Mihir Das - The Sakala
ଓଲିଉଡ ସୁପରଷ୍ଟାର ମିହିର ଦାସଙ୍କୁ ସାବୁନରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶ୍ରୀକୃଷ୍ଣ
ବାଲେଶ୍ବର :ଗତକାଲି କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ଓଲିଉଡର ସୁପରଷ୍ଟାର ମିହିର ଦାସ। ଆଜି ସକାଳୁ କଟକର ସତୀଚଉରା ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନର ସହ ହିନ୍ଦୁ ରୀତିନୀତି ଅନୁସାରେ ମିହିର ଦାସଙ୍କୁ ବିଦାୟ ଦେଇଛି ଆଜି ସାରା ଓଡିଶା ।ସତୀଚଉରା ଶ୍ମଶାନରେ ପଞ୍ଚଭୂତରେ ବିଲିନ ହୋଇଯାଇଛି ମିହିରଙ୍କ ପାର୍ଥିବ ଶରୀର। ମିହିର ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ  ଓଡିଆ ଚଳଚିତ୍ରରେ ସେ ଛାଡିଯାଇଥିବା ଛାପ ଚିରଦିନ ତାଙ୍କୁ ଅମର କରି ରଖିବ ।
ଗତକାଲିଠୁ ମିହିରଙ୍କ ପରଲୋକ ପରେ ତାଙ୍କର ପ୍ରସଂଶକମାନେ ତାଙ୍କୁ ବିଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। କିଏ ସୋସିଆଲ ମିଡିଆରେ ତାଙ୍କ ବିଷୟରେ ଲେଖୁଛିତ କିଏ ଚିତ୍ର ଆଙ୍କି ତାଙ୍କର ପ୍ରିୟ କଳାକାରଙ୍କୁ ମନେ ପକାଉଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ବର ଚାରୁ ଓ କାରୁକଳା ମହାବିଦ୍ୟାଳୟ ଭାସ୍କର୍ଯ୍ୟକଳା ବିଭାଗର ଇନଷ୍ଟ୍ରକ୍ଟର ଶ୍ରୀକୃଷ୍ଣ ପାତ୍ର ଏକ ନିଆରା ଢଙ୍ଗରେ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ସାବୁନରେ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କେବଳ ଏକ କଟର୍ ଓ ଛୁଞ୍ଚି ମାଧ୍ୟମରେ ଏକ ଛୋଟ ସାବୁନ ଉପରେ ମିହିର ଦାସଙ୍କ ଚିତ୍ର ତଥା ମୁହଁକୁ ଖୋଦେଇ କରି ଆକୃତି ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମାତ୍ର ୩ ଘଣ୍ଟା ମଧ୍ୟରେ ଏପରି ଏକ କଳାକୃତି ପ୍ରସ୍ତୁତ କରିଛନ୍ତି ଶ୍ରୀକୃଷ୍ଣ। ତେବେ ଶ୍ରୀକୃଷ୍ଣ ପୂର୍ବରୁ ମାତୃ ଦିବସରେ ଏପରି ସାବୁନ ଉପରେ ମାଆ ଓ ଛୁଆର ଏକ ନିଆରା କଳାକୃତି ତିଆରି କରିଥିଲେ। ଯାହାକୁ ଅନେକ ପ୍ରଶଂସା କରିଥିଲେ।
ପଞ୍ଚଭୂତରେ ବିଲୀନ ହେଲେ ଓଲିଉଡ୍‍ର ବର୍ଷୀୟାନ ଅଭିନେତା ମିହିର ଦାସ
ଭୁବନେଶ୍ବର: କଟକ ସତୀଚଉରା ଶ୍ମଶାନରେ ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।  ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମିହିର ଦାସଙ୍କ ଅନ୍ତିମ ସଂସ୍କାର କରାଯଇଛି। ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ବର୍ଷାକୁ ଖାତିର ନକରି ଜନସମୁଦ୍ର ଲାଗିରହିଥିଲା। ମିହିରଙ୍କ ପୁଅ ଅମ୍ଳାନ ମୁଖାଗ୍ନି ଦେଇଥିଲେ । ସକାଳୁ ସିଡିଏସ୍ଥିତ ତାଙ୍କ ବାସଭବନରୁ ମିହିରଙ୍କ ମର ଶରୀରକୁ ମୁକ୍ତିରଥରେ ତାଙ୍କର ପୂର୍ବ ବାସସ୍ଥାନ କନିକା ଛକ ନିକଟ ରାମଗଡକୁ ଅଣାଯାଇଥିଲା । ବର୍ଷା ଓ ପ୍ରତିକୂଳ ପାଗ ପରିସ୍ଥିତି ସତ୍ୱେ ଏହି ଦିବଂଗତ ଅଭିନେତାଙ୍କୁ ଶେଷ ବିଦାୟ ଜଣାଇବାକୁ ବୁହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ. କିଡନି ଜନିତ ରୋଗରେ ଆକ୍ରାନ୍ତ ଥିବା ଅଭିନେତା ମିହିର ଦାସଙ୍କର ସୋମବାର ଦିନ କଟକସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ଘଟିଥିଲା । ଏଥିସହିତ ଜଣେ ବହୁମୁଖୀ ଅଭିନେତାଙ୍କୁ ଓଲିଉଡ ଜଗତ ହାରାଇଛି। ହାସ୍ୟ ଅଭିନୟଠାରୁ ଆରମ୍ଭ କରି ନାୟକ, ଖଳନାୟକ ଚରିତ୍ରରେ ରୁପେଲିପରଦାରେ କରିଛନ୍ତି ନିଖୁଣ ଅଭିନୟ। ଚାରି ଦଶନ୍ଧି ଧରି ତାଙ୍କ ବଳିଷ୍ଠ ଅଭିନୟ ପ୍ରତିଟି ଓଡ଼ିଆ ସିନେପ୍ରେମୀଙ୍କୁ ମୁଗ୍ଧ କରିଥିଲେ। ତାଙ୍କ ବିୟୋଗ ଓଡ଼ିଆ ମନୋରଞ୍ଜନ ଦୁନିଆକୁ ସ୍ତବ୍ଧ କରି ଦେଇଛି। ଆଜି ସତୀଚଉରା ଶ୍ମଶାନରେ ଗାର୍ଡ ଅଫ ଅନର୍‍ ଦିଆଯାଇ ମିହିରଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
ମିହିରଦାସଙ୍କୁ ଶେଷ ଦର୍ଶନ କରିବାକୁ ଆସି କାନ୍ଦି ପକାଇଲେ ରାଇମୋହନ ପରିଡା, କହିଲେ ହଜାରେ ବର୍ଷ ପରେ ଏଭଳି ଅଭିନେତା ଜନ୍ମ ନିଅନ୍ତି
ଭୁବନେଶ୍ବର: ବରିଷ୍ଠ ସିନେ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଛି । କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଅଭିନେତା ମିହିର ଦାସଙ୍କ ମର ଶରୀରକୁ ତାଙ୍କ କଟକସ୍ଥିତ ବାସଭବନକୁ ନିଆଯାଇଛି। ଆସନ୍ତାକାଲି ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ଶେଷ ଦର୍ଶନ କରିବାକୁ ଅଲିଓଡର ଅନେକ କଳାକାରଙ୍କ ଭିଡ ଲାଗିଛି । ସିନେଜେଗତ ଆଜି ପୁରା ସ୍ତବ୍ଧ ହୋଇଯାଇଛି। ଶେଷ ଦର୍ଶନ କରିବାକୁ ଆସି କାନ୍ଦି ପକାଇଛନ୍ତି ଓଲିଉଡ୍‌ ଜଗତର ଖଳନାୟକ ତଥା ଅଭିନେତା ରାଇମୋହନ ପରିଡା। କୋହଭରା କଣ୍ଠରେ ସେ କହିଛନ୍ତି ଯେ କେହି ଏ ଦୁନିଆରେ କେହି ରହିବେନି। ସମସ୍ତେ ଏ ଦୁନିଆରେ କିଛି ନା କିଛି କାମ ବିଦାୟ ନେବେ। ଆଖି ଆଗରେ ମିହିର ଭାଇ ଚାଲିଗଲେ। ତାଙ୍କ ଅମଳର ଲୋକ ଆମେ କିଛି ଅଛୁ। ଆଗକୁ କଣ ହେବ କଣ ନହେବ ଆମକୁ ବି ଅଜଣା।
ସେ ଆହୁରି କହିଛନ୍ତି ଯେ, ମିହିର ଭାଇ ଚାଲିଯିବା ଖବର ମୋତେ ଗଭୀର ଦୁଃଖ ଦେଇଛି ।  ମିହିର ସବୁବେଳେ ଅମର ରହିବେ। ତାଙ୍କର ଗୁଣ ବଖାଣିବାକୁ ଗଲେ ରାତି ପାହିଯିବ। ହଜାରେ ବର୍ଷ ପରେ ଏଭଳି ଅଭିନେତା ଜନ୍ମ ନିଅନ୍ତି। ତାଙ୍କ ଗୁଣର ପଟାନ୍ତର ନାହିଁ। ମୁଁ ସିନା ଭାଇ ଡାକୁଥିଲି କିନ୍ତୁ ସେ ମୋର ସାଙ୍ଗ। ସେଭଳି କଳାକାର ଓ ମଣିଷ ଆଉ ଜନ୍ମ ହେବନି। ଶେଷ ଦର୍ଶନ ପାଇଁ ଅପେକ୍ଷା କରିଛି। ତାଙ୍କର ଅମର ଆତ୍ମାର ମୁଁ ସଦଗତି କାମନା କରିବି।
ଆସନ୍ତାକାଲି ହେବ ମିହିର ଦାସଙ୍କ ଶେଷକୃତ୍ୟ: ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ଗାର୍ଡ ଅଫ୍ ଅନର
ଭୁବନେଶ୍ବର: ବରିଷ୍ଠ ସିନେ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଛି । କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଅଭିନେତା ମିହିର ଦାସଙ୍କ ମରଶରୀରକୁ ତାଙ୍କ କଟକସ୍ଥିତ ବାସଭବନକୁ ନିଆଯାଇଛି। ଆସନ୍ତାକାଲି ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ। ଅଭିନେତା ମିହିର ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ନେଇ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ସୂଚନା ଦେଇଛନ୍ତି।
ଭୁବନେଶ୍ବର : ବରିଷ୍ଠ ସିନେ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଛି । କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ୬୩ ବର୍ଷୀୟ ମିହିର ଗତ ଡିସେମ୍ବର ୭ ତାରିଖରୁ ଅସୁସ୍ଥତା କାରଣରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ। କିଡନୀ ରୋଗରେ ଆକ୍ରାନ୍ତ ଥିବା ମିହିରଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ମିହିର ଦାସଙ୍କ ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଯାହା ଫଳରେ ସପ୍ତାହରେ ତାଙ୍କର ତିନି ଥର ଡାଏଲିସସ ହେଉଥିଲା ।
