପନ ସହ ମହାଦେବୀଙ୍କ ରତ୍ନ ସିଂହାସନ ବିଜେ ବିଧି, ମହାଧିଜଙ୍କ ଭ୍ରମଣ ଓ ସମର୍ପଣ, ଅଖଣ୍ଡ ନାମଯଜ୍ଞ ଓ ଘୃତଯଜ୍ଞର ପୂର୍ଣ୍ଣାହୂତି ହେବାର ରହିଛି।
ଭୁବନେଶ୍ବର: ଆଜି ଗଞ୍ଜାମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୨୧୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ତାରାତାରିଣୀ ପୀଠରେ ପହଞ୍ଚି ମାଆଙ୍କ ଦର୍ଶନ କରିଥିଲେ । ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ତାରାତାରିଣୀ ମନ୍ଦିରରେ ଭେଟି ମାଙ୍କ ପ୍ରସାଦ ବାଣ୍ଟି ଥିଲେ।
କରୋନାର ପ୍ରଥମ ଲହରରେ ଗଞ୍ଜାମ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ବାହାରେ ରହୁଥିବା ଓଡ଼ିଶା ବାସୀ ମଧ୍ୟ ଲକ୍ ଡାଉନ୍ ଯୋଗୁଁ ଘରକୁ ଫେରିଥିଲେ। ଜିଲ୍ଲାରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସେତେବେଳେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କଠାରୁ କ୍ଷମତା ପାଇବା ପରେ ଜନପ୍ରତିନିଧିମାନେ ମଧ୍ୟ ନିଷ୍ଠାର ସହ କାମ କରିଥିଲେ । ଯାହା କରୋନା ମୁକାବିଲାରେ ବେଶ ସହାୟକ ହୋଇଥିଲା । ଜନପ୍ରତିନିଧିଙ୍କ ସେବା ଯୋଗୁଁ ଜିଲ୍ଲାରେ କରୋନା ମହାମାରୀକୁ କାବୁ କରାଯାଇପାରିଥିଲା ଓ ଦେଶ ପାଇଁ ଗଞ୍ଜାମ ଉଦାହରଣ ପାଲଟି ଥିଲା । ଆଜି ଗଞ୍ଜାମ ଗସ୍ତ ସମୟରେ ସରପଞ୍ଚ, ଅନ୍ୟ ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଭ୍ୟଙ୍କୁ କରୋନା ସମୟରେ ସେମାନଙ୍କ ଭଲ କାମ ପାଇଁ ତାରାତରିଣୀ ପୀଠରେ ଭେଟି ମାଙ୍କ ପ୍ରସାଦ ଓ ଲଡୁ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ।