Features - WhatsApp - The Sakala

ହ୍ବାଟ୍ସଆପ୍‌ ମେସେଜିଂରେ ପିନ ଅନ୍-ଅଫକୁ ନେଇ ଆସିବ ନୂଆ ଫିଚର
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ପ୍ରତିଦିନ ନୂଆ ଫିଚର ଯୋଗ କରୁଛି। ବର୍ତ୍ତମାନ ମେସେଜିଂ ସେବା ଏହାର ଆପ୍‌ରେ ଏକ ନୂତନ ବୈଶିଷ୍ଟ୍ୟ ‘ପିନ୍ ଅବଧି’ ଆଣିବାକୁ କାର୍ଯ୍ୟ କରୁଛି। ହ୍ବାଟ୍ସଆପ୍ ଇନ୍‌ଫୋ ଏହି ଫିଚର ବିଷୟରେ ସୂଚନା ଦେଇଛି ଏବଂ କହିଛି ଯେ, ବର୍ତ୍ତମାନ ଏହି ଫିଚର ବିକାଶ ପର୍ଯ୍ୟାୟରେ ରହିଛି। ଏହା ଆଣ୍ଡ୍ରଏଡ୍ ବିଟା ୨.୨୩.୧୨.୧୧ ଅପଡେଟ୍ରେ ଉପଲବ୍ଧ ହେବ।

ଏହି ଫିଚର ଅନୁଯାୟୀ, ଚାଟ୍‌ରେ କେତେ ଦିନ ପର୍ଯ୍ୟନ୍ତ ଏକ ବାର୍ତ୍ତା ପିନ୍ ହେବା ଉଚିତ୍, ଉପଭୋକ୍ତାମାନେ ବାଛିବାରେ ସକ୍ଷମ ହେବେ। ଡବ୍ଲ୍ୟୁବି ଏକ ସ୍କ୍ରିନ୍‌ସଟ୍ ମଧ୍ୟ ସେୟାର କରିଛି ଯେଉଁଥିରେ ଦର୍ଶକମାନେ କିପରି ଏକ ନିର୍ଦ୍ଦିଷ୍ଟ ସମୟ ବାଛିବା ପାଇଁ ସୁବିଧା ପାଇବେ, ଯାହା ପରେ ପିନ୍ ହୋଇଥିବା ବାର୍ତ୍ତା ସ୍ୱୟଂଚାଳିତ ଭାବରେ ଅନ୍-ଅଫ୍‌ ହେବ। ଏହା କୁହାଯାଇଛି ଯେ, ବର୍ତ୍ତମାନ ଉପଭୋକ୍ତାମାନେ ଏହି ବୈଶିଷ୍ଟ୍ୟରେ ତିନୋଟି ଭିନ୍ନ ଅବଧି ପାଆନ୍ତି – ୨୪ ଘଣ୍ଟା, ୭ ଦିନ ଏବଂ ୩୦ ଦିନ। ଏଥିରୁ ଏକ ସମୟ ଚୟନ କରି, ସେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଯେକୌଣସି ବାର୍ତ୍ତା ପିନ୍ କରିପାରିବେ। ବ୍ୟବହାରକାରୀମାନେ ଯେ କୌଣସି ସମୟରେ ପିନ୍ ହୋଇଥିବା ମେସେଜ୍ ଅନ୍-ଅପ୍ କରିବାର ବିକଳ୍ପ ପାଇବେ।

ଏଣିକି ହ୍ୱାଟସ୍‌ଆପ ଚାଟ୍ ଜରିଆରେ ଜିଓମାର୍ଟରୁ କରି ହେବ ସପିଂ
ମୁମ୍ବାଇ: ହ୍ୱାଟସ୍‌ଆପ୍ ଚାଟ୍‌ରେ ରହି ଜିଓମାର୍ଟରୁ ସପିଙ୍ଗ କରିପାରିବେ ଗ୍ରାହକ । ସାରା ବିଶ୍ୱରେ ପ୍ରଥମ ଭାବେ ସମସ୍ତ ଭାରତୀୟ ଜିଓମାର୍ଟର ସମଗ୍ର ଗ୍ରୋସରି କାଟ୍‌ଲଗ୍‌କୁ ବ୍ରାଉଜ୍ କରିପାରିବେ  । କାର୍ଟରେ ସାମଗ୍ରୀ ଯୋଡ଼ିବା ପରେ କିଣାକିଣି ପ୍ରକ୍ରିୟାକୁ ଶେଷ କରିବା ଲାଗି ପେମେଂଟ୍ (ଦେୟ ପ୍ରଦାନ) ମଧ୍ୟ କରିପାରିବେ । ଏସବୁ ପ୍ରକ୍ରିୟା ପାଇଁ ସେମାନଙ୍କୁ ହ୍ୱାଟସ୍‌ଆପ୍ ଚାଟ୍ ଛାଡ଼ିଯିବାକୁ ପଡ଼ିବନି ।

ଏକ ଫେସବୁକ୍ ପୋଷ୍ଟ୍ ଜରିଆରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ “ଭାରତରେ ଜିଓମାର୍ଟ ସହିତ ସହଯୋଗିତାର ଶୁଭାରମ୍ଭକୁ ଉତ୍ସାହ ପ୍ରକାଶ କରିଛନ୍ତି  । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ସମାଜ ଭାବେ ଭାରତକୁ ଆଗକୁ ବଢ଼ାଇବା । ଯେତେବେଳେ ୨୦୨୦ରେ ଜିଓ ପ୍ଲାଟଫର୍ମସ୍ ଓ ମେଟାର ସହଯୋଗିତା ବିଷୟରେ ଘୋଷଣା କରାଯାଇଥିଲା ସେହି ସମୟରେ ମାର୍କ ଓ ମୁଁ ଅଧିକ ଲୋକ ଓ ବ୍ୟବସାୟକୁ ଅନଲାଇନ୍ ପର୍ଯ୍ଯନ୍ତ ଆଣିବା ଏବଂ ପ୍ରତି ଭାରତୀୟଙ୍କ ଦୈନନ୍ଦିନ ଜୀବନରେ ଅଧିକ ସୁବିଧା ପ୍ରଦାନ କରିବା ଲାଗି ବାସ୍ତବ ଅଭିନବ ସମାଧାନ ସୃଷ୍ଟି କରିବାର ସମାନ ଲକ୍ଷ୍ୟ ରଖିଥିଲୁ । କୋଟି କୋଟି ଭାରତୀୟଙ୍କୁ ଅନ୍‌ଲାଇନ୍ ସପିଙ୍ଗ୍‌ର ସରଳ ଓ ସହଜ ଉପାୟ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାକୁ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ଆହୁରି ଆଗକୁ ବଢ଼ାଇବ ।’’

ହ୍ୱାଟସ୍‌ଆପ୍‌ରେ ଜିଓ ନମ୍ବର (+୯୧-୭୯୭୭୦୭୯୭୭୦)ରେ ସରଳ ଭାବେ ଇଂରାଜୀରେ ହାଏ ଲେଖି ପଠାଇ ଗ୍ରାହକମାନେ ହ୍ୱାଟସ୍‌ଆପ୍ ଜରିଆରେ ଜିଓମାର୍ଟରେ ସପିଙ୍ଗ୍ ଆରମ୍ଭ କରିପାରିବେ । ଏହା ପରେ ଜିଓମାର୍ଟ ପକ୍ଷରୁ ଆରମ୍ଭ କରିବା ପାଇଁ ବିକଳ୍ପ ଆସିବ। ଗ୍ରାହକମାନେ ଉକ୍ତ ବଟମ ଉପରେ କ୍ଲିକ ପରେ ସଙ୍ଗେସଙ୍ଗେ ଜିଓ ମାର୍ଟ ପକ୍ଷରୁ ଏକ ଲିଙ୍କ ଆସିବ। ଏହି ଲିଙ୍କକୁ କ୍ଲିକ କଲେ କାଟଲଗ୍ ଅର୍ଥାତ ସମସ୍ତ ପ୍ରଡକ୍ଟର ବିବରଣୀ ପାଇବେ । ଏହା ସହ ସପିଙ୍ଗ କରି ପାରିବେ ନିଜର ଦରକାର ଥିବା ଜିନିଷ ଅର୍ଡର କରି ପାରିବେ। ଏହାପରେ ଠିକଣା ପ୍ରଦାନ ପାଇଁ ବିକଳ୍ପ ଆସିବ। ଠିକଣ ଦେବା ପରେ ଆପଣଙ୍କ ପାଖରେ ଜିନିଷ ପହଞ୍ଚିଯିବ।

ଆସିଲା ହ୍ବାଟ୍ସଆପ୍‌ର ନୂଆ ଅପ୍‌ଡେଟ୍‌, ଏକାଧିକ ଡିଭାଇସରେ କରିହେବ ଲଗ୍‌ଇନ୍
ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ହ୍ବାଟ୍ସଆପ୍‌ ଏହାର ଅପ୍‌ଡେଟ୍‌ କରାଇଛି। ଏହାଫଳରେ ଉପଭୋକ୍ତାମାନେ ଏକାଧିକ ଡିଭାଇସ୍‌ରେ ସେମାନଙ୍କ ଆକାଉଣ୍ଟକୁ ପ୍ରବେଶ କରିବାକୁ ସମର୍ଥ ହେବେ। ବାସ୍ତବରେ କମ୍ପାନୀ ମଲ୍ଟି ଡିଭାଇସ୍ ବୈଶିଷ୍ଟ୍ୟକୁ ରୋଲ କରିଛି। ସରଳ ଶବ୍ଦରେ, ବର୍ତ୍ତମାନ ଆପଣ ହ୍ବାଟ୍ସଆପ୍‌ର ଆପ୍‌କୁ ଏକାଧିକ ଡିଭାଇସରେ ଚଳାଇବାକୁ ସମର୍ଥ ହେବେ। ଏହି ବୈଶିଷ୍ଟ୍ୟର ସାହାଯ୍ୟରେ, ଉପଭୋକ୍ତାମାନେ ସ୍ମାର୍ଟଫୋନ୍ ସହିତ ଲାପଟପ୍, ଟାବ୍‌ଲେଟ୍ କିମ୍ବା ଅନ୍ୟ କୌ ଣସି ଡିଭାଇସ୍‌ରେ ସେମାନଙ୍କର ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ଲଗ୍ଇନ୍ କରିବାକୁ ସମର୍ଥ ହେବେ।

କେବଳ ଏତିକି ନୁହେଁ, ଏହି ଆକାଉଣ୍ଟରେ ଲଗଇନ୍ ରଖିବା ପାଇଁ ଇଣ୍ଟରନେଟର କ କୌଣସି ଆବଶ୍ୟକତା ରହିବ ନାହିଁ। ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀ ନୂତନ କୈଶିଷ୍ଟ୍ୟ ବ୍ୟବହାର କରିବାକୁ ସମର୍ଥ ହେବେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଲଗ୍‌ଇନ୍ ରକ୍ଷଣାବେକ୍ଷଣ ପାଇଁ ଇଣ୍ଟରନେଟ୍ ଆବଶ୍ୟକ ହେବ ନାହିଁ। ପୂର୍ବରୁ web.whatsapp.com ରୁ ଡେସ୍କଟପରେ ଲଗଇନ୍ କରିବା ସମୟରେ ଇଣ୍ଟରନେଟ୍ ରହିବା ଆବଶ୍ୟକ ଥିଲା। କିନ୍ତୁ ବର୍ତ୍ତମାନ ଉପଭୋକ୍ତାମାନେ ସ୍ମାର୍ଟଫୋନ୍ ବିନା ଅନ୍ୟ ଡିଭାଇସରେ ଆକାଉଣ୍ଟକୁ ପ୍ରବେଶ କରିପାରିବେ। ୱେବ୍ ବ୍ୟବହାରକାରୀମାନେ ସ୍ମାର୍ଟଫୋନ୍ ବିନା ଇଣ୍ଟରନେଟ୍ ସଂଯୋଗ ଉପରେ ବାର୍ତ୍ତା ପଠାଇବା ଏବଂ ଗ୍ରହଣ କରିବାରେ ସକ୍ଷମ ହେବେ। ଏଥିପାଇଁ ଉପଭୋକ୍ତାଙ୍କୁ ବିଟା ପ୍ରୋଗ୍ରାମରେ ସାମିଲ ହେବାକୁ ପଡିବ।

ଏଣିକି ବିନା ଇଣ୍ଟରନେଣ୍ଟରେ ବ୍ଯବହାର କରିପାରିବେ ହ୍ବାଟସଆପ୍‌, ଏକକାଳୀନ ୪ଟି ଡିଭାଇସରେ ହୋଇପାରିବ ଲଗଇନ୍
ହ୍ବାଟସଆପ୍‌ରେ ଆସିଲା ନୂଆ ଫିଚର। ଏଣିକି ବିନା ଇଣ୍ଟରନେଣ୍ଟରେ ବ୍ଯବହାର କରିପାରିବେ ହ୍ବାଟସଆପ୍‌ । ଥରେ ଲଗଇନ କରିବାପରେ ମୋବାଇ ଇଣ୍ଟରନେଣ୍ଟ ବନ୍ଦ କରିଦେଲ ମଧ୍ଯ ଚାଲିବ । ହେଲେ ଏହି ଫିଚର ହ୍ବାଟସଆପ୍‌ ୱେବ ଏବଂ କମ୍ପ୍ଯୁଟରରେ କମାକରିବ।  ଏଥିସହିତ ଏକକାଳୀନ ୪ଟି ଡିଭାଇସରେ ଲଗ-ଇନ ହୋଇପାରିବ ।

ଏହି ଫିଚର ହ୍ବାଟସଆପ୍‌ ବିଟା ବ୍ଯବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇସାରିଲାଣି। ଉପଭୋକ୍ତାମାନେ ନିଜର ହ୍ବାଟସଆପ୍‌ ଆପକୁ ଅପଡେଟ କରି ଏହି ଫିଚର ପାଇପାରିବେ। ହ୍ବାଟସଆପ୍‌ ବିଟା ଆକ୍ଟିଭ କରିବାପରେ ବିନା ଇଣ୍ଟରନେଣ୍ଟରେ କାମ କରିବ ହ୍ବାଟସଆପ୍‌। ଜଦି ଆପଣ ଲ୍ଯାପଟପ କିମ୍ବା କମ୍ପ୍ଯୁଟରରୁ ଲଗଆଉଟ କରିନାହାନ୍ତି ଏହା ୧୪ ଦିନ ଯାଏଁ ଲଗଇନ ହୋଇ ରହିବ। ପରେ ଆପେଆପେ ଲଗ-ଆଉଟ ହୋଇଯିବ। ଏହି ବିଟା ଭର୍ସନରେ ବିନା ଇଣ୍ଟରନେଣ୍ଟରେ ସମସ୍ତ ମେସେଜ, ଭିଡିଓ, ଇମେଜ ପଠାଇ ପରିବେ।

ହ୍ବାଟ୍ସଆପରେ ଆସିଲା ନୂତନ ଫିଚର, ଜାଣନ୍ତୁ ବ୍ୟବହାର କରିବେ କେମିତି
ହ୍ବାଟ୍ସ ଆପରେ ଏବେ କିଛି ଲେଖିକି ଜଣାଇବା ଅପେକ୍ଷା ତାହାକୁ ନିଜ ସ୍ଵରରେ କହିବା ପାଇଁ ଲୋକେ ବେଶି ପସନ୍ଦ କରୁଛନ୍ତି। ଏହାକୁ ‘ଭଏସ୍ ମେସେଜ୍’ ବୋଲି କୁହାଯାଉଛି। ତେବେ ଛୋଟଛୋଟ ମେସେଜ ଶୁଣିବାରେ କିଛି ଅସୁବିଧା ନାହିଁ । ମାତ୍ର ଲମ୍ବା ଭଏସ୍ ମେସେଜ ଶୁଣିବାରେ ବେଳେବେଳେ ଧୈର୍ଯ୍ୟଚ୍ୟୁତି ଘଟୁଛି। ଏବେ କିନ୍ତୁ ସେ ସମସ୍ୟାର ସମାଧାନ ଆଣିଛି ହ୍ବାଟ୍ସ ଆପ୍ ହ୍ବାଟସ୍‌ଆପ୍ ପକ୍ଷରୁ ‘ଫାଷ୍ଟ ପ୍ଲେବ୍ୟାକ୍ ଫିଚର ଆରମ୍ଭ କରାଯାଇଛି। ଏହାଦ୍ବାରା ଜଣକୁ ସମ୍ପୂର୍ଣ ଅଡିଓ ମେସେଜ୍‌ଟିକୁ ଶୁଣିବାକୁ ପଡ଼ିବନାହିଁ। ସେ ଚାହିଁଲେ ଅଡ଼ିଓର ଗତି ବଢ଼ାଇ ପାରିବେ । ସେତିକିନୁହେଁ, ଜଣେ ଯେତିକି ଶୁଣିବାକୁ ଚାହୁଁଛି ନିର୍ଦ୍ଦିଷ୍ଟ ଭାବରେ ସେତିକି ମଧ୍ୟ ଶୁଣିପାରିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବ୍ୟବହାରକାରୀଙ୍କୁ ‘ଭଏସ୍ ମେସେଜ୍ ପ୍ଲେ ସ୍ପିଡ୍ ସେଟିଂ’ରେ ପରିବର୍ତ୍ତନ କରିବାକୁ ପଡ଼ିବ। ଏହା ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ଡେସ୍କଟପ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଉପଲବ୍ଧ।

ବ୍ୟବହାର କରିବେ କେମିତି?

ପ୍ରଥମେ ନିଜ ହ୍ବାଟ୍ସଆପ୍‌କୁ ଅପଡେଟ୍ କରନ୍ତୁ। ହ୍ବାଟସ୍ଵପୂର ଲାଟେଷ୍ଟ ଭର୍ସନରେ ହିଁ ଏହା କାର୍ଯ୍ୟକ୍ଷମ ହୋଇପାରିବ। ଭଏସ୍ ମେସେଜ୍‌କୁ କ୍ଲିକ୍ କରନ୍ତୁ। ମେସେଜଟି ପ୍ଲେ ହେବା ପରେ ଡିଫଲ୍ଟ ୧x ସେଟିଂରୁ ପ୍ଲେ ସ୍ପିଡ୍ ୧.୫ x କିମ୍ବା ୨x ସ୍ପିଡ୍‌କୁ ବୃଦ୍ଧି କରିପାରିବେ । ଏହି ନୂଆ ଫିଚର୍ସ ବିଷୟରେ ସବୁଠାରୁ ଭଲ କଥା ହେଉଛି ଏହା କାହାର ସ୍ବରର ପିଚ୍ ପରିବର୍ତ୍ତନ କରେ ନାହିଁ । ସ୍ପିଡ୍ ପରିବର୍ତ୍ତନ ପାଇଁ ଭଏସ୍ ମେସେଜ୍‌ର ଡାହାଣକୁ ୧x ଟ୍ୟାପ୍‌ କରନ୍ତୁ। ଥରେ ଟ୍ୟାପ୍ ହୋଇଗଲେ ଏହାର ଗତି ୧୫x କୁ ବଢ଼ାଇପାରିବେ। ଯଦି ଆପଣ ଆଇକନ୍ ଉପରେ ଦୁଇଥର ଟ୍ୟାପ୍ କରନ୍ତି, ପ୍ଲେ ଭିଡ଼ିଓର ବେଗ ୨x କୁ ବୃଦ୍ଧି ପାଇବ।