ଆଜି(ମଙ୍ଗଳବାର) ହଠାତ ମିହିରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବପର ହେଲାନାହିଁ।  ମିହିର ଦାସଙ୍କ ପରଲୋକରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଓଡିଶା ସିନେ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ ମିହିର ଦାସ।ଓଲିଉଡ୍‌ର କାକା ଭାବେ ପରିଚିତ ଭେଟ୍‌ରାନ୍‌ ଅଭିନେତା ମିହିର ଦାସ ୧୯୫୯ ମସିହା ଫେବୃଆରୀ ୧୧ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା। ସେ ପ୍ରଥମେ ଆର୍ଟ ଫିଲ୍ମରେ ଅଭିନୟ କରିଥିଲେ। ତାହା ଥିଲା ‘ସ୍କୁଲ୍‌ ମାଷ୍ଟର’। ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା। ତା’ପରେମିହିର ଦାସ ଗୋବିନ୍ଦ ତେଜଙ୍କ ନିର୍ଦ୍ଦେଶିତ ‘ରାମାୟଣ’ ଚଳଚ୍ଚିତ୍ରରୁ ନିଜ ଅଭିନୟ ଜୀବନର ଆରମ୍ଭ କରିଥିଲେ।
୧୯୭୯ରେ ନିର୍ମିତ ଚଳଚ୍ଚିତ୍ର ‘ମଥୁରା ବିଜୟ’ରେ ତାଙ୍କ ଅଭିନୟ ହୃଦୟସ୍ପର୍ଶୀ ହୋଇପାରିଥିଲା। ପ୍ରାୟ ୩ ଦଶନ୍ଧି ହେବ ମିହିର ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ପରାକାଷ୍ଠା ଓ ଅଭିନୟ ପାରଦର୍ଶିତା ପ୍ରତିପାଦିତ କରିବାରେ ସଫଳ ହୋଇପାରିଥିଲେ। ‘ପୁଅ ମୋର ଭୋଳାଶଙ୍କର’ ଚଳଚ୍ଚିତ୍ରରେ ତାଙ୍କ ନିଖୁଣ ଅଭିନୟକୁ ଦର୍ଶକମାନେ ଏବେ ମଧ୍ୟ ମାନେ ରଖିଛନ୍ତି। ୧୯୯୮ରେ ‘ଲକ୍ଷ୍ମୀ ପ୍ରତିମା’ ଓ ୨୦୦୫ରେ ‘ଫେରିଆ ମୋ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ।
ଓଡ଼ିଆ ସିନେ ଜଗତ ପାଇଁ ମିହିର ଦାସ କେବଳ ଜଣେ ଅଭିନେତା ନୁହେଁ ସେ  ଜଣେ ଅନୁଷ୍ଠାନ ଥିଲେ । ବହୁ ନୂଆ କଳାକାର ତାଙ୍କୁ ସେମାନଙ୍କର ଆଦର୍ଶମାନି ଆଜିବି କାର୍ଯ୍ୟକରୁଛନ୍ତି। ନାୟକ ହେଉ କିମ୍ବା ଖଳନାୟକ, ଚରିତ୍ର ଅଭିନୟ ହେଉ କିମ୍ବା ହାସ୍ୟ ଚରିତ୍ର, ଅଲ୍‌ ଇନ୍‌ ଓ୍ବାନ୍‌ ଥିଲେ ମିହିର ଦାସ । ନିଜ ଅଭିନୟ ଯାଦୁରେ ଓଡିଶାର ଘରେ ଘରେ ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି ଭେଟେରାନ୍‌ ମିହିର ଦାସ।
ଆଜି ମିହିରଙ୍କ ପରଲୋକରେ ତାଙ୍କ ପ୍ରସଂଶକଙ୍କ ମହଲରେ  ତାଙ୍କ ଅଭିନିତ ଅଭିମନ୍ୟୁ ଚଳଚିତ୍ରର କାକା ଭୂମିକାକୁ ନେଇ ବେଶ ଚର୍ଚ୍ଚା-ଆଲୋଚନା ହେଉଛି। କାରଣ ଏହି ଚଳଚିତ୍ରରେ ମିହିର କାକା ଭୂମିକାରେ ଅଭିନୟ କରିଥିଲେ। ଯେଉଁଥିରେ ତାଙ୍କର ଏକ ମୁଖ୍ୟ ଡାଇଲଗ୍‌ ଥିଲା ‘ଇଲେକ୍ସନ ଇଲେକ୍ସନ କହି କାକାକୁ ଡରେଇବ ନାହିଁ……ଇଲେକ୍ସନ ବି କାକା କରେ ଆଉ ସିଲେକ୍ସନ ବି କାକା କରେ …’। ଆଜି ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଥିବା ବେଳେ ଫେବୃଆରୀ ୧୬ରେ ଭୋଟ ଗ୍ରହଣ ଆରମ୍ଭ ହେବ କିନ୍ତୁ ତା ପୂର୍ବରୁ କାକା(ମିହିର)ଙ୍କର ପରଲୋକ ହୋଇଯାଇଛି।
ଓଡ଼ିଶା ସିନେ ଜଗତର ବର୍ଷିଆନ୍ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର
କଟକ: ଓଡ଼ିଶା ସିନେ ଜଗତର ବର୍ଷିଆନ୍ ଅଭିନେତା ତଥା ଲୋକପ୍ରିୟ କଳାକାର ମିହିର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ । ମିହିରଙ୍କ ଚିକିତ୍ସା କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଜାରି ରହିଛି । ପୂର୍ବରୁ ମଧୁମେହରେ ପୀଡ଼ିତ ଥିବା ମିହିରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯିବାରୁ ତିନିଦିନ ତଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ କାମ କରିବା ବନ୍ଦ କରି ଦେଇଥିଲା । ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବା ସହ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଗୋଟିଏ ପଟେ ସ୍ୱାସ୍ଥ୍ୟ ଜଟିଳ ଥିବାବେଳେ ହସ୍ପିଟାଲରେ ଚିକିତ୍ସା ସମୟରେ ସେ ହୃଦଘାତର ଶିକାର ମଧ୍ୟ ହୋଇ ସାରିଛନ୍ତି । ତେବେ ଆଶ୍ୱସ୍ତିର କଥା, ଗତ କିଛି ଘଣ୍ଟା ହେଲା ମିହିରଙ୍କ ସ୍ୱାସ୍ଥ୍ୟାବସ୍ଥାର ଅବନତି ଘଟି ନାହିଁ ଏବଂ ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।
ସେପଟେ ହସ୍ପିଟାଲକୁ ଆସି ମିହିରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି ଅନେକ କଳାକାର । ୫୫ ବର୍ଷ ବୟସ୍କ ମିହିର ପ୍ରାୟ ୨୫ ବର୍ଷ ଧରି ଡାଇବେଟିସ୍ ରୋଗରେ ପୀଡ଼ିତ ଅଛନ୍ତି । ଏହା ବ୍ୟତୀତ ତିନିବର୍ଷ ତଳେ କିଡନୀ ରୋଗରେ ମଧ୍ୟ ସେ ଆକ୍ରାନ୍ତ ହୋଇଥିଲେ । ସେବେଠାରୁ ତାଙ୍କର ଚିକିତ୍ସା ଜାରି ରହିଛି ।
ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ୧୯୬୬ ଫେବ୍ରୁଆରୀ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର । ସେ ପ୍ରାୟ ୧୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ‘ଲକ୍ଷ୍ମୀ ପ୍ରତିମା’, ‘ପୁଅ ମୋର ଭୋଳା ଶଙ୍କର’,‘ଟାର୍ଗେଟ୍‌’, ‘ଗୁଣ୍ଡା’, ‘ମାଇଁ ଲଭ୍‌ ଷ୍ଟୋରୀ’, ‘ପହିଲି ରାଜା’, ‘ଚୋରି ଚାରି ମନ ଚୋରି’, ‘ବାଜି’, ‘ଧଉଳି ଏକ୍ସପ୍ରେସ୍‌’ ଅନ୍ୟତମ । ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ସେ । ୧୯୯୯ରେ ‘ବିଧାତା’ ଓ ୨୦୦୫ରେ ‘ଫେରିଆ ମୋ’ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା ।