ED - The Sakala

ଅନୀଲ ଅମ୍ବାନୀଙ୍କୁ ଇଡିର ବଡ଼ ଝଟକା: ଜବତ ହେଲା ୫୮୧ କୋଟି ଟଙ୍କାର ସମ୍ପତ୍ତି
ଅନୀଲ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଗ୍ରୁପ୍‌କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ବଡ଼ ଝଟକା ଲାଗିଛି। ବେଆଇନ ଅର୍ଥ କାରବାର ବା ମନି ଲଣ୍ଡରିଂ ମାମଲାରେ ଇଡି ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ (RHFL) ଏବଂ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ଲିମିଟେଡ୍ (RCFL) ର ପ୍ରାୟ ୫୮୧.୬୫ କୋଟି ଟଙ୍କାର ୩୧ଟି ସ୍ଥାବର ସମ୍ପତ୍ତିକୁ ଜବତ କରିଛି।

୧୩ଟି ରାଜ୍ୟରେ ଥିବା ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ

ସୂଚନା ଅନୁଯାୟୀ, ଇଡି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜବତ ହୋଇଥିବା ସମ୍ପତ୍ତିଗୁଡ଼ିକ ମୁଖ୍ୟତଃ ଜମି ହୋଇଥିବା ବେଳେ ଏହା ଦେଶର ୧୩ଟି ରାଜ୍ୟ ଯଥା- ଗୋଆ, କେରଳ, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ, ଉତ୍ତରପ୍ରଦେଶ, ହରିୟାଣା, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ରାଜସ୍ଥାନରେ ବ୍ୟାପି ରହିଛି। ଏହି କାର୍ଯ୍ୟାନୁଷ୍ଠାନ ବିଦେଶୀ ମୁଦ୍ରା ପରିଚାଳନା ଆଇନ (FEMA) ଏବଂ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ କରାଯାଇଛି।

ମୋଟ ଜବତ ସମ୍ପତ୍ତିର ମୂଲ୍ୟ ୧୬,୩୧୦ କୋଟି ଟଙ୍କାରେ ପହଞ୍ଚିଲା

ଇଡିର କହିବା ଅନୁଯାୟୀ, ଅନୀଲ ଅମ୍ବାନୀଙ୍କ କମ୍ପାନୀ ବିରୋଧରେ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ ନୁହେଁ। ପୂର୍ବରୁ ଏହି ବ୍ୟାଙ୍କ ଠକେଇ ମାମଲାରେ ଇଡି ଅନେକ ସମ୍ପତ୍ତି ଜବତ କରିସାରିଛି। ବର୍ତ୍ତମାନ ଏହି ନୂତନ ଜବତ ସମ୍ପତ୍ତିକୁ ମିଶାଇଲେ ରିଲାଏନ୍ସ ଗ୍ରୁପ୍‌ ବିରୋଧରେ ଇଡିର ମୋଟ କାର୍ଯ୍ୟାନୁଷ୍ଠାନ ମୂଲ୍ୟ ୧୬,୩୧୦ କୋଟି ଟଙ୍କାରେ ପହଞ୍ଚିଛି। ଏହା ବ୍ୟତୀତ ରିଲାଏନ୍ସ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ ଲିମିଟେଡ୍ (R-Infra) ର ୧୩ଟି ବ୍ୟାଙ୍କ ଆକାଉଣ୍ଟରୁ ୭୭.୮୬ କୋଟି ଟଙ୍କା ଏବଂ ଫିକ୍ସଡ୍ ଡିପୋଜିଟ୍ ଆକାରରେ ଥିବା ୨.୪୮ କୋଟି ଟଙ୍କାକୁ ମଧ୍ୟ ଫ୍ରିଜ୍ କରାଯାଇଛି।

ବ୍ୟାଙ୍କ ଠକେଇ ଏବଂ ସିବିଆଇ ତଦନ୍ତ

ଏହି ତଦନ୍ତ ମୂଳତଃ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଦ୍ୱାରା ରୁଜୁ ହୋଇଥିବା ଏଫ୍ଆଇଆର୍ (FIR) ଉପରେ ଆଧାରିତ। ୟେସ୍ ବ୍ୟାଙ୍କ, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ସିବିଆଇ ମାମଲା ରୁଜୁ କରିଥିଲା। ଅଭିଯୋଗ ଅନୁଯାୟୀ, RHFL ଏବଂ RCFL କମ୍ପାନୀ ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାରୁ ପାଣ୍ଠି ସଂଗ୍ରହ କରିଥିଲେ ଏବଂ ଏଥିରୁ ୧୧,୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଅଣ-ପ୍ରଦର୍ଶନକାରୀ ସମ୍ପତ୍ତି ବା ଏନପିଏ (NPA) ରେ ପରିଣତ ହୋଇଯାଇଥିଲା। ଏହି ଅର୍ଥକୁ ବେଆଇନ ଭାବେ ଅନ୍ୟ ସେଲ୍ (Shell) କମ୍ପାନୀଗୁଡ଼ିକୁ ପଠାଯାଇଥିବା ଇଡି ତଦନ୍ତରୁ ଜଣାପଡ଼ିଛି।

କୋଟିପତି ଖଣି ଉପନିର୍ଦ୍ଦେଶକଙ୍କ କଳା ଚିଠା ମାଗିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
କଟକ: କଳା ଟଙ୍କାରେ କୁବେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ଼ ଘଟଣା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଗିଲା ବାବୁଙ୍କ କଳା ଚିଠା । ଭିଜିଲାନ୍ସକୁ ସମସ୍ତ ତଥ୍ୟ ମାଗିଲା ଇଡି । ରେଡ୍ ବେଳେ ନଗଦ ୪ କୋଟି ୨୭ ଲକ୍ଷ ଜବତ ପରେ ତଥ୍ୟ ମାଗିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେପଟେ ୭ ଦିନିଆ ରିମାଣ୍ଡ ପାଇଁ ଆଜି ଆବେଦନ କରିବ ଭିଜିଲାନ୍ସ । ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ଖଣି ବିଭାଗ କଟକ ସର୍କଲ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି । ବାବୁଙ୍କ ଘରୁ ମିଳିଥିଲା ନଗଦ ୪ କୋଟି ୨୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ।

୧୫୦ କୋଟିର ବିଟକଏନ୍ ସ୍କାମ୍: ରାଜ କୁନ୍ଦ୍ରାଙ୍କୁ ମିଳିଲା ଆଶ୍ୱସ୍ତି, ଜାଣନ୍ତୁ କ'ଣ ରହିଛି କୋର୍ଟଙ୍କ ସର୍ତ୍ତ
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ମୁମ୍ବାଇର ଏକ ସ୍ୱତନ୍ତ୍ର PMLA କୋର୍ଟ ଶୁକ୍ରବାର ଦିନ ତାଙ୍କୁ ୧୫୦ କୋଟି ଟଙ୍କାର ବହୁଚର୍ଚ୍ଚିତ ବିଟକଏନ୍ ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED) ଦ୍ୱାରା ଦାୟର କରାଯାଇଥିବା ଚାର୍ଜସିଟ୍ ଆଧାରରେ କୋର୍ଟ ତାଙ୍କୁ ସମନ ଜାରି କରିଥିଲେ, ଯାହା ପରେ ସେ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିଥିଲେ।

ଜାମିନ ପାଇଁ ରହିଛି କଡ଼ା ସର୍ତ୍ତ

କୋର୍ଟ ରାଜ କୁନ୍ଦ୍ରାଙ୍କୁ ୧ ଲକ୍ଷ ଟଙ୍କାର ମୁଚାଲିକା (surety) ବଦଳରେ ଜାମିନ ମଞ୍ଜୁର କରିଛନ୍ତି। ତେବେ ଜାମିନ ସହ କିଛି କଡ଼ା ସର୍ତ୍ତ ମଧ୍ୟ ରଖାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କୁନ୍ଦ୍ରା କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯାଇପାରିବେ ନାହିଁ। ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ମଧ୍ୟ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କଣ ରହିଛି ପୁରା ମାମଲା?

ଏହି ମାମଲାଟି ୨୮୫ଟି ବିଟକଏନ୍ ସହ ଜଡିତ, ଯାହାର ବର୍ତ୍ତମାନର ବଜାର ମୂଲ୍ୟ ପ୍ରାୟ ୧୫୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। EDର ଅଭିଯୋଗ ଅନୁଯାୟୀ, 'ଗେନ୍ ବିଟକଏନ୍' (GainBitcoin) ପୋଞ୍ଜି ସ୍କାମର ମୁଖ୍ୟ ଅମିତ ଭରଦ୍ୱାଜଙ୍କଠାରୁ କୁନ୍ଦ୍ରା ଏହି ବିଟକଏନ୍ ଗ୍ରହଣ କରିଥିଲେ। ୟୁକ୍ରେନରେ ଏକ ବିଟକଏନ୍ ମାଇନିଂ ଫାର୍ମ ପ୍ରତିଷ୍ଠା କରିବା ପାଇଁ ଏହି ଡିଲ୍ ହୋଇଥିଲା, କିନ୍ତୁ ତାହା କାର୍ଯ୍ୟକାରୀ ହୋଇନଥିଲା। ତଥାପି କୁନ୍ଦ୍ରାଙ୍କ ପାଖରେ ଏହି ବିଟକଏନ୍ ଗୁଡିକ ରହିଥିବା ନେଇ ତଦନ୍ତକାରୀ ସଂସ୍ଥା ଦାବି କରିଛି।

କୁନ୍ଦ୍ରାଙ୍କ ଓକିଲ ପ୍ରଶାନ୍ତ ପାଟିଲ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ତାଙ୍କ ମହକିଲ ୨୦୨୧ ମସିହାରୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ ମାମଲାର ସମସ୍ତ ଦସ୍ତାବିଜ ED ପାଖରେ ରହିଛି, ତେଣୁ ତାଙ୍କୁ ହାଜତକୁ ନେବାର ଆବଶ୍ୟկତା ନାହିଁ।

ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୪୦ଟି ସ୍ଥାନରେ ଇଡି ଚଢଉ
ନୂଆଦିଲ୍ଲୀ : ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ଇଡି ବିଭାଗ ତରଫରୁ ଏକାସାଙ୍ଗରେ ଝାଡ଼ଖଣ୍ଡର ୧୮ଟି ସ୍ଥାନରେ ଓ ପଶ୍ଚିମବଙ୍ଗର ୨୪ଟି ସ୍ଥାନରେ ଚଢଉ । କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଚଢଉ ଜାରି ରହିଛି । ଏହି ଚଢଉରେ ୧୦୦ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି । ଚଢଉ ବେଳେ ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଛି ।

ଖବର ମୁତାବକ, ସକାଳେ କୋଇଲା ତସ୍କରୀ ଓ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଇଡି ଝାଡ଼ଖଣ୍ଡର ୧୮ଟି ସ୍ଥାନରେ ଚଢଉ କରିଛି । ଏଥିରେ ଅନିଲ ଗୋୟଲ, ସଞ୍ଜୟ ଉଦ୍ୟୋଗ, ଏଲବି ସିଂ, ଅମର ମଣ୍ଡଳ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଠିକଣାରେ ଚଢାଉ କରାଯାଉଛି ।

ସେହିପରି ପଶ୍ଚିମବଙ୍ଗର ୨୪ଟି ସ୍ଥାନରେ ଇଡି ରେଡ୍ କରିଛି । ଦୁର୍ଗାପୁର, ପୁରୁଲିଆ, ହୁଗୁଳି ଏବଂ କୋଲକାତା ଜିଲ୍ଲାରେ ନରେନ୍ଦ୍ର ଖରକା, ଅନିଲ ଗୋୟଲ, ଯୁଧିଷ୍ଠିର ଘୋଷ, କ୍ରିଷ୍ଣା ମୁରାରୀ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଠିକଣାରେ ରେଡ୍ ଚାଲିଛି । ଅବୈଧ କୋଇଲା ଖନନ, ପରିବହନ ଏବଂ ଗଚ୍ଛିତ କରି ରଖିବା ମାମଲାରେ ରେଡ୍ କରୁଛି ଇଡି । କୋଇଲା ମାଫିଆଙ୍କ ବିରୋଧରେ ଇଡିର ଏହା ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି ।

ବେଟିଂ ଆପକୁ ନେଇ ଅଡୁଆରେ କ୍ରିକେଟର ଯୁବରାଜ ସିଂହ, ରବିନ ଉଥାପ୍ପା ଓ ଅଭିନେତା ସୋନୁ ସୁଦ
ନୂଆଦିଲ୍ଲୀ: ବେଆଇନ ବେଟିଂ ଆପ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି ମାମଲାରେ ପଚରାଉଚରା ପାଇଁ ଅନେକ ବଡ଼ ବଡ଼ ବ୍ୟକ୍ତିଙ୍କୁ ସମନ କରାଯାଇଛି। ED ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କୁ ସେପ୍ଟେମ୍ବର ୨୩ରେ ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବାକୁ ସମନ କରିଛି। ସେହି ସମୟରେ, ଅଭିନେତା ସୋନୁ ସୁଦଙ୍କୁ ସେପ୍ଟେମ୍ବର ୨୪ରେ ପଚରାଉଚରା ପାଇଁ ଡକାଯାଇଛି। କ୍ରିକେଟର ରବିନ ଉଥାପ୍ପାଙ୍କୁ ମଧ୍ୟ ସେପ୍ଟେମ୍ବର ୨୨ରେ ସମନ କରାଯାଇଛି।

ଏହି ମାମଲାରେ କ୍ରିକେଟର ସୁରେଶ ରାଇନା ଏବଂ ଶିଖର ଧାୱନଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସେହି ସମୟରେ, ବଙ୍ଗୀୟ ଅଭିନେତା ଅଙ୍କୁଶ ହାଜରା ED କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଏବଂ ଏଜେନ୍ସି ପୂର୍ବତନ ଟଇଏମସି ଏମପି ମିମି ଚକ୍ରବର୍ତ୍ତୀଙ୍କୁ ମଧ୍ୟ ପଚରାଉଚରା କରିଛି। ସୂତ୍ର ଅନୁସାରେ, ଅଭିନେତ୍ରୀ ଉର୍ବଶୀ ରାଉତେଲା ଏପର୍ଯ୍ୟନ୍ତ ED କୁ ସ୍ପଷ୍ଟ କରିନାହାଁନ୍ତି ଯେ ସେ ତଦନ୍ତରେ ଯୋଗଦେବେ କି ନାହିଁ। ଏଜେନ୍ସି ବର୍ତ୍ତମାନ ତାଙ୍କ ପକ୍ଷ ଅପେକ୍ଷା କରିଛି।

ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡି ସମନ
ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ। ମନିଂ ଲଣ୍ଡରିଂ ମାମଲାରେ ହାଜର ହେବାକୁ ସମନ କରିଛି ଇଡି। ୨୭ ତାରିଖରେ ହାଜର ହେବାକୁ ମହେଶ ବାବୁଙ୍କୁ ସମନ କଲା ଇଡି। ହାଇଦ୍ରାବାଦ ସ୍ଥିତ ରିଅଲ ଇଷ୍ଟେଟ ଫାର୍ମ ନାଁରେ ରହିଛି ମନି ଲଣ୍ଡରିଂ ମାମଲା । ସାଇ ସୂର୍ଯ୍ୟା ଡେଭଲପର୍ସ ଏବଂ ସୁରା ଗୃପ ନାଁରେ ଠକେଇ ଏବଂ ମନି ଲଣ୍ଡରିଂ ମାମଲା ରହିଛି । ମହେଶ ବାବୁ ସାଇ ସୂର୍ଯ୍ୟାର ପ୍ରମୋସନ କରୁଥିଲେ । ପ୍ରମୋସନ ପାଇଁ ୫ କୋଟି ୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ମନି ଲଣ୍ଡରିଂରେ ମହେଶ ବାବୁଙ୍କର ପ୍ରତ୍ୟେକ୍ଷ ଲିଙ୍କ ଥିବା ସନ୍ଦେହ କରି ସମନ କରିଛି ଇଡି । ରିଅଲ ଇଷ୍ଟେଟ ସହ ମନି ଲଣ୍ଡ୍ରିଂ ମାମଲା ଜଡ଼ିତ ଅଛି । ଠିକ୍ ସମୟରେ କାମ ସରିନଥିବା ସହ ଟଙ୍କା ହେରଫେର ଅଭିଯୋଗ ଥିବା ବେଳେ ୨ଟି ରିଅଲ ଇଷ୍ଟେଟ ଫାର୍ମର ବ୍ରାଣ୍ଡ ଆମ୍ବାସଡର ଥିଲେ ମହେଶ ବାବୁ । ବିଜ୍ଞାପନ ଚୁକ୍ତି ବାବଦରେ କୋଟି କୋଟି ଟଙ୍କା ନେଇଛନ୍ତି ମହେଶ ବାବୁ । ତେଣୁ ମାମଲାର ଖିଆ ଖୋଜିବାକୁ ମହେଶ ବାବୁଙ୍କୁ ସମନ କରିଛି ଇଡି ।

ଇଡି ଅତ୍ୟାଚାରରେ ବ୍ୟବସାୟୀ ଦମ୍ପତିଙ୍କ ଆତ୍ମହତ୍ୟା !
ଭୋପାଳ: ମଧ୍ୟପ୍ରଦେଶ ସିହୋର ଜିଲ୍ଲା ଆଷ୍ଟାରେ ବ୍ୟବସାୟୀ ମନୋଜ ପରମାର ଏବଂ ତାଙ୍କ ପତ୍ନୀ ନେହା ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ସକାଳେ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏଠାରୁ ୫ ପୃଷ୍ଠାର ସୁଇସାଇଡ ନୋଟ୍‌ ଜବତ କରାଯାଇଛି। ଏଥିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିରୋଧରେ ଗୁରୁତର ଅଭିଯୋଗ ଲଗାଯାଇଛି। ଇଡି ଚାପରେ ଦମ୍ପତି ଏଭଳି ଚରମ ନିଷ୍ପତ୍ତି ନେଲେ ବୋଲି ଅଭିଯୋଗ କରାଯାଇଛି। ବିଜେପିରେ ସାମିଲ ହୋଇଥିଲେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥାଆନ୍ତା ବୋଲି ଇଡି ପକ୍ଷରୁ ତାଙ୍କୁ କୁହାଯାଇଥିଲା। ଏହା ପୂର୍ବରୁ ୮ ଦିନ ତଳେ ଗତ ୫ ତାରିଖରେ ଇଡି ପରମାରଙ୍କ ଇନ୍ଦୋର ଏବଂ ସିହୋର ସ୍ଥିତ ଚାରି ଠିକଣାରେ ଚଢ଼ଉ କରିଥିଲା। ଏଠାରୁ ଅନେକ ସ୍ଥାବର-ଅସ୍ଥାବର ଏବଂ ବେନାମୀ ସମ୍ପତ୍ତିର କାଗଜପତ୍ର ଜବତ କରାଯାଇଥିଲା। ଏହା ସହିତ ୩.୫ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ଜବତ କରି ଦିଆଯାଇଥିଲା। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୬ କୋଟି ଟଙ୍କାର ଋଣ ଠକେଇ ମାମଲାରେ ଏହି ପଦକ୍ଷେପ ନିଆଯାଇଥିଲା। ଏହି ମାମଲାରେ ପରମାରଙ୍କୁ ଗିରଫ କରାଯାଇଥିଲା। ସେ ଏହାକୁ ନେଇ ଚିନ୍ତାରେ ଥିଲେ।

ଇଡିର ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ଯୋଡ଼ି ଦେଖାଯାଉଛି। ବିଜେପି ପ୍ରତିଶୋଧପରାୟଣ ହୋଇ ଇଡି ଦ୍ବାରା ପରମାରଙ୍କ ଉପରେ ଚାପ ପକାଇଥିଲା ବୋଲି କୁହାଯାଉଛି। ରାହୁଲଙ୍କ ନ୍ୟାୟ ଯାତ୍ରା ସମୟରେ ମନୋଜ ତାଙ୍କୁ କୁମ୍ପା ଉପହାର ଦେଇଥିଲେ। ଏହା ପରଠୁ ସେ ଚର୍ଚ୍ଚାରେ ରହିଥିଲେ। ଏହି ଘଟଣା ପରଠାରୁ ବିଜେପି ତାଙ୍କୁ ନିଶାଣ କରୁଥିଲା ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ମନୋଜଙ୍କ ତିନି ସନ୍ତାନ ଅଛନ୍ତି। ତାଙ୍କ ବଡ଼ ପୁଅ ଜତିନ (୧୬) କହିଛନ୍ତି ଯେ ଇଡି ଅଧିକାରୀ ମାନସିକ ଚାପ ପକାଉ ଥିଲେ। ଏଥିପାଇଁ ମାତାପିତା ଆତ୍ମହତ୍ୟା କଲେ। ମନୋଜଙ୍କ ଭାଇ ତଥା ହର୍ଷପୁରର ସରପଞ୍ଚ ରାଜେଶ ପରମାର କହିଛନ୍ତି ଯେ ଇଡି ଚାପରେ ଭାଇ ଚିନ୍ତିତ ଥିଲେ। ବିଜେପି ଲୋକ ମଧ୍ୟ ସମସ୍ୟା ସୃଷ୍ଟି କରୁଥିଲେ। ଏଥିପାଇଁ ସେ ଏହି ପଦକ୍ଷେପ ନେଇଥିଲେ।

ପୁଲିସ ସୂଚନା ଅନୁଯାୟୀ ମନୋଜଙ୍କ ସୁଇସାଇଡ ନୋଟରେ ଇଡି ଚଢ଼ଉ ବିଷୟରେ ଲେଖାଯାଇଛି। ଅଧିକାରୀ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ ମଧ୍ୟ ଲଗାଇଛନ୍ତି। ଏଥିରେ କୁହାଯାଇଛି ଯେ ଗତ ୫ ତାରିଖରେ ଇଡି ଚଢ଼ଉ କରି ୧୦ ଲକ୍ଷ ଟଙ୍କା, ଅଳଙ୍କାର ଏବଂ ଅସଲି କାଗଜପତ୍ର ନେଇ ପଳାଇ ଥିଲା। ଇଡିର ସହାୟକ ନିର୍ଦ୍ଦେଶକ ସଞ୍ଜିତ କୁମାର ସାହୁ ଗାଳି କରି ବାଡ଼େଇ ଥିଲେ। ଭଗବାନ ଶିବଙ୍କ ମୂର୍ତ୍ତି ଭାଙ୍ଗି ଦେଇଥିଲେ। ବିଜେପିରେ ଥିଲେ ମାମଲା ଚାଲି ନ ଥାଆନ୍ତା ବୋଲି କହିଥିଲେ। ସଞ୍ଜିତ କୁମାର ତାଙ୍କ କାନ୍ଧରେ ପାଦ ରଖିଥିଲେ। ପିଲାଙ୍କୁ ବିଜେପିରେ ସାମିଲ କରି ରାହୁଲଙ୍କ ବିରୋଧରେ ଭିଡିଓ ପ୍ରସ୍ତୁତ କରିବାକୁ ଚାପ ପକାଇ ଥିଲେ। ସେ ବୟାନ ନ ନେଇ ନିଜେ ଏହା ଲେଖିଥିଲେ। ସ୍ବାକ୍ଷର ମଧ୍ୟ କରାଇ ନେଇଥିଲେ। ଘରୁ ଫୋନ୍‌ ଏବଂ କାଗଜପତ୍ର ନେଇ ଯାଇଥିଲେ। ଏତେ ଧାରା ଲଗାଇବୁ ଯେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ସତ୍ତ୍ବେ ବି ହଟିବନି ବୋଲି ଅଧିକାରୀ କହିଥିଲେ। ତେଣୁ ମାମଲାର ରଫାଦଫା କରି ମୁକ୍ତ ହେବାକୁ ଚାପ ପକାଇ ଥିଲେ।

ପିଏମ୍‌ଏଲ୍‌ଏ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ମାମଲା ବିଚାରାଧୀନ ଥିଲେ ଗିରଫ କରିପାରିବନି ଇଡି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ବଡ଼ ରାୟ ଦେଇଛନ୍ତି। ସ୍ବତନ୍ତ୍ର ଅଦାଲତଙ୍କ ଦ୍ବାରା ମନି ଲଣ୍ଡରିଂ ନିରୋଧୀ ଆଇନ (ପିଏମ୍‌ଏଲ୍‌ଏ) ମାମଲାର ସ୍ବତଃ ସଜ୍ଞାନ(କଗ୍ନିଜେନ୍ସ)ନିଆଯିବା ପରେ ଅଭିଯୁକ୍ତ ଅଦାଲତଙ୍କ ସମନ ପାଇ ଯଦି ହାଜର ହୁଅନ୍ତି ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ପିଏମ୍‌ଏଲ୍‌ଏ ଧାରା ୧୯ ଅନୁଯାୟୀ ଗିରଫ କରିପାରିବ ନାହିଁ ବୋଲି ନ୍ୟାୟମୂର୍ତ୍ତି ଅଭୟ ଏସ ଓକା ଓ ନ୍ୟାୟମୂର୍ତ୍ତି ଉଜ୍ଜ୍ବଳ ଭୁୟାଁଙ୍କ ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ମନି ଲଣ୍ଡରିଂ ମାମଲାରେ କୌଣସି ଅଭିଯୁକ୍ତଙ୍କୁ ତଦନ୍ତ ବେଳେ ଯଦି ଇଡି ଗିରଫ କରିନାହିଁ ଓ ଆରୋପପତ୍ର (ଚାର୍ଜସିଟ୍) ଦାଖଲ ପରେ ଅଦାଲତଙ୍କ ସମନ ପାଇ ସେହି ବ୍ୟକ୍ତି ଯଦି ହାଜର ହୁଅନ୍ତି ତେବେ ତାଙ୍କୁ ଇଡି ଗିରଫ କରିପାରିବ ନାହିଁ। ପୁଣି ତାଙ୍କ କ୍ଷେତ୍ରରେ ପିଏମ୍‌ଏଲ୍‌ଏ ଧାରା ୪୫ ଅନୁଯାୟୀ ଜାମିନର ଦ୍ବୈତ ସର୍ତ୍ତ ପୂରଣ କରିବା ଆବଶ୍ୟକ ହେବନି। ପୁଣି ଯେଉଁ ଅଭିଯୁକ୍ତ ଅଦାଲତଙ୍କ ସମନ ଅନୁପାଳନ କରି ଅଦାଲତରେ ହାଜର ହୁଅନ୍ତି ତାଙ୍କୁ ଜାମିନ ପାଇଁ ଆବେଦନ କରିବାକୁ ପଡ଼ିବ ନାହିଁ। ଇଡି ଯଦି ସେହି ବ୍ୟକ୍ତିଙ୍କୁ ହେପାଜତରେ ନେବାକୁ ଚାହିଁବ ତେବେ ସେଥିପାଇଁ ସଂପୃକ୍ତ ଅଦାଲତରେ ଆବେଦନ କରିବ। ଅଭିଯୁକ୍ତଙ୍କୁ ଜେରା କରିବାର ଅନିର୍ବାଯ୍ୟତା ନେଇ ଇଡି ଯଦି ଅକାଟ୍ୟ ପ୍ରମାଣ ଦେବାକୁ ସକ୍ଷମ ହୁଏ ତେବେ ଅଦାଲତ ଅଭିଯୁକ୍ତଙ୍କୁ ହେପାଜତରେ ନେବାକୁ ଇଡିକୁ ଅନୁମତି ଦେଇପାରିବେ। ସୁପ୍ରିମ୍‌କୋର୍ଟଙ୍କ ଏହି ନିର୍ଣ୍ଣୟକୁ ଏକ ଗୁରୁତ୍ବପୂର୍ଣ୍ଣ ରାୟ ବୋଲି ଆଇନଜ୍ଞମାନେ ମତ ଦେଇଛନ୍ତି।

ଏପ୍ରିଲ ୧ ଯାଏ ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ
ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର ଅପରାହ୍ନରେ ଇଡି ଟିମ୍ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା। ସେଠାରେ ଉଭୟ ଇଡି ଏବଂ କେଜ୍ରିୱାଲଙ୍କ ଓକିଲଙ୍କ ମଧ୍ୟରେ ଯୁକ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଯୁକ୍ତି ଶୁଣିବା ପରେ କୋର୍ଟ କେଜ୍ରିୱାଲଙ୍କ ଇଡି ରିମାଣ୍ଡକୁ ଆହୁରି ୪ ଦିନ ବଢ଼ାଇ ଦେଇଛନ୍ତି। ଅର୍ଥାତ ଏପ୍ରିଲ ୧ଯାଏ ବଢ଼ିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ। ଇଡି ତାଙ୍କୁ କୋର୍ଟରେ ହାଜର କରି ୭ଦିନ ରିମାଣ୍ଡରେ ନେବାକୁ କହିଥିଲେ। ହେଲେ କୋର୍ଟ ୭ଦିନ ବଦଳରେ ୪ ଦିନ ସମୟ ଇଡିକୁ ଦେଇଥିବା ଜଣାପଡ଼ିଛି।

ଇଡିକୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌: ଟ୍ରାଏଲ ବିନା ଅଭିଯୁକ୍ତଙ୍କୁ ଜେଲ୍‌ରେ ରଖିହେବ ନାହିଁ
ନୂଆଦିଲ୍ଲୀ: କୌଣସି ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି ଜେଲରେ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ କଡ଼ା ବାଣୀ ଶୁଣାଇଛନ୍ତି। ଇଡି ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରି ବିନା ଶୁଣାଣିରେ ଅଭିଯୁକ୍ତଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜେଲରେ ରଖିପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ତାଗିଦ୍‌ କରିଛନ୍ତି। ଜଣଙ୍କୁ ଗିରଫ କରି ଜେଲରେ ରଖିବା ପରେ ବାରମ୍ବାର ଚାର୍ଜସିଟ୍‌ ଦାଖଲ କରି ଜଣେ ଅଭିଯୁକ୍ତଙ୍କୁ ଜାମିନ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଇଡି ଭଳି ଏକ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିର ଆଭିମୁଖ୍ୟ ସୁପ୍ରିମକୋର୍ଟଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି ବୋଲି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କହିଛନ୍ତି।

ଝାଡ଼ଖଣ୍ଡର ଏକ ଖଣି ଦୁର୍ନୀତି ମାମଲାରେ ହୋଇଥିବା ଅର୍ଥ ହେରଫେର ବିଷୟକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବା ଅବସରରେ ଜଷ୍ଟିସ ଖାନ୍ନା ଇଡି ପାଇଁ ପକ୍ଷ ରଖିଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ଭି ରାଜୁଙ୍କୁ କହିଛନ୍ତି ଯେ, ‘ ଆପଣ ତଦନ୍ତ ନ ସରିବା ଯାଏ ଜଣେ ଅଭିଯୁକ୍ତଙ୍କୁ ଗିରଫ କରନ୍ତୁ ନାହିଁ।ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଆପଣ କହିପାରିବେ ନାହିଁ ଯେ ତଦନ୍ତ ଶେଷ ନ ହେବା ଯାଏ ଶୁଣାଣି ଆରମ୍ଭ ହୋଇପାରିବନି। ଆପଣ ବାରମ୍ବାର ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କରିପାରିବେ ନାହିଁ। ଚାର୍ଜସିଟ୍‌ ଦାଖଲ କରି ବିନା ଶୁଣାଣିରେ ଅଭିଯୁକ୍ତଙ୍କୁ ଜେଲରେ ରଖି ପାରିବେ ନାହିଁ। ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ମାତ୍ରେ ମାମଲାର ଶୁଣାଣି ପାଇଁ ପ୍ରକ୍ରିୟା ଆରମ୍ଭ ହେବା ଦରକାର। ପ୍ରଚଳିତ ନିୟମ ଅନୁଯାୟୀ, ଯଦି ତଦନ୍ତକାରୀ ସଂସ୍ଥା ଧାର୍ଯ୍ୟ ସମୟ ମଧ୍ୟରେ ତଦନ୍ତ ଶେଷ କରିବ ନାହିଁ କିମ୍ବା ଚୂଡ଼ାନ୍ତ ଚାର୍ଜସିଟ୍‌ ଦାଖଲ କରିପାରବ ନାହିଁ ତେବେ ଗିରଫ ବ୍ୟକ୍ତିଙ୍କୁ ଜାମିନ ଦିଆଯାଇପାରିବ। ତଦନ୍ତ ଶେଷ କରିବା ପାଇଁ ୬୦ରୁ ୯୦ ଦିନର ସମୟ ରହିଛି। ଏ ସମ୍ପର୍କରେ ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ସ୍ପଷ୍ଟ କରିସାରିଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି। ଇଡି ପ୍ରତି ସୁପ୍ରିମକୋର୍ଟଙ୍କ ଏଭଳି ତାଗିଦକୁ ନେଇ ବିଭିନ୍ନ ମାମଲାରେ ଇଡି ଓ ସିବିଆଇ ଦ୍ୱାରା ଗିରଫ ହୋଇ ଦୀର୍ଘ ଦିନ ଧରି ଜେଲରେ ଥିବା ନେତାମାନଙ୍କ ପାଇଁ ବଡ଼ ଖବର ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ପ୍ରେମ ପ୍ରକାଶ ଗତବର୍ଷ ଇଡି ଦ୍ବାରା ଗିରଫ ହେବା ପରେ ଝାଡ଼ଖଣ୍ଡ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ଜାମିନ ମିଳି ନଥÒଲା। ଏଥିପାଇଁ ସେ ସୁପ୍ରିମକୋର୍ଟରେ ପହଞ୍ଚିଥÒଲେ। ଖଣ୍ଡପୀଠ ଏହାକୁ ବିଚାର କରି ଏହି ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ମିଳିପାରିବ ବୋଲି କହିଥିଲା ବେଳେ ଅତିରିକ୍ତ ସଲିସିଟର ଜେନେରାଲ ରାଜୁ ଏହାକୁ ବିରୋଧ କରିଥିଲେ। ଜାମିନ ମିଳିଲେ ସାକ୍ଷୀମାନେ ପ୍ରଭାବିତ କରି ପ୍ରମାଣ ନଷ୍ଟ କରିଦେଇପାରନ୍ତି ବୋଲି ସେ ଯୁକ୍ତି କରିଥିଲେ। କିନ୍ତୁ ଜଷ୍ଟିସ ଖାନ୍ନା କହିଥିଲେ ଯେ,ଯଦି ଅଭିଯୁକ୍ତ ସେମିତି କିଛି କରନ୍ତି, ତା’ହେଲେ ଆପଣ ଆମ ପାଖକୁ ଆସି ପାରିବେ। କିନ୍ତୁ ସେ ୧୮ ମାସ ହେଲା ସେ ଜେଲରେ କିଭଳି ଅଛନ୍ତି ବୋଲି ଜଷ୍ଟିସ୍‌ ଖାନ୍ନା ପ୍ରଶ୍ନ ଉଠାଇଥÒଲେ।

ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ ଆମ ଆଦମି ପାର୍ଟିର ଅନେକ ନେତାଙ୍କ ଘରେ ଇଡି ରେଡ୍
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ସମେତ ଆମ ଆଦମି ପାର୍ଟିର ଅନେକ ନେତାଙ୍କ ଘରେ ଇଡି ରେଡ୍ କରିଛି । କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଶ୍ୱ କୁମାରଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ କରିଛି ଇଡି ବିଭାଗ । ଦିଲ୍ଲୀ ଜଳ ବୋର୍ଡ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଏହି ଚଢ଼ାଉ ହୋଇଥିବା କୁହାଯାଇଛି । ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ସଦସ୍ୟ ସଲଭ କୁମାର ଓ ଆପ୍ ସାଂସଦ ଏନଡି ଗୁପ୍ତା ଏବଂ ଦଳର ଅନ୍ୟ କିଛି ନେତାଙ୍କ ଘରେ ମଧ୍ୟ ଚଢ଼ାଉ କରିଛି ଇଡି। ଦିଲ୍ଲୀ ସମେତ ଚଣ୍ଡିଗଡ଼ ଏବଂ ବାରଣାସୀରେ ମଧ୍ୟ କିଛି ସ୍ଥାନରେ ରେଡ୍ ଚାଲିଛି। ଏହି ରେଡକୁ ନେଇ ପ୍ରତିକ୍ରିୟା ରଖିଛି ଆମ ଆଦମି ପାର୍ଟି। ଦିଲ୍ଲୀର ମନ୍ତ୍ରୀ ଅତିଶୀ ଏହି ରେଡକୁ ନେଇ ଆମେ ଡରିବୁ ନାହିଁ ବୋଲି କହିଛନ୍ତି ।

ବଢିଲା ହେମନ୍ତ ସୋରେନ୍‌ଙ୍କ ଅଡୁଆ; ୫ ଦିନିଆ ED ରିମାଣ୍ଡରେ ଗଲେ ଝାଡ଼ଖଣ୍ଡର ପୂର୍ବତନ ସିଏମ
ରାଞ୍ଚି: ୫ଦିନିଆ ଇଡି ରିମାଣ୍ଡରେ ହେମନ୍ତ ସୋରେନ୍ । ଇଡି ଦ୍ୱାରା ଗିରଫ ହୋଇଥିବା ଜେଏମଏମ କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନଙ୍କୁ ୫ ଦିନିଆ ହେପାଜତକୁ ନେଇଛି ଇଡି । ଜମି ଦୁର୍ନୀତି ମାମଲାରେ ଅଧିକ ପଚରାଉଚରା ପାଇଁ ନ୍ୟାୟିକ ହେପାଜତକୁ ନେଇଛି ଇଡି। ଆଜି ସୁପ୍ରିମକୋର୍ଟ ଗିରଫଦାରୀ ଆବେଦନକୁ ଖାରଜ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ରିମାଣ୍ଡରେ ନେଇଛି। ଇଡି ଗୁରୁବାର ସୋରେନଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲା। କୋର୍ଟ ଇଡି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ ଓ ସୋରେନଙ୍କୁ ଗୋଟିଏ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

ଗତ ବୁଧବାର (୩୧)ରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ତଦନ୍ତକାରୀ ସଂସ୍ଥା ଇଡି । ଜମି ଦୁର୍ନୀତିରେ ଅର୍ଥ ହେରଫେର ମାମଲାରେ ତାଙ୍କୁ ଗିରଫ କରିଥିଲା। ଏହାପରେ ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ସୋରେନ। ଆଜି ଏ ମାମଲା ଉପରେ ଶୁଣାଣି କରି ଆବେଦନକୁ ଖାରଜ କରିଦେବା ସହ ହାଇକୋର୍ଟରେ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ।