Junior Hockey World Cup 2021 - The Sakala

ଜୁନିଅର ହକି ବିଶ୍ୱକପ୍‌: ବ୍ରୋଞ୍ଜ ପଦକ ମୁକାବିଲାରେ ଫ୍ରାନ୍ସ ଠାରୁ ୧-୩ ଗୋଲରେ ହାରିଲା ଭାରତ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଫ୍ରାନ୍ସ ଠାରୁ ୩-୧ଗୋଲରେ ପରାଜୟ ହୋଇଛି ଭାରତ।  ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ସୁଦୀପ ଚିରମାକୋ ଗୋଟିଏ ଗୋଲ ଦେଇଥିବା ବେଳେ ଫ୍ରାନ୍ସ ପକ୍ଷରୁ କ୍ୟାପଟେନ୍ ଟିମୋଥି କ୍ଲିମେଣ୍ଟ ହ୍ୟାଟ୍ରିକ୍ ଗୋଲ୍ ଦେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

ଏହା ପୂର୍ବରୁ ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଁ ବେଲଜିୟମ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ହୋଇଥିବା ମୁକାବିଲାରେ ହଲାଣ୍ଡ ୬-୪ ଗୋଲ ରେ ବିଜୟୀ ହୋଇ ପଞ୍ଚମ ସ୍ଥାନରେ ରହି ବିଶ୍ୱକପ ଅଭିଯାନ ଶେଷ କରିଛି। ଅନ୍ୟପକ୍ଷରେ ବେଲଜିୟମକୁ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସପ୍ତମ ଓ ଅଷ୍ଟମ ସ୍ଥାନ ପାଇଁ ହୋଇଥିବା ଲଢେଇରେ ମାଲେସିଆକୁ ୧-୪ଗୋଲରେ ହରାଇ ସ୍ପେନ ସପ୍ତମରେ ରହିଥିବା ବେଳେ ମାଲେସିଆ ଅଷ୍ଟମରେ ରହିଛି।