Chopper Crash - The Sakala

ପଞ୍ଚଭୂତରେ ଲୀନ ହେଲେ ସିଡିଏସ୍‍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା, ଶେଷ ସମ୍ମାନ ଭାବେ ଦିଆଗଲା ୧୭ ତୋପ ସଲାମୀ
ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ସିଡିଏସ୍‍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା । ଶେଷକୃତ୍ୟ କ୍ରିୟା ସମ୍ପନ୍ନ କରିଛନ୍ତି ୨ ଝିଅ  କ୍ରିତିକା ଓ ତାରିଣୀ ।

Delhi: #CDSGeneralBipinRawat laid to final rest with full military honours. His last rites were performed along with his wife Madhulika Rawat, who too lost her life in #TamilNaduChopperCrash.

Their daughters Kritika and Tarini performed their last rites. pic.twitter.com/ijQbEx9m51

— ANI (@ANI) December 10, 2021

ଶେଷ ସମ୍ମାନ ଭାବେ ୧୭ ତୋପ ସଲାମୀ ଦିଆଯାଇଛି।

#WATCH | Delhi: #CDSGeneralBipinRawat laid to final rest with full military honours, 17-gun salute. His last rites were performed along with his wife Madhulika Rawat, who too lost her life in #TamilNaduChopperCrash.

Their daughters Kritika and Tarini performed their last rites. pic.twitter.com/uTECZlIhI0

— ANI (@ANI) December 10, 2021

ସିଡିଏସ୍‌ ବିପିନ ରାୱତଙ୍କ ଅନ୍ତିମ ସଂସ୍କାରରେ ଶ୍ରୀଲଙ୍କା ସେନାର ସିଡିଏସ୍‌ ତଥା କମାଣ୍ଡର ଜେନେରାଲ ଶଭେନ୍ଦ୍ର ସିଲ୍‌ଭା ଓ ପୂର୍ବତନ ସିଡିଏସ୍‌ ଆଦାମ ରବି ୱିଜେଗୁଣରତ୍ନେ ସାମିଲ ହୋଇଥିଲେ । ୱିଜେଗୁଣରତ୍ନେ ଭାରତର ନ୍ୟାସନାଲ ଡିଫେନ୍ସ କଲେଜରେ ଥିଲେ ସିଡିଏସ୍‌ ଜେନେରାଲ ରାୱତଙ୍କ ସହପାଠୀ । ସେହିଭଳି ଭୂଟାନ ସେନାର ଦ୍ୱିତୀୟ ସର୍ବୋଚ୍ଚ କମାଣ୍ଡର ବ୍ରିଗେଡିୟର ଦୋର୍ଜି ରିନଚେନ ଏବଂ ନେପାଳ ସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ବାଲକ୍ରିଷ୍ଣା କାର୍କି ମଧ୍ୟ ରାୱତଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଥିଲେ।

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ସିଡିଏସ ବିପିନ ରାଓ୍ୱତଙ୍କ ସହ ସମସ୍ତ ୧୩ ଜଣଙ୍କ ପାର୍ଥିବ ଶରୀର ପାଲମ ଏୟାରବେସରେ ପହଞ୍ଚିବା ପରେ ସେଠାରେ ଏକ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡେଭାଲ ଓ ତିନି ସେନାର ମୁଖ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ଆଜି(ଶୁକ୍ରବାର) ସକାଳୁ ଦିଲ୍ଲୀ କାମରାଜସ୍ଥିତ ବାସଭବନରେ ଚିଫ୍‌ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାୱତଙ୍କୁ ଅନେକ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସକାଳୁ ଦେଶର ବୀର ପୁତ୍ର ରାଓ୍ୱତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ବାସଭବନରେ ଭିଡ ଜମିଥିଲା । ରାଜନେତାଙ୍କଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଦେଇଥିଲେ ଶେଷ ଶ୍ରଦ୍ଧାଞ୍ଜଳି । ଜେନେରାଲ ରାଓ୍ୱତଙ୍କ ବାସଭବନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ୱାଲ, ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କଂଗ୍ରେସ ନେତା ରାହୁଲ ଗାନ୍ଧୀ, NSA ଅଜିତ ଡୋଭାଲ ଓ ତିନି ସେନାର ମୁଖ୍ୟଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିପିନ ରାଓ୍ୱତଙ୍କ ବାସ ଭବନରେ ପହଞ୍ଚିଥିଲେ ।

ସୂଚନାଯୋଗ୍ୟ, ବୁଧବାର ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ଅନ୍ୟ ୧୨ ଜଣ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର୍‌ରେ ତାମିଲନାଡୁର ୱେଲିଂଟନ ସ୍ଥିତ ଗୋଟିଏ କଲେଜକୁ ଯାଉଥିଲେ। ତେବେ କୁନ୍ନୁର ନିକଟରେ ତାଙ୍କ ହେଲିକପ୍ଟର କ୍ରାଶ ହୋଇଯାଇଥିଲା। ଏଥିରେ ଜେନେରାଲ ରାୱତ ଓ ମଧୁଲିକାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଜୀବନ ଯୁଦ୍ଧରେ ଲଢ଼େଇ କରୁଛନ୍ତି।

ସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍‌ ବିପିନ୍ ରାଓ୍ୱତ ଏବଂ ଅନ୍ୟ ୧୨ ଜଣଙ୍କ ପାର୍ଥିବ ଶରୀର ନେଇ ଆସୁଥିବା ଆମ୍ବୁଲାନ୍ସ ସାମାନ୍ୟ ଦୁର୍ଘଟଣାଗ୍ରସ୍ତ
ନୂଆଦିଲ୍ଲୀ: ଗତକାଲି ଅର୍ଥାତ ବୁଧବାର ତାମିଲନାଡୁର କୁନ୍ନୁରରେ ଭାରତୀୟ ବାୟୁ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିବା ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ, ତାଙ୍କ ପତ୍ନୀଙ୍କ ସହ ମୋଟ ୧୩ ଜଣଙ୍କ ପାର୍ଥିବ ଶରୀର ନେଇ ଆସୁଥିବା ତିନୋଟି ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏ ଆମ୍ବୁଲାନ୍ସ ସାମାନ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କୋଏମ୍ବଟୁରର ମେଟ୍ଟାପଳୟମ ନିକଟ ଘାଟି ରାସ୍ତାରେ ହୋଇଛି ଏହି ଦୁର୍ଘଟଣା ।

ଆମ୍ବୁଲାନ୍ସ ଦୁର୍ଘଟଣା ହେବା ପରେ ପାର୍ଥିବ ଶରୀରକୁ ଆଉ ଏକ ଆମ୍ବୁଲାନ୍ସରେ ପଠାଯାଇଥିଲା । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ହୋଇଛି ତାହାର ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ସୂଚନା ଅନୁସାରେ ବୁଧବାର ତାମିଲନାଡୁର କୁନ୍ନୁରରେ ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିଲେ ସିଡିଏସ୍‌ ବିପିନ ରାଓ୍ୱତ । ବିପିନ ରାଓ୍ୱତ, ତାଙ୍କ ପତ୍ନୀଙ୍କ ସହ ମୋଟ ୧୩ ଜଣ ଏହି ଦୁର୍ଘଟଣାରେ ସହିଦ ହୋଇଥିଲେ ।