IMD DG - The Sakala
ଭୁବନେଶ୍ବର: ପାଖେଇ ଆସୁଛି ବାତ୍ୟା ଦାନା । ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ ସୂଚନା ଦେଇଛନ୍ତି। ଅବପାତ ଆଜି ଗଭୀର ଅବପାତରେ ପରିଣତ ହେବ।  ୨୪ ଓ ୨୫ ସକାଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ।  ପୁରୀରୁ ସାଗରଦ୍ବୀପ ମଧ୍ୟରେ ଏହାର ପ୍ରଭାବ ରହି॥  ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୦୦ରୁ ୧୨୦ କିମି ରହିବ । ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗରେ ଏହାର ବେଶୀ ପ୍ରଭାବ ରହିବ। ଏହାର ପ୍ରଭାବରେ କିଛି ସ୍ଥାନରେ ପ୍ରବଳ ବର୍ଷିବ ।
ସୃଷ୍ଟି ହୋଇଥିବା ଓ୍ବେଲମାର୍କ ଲୋପ୍ରେସର ଅବପାତରେ ପରିଣତ ହୋଇଛି। ପଶ୍ଚିମ- ଉତ୍ତର ପଶ୍ଚିମକୁ ଗତି କରିବାବେଳେ ଘଣ୍ଟାପ୍ରତି ୬ କିଲୋମିଟର ରହିଥଇଲା। ବର୍ତ୍ତମାନ ଏହା ପୂର୍ବ ବଙ୍ଗୋପ ସାଗରରେ ରହିଛି। ପାରାଦୀପରୁ ଦକ୍ଷିଣ ପୂର୍ବକୁ ୭୦୦ କିଲୋମିଟର ଦୂରରେ ରହିଛି। ସାଗର ଦ୍ବୀପପୁଞ୍ଜରୁ ୭୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବକୁ ରହିଛି। ୨୩ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ରହିବ ବାତ୍ଯା। ୨୪ ସକାଳ ସୁଦ୍ଧା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେହ।
ପାଣିପାଗ ବିଭାଗର ପୂର୍ବାନୁମାନ: ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା
ଭୁବନେଶ୍ବର: ଚଳିତ ବର୍ଷ ସ୍ବାଭାବିକ ହେବ ମୌସୁମୀ ବର୍ଷା । ମୌସୁମୀ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏ ନେଇ ପ୍ରେସମିଟରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ମୌସୁମୀ ବର୍ଷା ପରିମାଣ ୯୬% ହେବା ନେଇ ପୂର୍ବାନୁମାନ କରାଯାଇଛି।  ୯୬% ରୁ ୧୦୪% ବର୍ଷା ହେଲେ ସ୍ବାଭାବିକ କୁହାଯାଏ । ପ୍ଲସ  ଓ ମଇନ୍ସ  ୫ପ୍ରତିଶତ ରହିବ। ମୌସୁମୀର ଦ୍ବିତୀୟାର୍ଦ୍ଧରେ ଏଲ୍-ନିନୋ ସମସ୍ୟା ସମ୍ଭାବନା ରହିଛି। ଏଲ୍-ନିନୋ ସମ୍ଭାବନା ଥିଲେ ବି ବର୍ଷା ପରିମାଣ କମିବନି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଭୁବନେଶ୍ବର: ଓଡ଼ିଶାରେ ବାତ୍ୟା ଭୟ ନାହିଁ । ବାତ୍ୟା ସମ୍ପର୍କରେ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ । IMD ଡିଜି ମୃତ୍ଯୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସନ୍ତା ୭ ଦିନ ପାଇଁ ବାତ୍ଯାର ସୂଚନା ନାହିଁ । ଓଡ଼ିଶା ପ୍ରତି କୌଣସି ବାତ୍ଯାର ଭୟ ନାହିଁ। ବଙ୍ଗୋପସାଗରରେ କାଲି ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପଶ୍ଟିମ- ଉତ୍ତର- ପଶ୍ଚିମ ଦିଗରେ ଘୂର୍ଣ୍ଣିବଳ ଗତିକରୁଛି । ଦକ୍ଷିଣ ଆନ୍ଧ୍ରପ୍ରଦେଶ, ଉତ୍ତର ତାମିଲନାଡ଼ୁ ଅଭିମୁଖେ ଗତି କରୁଛି। ୧୭/୧୮ ତାରିଖରେ ଆଉ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା କୌଣସି ବାତ୍ଯାର ରୂପ ନେବ ନାହିଁ। ୭/୮ ଦିନ ପରେ କଣ ହେବ ବର୍ତ୍ତମାନ କିହବା ସମ୍ଭବ ନୁହେଁ। ବାତ୍ଯା ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଛି ତାକୁ ବିଶ୍ବାସ କରନ୍ତୁନି । କୌଣସି ମହାବାତ୍ଯ ସୃଷ୍ଟି ହେବାର ସମ୍ଭାବନା ନାହିଁ । ମହାବାତ୍ଯା ନେଇ IMD କୌଣସି ପୂର୍ବାନୁମାନ କରିନାହିଁ। ଓଡ଼ିଶା ପ୍ରତି ବାତ୍ଯା ଆଶଙ୍କା ରହିଲେ ଆମେ ସୂଚନା ଦେବୁ ବୋଲି IMD ଡିଜି ମୃତ୍ଯୁଞ୍ଜୟ ମହାପାତ୍ର କହିଛନ୍ତି। ଏଥିସହ IMDର ଆକଳନ ଉପରେ ବିଶ୍ବାସ ରଖିବାକୁ ଅପିଲ କରିଛନ୍ତି।
ବାତ୍ୟାର ରୂପ ନେଲା ଗଭୀର ଅବପାତ, ରବିବାର ମଧ୍ୟାହ୍ନରେ ପୁରୀ ନିକଟରେ କରିବ ଲ୍ୟାଣ୍ଡଫଲ୍‌ : IMD DG
ନୂଆଦିଲ୍ଲୀ : ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ବାତ୍ୟା ଆସନ୍ତାକାଲି ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ର-ଓଡିଶା ଉପକୂଳରେ ପହଂଚିବ । ୫ ତାରିଖ ମଧ୍ୟାହ୍ନ ବେଳକୁ ପୁରୀ ନିକଟରେ ଉପକୂଳ ଛୁଇଁବ ବାତ୍ୟା ଜୱାଦ । ଏହି ବାତ୍ୟାର ତୀବ୍ରତା ଗୁଲାବଠାରୁ ଅଧିକ ଓ ତିତଲିରୁ କମ୍ ରହିବ ବୋଲି ଆଇଏମଡି ଡିଜି କହିଛନ୍ତି ।
ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ୫ ତାରିଖ ମଧ୍ୟାହ୍ନରେ ଏହା ପୁରୀ ଉପକୂଳରେ ପହଞ୍ଚିବ । ଓଡ଼ିଶା ପାଇଁ ଏବେ ସବୁଠାରୁ ଅଧିକ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଓଡ଼ିଶାର ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।
Later the cyclone will move towards Orissa and heavy rainfall will be observed in all coastal regions. Rainfall intensity is likely to increase on 4th Dec. Wind speed is expected to be 50-55km/hr and will increase gradually gusting to 100km/hr: Mrityunjay Mahapatra(DG, IMD)
— ANI (@ANI) December 3, 2021
୫ ତାରିଖରେ ଓଡ଼ିଶାର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବ । ଏହି ସମୟରେ ୮୦ ରୁ ୯୦ କିଲୋମିଟର ବେଗରେ ପବନ ବୋହିପାରେ । ବେଳେ ବେଳେ ପବନର ବେଗ ୧୦୦ କିଲୋମିଟର ପର୍ୟ୍ୟନ୍ତ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେହିଭଳି ୩ ରୁ ୫ ତାରିଖ ସମୂଦ୍ର ଉପକୂଳ ସୁରକ୍ଷିତ ରହିବ ନାହିଁ ବୋଲି ସୂଚନା ମଧ୍ୟ ରହିଛି ।
DEEP DEPRESSION intensified into #CYCLONICSTORM '#JAWAD' AT #1130HRS IST. To move northwestwards & reach north Andhra Pradesh – south Odisha coasts by #4th Dec morning. Thereafter, to recurve north-northeastwards & move along Odisha coast reaching near #Puri around #5th Dec noon pic.twitter.com/MUpnstnR23
— Meteorological Centre, Bhubaneswar (@mcbbsr) December 3, 2021
ବାତ୍ୟା ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ମଧ୍ୟ ରାତ୍ରିରୁ ଓଡିଶାରେ ପବନର ବେଗ ବଢ଼ିବ । ଗଂଜାମ, କଟକ, ଖୋର୍ଦ୍ଧାରେ ପବନର ବେଗ ୬୦ରୁ ୭୦ କିମି ରହିବ । କିଛି ଜିଲ୍ଲାରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ସମ୍ଭାବନା ରହିଛି । ପୁରୀ ଜିଲ୍ଳାର ଉପକୂଳରେ ବାତ୍ୟା ଜୱାଦ ଛୁଇଁଯିବା ସମ୍ଭାବନା ଥିବାରୁ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଦେଇଛନ୍ତି ।