Tiger-3 - The Sakala

‘ଟାଇଗର୍-୩’ ପାଇଁ ରୁଷ୍‌ ଯିବେ ସଲମାନ୍-କ୍ୟାଟ୍ରିନା
ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ବହୁତ ଜଲ୍‌ଦି ଗୁଇନ୍ଦା ଥ୍ରିଲର୍‌ ଫିଲ୍ମ ‘ଟାଇଗର୍-୩’ ପାଇଁ ବିଦେଶରେ ସୁଟିଂ ଆରମ୍ଭ କରିବେ। ଉଭୟ ସଲମାନ୍ ଓ କ୍ୟାଟ୍ରିନା ଅଗଷ୍ଟ ୧୮ରେ ରୁଷ୍‌ ଯିବେ। ଫିଲ୍ମ ପାଇଁ ୪୫ ଦିନର ଆକ୍ସନ୍‌ ସିନ୍‌ ଧାର୍ଯ୍ୟ କରାଯାଇଛି। ଉଭୟ କଳାକାର ଏହି ସିନ୍‌ଗୁଡ଼ିକ ଅଷ୍ଟ୍ରିଆ ଓ ତୁର୍କି ସହିତ ୫ଟି ବିଦେଶୀ ଲୋକସେନ୍‌ରେ ସୁଟ୍ କରିବେ। ୟଶରାଜ ବ୍ୟାନର୍ ଏକ ଜୁମ୍ବୋ ଚାର୍ଟରରେ ସଲମାନ୍‌-କ୍ୟାଟ୍ରିନାଙ୍କ ସହ ନିର୍ଦ୍ଦେଶକ ମନୀଷ ଶର୍ମା ଏବଂ ସୁଟିଂ ସହିତ ଜଡ଼ିକ ଲୋକଙ୍କୁ ରୁଷ୍‌ ପଠାଇବା ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଆଦିତ୍ୟ ଚୋପ୍ରା ଏହି ଚାର୍ଟରଟିକୁ ଭଡ଼ାରେ ନେଇଛନ୍ତି।

ରୁଷ୍‌ରେ ହେବାକୁ ଥିବା ସୁଟିଂ ପାଇଁ ମାସେ ପୂର୍ବରୁ ଅଭ୍ୟାସ କରାଯାଇଛି। ପ୍ରଥମେ ସଲମାନ୍‌ ଓ କ୍ୟାଟ୍ରିନା ରୁଷ୍‌ରେ ସୁଟିଂ ସାରିବେ। ପରେ ତୁର୍କୀ, ଅଷ୍ଟ୍ରିଆ, ଆଦି ସ୍ଥାନରେ ସୁଟିଂ କରିବେ। କରୋନା ମହାମାରୀ ସତ୍ତ୍ବେ ଆଦିତ୍ୟ ଓ ମନୀଷ୍‌ ଫିଲ୍ମ ଉପରେ ଏହାର ଆଦୌ ପ୍ରଭାବ ପଡିବାକୁ ଦେଉନାହାନ୍ତି। ଏହି ଫିଲ୍ମକୁ ସୁପର୍‌ହିଟ୍‌ ସାବ୍ୟସ୍ତ କରିବା ପାଇଁ ଆଦିତ୍ୟ ଭରପୂର ଆକ୍ସନ ସିନ୍‌ ରଖୀଛନ୍ତି। ‘ଟାଇଗର୍‌-ଥ୍ରି’ ଏହି ଫ୍ରାଞ୍ଚାଇଞ୍ଜର ତୃତୀୟ ସଂସ୍କରଣ ହେବ। ଏହାପୂର୍ବରୁ ‘ଏକ୍‌ ଥା ଟାଇଗର୍‌’ ୨୦୧୨ରେ ‘ଟାଇଗର୍ ଜିନ୍ଦା ହୈ’ ୨୦୧୭ରେ ମୁକ୍ତିଲାଭ କରିଥିଲା।

‘ଟାଇଗର- ୩’ରେ ଇମ୍ରାନ୍‌ଙ୍କ ଏଣ୍ଟ୍ରି ସିନ୍‌ ପାଇଁ ଖର୍ଚ୍ଚ ହେବ ୧୦ କୋଟି
ବଲିଉଡ୍ ଅଭିନେତା ସଲମାନ୍‌ ଖାନ୍‌ ଏବେ ତାଙ୍କ ଫିଲ୍ମ ‘ଟାଇଗର ୩’କୁ ନେଇ  ଚର୍ଚ୍ଚାରେ ଅଛନ୍ତି। ନିକଟରେ ସଲମାନ୍‌ ଏହାର ଏକ ଭିଡିଓ ଜାରି କରି ଫିଲ୍ମର ଆରମ୍ଭ ନେଇ ଔପଚାରିକ ଘୋଷଣା କରିଛନ୍ତି। ‘ଟାଇଗର ୩’ ସଲମାନ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘ଏକ୍‌ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହୈ’  ଫିଲ୍ମର ତୃତୀୟ ସଂସ୍କରଣ ହେବ। ଏହି ଫିଲ୍ମରେ ଖଳନାୟକ ଭାବେ ଦେଖାଯିବେ ଅଭିନେତା ଇମ୍ରାନ୍‌ ହାସ୍‌ମୀ। ଫିଲ୍ମରେ  ଇମ୍ରାନ୍‌ଙ୍କ ଏଣ୍ଟ୍ରି ସିନ୍‌ ଲାଗି ନିର୍ମାତା ଅଧିକ ୧୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ସଲମାନ୍‌ଙ୍କ ପ୍ରତ୍ୟେକ ଫିଲ୍ମରେ ହିରୋର ଏଣ୍ଟ୍ରି ପାଇଁ ସ୍ବତନ୍ତ୍ର ସିନ୍‌ ସୁଟ୍‌ କରାଯାଇଥାଏ।  ସେହିଭଳି ‘ଟାଇଗର -୩’ ଲାଗି ମଧ୍ୟ ଏହି କାମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅବଶ୍ୟ ଏଥର ଖଳନାୟକ ପାଇଁ ଏପରି ଏକ ବଡ଼ ଆକାରର ଅର୍ଥ ଖର୍ଚ୍ଚ କରାଯିବ।

‘ଟାଇଗର୍-୩’ରେ ସଲମାନ୍-କ୍ୟାଟ୍ରିନାଙ୍କ ଏଣ୍ଟ୍ରି ସିନ୍‌ ପାଇଁ ମଧ୍ୟ ଜବରଦସ୍ତ ଅର୍ଥ ଖର୍ଚ୍ଚ କରାଯିବ। ତେବେ ମନୀଷ ଶର୍ମା, ଆଦିତ୍ୟ ଚୋପ୍ରା ଏବଂ ଷ୍ଟଣ୍ଟ ଟିମ୍‌ ଇମରାନ୍‌ଙ୍କ ସ୍ବତନ୍ତ୍ର ଏଣ୍ଟ୍ରି ଦେଖାଇବା ଲାଗି ଏକ ଆକ୍ସନ ସିନ୍ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ହାରାହାରି ଦଶ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ସିନ୍‌ର ସୁଟିଂ ଚଳିତ ମାସ ଶେଷ ଆଡକୁ କରାଯିବ। ଏହି ଫିଲ୍ମରେ ସଲମାନ ଓ ଇମ୍ରାନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖୀବାକୁ ପାଇବେ ପ୍ରଶଂସକ। ଫିଲ୍ମର ସୁଟିଂ ମୁମ୍ବାଇସ୍ଥିତ  ୟଶରାଜ ଷ୍ଟୁଡିଓରୁ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ସଲମାନ୍‌ ଓ କ୍ୟାଟ୍ରିନା ସୁଟିଂ ଆରମ୍ଭ କରିଛନ୍ତି। ଏହା ଏକ ଆକ୍ସନ ଭିତ୍ତିକ ଫିଲ୍ମ ହୋଇଥିବାରୁ ସଲମାନ୍‌ ଅଧିକ ସମୟ ଜିମ୍‌ରେ କାଟୁଥିବାର ଦେଖାଯାଇଛି। ଏନେଇ ନିକଟରେ ସଲମାନ୍‌ ଏକ  ଛୋଟ ଭିଡ଼ିଓ କ୍ଲିପ୍‌ ସେୟାର କରିଛନ୍ତି। ଏହି ଭିଡିଓରେ ସଲମାନ୍‌ ଜିମ୍‌ରେ ବ୍ୟାୟାମ କରୁଥିବା ଦେଖୀବାକୁ ମିଳିଛି।

‘ଟାଇଗର୍-୩’ରେ କ୍ୟାଟ୍ରିନାଙ୍କ ଜବରଦସ୍ତ ଆକ୍ସନ୍
ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ ତାଙ୍କର ଆଗାମୀ ଫିଲ୍ମ ‘ଟାଇଗର୍-୩’ ପାଇଁ ବେଶ୍ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ଏଥିରେ ସଲମାନ୍‌ଙ୍କ ସହିତ ଲିଡ୍‌ ରୋଲରେ କ୍ୟାଟ୍ରିନା କୈଫ୍ ଦେଖାଯିବେ। ‘ଏକ୍‌ ଥା ଟାଇଗର’, ‘ଟାଇଗର୍‌ ଜିନ୍ଦା ହୈ’ର ସଫଳତା ପରେ ଏହାର ନିର୍ମାତା ପୁଣି ଏହି ଯୋଡ଼ିକୁ ଏକାଠି ପରଦାକୁ ଆଣିବାକୁ ସ୍ଥିର କରିଥିଲେ।

କ୍ୟାଟ୍ରିନା ମଧ୍ୟ ‘ଟାଇଗର-୩’ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ଏଥିରେ କ୍ୟାଟ୍ରିନାଙ୍କର ଜବରଦସ୍ତ ଆକ୍ସନ ସିନ୍‌ ରହିଛି। ‘ଟାଇଗର୍-୩ରେ କ୍ୟାଟ୍ରିନା ଆଇଏସ୍‌ଆଇ ଏଜେଣ୍ଟ ଭାବେ ଦେଖାଯିବେ । ଏଥିପାଇଁ ସେ କିକ୍‌ ବକ୍ସିଂ ତାଲିମ ମଧ୍ୟ ନେଉଥିଲେ। କ୍ୟାଟ୍ରିନା ଏଥିପାଇଁ ଫିଟ୍‌ନେସ୍‌ ଟ୍ରେନର୍‌ ୟାସ୍ମିନ୍ କରାଚୀୱାଲାଙ୍କଠାରୁ ତାଲିମ୍‌ ନେଉଛନ୍ତି। ‘ଟାଇଗର୍-୩’ରେ ଆକ୍ସନ ସିନ୍‌ କରିବା ପାଇଁ ଉଭୟ ସଲମାନ୍‌ ଓ କ୍ୟାଟ୍ରିନା ମଧ୍ୟ ଦକ୍ଷିଣ କୋରିଆର ଗୋଟିଏ ଫିଟନେସ୍‌ ଟିମ୍‌ ମାର୍ସାଲ ଆର୍ଟସ୍‌ ତାଲିମ୍ ଦେଉଛନ୍ତି।